logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାଲକାନାଗିରି ରେ ​ଜାତୀୟ କ୍ରୀଡ଼ା ଦିବସ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସମାରୋହ ଉଦ୍‌ଘାଟିତ । ମାଲକାନାଗିରି ରେ ​ଜାତୀୟ କ୍ରୀଡ଼ା ଦିବସ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସମାରୋହ ଉଦ୍‌ଘାଟିତ । ମାଲକାନାଗିରି, ତା ୨୯/୦୮/୨୬ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ ସ୍ତର ସହ ତାଳ ମିଳାଇ ଜିଲ୍ଲାରେ ତିନି ଦିନିଆ ଅଗଷ୍ଟ ୨୮, ୨୯ ଓ ୩୦ କ୍ରୀଡ଼ା ଉତ୍ସବ ସମାରୋହପୂର୍ବକ ଆରମ୍ଭ ହୋଇଯାଇଛି। ​ଅଗଷ୍ଟ ୨୮ ପ୍ରଥମ ଦିବସ ଉତ୍ସବର ପ୍ରଥମ ଦିନରେ ବିଭିନ୍ନ ସ୍କୁଲ୍‌ଗୁଡ଼ିକରେ ହୋକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସହ ଶାନ୍ତି ପ୍ରାର୍ଥନା କରାଯାଇଥିଲା। ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଜାଗ୍ରତ କରିବା ପାଇଁ ୨୯-ଚ୍ୟାଲେଞ୍ଜ ଯେପରିକି ୨୯ଟି ପୁସ୍-ଅପ୍, ହାଇ-ନି, ସ୍କିପିଂ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ​ଅଗଷ୍ଟ ୨୯ ଦ୍ୱିତୀୟ ଦିବସ ଦ୍ୱିତୀୟ ଦିବସରେ ଏକ ଘଣ୍ଟା ଖେଳ ମୈଦାନରେ ଥିମ୍‌ରେ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଜିଲ୍ଲା ସ୍ତରରେ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଛି। ସ୍କୁଲ ସ୍ତରରେ କବାଡି, ଫୁଟବଲ ଓ ଭଲିବଲ ଖେଳାଯାଉଥିବା ବେଳେ ଜିଲ୍ଲା ସ୍ତରରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ​ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଆଇଆଇସି ଦେବଦତ୍ତ ମାଲିକ, ସାମ୍ବାଦିକ ସଂଘର ସଭାପତି ଦେବପ୍ରସାଦ ଦାସ, ବ୍ୟାଡମିଣ୍ଟନ ଆସୋସିଏସନ ସଭାପତି ଜଗନ୍ନାଥ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନ୍ନା ତୁରୁକ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ​ଅଗଷ୍ଟ ୩୦ ତୃତୀୟ ଦିବସ ଆଗାମୀ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଦିବସରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟ କୁ ସଫଳ କରିବା ପାଇଁ ଏକ ସାଇକେଲ ରାଲି ଆୟୋଜନ କରାଯିବ। ଏହି ରାଲି ଡି ଏନ୍ କେ ଖେଳପଡ଼ିଆ ଠାରୁ ବାହାରି ଷ୍ଟାଡିୟମ୍ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଯିବ। ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା ଏବଂ ଜିଲ୍ଲାବାସୀଙ୍କୁ ଶାରୀରିକ ଭାବେ ସୁସ୍ଥ ରହିବାକୁ ପ୍ରେରଣା ଯୋଗାଇବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ।

10 hrs ago
user_ମାନସ ରଞ୍ଜନ ଜେନା
ମାନସ ରଞ୍ଜନ ଜେନା
Fitness Trainer ଏମ.ଭି. 79, ମାଲକାନଗିରି, ଓଡ଼ିଶା•
10 hrs ago
363b6ca1-55c0-4f08-a6fc-433e123ece72

ମାଲକାନାଗିରି ରେ ​ଜାତୀୟ କ୍ରୀଡ଼ା ଦିବସ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସମାରୋହ ଉଦ୍‌ଘାଟିତ । ମାଲକାନାଗିରି ରେ ​ଜାତୀୟ କ୍ରୀଡ଼ା ଦିବସ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସମାରୋହ ଉଦ୍‌ଘାଟିତ । ମାଲକାନାଗିରି, ତା ୨୯/୦୮/୨୬ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ ସ୍ତର ସହ ତାଳ ମିଳାଇ ଜିଲ୍ଲାରେ ତିନି ଦିନିଆ ଅଗଷ୍ଟ ୨୮, ୨୯ ଓ ୩୦ କ୍ରୀଡ଼ା ଉତ୍ସବ ସମାରୋହପୂର୍ବକ ଆରମ୍ଭ ହୋଇଯାଇଛି। ​ଅଗଷ୍ଟ ୨୮ ପ୍ରଥମ ଦିବସ ଉତ୍ସବର ପ୍ରଥମ ଦିନରେ ବିଭିନ୍ନ ସ୍କୁଲ୍‌ଗୁଡ଼ିକରେ ହୋକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସହ ଶାନ୍ତି ପ୍ରାର୍ଥନା କରାଯାଇଥିଲା। ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଜାଗ୍ରତ

32c402d3-651e-43a9-a125-6d14597031e9

କରିବା ପାଇଁ ୨୯-ଚ୍ୟାଲେଞ୍ଜ ଯେପରିକି ୨୯ଟି ପୁସ୍-ଅପ୍, ହାଇ-ନି, ସ୍କିପିଂ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ​ଅଗଷ୍ଟ ୨୯ ଦ୍ୱିତୀୟ ଦିବସ ଦ୍ୱିତୀୟ ଦିବସରେ ଏକ ଘଣ୍ଟା ଖେଳ ମୈଦାନରେ ଥିମ୍‌ରେ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଜିଲ୍ଲା ସ୍ତରରେ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଛି। ସ୍କୁଲ ସ୍ତରରେ କବାଡି, ଫୁଟବଲ ଓ ଭଲିବଲ ଖେଳାଯାଉଥିବା ବେଳେ ଜିଲ୍ଲା ସ୍ତରରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ​ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଆଇଆଇସି ଦେବଦତ୍ତ ମାଲିକ, ସାମ୍ବାଦିକ ସଂଘର ସଭାପତି ଦେବପ୍ରସାଦ ଦାସ, ବ୍ୟାଡମିଣ୍ଟନ

ଆସୋସିଏସନ ସଭାପତି ଜଗନ୍ନାଥ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନ୍ନା ତୁରୁକ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ​ଅଗଷ୍ଟ ୩୦ ତୃତୀୟ ଦିବସ ଆଗାମୀ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଦିବସରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟ କୁ ସଫଳ କରିବା ପାଇଁ ଏକ ସାଇକେଲ ରାଲି ଆୟୋଜନ କରାଯିବ। ଏହି ରାଲି ଡି ଏନ୍ କେ ଖେଳପଡ଼ିଆ ଠାରୁ ବାହାରି ଷ୍ଟାଡିୟମ୍ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଯିବ। ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା ଏବଂ ଜିଲ୍ଲାବାସୀଙ୍କୁ ଶାରୀରିକ ଭାବେ ସୁସ୍ଥ ରହିବାକୁ ପ୍ରେରଣା ଯୋଗାଇବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ।

More news from ଓଡ଼ିଶା and nearby areas
  • ମାଲକାନାଗିରି ରେ ​ଜାତୀୟ କ୍ରୀଡ଼ା ଦିବସ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସମାରୋହ ଉଦ୍‌ଘାଟିତ । ମାଲକାନାଗିରି ରେ ​ଜାତୀୟ କ୍ରୀଡ଼ା ଦିବସ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସମାରୋହ ଉଦ୍‌ଘାଟିତ । ମାଲକାନାଗିରି, ତା ୨୯/୦୮/୨୬ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ ସ୍ତର ସହ ତାଳ ମିଳାଇ ଜିଲ୍ଲାରେ ତିନି ଦିନିଆ ଅଗଷ୍ଟ ୨୮, ୨୯ ଓ ୩୦ କ୍ରୀଡ଼ା ଉତ୍ସବ ସମାରୋହପୂର୍ବକ ଆରମ୍ଭ ହୋଇଯାଇଛି। ​ଅଗଷ୍ଟ ୨୮ ପ୍ରଥମ ଦିବସ ଉତ୍ସବର ପ୍ରଥମ ଦିନରେ ବିଭିନ୍ନ ସ୍କୁଲ୍‌ଗୁଡ଼ିକରେ ହୋକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସହ ଶାନ୍ତି ପ୍ରାର୍ଥନା କରାଯାଇଥିଲା। ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଜାଗ୍ରତ କରିବା ପାଇଁ ୨୯-ଚ୍ୟାଲେଞ୍ଜ ଯେପରିକି ୨୯ଟି ପୁସ୍-ଅପ୍, ହାଇ-ନି, ସ୍କିପିଂ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ​ଅଗଷ୍ଟ ୨୯ ଦ୍ୱିତୀୟ ଦିବସ ଦ୍ୱିତୀୟ ଦିବସରେ ଏକ ଘଣ୍ଟା ଖେଳ ମୈଦାନରେ ଥିମ୍‌ରେ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଜିଲ୍ଲା ସ୍ତରରେ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଛି। ସ୍କୁଲ ସ୍ତରରେ କବାଡି, ଫୁଟବଲ ଓ ଭଲିବଲ ଖେଳାଯାଉଥିବା ବେଳେ ଜିଲ୍ଲା ସ୍ତରରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ​ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଆଇଆଇସି ଦେବଦତ୍ତ ମାଲିକ, ସାମ୍ବାଦିକ ସଂଘର ସଭାପତି ଦେବପ୍ରସାଦ ଦାସ, ବ୍ୟାଡମିଣ୍ଟନ ଆସୋସିଏସନ ସଭାପତି ଜଗନ୍ନାଥ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନ୍ନା ତୁରୁକ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ​ଅଗଷ୍ଟ ୩୦ ତୃତୀୟ ଦିବସ ଆଗାମୀ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଦିବସରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟ କୁ ସଫଳ କରିବା ପାଇଁ ଏକ ସାଇକେଲ ରାଲି ଆୟୋଜନ କରାଯିବ। ଏହି ରାଲି ଡି ଏନ୍ କେ ଖେଳପଡ଼ିଆ ଠାରୁ ବାହାରି ଷ୍ଟାଡିୟମ୍ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଯିବ। ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା ଏବଂ ଜିଲ୍ଲାବାସୀଙ୍କୁ ଶାରୀରିକ ଭାବେ ସୁସ୍ଥ ରହିବାକୁ ପ୍ରେରଣା ଯୋଗାଇବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ।
    3
    ମାଲକାନାଗିରି ରେ ​ଜାତୀୟ କ୍ରୀଡ଼ା ଦିବସ  ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସମାରୋହ ଉଦ୍‌ଘାଟିତ ।

ମାଲକାନାଗିରି ରେ ​ଜାତୀୟ କ୍ରୀଡ଼ା ଦିବସ  ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସମାରୋହ ଉଦ୍‌ଘାଟିତ ।
ମାଲକାନାଗିରି, ତା ୨୯/୦୮/୨୬
ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ ସ୍ତର ସହ ତାଳ ମିଳାଇ ଜିଲ୍ଲାରେ ତିନି ଦିନିଆ ଅଗଷ୍ଟ ୨୮, ୨୯ ଓ ୩୦ କ୍ରୀଡ଼ା ଉତ୍ସବ ସମାରୋହପୂର୍ବକ ଆରମ୍ଭ ହୋଇଯାଇଛି।
​ଅଗଷ୍ଟ ୨୮ ପ୍ରଥମ ଦିବସ
ଉତ୍ସବର ପ୍ରଥମ ଦିନରେ ବିଭିନ୍ନ ସ୍କୁଲ୍‌ଗୁଡ଼ିକରେ ହୋକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସହ ଶାନ୍ତି ପ୍ରାର୍ଥନା କରାଯାଇଥିଲା। ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଜାଗ୍ରତ କରିବା ପାଇଁ ୨୯-ଚ୍ୟାଲେଞ୍ଜ ଯେପରିକି ୨୯ଟି ପୁସ୍-ଅପ୍, ହାଇ-ନି, ସ୍କିପିଂ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
​ଅଗଷ୍ଟ ୨୯ ଦ୍ୱିତୀୟ ଦିବସ
ଦ୍ୱିତୀୟ ଦିବସରେ ଏକ ଘଣ୍ଟା ଖେଳ ମୈଦାନରେ ଥିମ୍‌ରେ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଜିଲ୍ଲା ସ୍ତରରେ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଛି। ସ୍କୁଲ ସ୍ତରରେ କବାଡି, ଫୁଟବଲ ଓ ଭଲିବଲ ଖେଳାଯାଉଥିବା ବେଳେ ଜିଲ୍ଲା ସ୍ତରରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।
​ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଆଇଆଇସି ଦେବଦତ୍ତ ମାଲିକ, ସାମ୍ବାଦିକ ସଂଘର ସଭାପତି ଦେବପ୍ରସାଦ ଦାସ, ବ୍ୟାଡମିଣ୍ଟନ ଆସୋସିଏସନ ସଭାପତି ଜଗନ୍ନାଥ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ  ମୁନ୍ନା ତୁରୁକ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
​ଅଗଷ୍ଟ ୩୦ ତୃତୀୟ ଦିବସ ଆଗାମୀ କାର୍ଯ୍ୟକ୍ରମ
ଉଦ୍‌ଯାପନୀ ଦିବସରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟ କୁ ସଫଳ କରିବା ପାଇଁ ଏକ ସାଇକେଲ ରାଲି ଆୟୋଜନ କରାଯିବ। ଏହି ରାଲି ଡି ଏନ୍ କେ ଖେଳପଡ଼ିଆ ଠାରୁ ବାହାରି ଷ୍ଟାଡିୟମ୍ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଯିବ।
ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା ଏବଂ ଜିଲ୍ଲାବାସୀଙ୍କୁ ଶାରୀରିକ ଭାବେ ସୁସ୍ଥ ରହିବାକୁ ପ୍ରେରଣା ଯୋଗାଇବା ହିଁ ଏହାର  ମୁଖ୍ୟ ଉଦ୍ଦେଶ୍ୟ।
    user_ମାନସ ରଞ୍ଜନ ଜେନା
    ମାନସ ରଞ୍ଜନ ଜେନା
    Fitness Trainer ଏମ.ଭି. 79, ମାଲକାନଗିରି, ଓଡ଼ିଶା•
    10 hrs ago
  • *ମାଲକାନଗିରି ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ: ଏକ ଘଣ୍ଟା ଖେଳ ପଡ଼ିଆରେ ଅଭିଯାନ ଅନୁଷ୍ଠିତ* *ମାଲକାନଗିରି, ୨୯ ଅଗଷ୍ଟ:* ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଅବସରରେ ଏକ ଘଣ୍ଟା ଖେଳ ପଡ଼ିଆରେ ଅଭିଯାନ ସମଗ୍ର ଜିଲ୍ଲାରେ ବ୍ୟାପକ ଭାବେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଦ୍ୟାଳୟ ସମେତ ମାଲକାନଗିରି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିସରରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା। ଜିଲ୍ଲା ସ୍ତରୀୟ ଏହି ପାଳନ ଅବସରରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ, ମାଲକାନଗିରି ଆଦର୍ଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ, ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ ଉପସ୍ଥିତ ରହି ଖେଳାଳିମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏହି ସ୍ମରଣୀୟ ଅବସରରେ ଅତିରିକ୍ତ ଜିଲ୍ଲାପାଳ କ୍ରୀଡ଼ାବିତ୍ ଓ ଯୁବ ସମାଜକୁ ଏକ ବିଶେଷ ବାର୍ତ୍ତା ଦେଇ କହିଛନ୍ତି ଯେ, ଖେଳ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଜୀବନରେ ଶୃଙ୍ଖଳା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଏକତା ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ଦୈନିକ ଅନ୍ତତଃ ପକ୍ଷେ ଏକ ଘଣ୍ଟା ଖେଳ ପଡ଼ିଆରେ ବିତାଇବା ଆବଶ୍ୟକ। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କ୍ରୀଡ଼ାବିତ୍ ଓ ସଫଳ ଖେଳାଳିମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସାମଗ୍ରିକ ଅଭିଯାନରେ ଜିଲ୍ଲାର ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
    3
    *ମାଲକାନଗିରି ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ: ଏକ ଘଣ୍ଟା ଖେଳ ପଡ଼ିଆରେ ଅଭିଯାନ ଅନୁଷ୍ଠିତ*
*ମାଲକାନଗିରି, ୨୯ ଅଗଷ୍ଟ:*
ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଅବସରରେ ଏକ ଘଣ୍ଟା ଖେଳ ପଡ଼ିଆରେ ଅଭିଯାନ ସମଗ୍ର ଜିଲ୍ଲାରେ ବ୍ୟାପକ ଭାବେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଦ୍ୟାଳୟ ସମେତ ମାଲକାନଗିରି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିସରରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା।
ଜିଲ୍ଲା ସ୍ତରୀୟ ଏହି ପାଳନ ଅବସରରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ, ମାଲକାନଗିରି ଆଦର୍ଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ, ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ ଉପସ୍ଥିତ ରହି ଖେଳାଳିମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା।
ଏହି ସ୍ମରଣୀୟ ଅବସରରେ ଅତିରିକ୍ତ ଜିଲ୍ଲାପାଳ କ୍ରୀଡ଼ାବିତ୍ ଓ ଯୁବ ସମାଜକୁ ଏକ ବିଶେଷ ବାର୍ତ୍ତା ଦେଇ କହିଛନ୍ତି ଯେ, ଖେଳ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଜୀବନରେ ଶୃଙ୍ଖଳା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଏକତା ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ଦୈନିକ ଅନ୍ତତଃ ପକ୍ଷେ ଏକ ଘଣ୍ଟା ଖେଳ ପଡ଼ିଆରେ ବିତାଇବା ଆବଶ୍ୟକ।
କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କ୍ରୀଡ଼ାବିତ୍ ଓ ସଫଳ ଖେଳାଳିମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସାମଗ୍ରିକ ଅଭିଯାନରେ ଜିଲ୍ଲାର ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
    user_Malkangiri Update news
    Malkangiri Update news
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    4 hrs ago
  • #ଅବକାରୀ_ବିଭାଗର_ଚଢାଉ_ଦୁଇ_ଗିରଫ କୋଟପାଡ଼ : ଷଡ଼ରଙ୍ଗା ପଞ୍ଚାୟତରେ ଜୋର୍ ଧରିଛି ମଦ ବନ୍ଦ ଆନ୍ଦୋଳନ,ଆକ୍ସନ ମୋଡ଼ରେ କୋଟପାଡ଼ ଅବକାରୀ ବିଭାଗ,ମଦ ଜବତ,ଦୁଇ ଗିରଫ #kotpad #exicpolice #koraput #fbviralvideo #viralvideo #nonfollowers #thankyou #tranding #odisha #OdishaNews #kotpadbreakingnews
    1
    #ଅବକାରୀ_ବିଭାଗର_ଚଢାଉ_ଦୁଇ_ଗିରଫ
କୋଟପାଡ଼ : ଷଡ଼ରଙ୍ଗା ପଞ୍ଚାୟତରେ ଜୋର୍ ଧରିଛି ମଦ ବନ୍ଦ ଆନ୍ଦୋଳନ,ଆକ୍ସନ ମୋଡ଼ରେ କୋଟପାଡ଼ ଅବକାରୀ ବିଭାଗ,ମଦ ଜବତ,ଦୁଇ ଗିରଫ
#kotpad #exicpolice #koraput #fbviralvideo #viralvideo #nonfollowers #thankyou #tranding #odisha #OdishaNews #kotpadbreakingnews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    2 hrs ago
  • ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ସୁରକ୍ଷା ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ ଶୋଷି ଦାଶ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ସୁରକ୍ଷା ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ ଶୋଷି ଦାଶ
    1
    ଜୀବନ ପ୍ରତି ବିପଦ ଥିବା ଅଭିଯୋଗ
ସୁରକ୍ଷା ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ ଶୋଷି ଦାଶ
ଜୀବନ ପ୍ରତି ବିପଦ ଥିବା ଅଭିଯୋଗ
ସୁରକ୍ଷା ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ ଶୋଷି ଦାଶ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    10 hrs ago
  • ଦାମନଯୋଡି ବର୍ଷା ପାଳନ କଲା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସାହିତ୍ୟର ସୁଗନ୍ଧରେ ମହକିଛି ଦାମନଯୋଡି। ଶ୍ରାବଣ ପୂର୍ଣ୍ଣିମା ଅବସରରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଛି। ଦାମନଯୋଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବର୍ଷା ସାହିତ୍ୟ ସଂସଦ ପକ୍ଷରୁ ନାଲକୋ କମ୍ୟୁନିଟୀ ସେଣ୍ଟର ପରିସରରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ନାଲକୋର ସିଜିଏମ୍‌ ଦିଲ୍ଲୀପ କୁମାର ବାଗ୍‌ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଡିଜିଏମ୍‌ ରମେଶ ଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ସାହିତ୍ୟିକା ସ୍ବାତୀ ଚାଟାର୍ଜୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଙ୍ଗାଧରଙ୍କ ସାହିତ୍ୟ ସାଧନା ଓ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ବର୍ଷାର ଉପସଭାପତି ନଳିନୀକାନ୍ତ ସେନାପତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗଙ୍ଗାଧରଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସ୍ଥାନୀୟ କବି,କବୟିତ୍ରୀ ଓ ସାହିତ୍ୟିକମାନେ ସ୍ବରଚିତ କବିତା ପାଠ କରିଥିଲେ। ସାହିତ୍ୟ ଓ ସମାଜ ପ୍ରତି ଅବଦାନ ପାଇଁ ଡଃ ନରେଶ ଚନ୍ଦ୍ର ସାହୁ ଏବଂ ସୁଶାନ୍ତ କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡଃ ଅଶୋକ କୁମାର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ। ଗଙ୍ଗାଧରଙ୍କ ସାହିତ୍ୟ ଆଜି ବି ଓଡ଼ିଶାବାସୀଙ୍କ ହୃଦୟରେ ଜୀବନ୍ତ। ତାଙ୍କ ସାହିତ୍ୟର ଆଦର୍ଶ ଓ ସୃଜନଶୀଳତାକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ହିଁ ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସମ୍ପାଦକ ଶ୍ରୀଧର ପରିଡ଼ା କହିଥିଲେ।
    1
    ଦାମନଯୋଡି ବର୍ଷା ପାଳନ କଲା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ 
ସାହିତ୍ୟର ସୁଗନ୍ଧରେ ମହକିଛି ଦାମନଯୋଡି। ଶ୍ରାବଣ ପୂର୍ଣ୍ଣିମା ଅବସରରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଛି। ଦାମନଯୋଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବର୍ଷା ସାହିତ୍ୟ ସଂସଦ ପକ୍ଷରୁ ନାଲକୋ କମ୍ୟୁନିଟୀ ସେଣ୍ଟର ପରିସରରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ନାଲକୋର ସିଜିଏମ୍‌ ଦିଲ୍ଲୀପ କୁମାର ବାଗ୍‌ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଡିଜିଏମ୍‌ ରମେଶ ଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ସାହିତ୍ୟିକା ସ୍ବାତୀ ଚାଟାର୍ଜୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଙ୍ଗାଧରଙ୍କ ସାହିତ୍ୟ ସାଧନା ଓ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ବର୍ଷାର ଉପସଭାପତି ନଳିନୀକାନ୍ତ ସେନାପତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗଙ୍ଗାଧରଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସ୍ଥାନୀୟ କବି,କବୟିତ୍ରୀ ଓ ସାହିତ୍ୟିକମାନେ ସ୍ବରଚିତ କବିତା ପାଠ କରିଥିଲେ। ସାହିତ୍ୟ ଓ ସମାଜ ପ୍ରତି ଅବଦାନ ପାଇଁ ଡଃ ନରେଶ ଚନ୍ଦ୍ର ସାହୁ ଏବଂ ସୁଶାନ୍ତ କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡଃ ଅଶୋକ କୁମାର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ। ଗଙ୍ଗାଧରଙ୍କ ସାହିତ୍ୟ ଆଜି ବି ଓଡ଼ିଶାବାସୀଙ୍କ ହୃଦୟରେ ଜୀବନ୍ତ। ତାଙ୍କ ସାହିତ୍ୟର ଆଦର୍ଶ ଓ ସୃଜନଶୀଳତାକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ହିଁ ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସମ୍ପାଦକ ଶ୍ରୀଧର ପରିଡ଼ା କହିଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    5 hrs ago
  • ପରିତ୍ୟକ୍ତ କୂଅରେ ଫସିଲେ ଦୁଇ ହେଟାବାଘ ଗର୍ଜନରେ ଥରିଲା ବବୋଇ ଗାଁ, ଉଦ୍ଧାରରେ ଲାଗିଲା ବନ ବିଭାଗ ପରିତ୍ୟକ୍ତ କୂଅରେ ଫସିଲେ ଦୁଇ ହେଟାବାଘ ଗର୍ଜନରେ ଥରିଲା ବବୋଇ ଗାଁ, ଉଦ୍ଧାରରେ ଲାଗିଲା ବନ ବିଭାଗ
    1
    ପରିତ୍ୟକ୍ତ କୂଅରେ ଫସିଲେ ଦୁଇ ହେଟାବାଘ
ଗର୍ଜନରେ ଥରିଲା ବବୋଇ ଗାଁ, ଉଦ୍ଧାରରେ ଲାଗିଲା ବନ ବିଭାଗ
ପରିତ୍ୟକ୍ତ କୂଅରେ ଫସିଲେ ଦୁଇ ହେଟାବାଘ
ଗର୍ଜନରେ ଥରିଲା ବବୋଇ ଗାଁ, ଉଦ୍ଧାରରେ ଲାଗିଲା ବନ ବିଭାଗ
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    9 hrs ago
  • *ମାଲକାନଗିରି ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ: ଏକ ଘଣ୍ଟା ଖେଳ ପଡ଼ିଆରେ ଅଭିଯାନ ଅନୁଷ୍ଠିତ* *ମାଲକାନଗିରି, ୨୯ ଅଗଷ୍ଟ:* ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଅବସରରେ ଏକ ଘଣ୍ଟା ଖେଳ ପଡ଼ିଆରେ ଅଭିଯାନ ସମଗ୍ର ଜିଲ୍ଲାରେ ବ୍ୟାପକ ଭାବେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଦ୍ୟାଳୟ ସମେତ ମାଲକାନଗିରି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିସରରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା। ଜିଲ୍ଲା ସ୍ତରୀୟ ଏହି ପାଳନ ଅବସରରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ, ମାଲକାନଗିରି ଆଦର୍ଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ, ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ ଉପସ୍ଥିତ ରହି ଖେଳାଳିମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏହି ସ୍ମରଣୀୟ ଅବସରରେ ଅତିରିକ୍ତ ଜିଲ୍ଲାପାଳ କ୍ରୀଡ଼ାବିତ୍ ଓ ଯୁବ ସମାଜକୁ ଏକ ବିଶେଷ ବାର୍ତ୍ତା ଦେଇ କହିଛନ୍ତି ଯେ, ଖେଳ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଜୀବନରେ ଶୃଙ୍ଖଳା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଏକତା ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ଦୈନିକ ଅନ୍ତତଃ ପକ୍ଷେ ଏକ ଘଣ୍ଟା ଖେଳ ପଡ଼ିଆରେ ବିତାଇବା ଆବଶ୍ୟକ। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କ୍ରୀଡ଼ାବିତ୍ ଓ ସଫଳ ଖେଳାଳିମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସାମଗ୍ରିକ ଅଭିଯାନରେ ଜିଲ୍ଲାର ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
    3
    *ମାଲକାନଗିରି ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ: ଏକ ଘଣ୍ଟା ଖେଳ ପଡ଼ିଆରେ ଅଭିଯାନ ଅନୁଷ୍ଠିତ*
*ମାଲକାନଗିରି, ୨୯ ଅଗଷ୍ଟ:*
ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଅବସରରେ ଏକ ଘଣ୍ଟା ଖେଳ ପଡ଼ିଆରେ ଅଭିଯାନ ସମଗ୍ର ଜିଲ୍ଲାରେ ବ୍ୟାପକ ଭାବେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଦ୍ୟାଳୟ ସମେତ ମାଲକାନଗିରି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିସରରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା।
ଜିଲ୍ଲା ସ୍ତରୀୟ ଏହି ପାଳନ ଅବସରରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ, ମାଲକାନଗିରି ଆଦର୍ଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ, ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ ଉପସ୍ଥିତ ରହି ଖେଳାଳିମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା।
ଏହି ସ୍ମରଣୀୟ ଅବସରରେ ଅତିରିକ୍ତ ଜିଲ୍ଲାପାଳ କ୍ରୀଡ଼ାବିତ୍ ଓ ଯୁବ ସମାଜକୁ ଏକ ବିଶେଷ ବାର୍ତ୍ତା ଦେଇ କହିଛନ୍ତି ଯେ, ଖେଳ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଜୀବନରେ ଶୃଙ୍ଖଳା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଏକତା ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ଦୈନିକ ଅନ୍ତତଃ ପକ୍ଷେ ଏକ ଘଣ୍ଟା ଖେଳ ପଡ଼ିଆରେ ବିତାଇବା ଆବଶ୍ୟକ।
କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କ୍ରୀଡ଼ାବିତ୍ ଓ ସଫଳ ଖେଳାଳିମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସାମଗ୍ରିକ ଅଭିଯାନରେ ଜିଲ୍ଲାର ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
    user_Malkangiri Update news
    Malkangiri Update news
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    5 hrs ago
  • ନବମ ଶ୍ରେଣୀ ର ଛାତ୍ରୀ ଙ୍କୁ ବଳତ୍କାର ,,,ଅଭିଯୋଗ ଆଣିଲେ ପରିବାର । ନବମ ଶ୍ରେଣୀ ର ଛାତ୍ରୀ ଙ୍କୁ ବଳତ୍କାର ,,,ଅଭିଯୋଗ ଆଣିଲେ ପରିବାର ।
    1
    ନବମ ଶ୍ରେଣୀ ର ଛାତ୍ରୀ ଙ୍କୁ ବଳତ୍କାର ,,,ଅଭିଯୋଗ ଆଣିଲେ ପରିବାର ।
ନବମ ଶ୍ରେଣୀ ର ଛାତ୍ରୀ ଙ୍କୁ ବଳତ୍କାର ,,,ଅଭିଯୋଗ ଆଣିଲେ ପରିବାର ।
    user_Santosh kumar
    Santosh kumar
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.