logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

2 hrs ago
user_Susanta Das Das
Susanta Das Das
ଯାଜପୁର ରୋଡ, ଯାଜପୁର, ଓଡ଼ିଶା•
2 hrs ago

More news from Dhenkanal and nearby areas
  • ଢେଙ୍କାନାଳ ଗଁଦିଆ ବ୍ଲକରେ ଭିର୍ଣ୍ଣକ୍ଷମ ଙ୍କୁ ସହଯୋଗ ର ହାତ ବଢ଼ାଇଲା ମାରୁତି ସେନା ଘଟଣା ର ତଦନ୍ତ କରୁଛି ମାରୁତି ସେନା ଭିନ୍ନକ୍ଷମ ଙ୍କୁ ମିଳୁନି ଆବାସ ଜିଲ୍ଲା ପାଳଙ୍କୁ ସୂଚନା ଯୋଗାଇଲା ମାରୁତି ସେନା
    1
    ଢେଙ୍କାନାଳ ଗଁଦିଆ ବ୍ଲକରେ ଭିର୍ଣ୍ଣକ୍ଷମ ଙ୍କୁ ସହଯୋଗ ର ହାତ ବଢ଼ାଇଲା ମାରୁତି ସେନା ଘଟଣା ର ତଦନ୍ତ କରୁଛି ମାରୁତି ସେନା ଭିନ୍ନକ୍ଷମ ଙ୍କୁ ମିଳୁନି ଆବାସ ଜିଲ୍ଲା ପାଳଙ୍କୁ ସୂଚନା ଯୋଗାଇଲା ମାରୁତି ସେନା
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    56 min ago
  • Post by BL News
    1
    Post by BL News
    user_BL News
    BL News
    Agistment service ଟାଙ୍ଗୀ, କଟକ, ଓଡ଼ିଶା•
    1 hr ago
  • ଭଦ୍ରକ : ଭଦ୍ରକର ଅଗ୍ରଣୀ କମ୍ପୁଟର ଶିକ୍ଷା ଓ ସେବା ଯୋଗାଣ କାରି ସଂସ୍ଥା, ମାକ୍ରୋୱେବ ଟେକ୍ନୋଲୋଜିରେ ଆନ୍ତର୍ଜାତିକ ମହିଳା ଦିବସ ଧୁମଧାମରେ ପାଳିତ ହୋଇଅଛି | ଏହି ଅବସରରେ ଦୁଇଜଣ ସଫଳ ମହିଳା ମଧରୁ ଭଦ୍ରକ ପରପାଳିକାର ପୌରାଧ୍ୟକ୍ଷା ଗୁଲମକୀ ଦଲବଜି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତୀ ବନାନୀ ମହାନ୍ତି ଙ୍କୁ ଅନୁଷ୍ଠାନ ତରଫ ରୁ ସମ୍ମାନିତ କରାଯାଇଥିଲା | ଏହି ସଭାରେ ଅନୁଷ୍ଠାନ ର ନିର୍ଦ୍ଧଶିକା ଶ୍ରୀମତୀ ନମ୍ରତା ରାୟ, ପରିଚାଳନା ନିର୍ଦ୍ଧଶକ ମନୋଜ କୁମାର ରାୟ ଓ ସୋଲାର ପ୍ରକଳ୍ପ ର ମୁଖ୍ୟ ଶ୍ରୀଯୁକ୍ତ ସମରେନ୍ଦ୍ର କୁମାର ପୁହାଣ ସଭାକୁ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ମହିଳା କର୍ମଚାରୀଙ୍କୁ ସାର୍ଟିଫିକେଟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା | ଅନୁଷ୍ଠାନ ର ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ମହିଳା ସଶକ୍ତିକରଣ ଉପରେ ବକ୍ତୃତା ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଶେଷରେ ଅନୁଷ୍ଠାନର ସୂଚନା ପ୍ରଯୁକ୍ତି ବିଭାଗର ପ୍ରଶିକ୍ଷକ ଶ୍ରୀମତୀ ମୋନାଲିସା ପରିଡା ଧନ୍ୟବାଦ ଅର୍ପଣ କରିଥଲେ |
    1
    ଭଦ୍ରକ : ଭଦ୍ରକର ଅଗ୍ରଣୀ କମ୍ପୁଟର ଶିକ୍ଷା ଓ ସେବା ଯୋଗାଣ କାରି ସଂସ୍ଥା, ମାକ୍ରୋୱେବ ଟେକ୍ନୋଲୋଜିରେ ଆନ୍ତର୍ଜାତିକ ମହିଳା ଦିବସ ଧୁମଧାମରେ ପାଳିତ ହୋଇଅଛି | ଏହି ଅବସରରେ ଦୁଇଜଣ ସଫଳ ମହିଳା ମଧରୁ ଭଦ୍ରକ ପରପାଳିକାର ପୌରାଧ୍ୟକ୍ଷା ଗୁଲମକୀ ଦଲବଜି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତୀ ବନାନୀ ମହାନ୍ତି ଙ୍କୁ ଅନୁଷ୍ଠାନ ତରଫ ରୁ ସମ୍ମାନିତ କରାଯାଇଥିଲା | ଏହି ସଭାରେ ଅନୁଷ୍ଠାନ ର ନିର୍ଦ୍ଧଶିକା ଶ୍ରୀମତୀ ନମ୍ରତା ରାୟ, ପରିଚାଳନା ନିର୍ଦ୍ଧଶକ ମନୋଜ କୁମାର ରାୟ ଓ ସୋଲାର ପ୍ରକଳ୍ପ ର ମୁଖ୍ୟ ଶ୍ରୀଯୁକ୍ତ ସମରେନ୍ଦ୍ର କୁମାର ପୁହାଣ ସଭାକୁ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ମହିଳା କର୍ମଚାରୀଙ୍କୁ ସାର୍ଟିଫିକେଟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା | ଅନୁଷ୍ଠାନ ର ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ମହିଳା ସଶକ୍ତିକରଣ ଉପରେ ବକ୍ତୃତା ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଶେଷରେ ଅନୁଷ୍ଠାନର  ସୂଚନା ପ୍ରଯୁକ୍ତି ବିଭାଗର ପ୍ରଶିକ୍ଷକ ଶ୍ରୀମତୀ ମୋନାଲିସା ପରିଡା ଧନ୍ୟବାଦ ଅର୍ପଣ କରିଥଲେ |
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    6 hrs ago
  • ସରକାର ମେଡିକାଲ କଲେଜ ପାଇଁ ଦେଇଥିବା ପ୍ରତିଶୃତି ଭୁଲିଗଲେକି, ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଜିଲ୍ଲାରେ ଯେ କୌଣସି ରୋଗ ହେଉଛି ସେଥିପାଇଁ କଟକ ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଛି, ତେଣୁ ଜିଲ୍ଲାର ଏକ ମେଡିକାଲ କଲେଜ ନିହାତି ଆବଶ୍ୟକତା ଅଛି, ଯାହା ସାଧାରଣ ରେ ଏକ ବଡ଼ ବିଷୟ ବସ୍ତୁ ହୋଇ ଉଭା ହୋଇଛି I
    1
    ସରକାର ମେଡିକାଲ କଲେଜ ପାଇଁ ଦେଇଥିବା ପ୍ରତିଶୃତି ଭୁଲିଗଲେକି, ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଜିଲ୍ଲାରେ ଯେ କୌଣସି ରୋଗ ହେଉଛି ସେଥିପାଇଁ କଟକ ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଛି, ତେଣୁ ଜିଲ୍ଲାର ଏକ ମେଡିକାଲ କଲେଜ ନିହାତି ଆବଶ୍ୟକତା ଅଛି, ଯାହା ସାଧାରଣ ରେ ଏକ ବଡ଼ ବିଷୟ ବସ୍ତୁ ହୋଇ ଉଭା ହୋଇଛି I
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    47 min ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    14 hrs ago
  • ଢେଙ୍କାନାଳ ସହରର ସୂର୍ଯ୍ୟମଣ୍ଡପ ଅଞ୍ଚଳରେ ନୂତନ ଭାବେ “Indulge Salon” ର ଭବ୍ୟ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି। ଏହି ସାଲୁନ ଉଦ୍ଘାଟନ ଅବସରରେ ଓଲିଉଡ୍ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ଵିପ ଜାଳି କେକ କାଟି ସାଲୁନଟିର ଶୁଭାରମ୍ଭ କରିଥିଲେ।ଏହି ଅବସରରେ Indulge Salon ପ୍ରତିଷ୍ଠାତା ସୁକୃତି ପଟ୍ଟନାୟକ ଓ ଢେଙ୍କାନାଳର ଫ୍ରାଞ୍ଚାଇଜ ଓନର ମିନର୍ଭା ମଲ୍ଲିକା ମଧ୍ୟ ଉପସ୍ଥିତ ଥିଲେ। ସାଲୁନଟି ଆଧୁନିକ ସୁବିଧା ସହ ଗ୍ରାହକମାନଙ୍କୁ ଉତ୍ତମ ସେବା ଦେବା ପାଇଁ ପ୍ରସ୍ତୁତ ବୋଲି ଅତିଥିମାନେ କହିଛନ୍ତି।ମୁଖ୍ୟ ଅତିଥି ସୂର୍ଯ୍ୟମୟୀ ମହାପାତ୍ର କହିଥିଲେ ଯେ, ଢେଙ୍କାନାଳ ଭଳି ସହରରେ ଏପରି ଆଧୁନିକ ସାଲୁନ ଖୋଲିବା ଯୁବପିଢ଼ିଙ୍କ ପାଇଁ ଏକ ଭଲ ସୁଯୋଗ ଓ ସହରର ଉନ୍ନତିର ଚିହ୍ନ। ସେ ସାଲୁନର ସଫଳତା କାମନା କରିଥିଲେ।ପ୍ରତିଷ୍ଠାତା ସୁକୃତି ପଟ୍ଟନାୟକ କହିଥିଲେ ଯେ, ଗ୍ରାହକମାନଙ୍କୁ ଉଚ୍ଚମାନର ସେବା ଦେବା ସହିତ ସେମାନଙ୍କୁ ସୁବିଧାଜନକ ଓ ଆରାମଦାୟକ ଅନୁଭବ ଦେବା ହେଉଛି Indulge Salon ର ପ୍ରଧାନ ଲକ୍ଷ୍ୟ।
    1
    ଢେଙ୍କାନାଳ ସହରର ସୂର୍ଯ୍ୟମଣ୍ଡପ ଅଞ୍ଚଳରେ ନୂତନ ଭାବେ “Indulge Salon” ର ଭବ୍ୟ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି। ଏହି ସାଲୁନ ଉଦ୍ଘାଟନ ଅବସରରେ ଓଲିଉଡ୍ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ଵିପ ଜାଳି କେକ କାଟି ସାଲୁନଟିର ଶୁଭାରମ୍ଭ କରିଥିଲେ।ଏହି ଅବସରରେ Indulge Salon ପ୍ରତିଷ୍ଠାତା ସୁକୃତି ପଟ୍ଟନାୟକ ଓ ଢେଙ୍କାନାଳର ଫ୍ରାଞ୍ଚାଇଜ ଓନର ମିନର୍ଭା ମଲ୍ଲିକା ମଧ୍ୟ ଉପସ୍ଥିତ ଥିଲେ। ସାଲୁନଟି ଆଧୁନିକ ସୁବିଧା ସହ ଗ୍ରାହକମାନଙ୍କୁ ଉତ୍ତମ ସେବା ଦେବା ପାଇଁ ପ୍ରସ୍ତୁତ ବୋଲି ଅତିଥିମାନେ କହିଛନ୍ତି।ମୁଖ୍ୟ ଅତିଥି ସୂର୍ଯ୍ୟମୟୀ ମହାପାତ୍ର କହିଥିଲେ ଯେ, ଢେଙ୍କାନାଳ ଭଳି ସହରରେ ଏପରି ଆଧୁନିକ ସାଲୁନ ଖୋଲିବା ଯୁବପିଢ଼ିଙ୍କ ପାଇଁ ଏକ ଭଲ ସୁଯୋଗ ଓ ସହରର ଉନ୍ନତିର ଚିହ୍ନ। ସେ ସାଲୁନର ସଫଳତା କାମନା କରିଥିଲେ।ପ୍ରତିଷ୍ଠାତା ସୁକୃତି ପଟ୍ଟନାୟକ କହିଥିଲେ ଯେ, ଗ୍ରାହକମାନଙ୍କୁ ଉଚ୍ଚମାନର ସେବା ଦେବା ସହିତ ସେମାନଙ୍କୁ ସୁବିଧାଜନକ ଓ ଆରାମଦାୟକ ଅନୁଭବ ଦେବା ହେଉଛି Indulge Salon ର ପ୍ରଧାନ ଲକ୍ଷ୍ୟ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    14 hrs ago
  • ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ ଅlତିଣ୍ଡା ଗ୍ରାମ ଉପ୍ରା ସ୍କୁଲ ସାମ୍ନାରେ ଦୃଘଟଣା ଗାଡି ନମ୍ବର ସ୍କ୍ରିନ ରେ ଦେଖନ୍ତୁ କିଭଳି ପଡ଼ିଥିଲେ ବ୍ୟକ୍ତି ୨ ଗୁରୁତର ନାଠୁଆ ଗ୍ରାମର ବୋଲି ସୂଚନା
    1
    ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ ଅlତିଣ୍ଡା ଗ୍ରାମ ଉପ୍ରା ସ୍କୁଲ ସାମ୍ନାରେ ଦୃଘଟଣା ଗାଡି ନମ୍ବର ସ୍କ୍ରିନ ରେ ଦେଖନ୍ତୁ କିଭଳି ପଡ଼ିଥିଲେ ବ୍ୟକ୍ତି ୨ ଗୁରୁତର ନାଠୁଆ ଗ୍ରାମର ବୋଲି ସୂଚନା
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    16 hrs ago
  • ଆଜି ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ରୁ ପୁରୀର ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ପୁରୀ ଯାଉଥିଲେ ୧୧୧ ତୀର୍ଥଯାତ୍ରୀ l ଗଳିଗଲା ବସ ଚକା l ଅଳ୍ପକେ ବର୍ତ୍ତିଲେ ତୀର୍ଥଯାତ୍ରୀ l
    1
    ଆଜି ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ରୁ ପୁରୀର ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ପୁରୀ ଯାଉଥିଲେ ୧୧୧ ତୀର୍ଥଯାତ୍ରୀ l ଗଳିଗଲା ବସ ଚକା l ଅଳ୍ପକେ ବର୍ତ୍ତିଲେ ତୀର୍ଥଯାତ୍ରୀ l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.