Shuru
Apke Nagar Ki App…
ଅନୁଗୋଳ ପୋଲିସର ସମସ୍ତ ପରିଶ୍ରମ ସତ୍ୱେ ଅନୁଗୋଳ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ ଅନୁଗୋଳ ପୋଲିସର ସମସ୍ତ ପରିଶ୍ରମ ସତ୍ୱେ ଅନୁଗୋଳ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ #viralvideo #angulviral
Anuj Shrma
ଅନୁଗୋଳ ପୋଲିସର ସମସ୍ତ ପରିଶ୍ରମ ସତ୍ୱେ ଅନୁଗୋଳ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ ଅନୁଗୋଳ ପୋଲିସର ସମସ୍ତ ପରିଶ୍ରମ ସତ୍ୱେ ଅନୁଗୋଳ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ #viralvideo #angulviral
- User1232Baudh Sadar, Boudh😤6 hrs ago
More news from Jharsuguda and nearby areas
- 39th Annual Function Of Belpahar English Medium School, Belpahar1
- ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ବଢିଲା ଖରା ଛୁଟି5
- Post by Sonepur news khulasa1
- ମଣିଷର ଗୋଟିଏ ଛୋଟ ପ୍ରୟାସ ବହୁ ଜୀବଜନ୍ତୁଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ | ଧନ୍ୟବାଦ ଛବି ପଧାନ ଯେ କି ଏତେ ଖରାରେ ହନୁମାନ ମାନଙ୍କ ଶୋଷ ମେଣ୍ଟେଇବା ପାଇଁ ଏକ ପ୍ରୟାସ କରିଥିଲେ ଏବଂ ତାହା ସଫଲ ମଧ୍ଯ ହୋଇଥିଲା |1
- ସୁବର୍ଣ୍ଣପୁର: ସାମାଜିକ ସୁରକ୍ଷା ଓ ଲିଙ୍ଗଗତ ସମାନତା ପାଇଁ ଓଡ଼ିଶା ସରକାରଙ୍କ ଏକ ଅଗ୍ରଗାମୀ ପଦକ୍ଷେପ ସ୍ୱରୂପ ଆଜି ସ୍ଥାନୀୟ ଟାଉନ ହଲ ଠାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାର ୧୭ ଗୋଟି ଝିଅପୁଅଙ୍କ ଯୋଡ଼ିର ବିବାହ ପାଣି ଗ୍ରହଣ କରାଯାଇଥିଲା। ବୈଦିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ବିବାହ ଉତ୍ସବରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଉପ ଜିଲ୍ଲାପାଳ ଡ଼ ସୋମ୍ୟରୁପା ରଥ, ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ, ବୈକୁଣ୍ଠନାଥ ଶତପଥୀ, ଗୋବିନ୍ଦ ମହାରଣା ପ୍ରମୁଖ ବହୁ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ।1
- Post by Ajit Behera2
- ଅନୁଗୋଳ ପୋଲିସର ସମସ୍ତ ପରିଶ୍ରମ ସତ୍ୱେ ଅନୁଗୋଳ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ #viralvideo #angulviral1
- ବେଲପାହାଡ଼ ଗୁମାଡେରା ଜଗନ୍ନାଥ ମନ୍ଦିର ଆର୍ତ୍ତତ୍ରାଣ କ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟାରେ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ କାଠ ଅନୁକୂଳ ହୋଇଯାଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ମନ୍ଦିର ପୂଜକ ବ୍ରଜସୁନ୍ଦର ଶତପଥୀ ପୂଜାର୍ଚ୍ଚନା କରିଥିବାବେଳେ ରଥ କାରିଗର ନୟାଗଡ଼ର ବିଦ୍ୟାଧର ମହାରଣା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଗୌନ୍ତିଆ ଦୁବରାଜ ନାଏକ, ସୁଶାନ୍ତ ଦାସ, ତୁଷାରକାନ୍ତି ଦାସ, ବନମାଳୀ ପଣ୍ଡା, ଯୁଧିଷ୍ଠିର ସେଣ, ବିଏନ ଦାସ, ଶୈଳେଶ ବହିଦାର, ଗୋକୁଳାନନ୍ଦ ପ୍ରଧାନ, ସମୀର ବାରିକ, ପ୍ରଶାନ୍ତ ମହାନ୍ତି, ସୁରେଶ ବେହେରା, ଜେନାମଣି ସେଠ,ବାମଦେବ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।1
- ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ପ୍ରାଧାନ୍ୟ ଦେବା ସହ ଏହାର ଚାହିଦା କୁ ଆହୁରି ଲୋକପ୍ରିୟ କରିବାର ବାର୍ତ୍ତା ନେଇ ଆଜି ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ. ନୃପରାଜ ସାହୁ ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ତଥା କର୍ମଚାରୀ ଅଫିସ୍ ପ୍ରାଙ୍ଗଣରେ ପଖାଳ ଦିବସ ପାଳନ କରିବା ସହ ପ୍ରଚଣ୍ଡ ରୌଦ୍ରତାପ ସମୟରେ ପଖାଳ ସହ ଢୋକେ ତୋରାଣି ପିଇବା ର ମଜା ଉଠେଇଥିଲେ।6