logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଖଲିଆଭଟା ଗାଁର ବିଦ୍ୟାଧର ମାଝୀ ଦାଦନ ଖଟିବାକୁ ଯାଇ ନିର୍ଯାତନା ଶିକାର ସହ ତେଲ ଢାଳି ହତ୍ୟା ହତ୍ୟାଉଦ୍ୟମ, ଦାଦନ ଶ୍ରମିକ ଅସହ୍ୟ ଯନ୍ତ୍ରଣାରେ ଘରର ଛଟ ପଟ......... I #Dmnuapada #CMOOdisha #Polishnuapada #Odisha #VIRALNEWSTODAY #OdishaNews

on 16 January
user_Hareram karuan
Hareram karuan
ସାମ୍ବାଦିକ Nuapada, Odisha•
on 16 January

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଖଲିଆଭଟା ଗାଁର ବିଦ୍ୟାଧର ମାଝୀ ଦାଦନ ଖଟିବାକୁ ଯାଇ ନିର୍ଯାତନା ଶିକାର ସହ ତେଲ ଢାଳି ହତ୍ୟା ହତ୍ୟାଉଦ୍ୟମ, ଦାଦନ ଶ୍ରମିକ ଅସହ୍ୟ ଯନ୍ତ୍ରଣାରେ ଘରର ଛଟ ପଟ......... I #Dmnuapada #CMOOdisha #Polishnuapada #Odisha #VIRALNEWSTODAY #OdishaNews

  • user_Sunil S
    Sunil S
    Jeypore, Koraput
    🙏
    on 20 January
More news from ଓଡ଼ିଶା and nearby areas
  • ନୂଆପଡ଼ା- ୦୨/୦୪- “ଓଡ଼ିଆ ପକ୍ଷ–୨୦୨୬” ପାଳନ ଉପଲକ୍ଷେ ଆସନ୍ତା ତା. ୦୪ ଏପ୍ରିଲ ରିଖରେ ଆୟୋଜିତ ହେବାକୁଥିବା “ଓଡ଼ିଆ ନାମଫଳକ ଅଭିଯାନ” ସଚେତନତା ପଦଯାତ୍ରା ପାଇଁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ପଦଯାତ୍ରାକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ପ୍ରଥମେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜୋର ଦେଇଥିଲେ। ଏଥି ସହ ନିୟମ ଅମାନ୍ୟ କରୁଥିବା ବାଣିଜ୍ୟ ପ୍ରତିଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସଚେତନତା ପରେ ମଧ୍ୟ ଯଦି କୌଣସି ପ୍ରତିଷ୍ଠାନ ଓଡ଼ିଆ ନାମଫଳକ ପ୍ରଦର୍ଶନ କରିନଥାଏ, ତେବେ ପ୍ରଥମ ଥର ପାଇଁ ୫,୦୦୦ ଟଙ୍କା ଓ ପୁନରାବୃତ୍ତି ଘଟିଲେ ୨୫,୦୦୦ ଟଙ୍କା ଜରିମାନା ଆଦାୟ କରାଯିବ। ପଦଯାତ୍ରା ସମୟରେ ପ୍ଲାକାର୍ଡ, ବ୍ୟାନର ଆଦି ମାଧ୍ୟମରେ ଓଡ଼ିଆ ନାମଫଳକ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଚାର କରିବା ସହ ସମସ୍ତ ସମ୍ପର୍କିତ ବିଭାଗ, ବ୍ୟବସାୟୀ ସଂଘ, ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଲୋକଙ୍କୁ ଏଥିରେ ସାମିଲ କରାଯିବ। ବୈଠକରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ, ନୂଆପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖାରିଆର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ସହାୟକ ଶ୍ରମ ଅଧିକାରୀ ମୁରଳୀଧର ପାକଳ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
    1
    ନୂଆପଡ଼ା- ୦୨/୦୪- “ଓଡ଼ିଆ ପକ୍ଷ–୨୦୨୬” ପାଳନ ଉପଲକ୍ଷେ ଆସନ୍ତା ତା. ୦୪ ଏପ୍ରିଲ ରିଖରେ ଆୟୋଜିତ ହେବାକୁଥିବା “ଓଡ଼ିଆ ନାମଫଳକ ଅଭିଯାନ” ସଚେତନତା ପଦଯାତ୍ରା ପାଇଁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ପଦଯାତ୍ରାକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। 
ଜିଲ୍ଲାପାଳ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ପ୍ରଥମେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜୋର ଦେଇଥିଲେ। ଏଥି ସହ ନିୟମ ଅମାନ୍ୟ କରୁଥିବା ବାଣିଜ୍ୟ ପ୍ରତିଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସଚେତନତା ପରେ ମଧ୍ୟ ଯଦି କୌଣସି ପ୍ରତିଷ୍ଠାନ ଓଡ଼ିଆ ନାମଫଳକ ପ୍ରଦର୍ଶନ କରିନଥାଏ, ତେବେ ପ୍ରଥମ ଥର ପାଇଁ ୫,୦୦୦ ଟଙ୍କା ଓ ପୁନରାବୃତ୍ତି ଘଟିଲେ ୨୫,୦୦୦ ଟଙ୍କା ଜରିମାନା ଆଦାୟ କରାଯିବ।
ପଦଯାତ୍ରା ସମୟରେ ପ୍ଲାକାର୍ଡ, ବ୍ୟାନର ଆଦି ମାଧ୍ୟମରେ ଓଡ଼ିଆ ନାମଫଳକ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଚାର କରିବା ସହ ସମସ୍ତ ସମ୍ପର୍କିତ ବିଭାଗ, ବ୍ୟବସାୟୀ ସଂଘ, ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଲୋକଙ୍କୁ ଏଥିରେ ସାମିଲ କରାଯିବ। 
ବୈଠକରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ, ନୂଆପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖାରିଆର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ସହାୟକ ଶ୍ରମ ଅଧିକାରୀ ମୁରଳୀଧର ପାକଳ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    15 hrs ago
  • ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଚକୋଟିଆ ଭୁଞ୍ଜିଆ ଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନଦେଇ ଙ୍କ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ
    1
    ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଚକୋଟିଆ ଭୁଞ୍ଜିଆ ଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନଦେଇ ଙ୍କ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    16 hrs ago
  • New Banking Rules 2026, UPI Rules, ATM, Cash Rules | SAGAR SINHA 🛡 . . . . #viral #trending #sarkar #explore #rules #banking
    1
    New Banking Rules 2026, UPI Rules, ATM, Cash Rules | SAGAR SINHA
🛡
.
.
.
.
#viral #trending #sarkar #explore #rules #banking
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • Post by KOSAL TIMES
    1
    Post by KOSAL TIMES
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    19 hrs ago
  • ରାସ୍ତାରେ ଜୀବନ ଯିବା ବଲାଙ୍ଗୀର ସହର ଭିତ୍ତିରେ ସମସିୟା ହି ସମସିୟା ହେଇପାରେ ବଡ଼ ଦୁର୍ଘଟଣା ମୋର୍ ଅଧିକାର
    1
    ରାସ୍ତାରେ ଜୀବନ ଯିବା ବଲାଙ୍ଗୀର ସହର ଭିତ୍ତିରେ ସମସିୟା ହି ସମସିୟା ହେଇପାରେ ବଡ଼ ଦୁର୍ଘଟଣା 
ମୋର୍ ଅଧିକାର
    user_ମୋର୍ ଅଧିକାର
    ମୋର୍ ଅଧିକାର
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    1 day ago
  • 🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯
    1
    🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    2 hrs ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    4 hrs ago
  • ନୂଆପଡ଼ା -୦୨/୦୪- ନୂଆପଡ଼ା ଜିଲ୍ଲାରେ ଏଲପିଜି ଗ୍ୟାସ ଓ ପେଟ୍ରୋଲିୟମ ପଦାର୍ଥର ସୁଚାରୁ ଯୋଗାଣ ଓ ବଣ୍ଟନ ପାଇଁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସଭା କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ପ୍ରଶାସନ ପକ୍ଷରୁ ଏଲପିଜି ସିଲିଣ୍ଡର ଯୋଗାଣକୁ ସୁଚାରୁ କରିବା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ବିସ୍ତୃତ ଅବଗତ କରାଇଥିଲେ। ଜିଲ୍ଲାପାଳ ଏଲପିଜି ଗ୍ୟାସର କଳା ବଜାରି ଓ ଅନ୍ୟାନ୍ୟ ଅନିୟମିତତାକୁ ରୋକିବାକୁ ଜୋର ଦେଇଥିଲେ। ଏଥିପାଇଁ ନିୟମିତ ଭାବେ ନିରୀକ୍ଷଣ ଓ ଚଢ଼ାଉ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଲୋକମାନଙ୍କ ମଧ୍ୟରେ କୌଣସି ପ୍ରକାର ଏଲପିଜି ଗ୍ୟାସର ଅଭାବ ଭୟ ସୃଷ୍ଟି ନ ହେବା ପାଇଁ ସଚେତନତା ଜାରି ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଘରୋଇ ସିଲିଣ୍ଡରର ଅବୈଧ ବ୍ୟବହାର ବିରୋଧରେ ହୋଟେଲ ଓ ଢାବାମାନଙ୍କ ଉପରେ ଚଢ଼ାଉ କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରିବାକୁ ସେ କହିଥିଲେ। ଜିଲ୍ଲାପାଳ ଏଲପିଜି ଗ୍ୟାସ ବଣ୍ଟନ କେନ୍ଦ୍ରରେ ଅପେକ୍ଷାରତ ଗ୍ରାହକ ମାନଙ୍କ ପାଇଁ ଛାୟା ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ବିତରକମାନଙ୍କୁ ପରାମର୍ଶ ଦେଇଥିଲେ। ହୋଟେଲ ମାଲିକମାନଙ୍କୁ ଘରୋଇ ସିଲିଣ୍ଡର ବଦଳରେ ବାଣିଜ୍ୟିକ ସିଲିଣ୍ଡର ବ୍ୟବହାର କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ। ଏଥି ସହିତ, ଶ୍ରେଷ୍ଠ ଏଲପିଜି ବିତରକଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ ଏଲପିଜି ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି ନ କରିବାକୁ ସଚେତନ କରିଥିଲେ ଏବଂ ବଣ୍ଟନ କେନ୍ଦ୍ରରେ ଭିଡ଼ ପରିଚାଳନା ସହ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କହିଥିଲେ। ବୈଠକରେ ସିଡିଏମଓ ଡ. ଧନେଶ୍ୱର ସେଠୀ, ଏସିଏସଓ ଶ୍ରୀମତୀ ପୂର୍ଣ୍ଣାଶା ଭୋଇ, ଯୋଗାଣ ନିରୀକ୍ଷକ ଶ୍ରୀମତୀ ସୁଭଶ୍ରୀ ଦାଶ, ଡିଏସ୍‌ଡବ୍ଲ୍ୟୁଓ ଶ୍ରୀମତୀ ଏସ ଗୀତା, ଡିଡବ୍ଲ୍ୟୁଓ ଦୀପ୍ତିମନ୍ତ ଭୋଇ, ଡିଇଓ ପ୍ରଶାନ୍ତ କୁମାର ମହାନ୍ତି ସହ ଅନ୍ୟାନ୍ୟ ଅଧିକାରୀମାନେ, ଜିଲ୍ଲାର ସମସ୍ତ ଏଲପିଜି ବିତରକମାନେ ଉପସ୍ଥିତ ଥିଲେ।
    2
    ନୂଆପଡ଼ା -୦୨/୦୪-
ନୂଆପଡ଼ା ଜିଲ୍ଲାରେ ଏଲପିଜି ଗ୍ୟାସ ଓ ପେଟ୍ରୋଲିୟମ ପଦାର୍ଥର ସୁଚାରୁ ଯୋଗାଣ ଓ ବଣ୍ଟନ ପାଇଁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସଭା କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକ ଆରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ପ୍ରଶାସନ ପକ୍ଷରୁ ଏଲପିଜି ସିଲିଣ୍ଡର ଯୋଗାଣକୁ ସୁଚାରୁ କରିବା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ବିସ୍ତୃତ ଅବଗତ କରାଇଥିଲେ।
ଜିଲ୍ଲାପାଳ ଏଲପିଜି ଗ୍ୟାସର କଳା ବଜାରି ଓ ଅନ୍ୟାନ୍ୟ ଅନିୟମିତତାକୁ ରୋକିବାକୁ ଜୋର ଦେଇଥିଲେ। ଏଥିପାଇଁ ନିୟମିତ ଭାବେ ନିରୀକ୍ଷଣ ଓ ଚଢ଼ାଉ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଲୋକମାନଙ୍କ ମଧ୍ୟରେ କୌଣସି ପ୍ରକାର ଏଲପିଜି ଗ୍ୟାସର ଅଭାବ ଭୟ ସୃଷ୍ଟି ନ ହେବା ପାଇଁ ସଚେତନତା ଜାରି ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଘରୋଇ  ସିଲିଣ୍ଡରର ଅବୈଧ ବ୍ୟବହାର ବିରୋଧରେ ହୋଟେଲ ଓ ଢାବାମାନଙ୍କ ଉପରେ ଚଢ଼ାଉ କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରିବାକୁ ସେ କହିଥିଲେ।
ଜିଲ୍ଲାପାଳ ଏଲପିଜି ଗ୍ୟାସ ବଣ୍ଟନ କେନ୍ଦ୍ରରେ ଅପେକ୍ଷାରତ ଗ୍ରାହକ ମାନଙ୍କ ପାଇଁ ଛାୟା ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ବିତରକମାନଙ୍କୁ ପରାମର୍ଶ ଦେଇଥିଲେ। ହୋଟେଲ ମାଲିକମାନଙ୍କୁ ଘରୋଇ ସିଲିଣ୍ଡର ବଦଳରେ ବାଣିଜ୍ୟିକ ସିଲିଣ୍ଡର ବ୍ୟବହାର କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ।
ଏଥି ସହିତ, ଶ୍ରେଷ୍ଠ ଏଲପିଜି ବିତରକଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣ କରିଥିଲେ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ ଏଲପିଜି ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି ନ କରିବାକୁ ସଚେତନ କରିଥିଲେ ଏବଂ ବଣ୍ଟନ କେନ୍ଦ୍ରରେ ଭିଡ଼ ପରିଚାଳନା ସହ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କହିଥିଲେ।
ବୈଠକରେ ସିଡିଏମଓ ଡ. ଧନେଶ୍ୱର ସେଠୀ, ଏସିଏସଓ ଶ୍ରୀମତୀ ପୂର୍ଣ୍ଣାଶା ଭୋଇ, ଯୋଗାଣ ନିରୀକ୍ଷକ ଶ୍ରୀମତୀ ସୁଭଶ୍ରୀ ଦାଶ, ଡିଏସ୍‌ଡବ୍ଲ୍ୟୁଓ ଶ୍ରୀମତୀ ଏସ ଗୀତା, ଡିଡବ୍ଲ୍ୟୁଓ ଦୀପ୍ତିମନ୍ତ ଭୋଇ, ଡିଇଓ ପ୍ରଶାନ୍ତ କୁମାର ମହାନ୍ତି ସହ ଅନ୍ୟାନ୍ୟ ଅଧିକାରୀମାନେ, ଜିଲ୍ଲାର ସମସ୍ତ ଏଲପିଜି ବିତରକମାନେ ଉପସ୍ଥିତ ଥିଲେ।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.