logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବରିଷ୍ଠ ନାଗରିକ ଙ୍କୁ ନେଇ କାର୍ଯ୍ୟକ୍ରମ ଢେଙ୍କାନାଳ ସଦର ମହକୁମା ର ଲେଖକ ସଂସଦ ଭବନ ଠାରେ ପିତାମାତା, ବରିଷ୍ଠ ନାଗରିକ ମାନଙ୍କ ଭରଣ ପୋଷଣ ନିମନ୍ତେ ଏକ କାର୍ଯକ୍ରମ ଅନୁଷ୍ଠିତ ହେଇ ଯାଇଛି ଏଥିରେ ଶ୍ରୀମତୀ ଅର୍ଚ୍ଚନା ପୁହାଣ ଜୟନ୍ତ୍ରୀ ପାତ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ ଯୋଗଦାନ କରିଥିଲେ

3 hrs ago
user_Dipak Kumar Nayak
Dipak Kumar Nayak
Voice of people Dhenkanal Sadar, Odisha•
3 hrs ago

ବରିଷ୍ଠ ନାଗରିକ ଙ୍କୁ ନେଇ କାର୍ଯ୍ୟକ୍ରମ ଢେଙ୍କାନାଳ ସଦର ମହକୁମା ର ଲେଖକ ସଂସଦ ଭବନ ଠାରେ ପିତାମାତା, ବରିଷ୍ଠ ନାଗରିକ ମାନଙ୍କ ଭରଣ ପୋଷଣ ନିମନ୍ତେ ଏକ କାର୍ଯକ୍ରମ ଅନୁଷ୍ଠିତ ହେଇ ଯାଇଛି ଏଥିରେ ଶ୍ରୀମତୀ ଅର୍ଚ୍ଚନା ପୁହାଣ ଜୟନ୍ତ୍ରୀ ପାତ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ ଯୋଗଦାନ କରିଥିଲେ

More news from Odisha and nearby areas
  • ଢେଙ୍କାନାଳ ସଦର ମହକୁମା ର ଲେଖକ ସଂସଦ ଭବନ ଠାରେ ପିତାମାତା, ବରିଷ୍ଠ ନାଗରିକ ମାନଙ୍କ ଭରଣ ପୋଷଣ ନିମନ୍ତେ ଏକ କାର୍ଯକ୍ରମ ଅନୁଷ୍ଠିତ ହେଇ ଯାଇଛି ଏଥିରେ ଶ୍ରୀମତୀ ଅର୍ଚ୍ଚନା ପୁହାଣ ଜୟନ୍ତ୍ରୀ ପାତ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ ଯୋଗଦାନ କରିଥିଲେ
    2
    ଢେଙ୍କାନାଳ ସଦର ମହକୁମା ର ଲେଖକ ସଂସଦ ଭବନ ଠାରେ  ପିତାମାତା, ବରିଷ୍ଠ ନାଗରିକ ମାନଙ୍କ ଭରଣ ପୋଷଣ ନିମନ୍ତେ ଏକ କାର୍ଯକ୍ରମ ଅନୁଷ୍ଠିତ ହେଇ ଯାଇଛି 
ଏଥିରେ ଶ୍ରୀମତୀ ଅର୍ଚ୍ଚନା ପୁହାଣ ଜୟନ୍ତ୍ରୀ ପାତ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ ଯୋଗଦାନ କରିଥିଲେ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    3 hrs ago
  • ବାଲ୍ୟବିବାହରେ ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତିବାଲ୍ୟବିବାହରେ ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତି ଭୁବନ ତା 10.2 କାନ୍ଥରେ ଟଙ୍ଗା ହୋଇଛି ଫ୍ଲେକ୍ସ। ଦାଣ୍ଡରେ ବନ୍ଧା ହୋଇଛି ଟେଣ୍ଟ। ମନ୍ଦିରରେ ଚାଲିଛି ଭୋଜି ରନ୍ଧା। ଠିକ ଏତିକି ବେଳେ ଖବର ପାଇ ପହଁଚିଲେ ବାଲ୍ୟବିବାହ ନିରୋଧ କମିଟି। ଚାଲିଲା ପଚରା ଉଚରା । ପରିବେଶ ହଠାତ ପାଲଟିଗଲା ସ୍ତବ୍ଧ। କୋଳାହଳ ପରିବେଶରେ ପଶିଗଲା ଷଣ୍ଢ। ନକଲି ଆଧାର ଦେଖାଇ ଚାଲିଥିଲା ବାହାଘର । ନବମ ଶ୍ରେଣୀ ଛାତ୍ରୀଙ୍କୁ ନିଜ ହେପାଜତକୁ ନେଲେ ଶିଶୁମଙ୍ଗଳ ଅଧିକାରିଣୀ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ -୭(ସାତ)ରେ । ସୂଚନାରୁ ଜଣାପଡିଛି କଟକ ଜିଲ୍ଲାର ଏକ ମଫସଲ ଗ୍ରାମର ଜଣେ ଯୁବକଙ୍କର ଭୁବନର ସାତ ନମ୍ୱର୍ ୱାର୍ଡ ବାସିନ୍ଦା ଗଣେଶ୍ୱର ଦାସଙ୍କ ପୁଅ ସହ ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ। ଯୁବତୀ ଜଣକ ସହମତିରେ ବିଗତ ଆଠ ମାସ ହେଲା ନିଜ ଘରୁ ଚାଲି ଆସିଥିଲେ। ତେବେ ଉଭୟ ପରିବାରଙ୍କ ସହମତି କ୍ରମେ ଏହି ବାହାଘର ହେଉଥିବା ସମୟରେ ଖବର ପାଇଥିଲେ ଭୁବନ ଶିଶୁମଙ୍ଗଳ ଅଧିକାରିଣୀ ଭଗବତୀ ଗୁରୁ ।ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଏବଂ ଭୁବନ ପୋଲିସକୁ ନେଇ ପହଞ୍ଚିଥିଲେ ଗଣେଶ୍ୱରଙ୍କ ଘରେ ।ପଚରା ଉଚରା କରିବାରୁ ଜଣାପଡ଼ିଲା ନାବାଳିକାର ଏକ ଫର୍ଜି ଆଧାର କାର୍ଡ ତିଆରି କରାଯାଇଥିବା ବେଳେ ନାବାଳିକା ଜଣଙ୍କ ଭୁବନେଶ୍ବର ନିକଟସ୍ଥ ବାରଙ୍ଗ ବ୍ଲକ ଏକ ଗ୍ରାମାଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀ । ସେ ଚତୁର୍ଥ ଝିଅ। ଅନ୍ୟ ୩ ଭଉଣୀ ବିବାହିତା। ଜନୈକ ସଂପର୍କୀୟଙ୍କ ତାଡନା ସହି ନ ପାରି ଭୁବନର ଯୁବକଙ୍କୁ ଭରସା କରି ପ୍ରେମ କରି ଗତ ଆଠ ମାସରୁ ବିଦ୍ୟାଳୟ ଛାଡ଼ି ପଳାଇ ଆସିଛି । ନାବାଳିକାଙ୍କୁ ବିବାହ ଯୋଗ୍ୟ ବୟସ ହୋଇ ନଥିବାରୁ ବାହାଘର ର ମାଙ୍ଗଳିକ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ନାବାଳିକାକୁ ଶିଶୁ ମଙ୍ଗଳ ଅଧିକାରୀଣି ନିଜ ହେପାଜତକୁ ନେଇଛନ୍ତି । ସ୍ୱାଧର ଗୃହରେ ଭର୍ତି କରିଛନ୍ତି ।
    1
    ବାଲ୍ୟବିବାହରେ  ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତିବାଲ୍ୟବିବାହରେ  ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତି
ଭୁବନ ତା 10.2   କାନ୍ଥରେ  ଟଙ୍ଗା ହୋଇଛି ଫ୍ଲେକ୍ସ। ଦାଣ୍ଡରେ ବନ୍ଧା ହୋଇଛି ଟେଣ୍ଟ। ମନ୍ଦିରରେ ଚାଲିଛି ଭୋଜି ରନ୍ଧା। ଠିକ ଏତିକି ବେଳେ   ଖବର ପାଇ ପହଁଚିଲେ ବାଲ୍ୟବିବାହ ନିରୋଧ କମିଟି। ଚାଲିଲା ପଚରା ଉଚରା  । ପରିବେଶ ହଠାତ ପାଲଟିଗଲା  ସ୍ତବ୍ଧ। କୋଳାହଳ ପରିବେଶରେ ପଶିଗଲା ଷଣ୍ଢ।  ନକଲି ଆଧାର ଦେଖାଇ ଚାଲିଥିଲା ବାହାଘର । ନବମ ଶ୍ରେଣୀ ଛାତ୍ରୀଙ୍କୁ ନିଜ ହେପାଜତକୁ ନେଲେ ଶିଶୁମଙ୍ଗଳ ଅଧିକାରିଣୀ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ -୭(ସାତ)ରେ । ସୂଚନାରୁ ଜଣାପଡିଛି କଟକ ଜିଲ୍ଲାର ଏକ ମଫସଲ ଗ୍ରାମର ଜଣେ ଯୁବକଙ୍କର  ଭୁବନର ସାତ ନମ୍ୱର୍ ୱାର୍ଡ ବାସିନ୍ଦା ଗଣେଶ୍ୱର ଦାସଙ୍କ ପୁଅ ସହ ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ। ଯୁବତୀ ଜଣକ ସହମତିରେ ବିଗତ ଆଠ ମାସ ହେଲା ନିଜ ଘରୁ ଚାଲି ଆସିଥିଲେ। ତେବେ ଉଭୟ ପରିବାରଙ୍କ ସହମତି କ୍ରମେ ଏହି ବାହାଘର ହେଉଥିବା ସମୟରେ ଖବର ପାଇଥିଲେ ଭୁବନ ଶିଶୁମଙ୍ଗଳ ଅଧିକାରିଣୀ ଭଗବତୀ ଗୁରୁ ।ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଏବଂ ଭୁବନ ପୋଲିସକୁ ନେଇ ପହଞ୍ଚିଥିଲେ ଗଣେଶ୍ୱରଙ୍କ ଘରେ ।ପଚରା ଉଚରା କରିବାରୁ ଜଣାପଡ଼ିଲା ନାବାଳିକାର ଏକ ଫର୍ଜି ଆଧାର କାର୍ଡ ତିଆରି କରାଯାଇଥିବା ବେଳେ ନାବାଳିକା ଜଣଙ୍କ ଭୁବନେଶ୍ବର ନିକଟସ୍ଥ ବାରଙ୍ଗ ବ୍ଲକ ଏକ ଗ୍ରାମାଞ୍ଚଳରେ  ନବମ ଶ୍ରେଣୀ ଛାତ୍ରୀ ।    ସେ ଚତୁର୍ଥ ଝିଅ। ଅନ୍ୟ ୩ ଭଉଣୀ ବିବାହିତା। ଜନୈକ ସଂପର୍କୀୟଙ୍କ ତାଡନା ସହି ନ ପାରି   ଭୁବନର ଯୁବକଙ୍କୁ ଭରସା କରି  ପ୍ରେମ କରି ଗତ ଆଠ ମାସରୁ ବିଦ୍ୟାଳୟ ଛାଡ଼ି  ପଳାଇ ଆସିଛି । ନାବାଳିକାଙ୍କୁ  ବିବାହ ଯୋଗ୍ୟ ବୟସ ହୋଇ ନଥିବାରୁ ବାହାଘର ର ମାଙ୍ଗଳିକ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ନାବାଳିକାକୁ ଶିଶୁ ମଙ୍ଗଳ ଅଧିକାରୀଣି ନିଜ ହେପାଜତକୁ  ନେଇଛନ୍ତି । ସ୍ୱାଧର ଗୃହରେ ଭର୍ତି କରିଛନ୍ତି ।
    user_Tapasdas 6372788705
    Tapasdas 6372788705
    ସାମ୍ବାଦିକ Dhenkanal Sadar, Odisha•
    6 hrs ago
  • ଢେଙ୍କାନାଳ ରେ ସକାଳୁ ସକାଳୁ ହାତୀ ଆକ୍ରମଣରେ ତିନି ଜଣ ମୃତ, ତିନି ଜଣ ଗୁରୁତର l Dhenkanal news odisha l 👉 ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ ପୁରୁଷ ନିକଟସ୍ଥ ପାଟପୁରା ଗ୍ରାମ୍ୟ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ଘଟିଛି ଏହି ଅଭାବନୀୟ ଘଟଣା.. #elephantattack #dhenkanalforest #kapilashforest #dhenkanalnewsodisha
    1
    ଢେଙ୍କାନାଳ ରେ ସକାଳୁ ସକାଳୁ ହାତୀ ଆକ୍ରମଣରେ ତିନି ଜଣ ମୃତ, ତିନି ଜଣ ଗୁରୁତର l Dhenkanal news odisha l
👉 ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ ପୁରୁଷ ନିକଟସ୍ଥ ପାଟପୁରା ଗ୍ରାମ୍ୟ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ଘଟିଛି ଏହି ଅଭାବନୀୟ ଘଟଣା..
#elephantattack #dhenkanalforest #kapilashforest #dhenkanalnewsodisha
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    12 hrs ago
  • ଭୁବନେଶ୍ୱର ଶିଶୁ ଭବନ ଓଭରବ୍ରିଜ୍ ଉପରେ ପୁଣି ଦୁର୍ଘଟଣାଗ୍ରସ୍ତ ହେଲା କାର୍। ମରଣାଯନ୍ତା ପାଲଟିଛି ଓଭରବ୍ରିଜ୍। ପୂର୍ବ ଦିନ ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲା କାର୍। ଆଜି ସଂନ୍ଧ୍ୟାରେ ପୁଣି ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି।
    1
    ଭୁବନେଶ୍ୱର ଶିଶୁ ଭବନ ଓଭରବ୍ରିଜ୍ ଉପରେ ପୁଣି ଦୁର୍ଘଟଣାଗ୍ରସ୍ତ ହେଲା କାର୍। ମରଣାଯନ୍ତା ପାଲଟିଛି ଓଭରବ୍ରିଜ୍। ପୂର୍ବ ଦିନ ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲା କାର୍। ଆଜି ସଂନ୍ଧ୍ୟାରେ ପୁଣି ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    25 min ago
  • ୨୦୧୯ ମସିହା ରୁ କାଜୁ ଗଛ ଏବଂ ଘର ନିଆଁ ଲାଗିଯାଇଥିଲେ ମଧ୍ୟ ପ୍ରଶାସନ କିଛି ସାହାଯ୍ୟ କରିନଥିବା ଅଭିଯୋଗ କରିଛନ୍ତି ଚାଷୀ, ଆଜି ବି ଚାଷୀ ଦୁଃଖ ରେ ଜୀବନ ବିତାଉଛନ୍ତି କିନ୍ତୁ ସାହାଯ୍ୟ ଆଶାରେ ୬ ବର୍ଷ ବିତିଯାଇଛି, ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ #mahulkhal #kajufarm #ransol #KaliapaniUpdate #highlight
    1
    ୨୦୧୯ ମସିହା ରୁ କାଜୁ ଗଛ ଏବଂ ଘର ନିଆଁ ଲାଗିଯାଇଥିଲେ ମଧ୍ୟ ପ୍ରଶାସନ କିଛି ସାହାଯ୍ୟ କରିନଥିବା ଅଭିଯୋଗ କରିଛନ୍ତି ଚାଷୀ, ଆଜି ବି ଚାଷୀ ଦୁଃଖ ରେ ଜୀବନ ବିତାଉଛନ୍ତି କିନ୍ତୁ ସାହାଯ୍ୟ ଆଶାରେ ୬ ବର୍ଷ ବିତିଯାଇଛି, ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ #mahulkhal #kajufarm #ransol #KaliapaniUpdate #highlight
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    2 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଭୁବନେଶ୍ୱର : ବ୍ରହ୍ମଗିରି ବିଧାୟିକାଙ୍କ ମାଙ୍କଡ଼ ଉପାଖ୍ୟାନ। କଂଗ୍ରେସ ନେତ୍ରୀ କହିଲେ ପାଟି ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା କହିବି ନାହିଁ , ଆଖି ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା ଦେଖିବି ନାହିଁ , କାନ ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା ଶୁଣିବି ନାହିଁ ।
    1
    ଭୁବନେଶ୍ୱର : ବ୍ରହ୍ମଗିରି ବିଧାୟିକାଙ୍କ ମାଙ୍କଡ଼ ଉପାଖ୍ୟାନ। କଂଗ୍ରେସ ନେତ୍ରୀ କହିଲେ ପାଟି ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା କହିବି ନାହିଁ , ଆଖି ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା ଦେଖିବି ନାହିଁ , କାନ ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା ଶୁଣିବି ନାହିଁ ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • Post by Tapasdas 6372788705
    1
    Post by Tapasdas 6372788705
    user_Tapasdas 6372788705
    Tapasdas 6372788705
    ସାମ୍ବାଦିକ Dhenkanal Sadar, Odisha•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.