Shuru
Apke Nagar Ki App…
#ଦଲାଲ_ମଣ୍ଡିରୁ_ନେଉଛି_ଧାନ। #ମିଲର_ଆସୁନାହିଁ_ମଣ୍ଡିକୁ। #ଦଲାଲଙ୍କ_ମନଇଛା_କଟିନି_ଛଟିନି #କୁମ୍ଭକର୍ଣ୍ଣ_ନିଦ୍ରାରେ_ପ୍ରଶାସନ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ମୁକୁଳିସି ସମବାୟ ସମିତି ଚାଲିଛି ଦଲାଲ ରାଜ । ।#mahimatv #dmbalasore #basta #mahimatv #dmbalasore #basta CMO Odisha Mohan Charan Majhi Subasini Jena Goutambuddha Das
Mahima tv Rajesh Kumar Giri
#ଦଲାଲ_ମଣ୍ଡିରୁ_ନେଉଛି_ଧାନ। #ମିଲର_ଆସୁନାହିଁ_ମଣ୍ଡିକୁ। #ଦଲାଲଙ୍କ_ମନଇଛା_କଟିନି_ଛଟିନି #କୁମ୍ଭକର୍ଣ୍ଣ_ନିଦ୍ରାରେ_ପ୍ରଶାସନ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ମୁକୁଳିସି ସମବାୟ ସମିତି ଚାଲିଛି ଦଲାଲ ରାଜ । ।#mahimatv #dmbalasore #basta #mahimatv #dmbalasore #basta CMO Odisha Mohan Charan Majhi Subasini Jena Goutambuddha Das
More news from ଓଡ଼ିଶା and nearby areas
- ବାଲେଶ୍ବର ଜିଲ୍ଲା ବସ୍ତା କୁଡିଆ ଠାରେ କୁଡିଆ ପ୍ରେମିଅର ଲିଗ୍ ଉଦ୍ଘାଟିତ। ଏହି କ୍ରିକେଟ ଖେଳରେ ୮ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଏହାର ଫାଇନାଲ ଖେଳ ରବିବାର ରହି ଅଛି।1
- #ବାଇକ_ଟ୍ରକ_ମର୍ମନ୍ତୁଦ_ସଡ଼କ_ଦୁର୍ଘଟଣା । ବାଇକ ଟ୍ରକ ଦୁର୍ଘଟଣା ରେ ଚାଲିଗଲେ ବାଇକ ଆରୋହୀ । ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । #OdishaNews #OdishaPolice1
- ଭଗବାନଙ୍କ ଭରଷାରେ ରୋଗୀ।ବିନା ଡାକ୍ତରରେ ଚାଲଛି କାମାକ୍ଷାନଗର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ।1
- ସୋର_ତହସିଲଦରା_ଦୈତାରୀ_ମଲ୍ଲିକଙ୍କୁ_ଭିଜିଲାନ୍ସ_ବାନ୍ଧିଲା ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମାଡି ବସିଲେ ଭିଜିଲାନ୍ସ । ପଥର ଗାଡି ଛାଡି ଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ବାଲେଶ୍ବର ଭିଜିଲାନ୍ସ ଟିମ୍। ଏହି ଚଢାଉରେ ବାଲେଶ୍ବର ଭିଜିଲାନ୍ସର ୨ଟି ଟିମ୍ ସାମିଲ ଥିଲେ।1
- ବାଇକ ଉପରେ ଚଢ଼ିଗଲା ଟ୍ରକ୍ । ବାଇକ ଟ୍ରକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ବାଇକ ଟ୍ରକ ଦୁର୍ଘଟଣା ରେ ଚାଲିଗଲେ ବାଇକ ଆରୋହୀ । ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।1
- Post by Khabar1
- ବାରିପଦା : - ଗ୍ରୀଷ୍ମଋତୁ ଆରମ୍ଭ ନବହେଉଣୁ ମୟୂରଭଞ୍ଜ ଜିଲ୍ଲାରେ ଅରମ୍ଭ ହୋଇଗଲାଣି ଜଳକଷ୍ଟ। ଜିଲ୍ଲାର କିଛି କିଛି ଅଞ୍ଚଳରେ ଏବେଠାରୁ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହଉଥିବାର ଦେଖିବାକୁ ମିଳିଲାଣି। ଏପରିକି କିଛି ଗାଁ ମାନଙ୍କରେ ୨ ରୁ ୩ କିଲୋମିଟର ଯାଏ ଚାଲି ଚାଲି ଯାଇ ପାଣି ଆଣିବାକୁ ପଡୁଛି ତ କେଉଁଠି ପୁଣି ଲୋକଙ୍କ ଜୀବନ ବଞ୍ଚାଉଛି ଚୁଆ ପାଣି। ବାରିପଦା ସହର ତଥା ସାରା ଜିଲ୍ଲାରେ ଏଭଳି ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରି ଜିଲ୍ଲାର ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ବାରିପଦା ସ୍ଥିତ ୱାଟକୋ ଏବଂ ବାରିପଦା ଆରଡବ୍ଲୁଏସଏସ ଅଧିକ୍ଷଣ ଯନ୍ତ୍ରୀଙ୍କର କାର୍ଯ୍ୟାଳୟ ସମ୍ମୁଖାରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ସେହିପରି ରାଇରଙ୍ଗପୁର ସ୍ଥିତ ଆରଡବ୍ଲୁଏସଏସ ଅଧିକ୍ଷଣ ଯନ୍ତ୍ରୀଙ୍କର କାର୍ଯ୍ୟାଳୟ ସମ୍ମୁଖରେ ମଧ୍ଯ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ବାନ କ୍ରମେ ବାରିପଦା ଠାରେ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ଵରେ ଓ୍ବାଟକୋ ଅଫିସ ଓ ବାରିପଦା ଆରଡବ୍ଲୁଏସଏସ ଅଧିକ୍ଷଣ ଯନ୍ତ୍ରୀଙ୍କର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଅଧ୍ୟକ୍ଷ ସଂଜୀବ ରାଉତ, ରାକେଶ ମହାନ୍ତି, ଏସ୍ କେ ରାଜାଖାନ୍, ଜ୍ୟୋତିରଞ୍ଜନ ପୃଷ୍ଟି, ଦୀପକ କୁମାର ବେହେରା, ସଞ୍ଜୟ ମାହାଣା, ସଞ୍ଜୟ ମହାନ୍ତ, ରୁଦ୍ର ପଟ୍ଟନାୟକ, ମନୋଜ ମହାନ୍ତି, ପ୍ରଦୀପ ପଣ୍ଡା, ସାଫଲ୍ୟ ମିଶ୍ର, ସିଙ୍ଗରାୟ ହେମ୍ବ୍ରମ, ସତ୍ୟ ପୃଷ୍ଟି, ସୁମିତ୍ ରାଉଳ, ଲିପୁନ ପୃଷ୍ଟି, ପ୍ରିୟଂଗୁ ଖଟୁଆ, ଓମପ୍ରକାଶ ବାରିକ, ମନୋରଞ୍ଜନ ସାହୁ, ବାପୁନ ସିଂ, ଦୀପକ କୁମାର ପାତ୍ର, ଆଶିଷ ବେହେରା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ। ସେହିପରି ରାଇରଙ୍ଗପୁର ଠାରେ ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ ଙ୍କର ନେତୃତ୍ଵରେ ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଭାଗବତ ହେମ୍ବ୍ରମ୍ ପ୍ରମୁଖଙ୍କ ସହିତ ବହୁ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ। ପରେ ପରେ ସଂଗଠନ ପକ୍ଷରୁ ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରା ଯାଇଛି। ତେବେ ଏ ଦିଗରେ ଉଭୟ ବିଭାଗ ତୁରନ୍ତ ପଦକ୍ଷେପ ନ ନେଲେ ସଂଗଠନ ଆଗାମି ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ବୋଲି ସଂଗଠନର ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି। @dlhkhabar #mayurbhanj1
- #ମିଲର_ଆସୁନାହିଁ_ମଣ୍ଡିକୁ। #ଦଲାଲଙ୍କ_ମନଇଛା_କଟିନି_ଛଟିନି #କୁମ୍ଭକର୍ଣ୍ଣ_ନିଦ୍ରାରେ_ପ୍ରଶାସନ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ମୁକୁଳିସି ସମବାୟ ସମିତି ଚାଲିଛି ଦଲାଲ ରାଜ । ।#mahimatv #dmbalasore #basta #mahimatv #dmbalasore #basta CMO Odisha Mohan Charan Majhi Subasini Jena Goutambuddha Das1