Shuru
Apke Nagar Ki App…
ବସ୍ତା ବ୍ଲକ କୁଡିଆ ସ୍ଥିତ କୁଡିଆ ପ୍ରେମିଅର୍ ଲିଗ ଉଦ୍ଘାଟିତ, ୮ ଟି ଟିମ ର ଅଂଶଗ୍ରହଣ ବାଲେଶ୍ବର ଜିଲ୍ଲା ବସ୍ତା କୁଡିଆ ଠାରେ କୁଡିଆ ପ୍ରେମିଅର ଲିଗ୍ ଉଦ୍ଘାଟିତ। ଏହି କ୍ରିକେଟ ଖେଳରେ ୮ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଏହାର ଫାଇନାଲ ଖେଳ ରବିବାର ରହି ଅଛି।
Sk Ajaruddin
ବସ୍ତା ବ୍ଲକ କୁଡିଆ ସ୍ଥିତ କୁଡିଆ ପ୍ରେମିଅର୍ ଲିଗ ଉଦ୍ଘାଟିତ, ୮ ଟି ଟିମ ର ଅଂଶଗ୍ରହଣ ବାଲେଶ୍ବର ଜିଲ୍ଲା ବସ୍ତା କୁଡିଆ ଠାରେ କୁଡିଆ ପ୍ରେମିଅର ଲିଗ୍ ଉଦ୍ଘାଟିତ। ଏହି କ୍ରିକେଟ ଖେଳରେ ୮ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଏହାର ଫାଇନାଲ ଖେଳ ରବିବାର ରହି ଅଛି।
More news from ଓଡ଼ିଶା and nearby areas
- ବାଲେଶ୍ବର ଜିଲ୍ଲା ବସ୍ତା କୁଡିଆ ଠାରେ କୁଡିଆ ପ୍ରେମିଅର ଲିଗ୍ ଉଦ୍ଘାଟିତ। ଏହି କ୍ରିକେଟ ଖେଳରେ ୮ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଏହାର ଫାଇନାଲ ଖେଳ ରବିବାର ରହି ଅଛି।1
- #ବାଇକ_ଟ୍ରକ_ମର୍ମନ୍ତୁଦ_ସଡ଼କ_ଦୁର୍ଘଟଣା । ବାଇକ ଟ୍ରକ ଦୁର୍ଘଟଣା ରେ ଚାଲିଗଲେ ବାଇକ ଆରୋହୀ । ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । #OdishaNews #OdishaPolice1
- ଭଗବାନଙ୍କ ଭରଷାରେ ରୋଗୀ।ବିନା ଡାକ୍ତରରେ ଚାଲଛି କାମାକ୍ଷାନଗର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ।1
- ସୋର_ତହସିଲଦରା_ଦୈତାରୀ_ମଲ୍ଲିକଙ୍କୁ_ଭିଜିଲାନ୍ସ_ବାନ୍ଧିଲା ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମାଡି ବସିଲେ ଭିଜିଲାନ୍ସ । ପଥର ଗାଡି ଛାଡି ଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ବାଲେଶ୍ବର ଭିଜିଲାନ୍ସ ଟିମ୍। ଏହି ଚଢାଉରେ ବାଲେଶ୍ବର ଭିଜିଲାନ୍ସର ୨ଟି ଟିମ୍ ସାମିଲ ଥିଲେ।1
- ବାଇକ ଉପରେ ଚଢ଼ିଗଲା ଟ୍ରକ୍ । ବାଇକ ଟ୍ରକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ବାଇକ ଟ୍ରକ ଦୁର୍ଘଟଣା ରେ ଚାଲିଗଲେ ବାଇକ ଆରୋହୀ । ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ଦଣ୍ଡିକା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।1
- ଗୋଶାଳା କପ କ୍ରିକେଟ ତୁଣମେଣ୍ଟ 21/2 261
- Post by Khabar1
- #ମିଲର_ଆସୁନାହିଁ_ମଣ୍ଡିକୁ। #ଦଲାଲଙ୍କ_ମନଇଛା_କଟିନି_ଛଟିନି #କୁମ୍ଭକର୍ଣ୍ଣ_ନିଦ୍ରାରେ_ପ୍ରଶାସନ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ମୁକୁଳିସି ସମବାୟ ସମିତି ଚାଲିଛି ଦଲାଲ ରାଜ । ।#mahimatv #dmbalasore #basta #mahimatv #dmbalasore #basta CMO Odisha Mohan Charan Majhi Subasini Jena Goutambuddha Das1