Shuru
Apke Nagar Ki App…
ଗୋଶାଳା କପ କ୍ରିକେଟ ତୁଣମେଣ୍ଟ 21/2 26
MN.NEWS ODIA
ଗୋଶାଳା କପ କ୍ରିକେଟ ତୁଣମେଣ୍ଟ 21/2 26
More news from ଓଡ଼ିଶା and nearby areas
- ଗୋଶାଳା କପ କ୍ରିକେଟ ତୁଣମେଣ୍ଟ 21/2 261
- Post by Khabar1
- ବାରିପଦା : - ଗ୍ରୀଷ୍ମଋତୁ ଆରମ୍ଭ ନବହେଉଣୁ ମୟୂରଭଞ୍ଜ ଜିଲ୍ଲାରେ ଅରମ୍ଭ ହୋଇଗଲାଣି ଜଳକଷ୍ଟ। ଜିଲ୍ଲାର କିଛି କିଛି ଅଞ୍ଚଳରେ ଏବେଠାରୁ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହଉଥିବାର ଦେଖିବାକୁ ମିଳିଲାଣି। ଏପରିକି କିଛି ଗାଁ ମାନଙ୍କରେ ୨ ରୁ ୩ କିଲୋମିଟର ଯାଏ ଚାଲି ଚାଲି ଯାଇ ପାଣି ଆଣିବାକୁ ପଡୁଛି ତ କେଉଁଠି ପୁଣି ଲୋକଙ୍କ ଜୀବନ ବଞ୍ଚାଉଛି ଚୁଆ ପାଣି। ବାରିପଦା ସହର ତଥା ସାରା ଜିଲ୍ଲାରେ ଏଭଳି ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରି ଜିଲ୍ଲାର ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ବାରିପଦା ସ୍ଥିତ ୱାଟକୋ ଏବଂ ବାରିପଦା ଆରଡବ୍ଲୁଏସଏସ ଅଧିକ୍ଷଣ ଯନ୍ତ୍ରୀଙ୍କର କାର୍ଯ୍ୟାଳୟ ସମ୍ମୁଖାରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ସେହିପରି ରାଇରଙ୍ଗପୁର ସ୍ଥିତ ଆରଡବ୍ଲୁଏସଏସ ଅଧିକ୍ଷଣ ଯନ୍ତ୍ରୀଙ୍କର କାର୍ଯ୍ୟାଳୟ ସମ୍ମୁଖରେ ମଧ୍ଯ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ବାନ କ୍ରମେ ବାରିପଦା ଠାରେ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ଵରେ ଓ୍ବାଟକୋ ଅଫିସ ଓ ବାରିପଦା ଆରଡବ୍ଲୁଏସଏସ ଅଧିକ୍ଷଣ ଯନ୍ତ୍ରୀଙ୍କର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଅଧ୍ୟକ୍ଷ ସଂଜୀବ ରାଉତ, ରାକେଶ ମହାନ୍ତି, ଏସ୍ କେ ରାଜାଖାନ୍, ଜ୍ୟୋତିରଞ୍ଜନ ପୃଷ୍ଟି, ଦୀପକ କୁମାର ବେହେରା, ସଞ୍ଜୟ ମାହାଣା, ସଞ୍ଜୟ ମହାନ୍ତ, ରୁଦ୍ର ପଟ୍ଟନାୟକ, ମନୋଜ ମହାନ୍ତି, ପ୍ରଦୀପ ପଣ୍ଡା, ସାଫଲ୍ୟ ମିଶ୍ର, ସିଙ୍ଗରାୟ ହେମ୍ବ୍ରମ, ସତ୍ୟ ପୃଷ୍ଟି, ସୁମିତ୍ ରାଉଳ, ଲିପୁନ ପୃଷ୍ଟି, ପ୍ରିୟଂଗୁ ଖଟୁଆ, ଓମପ୍ରକାଶ ବାରିକ, ମନୋରଞ୍ଜନ ସାହୁ, ବାପୁନ ସିଂ, ଦୀପକ କୁମାର ପାତ୍ର, ଆଶିଷ ବେହେରା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ। ସେହିପରି ରାଇରଙ୍ଗପୁର ଠାରେ ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ ଙ୍କର ନେତୃତ୍ଵରେ ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଭାଗବତ ହେମ୍ବ୍ରମ୍ ପ୍ରମୁଖଙ୍କ ସହିତ ବହୁ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ। ପରେ ପରେ ସଂଗଠନ ପକ୍ଷରୁ ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରା ଯାଇଛି। ତେବେ ଏ ଦିଗରେ ଉଭୟ ବିଭାଗ ତୁରନ୍ତ ପଦକ୍ଷେପ ନ ନେଲେ ସଂଗଠନ ଆଗାମି ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ବୋଲି ସଂଗଠନର ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି। @dlhkhabar #mayurbhanj1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 19.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଠିଆ ହୋଇ ହାତ ଯୋଡିଲେ ବାଚସ୍ପତି ଗୃହ ରେ କିନ୍ତୁ ବିରୋଧି ଦଳ ଶୁଣିଲେ ନାହିଁ1
- ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧୀନ ବଡ଼ ଚାଟରା ନିକଟରେ ଅଜଣା ଯୁବକକୁ ଅଟକ କଲେ ଗ୍ରାମବାସୀ-ଖବର ପାଇ ପୁଲିସ ପହଞ୍ଚିବା ପରେ ପୁଲିସକୁ ହସ୍ତାନ୍ତର🙏ଅଞ୍ଚଳରେ କୋକୁଆ ଭୟକୁ ନେଇ ସମସ୍ତଙ୍କ ପାଇଁ ସତର୍କ ସୂଚନା🙏ସଚେତନ ହେବା ସତର୍କ ରହିବା🙏ଅଞ୍ଚଳରେ ଅଜଣା ବ୍ୟକ୍ତିକୁ ପାଇଲେ ଆଇନ ହାତକୁ ନନେଇ ମାରପିଟନକରି 112 ଯୋଗେ ପୁଲିସକୁ ଜଣାନ୍ତୁ🙏1
- ବିରୋଧୀ ଦଳ ନେତା Naveen Patnaik ବଜେଟ୍କୁ ନେଇ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଏହା ଏକ ‘ଖାଲି ରୋଷେଇ ଘରର ଭରପୂର ମେନୁ’ ଭଳି। ଅର୍ଥାତ୍ କାଗଜରେ ଅନେକ ଯୋଜନା ଓ ଘୋଷଣା ରହିଥିଲେ ମଧ୍ୟ, ସେଗୁଡ଼ିକୁ କାମରେ ପରିଣତ କରିବା ପାଇଁ ପର୍ଯ୍ୟାପ୍ତ ଧନର ବ୍ୟବସ୍ଥା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।1
- ଓଡ଼ିଶା ବଜେଟ ଅଧିବେଶନ ୨୭/୨୭ରେ କଣ ବଢ଼ିଲା କଣ କମିଲା ଓଡ଼ିଶା କୁ ସରକାର ଦେଲେ କେଉଁ ବିଭାଗ କୁ କେତେ ଟଙ୍କା1