logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଯୋଗୀମାନଙ୍କ ପୁରା ଭିଡ଼ିଓ ଆସିଗଲା କେମିତି ଲାଗୁଛି 🙏 #reels #viralreels #trendingreels #odiasong ଯୋଗୀମାନଙ୍କ ପୁରା ଭିଡ଼ିଓ ଆସିଗଲା କେମିତି ଲାଗୁଛି 🙏 योगियों का पूरा वीडियो आ गया है 🙏 #reels #viralreels #trendingreels #odiasong

2 hrs ago
user_Srikanta Biswal Adyasha Live
Srikanta Biswal Adyasha Live
Photographer ସିମିଳିଆ, ବାଲେଶ୍ୱର, ଓଡ଼ିଶା•
2 hrs ago

ଯୋଗୀମାନଙ୍କ ପୁରା ଭିଡ଼ିଓ ଆସିଗଲା କେମିତି ଲାଗୁଛି 🙏 #reels #viralreels #trendingreels #odiasong ଯୋଗୀମାନଙ୍କ ପୁରା ଭିଡ଼ିଓ ଆସିଗଲା କେମିତି ଲାଗୁଛି 🙏 योगियों का पूरा वीडियो आ गया है 🙏 #reels #viralreels #trendingreels #odiasong

More news from ଓଡ଼ିଶା and nearby areas
  • ଯୋଗୀମାନଙ୍କ ପୁରା ଭିଡ଼ିଓ ଆସିଗଲା କେମିତି ଲାଗୁଛି 🙏 योगियों का पूरा वीडियो आ गया है 🙏 #reels #viralreels #trendingreels #odiasong
    1
    ଯୋଗୀମାନଙ୍କ ପୁରା ଭିଡ଼ିଓ ଆସିଗଲା କେମିତି ଲାଗୁଛି 🙏
योगियों का पूरा वीडियो आ गया है 🙏
#reels #viralreels #trendingreels #odiasong
    user_Srikanta Biswal Adyasha Live
    Srikanta Biswal Adyasha Live
    Photographer ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    2 hrs ago
  • ମାଟି ଚୋରା ଚାଲାଣ ବେଳେ ଦୁଇଟି ଟ୍ରାକ୍ଟର ଗୋଟିଏ JCB ଜବତ କଲେ ଖଣି ଅଧିକାରୀ। ଆଙ୍କର:- ମାତି ଛନ୍ତି ମାଟି ମାଫିଆ ଆକ୍ସନ ମୋଡ଼ ରେ ଖଣି ଅଧିକାରୀ। ବେଆଇନ ଚୋରା ମାଟି ଚାଲାଣ ବେଳେ ଦୁଇଟି ଟ୍ରାକ୍ଟର ଗୋଟିଏ JCB ଜବତ କଲେ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା।ଚୋରା ମାଟି ଚାଲାଣ ବେଳେ ମାଟି ଗାଡିକୁ ଗୋଡାଇ ଧରିଲେ ଜୁନିଅର ଲଘୁ ଖଣିଜ ଅଧିକାରୀ। ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ଗ୍ରାମରେ ମାଟି ମାଫିଆ ମାନେ ମାଟି ଉତ୍ତୋଳନ କରି ଟ୍ରାକ୍ଟର ସାହାଯ୍ୟରେ ଚୋରା ଚାଲାଣ କରୁଥିବାର ଖବର ପାଇ ବାଲିଆପାଳ ବସ୍ତା ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା ଚଡାଉ କରିଥିଲେ ମାଟି ମାଫିଆ ମାନେ ଟ୍ରାକ୍ଟର କୁ ନେଇ ପଳାଇ ଯାଉଥିବା ବେଳେ ଗୁଡାଇ ଧରିଥିଲେ ଚୋରା ମାଟି ଗାଡିକୁ। ଚୋରା ମାଟି ଚାଲାଣ କରିକୁ ରୋକିବା ପାଇଁ ଜୁନିଅର ଲଘୁ ଖଣିଜ ଅଧିକାରୀ ଙ୍କ ଏଭଳି କାର୍ଯ୍ୟ ମାଟି ମାଫିଆଙ୍କ ମଧ୍ୟରେ ଛନକା ପଶାଇଛି।
    1
    ମାଟି ଚୋରା ଚାଲାଣ ବେଳେ ଦୁଇଟି  ଟ୍ରାକ୍ଟର ଗୋଟିଏ JCB ଜବତ କଲେ ଖଣି ଅଧିକାରୀ।
ଆଙ୍କର:- ମାତି ଛନ୍ତି ମାଟି ମାଫିଆ ଆକ୍ସନ ମୋଡ଼ ରେ ଖଣି ଅଧିକାରୀ। ବେଆଇନ ଚୋରା ମାଟି ଚାଲାଣ ବେଳେ ଦୁଇଟି ଟ୍ରାକ୍ଟର ଗୋଟିଏ JCB ଜବତ କଲେ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା।ଚୋରା ମାଟି ଚାଲାଣ ବେଳେ ମାଟି ଗାଡିକୁ ଗୋଡାଇ ଧରିଲେ ଜୁନିଅର ଲଘୁ ଖଣିଜ ଅଧିକାରୀ। ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ଗ୍ରାମରେ ମାଟି ମାଫିଆ ମାନେ ମାଟି ଉତ୍ତୋଳନ କରି ଟ୍ରାକ୍ଟର ସାହାଯ୍ୟରେ ଚୋରା ଚାଲାଣ କରୁଥିବାର ଖବର ପାଇ ବାଲିଆପାଳ ବସ୍ତା ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା ଚଡାଉ କରିଥିଲେ ମାଟି ମାଫିଆ ମାନେ ଟ୍ରାକ୍ଟର କୁ ନେଇ ପଳାଇ ଯାଉଥିବା ବେଳେ ଗୁଡାଇ ଧରିଥିଲେ ଚୋରା ମାଟି ଗାଡିକୁ। ଚୋରା ମାଟି ଚାଲାଣ କରିକୁ ରୋକିବା ପାଇଁ ଜୁନିଅର ଲଘୁ ଖଣିଜ ଅଧିକାରୀ ଙ୍କ ଏଭଳି କାର୍ଯ୍ୟ  ମାଟି ମାଫିଆଙ୍କ ମଧ୍ୟରେ ଛନକା ପଶାଇଛି।
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Local News Reporter ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    2 hrs ago
  • ସାମ୍ବାଦିକ ଙ୍କ ବିଭିନ୍ନ ଦାବି ନେଇ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲପାଳ ଙ୍କୁ ଦାବିପତ୍ର
    1
    ସାମ୍ବାଦିକ ଙ୍କ ବିଭିନ୍ନ ଦାବି ନେଇ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲପାଳ ଙ୍କୁ ଦାବିପତ୍ର
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    ସାମ୍ବାଦିକ Muruda, Mayurbhanj•
    4 hrs ago
  • ସିଲ ହେଲା କାମାକ୍ଷାନଗର ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟ
    1
    ସିଲ ହେଲା କାମାକ୍ଷାନଗର ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟ
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
  • ମୁଁ ଭୋଗରାଇ ରେ ବହୁତ୍ ଭିଡ଼ିଓ ସୁଟ କରିଛି। ବାଲେଶ୍ୱର ମାଟିର ପୁଅ ମୁଁ ମୋର ନୂଆ ଫିଲ୍ମ ଆସୁଛି ମେ 1ରେ ଦେଖିବାକୁ ଆସନ୍ତୁ।
    1
    ମୁଁ ଭୋଗରାଇ ରେ ବହୁତ୍ ଭିଡ଼ିଓ ସୁଟ କରିଛି।
ବାଲେଶ୍ୱର ମାଟିର ପୁଅ ମୁଁ 
ମୋର ନୂଆ ଫିଲ୍ମ ଆସୁଛି ମେ 1ରେ ଦେଖିବାକୁ ଆସନ୍ତୁ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    14 hrs ago
  • chandipur..banachak ra hathi gha bhtaraku pasi asichi
    1
    chandipur..banachak ra hathi gha bhtaraku pasi asichi
    user_Rabindra Khilar
    Rabindra Khilar
    Mechanic ଚାନ୍ଦିପୁର, ବାଲେଶ୍ୱର, ଓଡ଼ିଶା•
    20 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 27.04.2026 & 28.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update  #rairangpurnews #jashipur #udalanews 
Date - 27.04.2026 & 28.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ସିମୁଳିଆ (Adyasha Live): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜାମ୍ମୁଝାଡ଼ି ସେବା ସମବାୟ ସମିତିରେ ରବି ଧାନ ପଞ୍ଜିକରଣକୁ ନେଇ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ।
    1
    ସିମୁଳିଆ (Adyasha Live): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜାମ୍ମୁଝାଡ଼ି ସେବା ସମବାୟ ସମିତିରେ ରବି ଧାନ ପଞ୍ଜିକରଣକୁ ନେଇ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ।
    user_Srikanta Biswal Adyasha Live
    Srikanta Biswal Adyasha Live
    Photographer ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.