Shuru
Apke Nagar Ki App…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂ-ସମ୍ପତ୍ତିର ସୁରକ୍ଷା କରିବା ଲୋକଙ୍କ ସରକାରଙ୍କ ଦାୟିତ୍ୱ ଓ ସଙ୍କଳ୍ପ ଅଟେ। ମହାପ୍ରଭୁଙ୍କ ଜମିର ସୁରକ୍ଷା ଏବଂ ସଠିକ୍ ରେକର୍ଡ ସଂଶୋଧନକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଏହି କ୍ରମରେ ସତ୍ୟବାଦୀ ତହସିଲରେ ୬୯୩.୧୦୬ ଏକର ଜମିର ରେକର୍ଡ ସଂଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସତ୍ୟବାଦୀ ବ୍ୟତୀତ ଖୋର୍ଦ୍ଧା ଓ ପିପିଲି ଅଞ୍ଚଳରେ ମଧ୍ୟ ଏହି ରେକର୍ଡ ସଂଶୋଧନ କାର୍ଯ୍ୟ ସଫଳତାର ସହ ଶେଷ କରାଯାଇଛି। ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା, ସ୍ୱଚ୍ଛ ଭୂ-ରେକର୍ଡ ବ୍ୟବସ୍ଥା ଏବଂ ଐତିହ୍ୟର ସଂରକ୍ଷଣ ଦିଗରେ ନିଆଯାଇଥିବା ଏହି ପଦକ୍ଷେପଗୁଡ଼ିକ ଲୋକଙ୍କ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ପ୍ରକାଶ ପାଇଛି।
ରଞ୍ଜନ କୁମାର ଦଳାଇ

More news from ଓଡ଼ିଶା and nearby areas
- କଟକ-ଚୌଦ୍ୱାରକୁ ନେଇ ଏବେ ରାଜନୀତିକ ଛକାପଞ୍ଝା ଜୋରଦାର ହୋଇଛି, ଯାହାର ପ୍ରଭାବ ନବୀନ ନିବାସରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି। ଗତକାଲି ଚୌଦ୍ୱାର ମ୍ୟୁନିସପାଲିଟିର ଅଧ୍ୟକ୍ଷ ଓ କାଉନସିଲର ନବୀନ ନିବାସରେ ପହଞ୍ଚି ନବୀନଙ୍କୁ ଭେଟିଥିଲେ। ଏହାର ଠିକ୍ ପରଦିନ ଅର୍ଥାତ୍ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୌଭିକଙ୍କୁ ଦେଖିବାକୁ ମିଳିଛି। କଟକ-ଚୌଦ୍ୱାର ରାଜନୀତିକୁ ନେଇ ଦେଖାଦେଇଥିବା ଏହି କମ୍ପମାନ ପରିସ୍ଥିତି ଉଭୟ ଦଳ ମଧ୍ୟରେ ଛକାପଞ୍ଝାକୁ ଆହୁରି ବଢ଼ାଇ ଦେଇଛି।1
- ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥ କୁନ୍ଦଳ ଛକ ନିକଟରେ ଥିବା ଏକ ପୋଖରୀରୁ ଏକ ଅଚିନ୍ନା ଶବ ଭାସୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ବଡ଼ଚଣା ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି। ୫୩ ନମ୍ବର ଜାତୀୟ ରାଜପଥ କଡ଼ କୁନ୍ଦଳ ଛକ ନିକଟରେ ଥିବା ପୋଖରୀରୁ ଏହି ଅଚିନ୍ନା ଶବକୁ ଉଦ୍ଧାର କରାଯାଇଛି।1
- ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ କେମିତି କେମିକାଲ ଦେଇ କଞ୍ଚା ଆମ୍ବକୁ ପାଚିଲା କରାଯାଉଛି, ତାହା ସାମ୍ନାକୁ ଆସିଛି। କେମିକାଲ ପ୍ରୟୋଗ କରି କଞ୍ଚା ଆମ୍ବକୁ କିଭଳି ପାଚିଲା କରାଯାଉଛି, ତାହା ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।1
- ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବାଟିଯୋଡ଼ା ସ୍ଥିତ ସ୍ବପ୍ନସ୍ୱର ମନ୍ଦିର ପରିସରରେ ତୃତୀୟ ବାର୍ଷିକ ମା' ସନ୍ତୋଷୀ ଯଜ୍ଞ ଉତ୍ସବ ପାଳିତ ହୋଇଯାଇଛି।1
- ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁନ୍ଦର ପୋଖରୀ ଗ୍ରାମରେ ଆୟୋଜିତ ଏକ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୋରେଇ ଥାନା ଅଧିକାରୀ ଯୋଗ ଦେଇଛନ୍ତି।1
- ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକ ତ୍ରୁଟି ଘଟଣାରେ ମୋହନ ସରକାରଙ୍କ ଶକ୍ତ ଛାଟ ବାଜିଛି। ଗ୍ରାଉଣ୍ଡରେ ଅପରାଧିଙ୍କୁ ଧରିବା ପାଇଁ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ। ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଏସପିଙ୍କ ନିକଟରେ ଏଫ.ଆଇ.ଆର ରୁଜ୍ଜୁ କରିବା ପାଇଁ ଏସ.ସି.ଇ.ଆର.ଟି ନିର୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି।1
- ବାଲେଶ୍ୱର ଜିଲ୍ଲାରୁ ଏକ ଚମକାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଏକ ଏଟିଏମକୁ ଉପାଡ଼ି ଏକ ଦାମୀ କାରରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇଯାଇଛନ୍ତି।1