ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ। ମା’ ହିଙ୍ଗୁଳା ସନାତନ ସଭ୍ୟତାର ଆଧ୍ୟାତ୍ମିକ ଚେତନାର ପ୍ରତୀକ- ଧର୍ମେନ୍ଦ୍ର ପ୍ରଧାନ • ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ମନ୍ଦିର ଓ ପବିତ୍ର ଉଭା ସ୍ଥଳୀରେ ଦର୍ଶନ କରିବା ସହ କଲେ ପୂଜାର୍ଚ୍ଚନା • ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଅବସରରେ ସ୍ୱଚ୍ଛତା କାର୍ଯ୍ୟରେ ସାମିଲ ହେଲେ • ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବିତରଣ ସହ ଅନ୍ୟାନ୍ୟ ସେବା କାର୍ଯ୍ୟରେ ନିୟୋଜିତ • ଓଡ଼ିଶା ସମେତ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ମା’ଙ୍କ ପାଖରେ କଲେ ପ୍ରାର୍ଥନା ଅନୁଗୋଳ ତାଳଚେରର ଅଧିଷ୍ଠାତ୍ରୀ ଦେବୀ, ଶକ୍ତିସ୍ୱରୂପିଣୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପବିତ୍ର ନବଦିନାତ୍ମକ ଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ସପରିବାର ମାଆଙ୍କ ମନ୍ଦିରରେ ଦର୍ଶନ କରିବା ସହ ଉଭା ସ୍ଥଳୀରେ ପୂଜାର୍ଚ୍ଚନା କରିଛନ୍ତି । ମାଆଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରି ଶ୍ରୀ ପ୍ରଧାନ ନିଜକୁ କୃତାର୍ଥ ମନେ କରିବା ସହ ମା’ ହିଙ୍ଗୁଳାଙ୍କୁ ଆମ ସନାତନ ସଭ୍ୟତାର ଅନନ୍ୟ ସାଂସ୍କୃତିକ, ଧାର୍ମିକ ଏବଂ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି । ସୃଷ୍ଟିର ପ୍ରାରମ୍ଭରୁ ଅଗ୍ନିରୂପେ ଅଧିଷ୍ଠିତ ହୋଇ ମାଆ ତାଳଚେରବାସୀଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଶ୍ରୀମନ୍ଦିର ରୋଷଘରର ଠାକୁରାଣୀ ଭାବେ ସମଗ୍ର ବିଶ୍ୱରେ ପ୍ରତିଷ୍ଠିତ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ମାଆଙ୍କ ଶ୍ରୀଚରଣରେ ଅନୁଗୋଳ ମାଟିର ଶ୍ରୀବୃଦ୍ଧି ସହ ମାଆଙ୍କ କରୁଣାରୁ 'ବିକଶିତ ଓଡ଼ିଶା' ଓ 'ବିକଶିତ ଭାରତ'ର ସଂକଳ୍ପ ସାକାର ହେଉ ବୋଲି ପ୍ରାର୍ଥନା କରିଛନ୍ତି । ଏହି ଗସ୍ତ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ "ସ୍ୱଚ୍ଛତା ହିଁ ସେବା" ଆହ୍ୱାନକୁ ପାଥେୟ କରି କେନ୍ଦ୍ରମନ୍ତ୍ରୀ ମା’ଙ୍କ ପୀଠରେ ସ୍ୱଚ୍ଛତା କାର୍ଯ୍ୟରେ ସାମିଲ ହୋଇଥିଲେ । ପରିବେଶକୁ ସୁନ୍ଦର ଓ ସ୍ୱଚ୍ଛ ରଖିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହାସହ ଶ୍ରୀ ପ୍ରଧାନ ସପରିବାର ମାଆଙ୍କ ଯାତ୍ରାରେ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରିବା ସହ ଅନ୍ୟାନ୍ୟ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ମାଆଙ୍କ ଅପାର କରୁଣା ସମସ୍ତଙ୍କ ଉପରେ ସର୍ବଦା ରହିଥାଉ ଏବଂ ସମସ୍ତଙ୍କର ମଙ୍ଗଳ ହେଉ ବୋଲି ସେ କାମନା କରିଛନ୍ତି ।
ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ। ମା’ ହିଙ୍ଗୁଳା ସନାତନ ସଭ୍ୟତାର ଆଧ୍ୟାତ୍ମିକ ଚେତନାର ପ୍ରତୀକ- ଧର୍ମେନ୍ଦ୍ର ପ୍ରଧାନ • ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ମନ୍ଦିର ଓ ପବିତ୍ର ଉଭା ସ୍ଥଳୀରେ ଦର୍ଶନ କରିବା ସହ କଲେ ପୂଜାର୍ଚ୍ଚନା • ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଅବସରରେ ସ୍ୱଚ୍ଛତା କାର୍ଯ୍ୟରେ ସାମିଲ ହେଲେ • ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବିତରଣ ସହ ଅନ୍ୟାନ୍ୟ ସେବା କାର୍ଯ୍ୟରେ ନିୟୋଜିତ • ଓଡ଼ିଶା ସମେତ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ମା’ଙ୍କ ପାଖରେ କଲେ ପ୍ରାର୍ଥନା ଅନୁଗୋଳ ତାଳଚେରର ଅଧିଷ୍ଠାତ୍ରୀ ଦେବୀ, ଶକ୍ତିସ୍ୱରୂପିଣୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପବିତ୍ର ନବଦିନାତ୍ମକ ଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ସପରିବାର ମାଆଙ୍କ ମନ୍ଦିରରେ ଦର୍ଶନ କରିବା ସହ ଉଭା ସ୍ଥଳୀରେ ପୂଜାର୍ଚ୍ଚନା କରିଛନ୍ତି । ମାଆଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରି ଶ୍ରୀ ପ୍ରଧାନ ନିଜକୁ କୃତାର୍ଥ ମନେ କରିବା ସହ ମା’ ହିଙ୍ଗୁଳାଙ୍କୁ ଆମ ସନାତନ ସଭ୍ୟତାର ଅନନ୍ୟ ସାଂସ୍କୃତିକ, ଧାର୍ମିକ ଏବଂ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି । ସୃଷ୍ଟିର
ପ୍ରାରମ୍ଭରୁ ଅଗ୍ନିରୂପେ ଅଧିଷ୍ଠିତ ହୋଇ ମାଆ ତାଳଚେରବାସୀଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଶ୍ରୀମନ୍ଦିର ରୋଷଘରର ଠାକୁରାଣୀ ଭାବେ ସମଗ୍ର ବିଶ୍ୱରେ ପ୍ରତିଷ୍ଠିତ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ମାଆଙ୍କ ଶ୍ରୀଚରଣରେ ଅନୁଗୋଳ ମାଟିର ଶ୍ରୀବୃଦ୍ଧି ସହ ମାଆଙ୍କ କରୁଣାରୁ 'ବିକଶିତ ଓଡ଼ିଶା' ଓ 'ବିକଶିତ ଭାରତ'ର ସଂକଳ୍ପ ସାକାର ହେଉ ବୋଲି ପ୍ରାର୍ଥନା କରିଛନ୍ତି । ଏହି ଗସ୍ତ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ "ସ୍ୱଚ୍ଛତା ହିଁ ସେବା" ଆହ୍ୱାନକୁ ପାଥେୟ କରି କେନ୍ଦ୍ରମନ୍ତ୍ରୀ ମା’ଙ୍କ ପୀଠରେ ସ୍ୱଚ୍ଛତା କାର୍ଯ୍ୟରେ ସାମିଲ ହୋଇଥିଲେ । ପରିବେଶକୁ ସୁନ୍ଦର ଓ ସ୍ୱଚ୍ଛ ରଖିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହାସହ ଶ୍ରୀ ପ୍ରଧାନ ସପରିବାର ମାଆଙ୍କ ଯାତ୍ରାରେ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରିବା ସହ ଅନ୍ୟାନ୍ୟ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ମାଆଙ୍କ ଅପାର କରୁଣା ସମସ୍ତଙ୍କ ଉପରେ ସର୍ବଦା ରହିଥାଉ ଏବଂ ସମସ୍ତଙ୍କର ମଙ୍ଗଳ ହେଉ ବୋଲି ସେ କାମନା କରିଛନ୍ତି ।
- #ଓଲଟିଲା_ଯାତ୍ରାବାହି_ଟୋଟ #୩ଜଣ_ଆହତ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ରୁ ମଥାନୀ ଦେଇ ବସ୍ତା ବାଇପାସ କୁ ସଂଯୋଗ କରୁଥିବା ରାସ୍ତା ମଥାନୀ ଛକ ନିକଟରେ ଘଟିଛି ଦୁର୍ଘଟଣା। ସୂଚନା ଅନୁସାରେ ରୂପସା ଥାନା ଆଙ୍କ ଗ୍ରାମର ରୁ ଟୋଟ ଯୋଗେ ବସ୍ତା ଥାନା ତଳତାପଣ୍ଡା ଗ୍ରାମକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ମଥାନୀ ଛକ ଠାରେ ଅଧା ନିର୍ମାଣ ହୋଇଥିବା ପୋଲ ତଳକୁ ଖସିଲା ଟୋଟ । #mahimatv #accident #BASTA #Mathani @top fans Dinabandhu Pradhan Surajtv Ajit Kumar Sahoo Journalist Rajkishore Behera Ramita Biswal Pradeep Kumar Panda Subasini Jena Rajesh Giri Manas Ranjan Behera1
- ବାଲେଶ୍ବର : ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗୋସେବକ।1
- ମୟୂରଭଞ୍ଜ : ହାତୀ ଉଦ୍ରବରେ ଅତିଷ୍ଟ ହୋଇ ପଡ଼ିଲେଣି ଅଞ୍ଚଳବାସୀ !1
- Post by Khabar1
- ସରି ସରି ଯାଉଚି ବିଜେଡି ଦୀପ ର ତେଲ ମୁଖିଆ ଙ୍କ ଚିନ୍ତା ନାହିଁ କି କୌଣସି ବଡ ନେତା ଙ୍କ ମୁଁହ ଖୋଲୁ ନଥିବା ଅକଳ ରେ ପକେଇବ କି ପଞ୍ଚାୟତ ନିର୍ବାଚନ ରେ।1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 28.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- #ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।1
- ବାଲେଶ୍ବର ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କୁଶପୁତଳିକା ଦାହ।1