Shuru
Apke Nagar Ki App…
ଶ୍ରାବଣ ର ପ୍ରଥମ ସୋମବାର ରେ ପୁରୀ ଶ୍ରୀକ୍ଷେତ୍ର, ଲୋକନାଥ ବାବାଙ୍କ ନିକଟରେ ଜଳାଭିଷେକ ପାଇଁ କାଉଡିଆ ଯାତ୍ରା
Rajib Behera
ଶ୍ରାବଣ ର ପ୍ରଥମ ସୋମବାର ରେ ପୁରୀ ଶ୍ରୀକ୍ଷେତ୍ର, ଲୋକନାଥ ବାବାଙ୍କ ନିକଟରେ ଜଳାଭିଷେକ ପାଇଁ କାଉଡିଆ ଯାତ୍ରା
More news from ଓଡ଼ିଶା and nearby areas
- ପାଟଣା / ମସ୍ଚ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ଚାଷ ସଚେତନତା କର୍ମଶାଳା ଅନୁଷ୍ଠିତ ମାଛଚାଷ ସମ୍ବନ୍ଧୀୟ ତାଲିମ ଓ ସଚେତନତା କର୍ମଶାଳା ପାଟଣା-ପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉନ୍ନତ ମସ୍ୟ ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ସଂମ୍ମାନୀତ ଭାବେ ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱାନାଥ ନାୟକ, ଜିଲ୍ଲା ମସ୍ୟ ସମ୍ପଦ ବିଭାଗ ସହକାରୀ ଅଧିକାରୀ ବିରେନ ନାଏକ,ପ୍ରମୁଖ ଯୋଗ ଦେଇଥିଲେ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ମସ୍ୟ ଚାଷୀଙ୍କୁ ଉପସ୍ଥିତ ଅଧିକାରୀ ମାନେ ଉନ୍ନତ ପ୍ରଣାଳୀରେ କିପରି ମସ୍ୟ ଚାଷ ହୋଇ ପାରିବ ଓ ଏହାର ପ୍ରୋତ୍ସାହନ ରାଶି ବିଭିନ୍ନ ସୁବିଧା ଆଦି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ପାଟଣା ବ୍ଲକ ସହକାରୀ ମସ୍ୟ ଅଧିକାରୀ ସ୍ମୃତିରଞ୍ଜନ ଦଳେଇ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। Report by Muna Mahendra Patra @Ghatgaonmirror1
- ବିପନ୍ନକୁ ସହାୟତାର ହାତ ବଡାଇଲେ ବିଜେପି ସାଧାରଣ ସମ୍ପାଦକ ଡ଼. ଅଣୁମାଧବ ପଣ୍ଡା l ସିମୁଳିଆ1
- ଅନ୍ତର୍ଜାତୀୟ ଟେକ୍ନୋଲୋଜିର ମେସିନ ଆସି ପହଞ୍ଚିଛି ଧାମନଗର ବନ୍ୟା ପ୍ରଭାବିତ ଅଞ୍ଚଳରେ l ଲୋକଙ୍କୁ ମିଳୁଛି ଆଶୁ ଉପଶମ, ନିଜେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଦେଲେ ସୂଚନା, ବନ୍ୟା ସମୟରେ ପାଣି ର ଅଭାବ କୁ ଦୂର କରୁଛି ଏହି ମେସିନ, ବନ୍ୟା ପାଣିରୁ ସୁଦ୍ଧ ପାଣି ବାହାର କରି ଦେଉଛି ଏହି ମେସିନ, ନିଜେ ମନ୍ତ୍ରୀ ପାଣି ପିଇବା ସହ ଲୋକମନେ ମଧ୍ୟ ଏହି ପାଣି ପିଉଛନ୍ତି1
- ବନ୍ୟା ପରିଚାଳନାରେ ପ୍ରଶାସନକୁ ଦୋଷାରପ୍ କଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ l1
- ଶ୍ରାବଣ ର ପ୍ରଥମ ସୋମବାର ରେ ପୁରୀ ଶ୍ରୀକ୍ଷେତ୍ର, ଲୋକନାଥ ବାବାଙ୍କ ନିକଟରେ ଜଳାଭିଷେକ ପାଇଁ କାଉଡିଆ ଯାତ୍ରା1
- Breaking News BREAKING Headlines Today1
- ସିମୁଳିଆ ବ୍ଲକରେ ଜିଲ୍ଲାପାଳ ଓ ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ l ସିମୁଳିଆ ଜିଲ୍ଲାପାଳ ଓ ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ l ସିମୁଳିଆ1
- ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଆକାଶମାର୍ଗରୁ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୧୨ରୁ ଉର୍ଦ୍ଧ୍ୱ ପ୍ରଭାବିତ ବ୍ଲକର ସ୍ଥିତି ଅନୁଧ୍ୟାନ କରିଛନ୍ତି।1