logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

on 8 December
user_Sandeep Barla
Sandeep Barla
Talasara, Sundargarh•
on 8 December

  • user_Suresh. mohanta
    Suresh. mohanta
    Sukinda, Jajapur
    👏
    on 11 December
More news from ଓଡ଼ିଶା and nearby areas
  • ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକରୁ ଆସିଛି ଏକ ବଡ଼ ଖବର । କେନ୍ଦ୍ର ସରକାର ଡାକ ସେବାକୁ ଅତ୍ୟାଧୁନିକ କରିବା ପାଇଁ ଅନେକ ଯୋଜନା କରୁଥିବା ବେଳେ ସବଡେଗା ଡାକ ଅଫିସରେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଏଠାରେ ଲୋକେ ମୌଳିକ ସୁବିଧା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ତା ସହିତ ପୋଷ୍ଟ ଅଫିସରେ ଚୋରି ହେବା ପ୍ରସଙ୍ଗ ସରକାରଙ୍କ କାର୍ଯ୍ୟ ଉପରେ ଏକ ବଡ ପ୍ରଶ୍ନ ପାଲଟିଛି । ସୂଚନା ଅନୁସାରେ ସବଡେଗା ପୋଷ୍ଟ ଅଫିସର ବ୍ୟବସ୍ଥାବିତ ପାଚେରୀ ନ ରହିବା, ଅଫିସ ପଛପଟ ବଣବୁଦାରେ ପୂର୍ଣ୍ଣ ହୋଇ ରହିବା,ପରିସରରେ ଶୌଚାଳୟ ଦୟନୀୟ ସ୍ଥିତିରେ ଥିବା ସହିତ ପରିପାର୍ଶ୍ୱରେ ମଦ ବୋତଲ ପଡ଼ି ରହିବା ,ପାନୀୟ ଜଳର ବ୍ୟବସ୍ଥା ସହିତ ବସିବା ବ୍ୟବସ୍ଥାର ବର୍ଷ ବର୍ଷ ଧରି ସମାଧାନ ନ ହେବା ଓଡ଼ିଶା ଡାକ ବିଭାଗ ପାଇଁ ଏକ ବଡ ପ୍ରଶ୍ନ ପାଲଟିଛି । ବିଶେଷ କରି କାଗଜପତ୍ର ଚୋରି ସହିତ ନଷ୍ଟ ହେବାର ଭୟ ରହୁଥିବା ଆଶଙ୍କା କରାଯାଉଛି ।ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ଜଣେ ବ୍ୟକ୍ତିଙ୍କୁ ଏକାଧିକ କାମ କରିବାକୁ ପଡ଼ୁଛି, ଯାହାଦ୍ୱାରା ସେବା ପ୍ରଦାନରେ ଅହେତୁକ ବିଳମ୍ବ ଘଟୁଛି । ମୁଖ୍ୟତଃ ସବଡେଗା ବ୍ଲକର କୁଲବା ଡାକ ଅଫିସରେ ପୂର୍ବରୁ ଅର୍ଥ ହେରଫେର ଭଳି ସାଙ୍ଘାତିକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା, ଯାହା ଗ୍ରାହକଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିଛି । ତା ସହିତ ଟଙ୍କା ଉଠାଣ ସହିତ ଅନ୍ୟାନ୍ୟ ସେବା ପାଇଁ ଲିଙ୍କର ବାରମ୍ବାର ତ୍ରୁଟି ଦେଖାଦେଉଥିବା ସୂତ୍ରରୁ ପ୍ରକାଶ ।ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
    1
    ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକରୁ ଆସିଛି ଏକ ବଡ଼ ଖବର । କେନ୍ଦ୍ର ସରକାର ଡାକ ସେବାକୁ ଅତ୍ୟାଧୁନିକ କରିବା ପାଇଁ ଅନେକ ଯୋଜନା କରୁଥିବା ବେଳେ ସବଡେଗା ଡାକ ଅଫିସରେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଏଠାରେ ଲୋକେ ମୌଳିକ ସୁବିଧା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ତା ସହିତ ପୋଷ୍ଟ ଅଫିସରେ ଚୋରି ହେବା ପ୍ରସଙ୍ଗ ସରକାରଙ୍କ କାର୍ଯ୍ୟ ଉପରେ ଏକ ବଡ ପ୍ରଶ୍ନ ପାଲଟିଛି । ସୂଚନା ଅନୁସାରେ ସବଡେଗା ପୋଷ୍ଟ ଅଫିସର ବ୍ୟବସ୍ଥାବିତ ପାଚେରୀ ନ ରହିବା, ଅଫିସ ପଛପଟ ବଣବୁଦାରେ ପୂର୍ଣ୍ଣ ହୋଇ ରହିବା,ପରିସରରେ ଶୌଚାଳୟ  ଦୟନୀୟ ସ୍ଥିତିରେ ଥିବା ସହିତ ପରିପାର୍ଶ୍ୱରେ ମଦ ବୋତଲ ପଡ଼ି ରହିବା ,ପାନୀୟ ଜଳର ବ୍ୟବସ୍ଥା ସହିତ ବସିବା ବ୍ୟବସ୍ଥାର ବର୍ଷ ବର୍ଷ ଧରି ସମାଧାନ ନ ହେବା ଓଡ଼ିଶା ଡାକ ବିଭାଗ ପାଇଁ ଏକ ବଡ ପ୍ରଶ୍ନ ପାଲଟିଛି । ବିଶେଷ କରି କାଗଜପତ୍ର ଚୋରି ସହିତ ନଷ୍ଟ ହେବାର ଭୟ ରହୁଥିବା ଆଶଙ୍କା କରାଯାଉଛି ।ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ଜଣେ ବ୍ୟକ୍ତିଙ୍କୁ ଏକାଧିକ କାମ କରିବାକୁ ପଡ଼ୁଛି, ଯାହାଦ୍ୱାରା ସେବା ପ୍ରଦାନରେ ଅହେତୁକ ବିଳମ୍ବ ଘଟୁଛି । ମୁଖ୍ୟତଃ ସବଡେଗା ବ୍ଲକର କୁଲବା ଡାକ ଅଫିସରେ ପୂର୍ବରୁ ଅର୍ଥ ହେରଫେର ଭଳି ସାଙ୍ଘାତିକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା, ଯାହା ଗ୍ରାହକଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିଛି । ତା ସହିତ ଟଙ୍କା ଉଠାଣ ସହିତ   ଅନ୍ୟାନ୍ୟ ସେବା ପାଇଁ ଲିଙ୍କର ବାରମ୍ବାର ତ୍ରୁଟି ଦେଖାଦେଉଥିବା ସୂତ୍ରରୁ ପ୍ରକାଶ ।ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    15 hrs ago
  • Post by Manoj Sahoo
    10
    Post by Manoj Sahoo
    user_Manoj Sahoo
    Manoj Sahoo
    Nurse ରାଉରକେଲା, ସୁନ୍ଦରଗଡ଼, ଓଡ଼ିଶା•
    8 hrs ago
  • 300/500 ଆରୁ ମଦ ମାଂସ ର କମାଲ୍ !!!!!!! ଇ ଦୃଶ୍ୟଟା ଲଖନପୁର ବ୍ଲକ୍ ସରଣ୍ଡାମାଲ ପଞ୍ଚାୟତ ଫଟା ଗାଁ ର ଦୃଶ୍ୟ। #SarandamalGP #highlightseveryone #followerseveryone #explorepage
    1
    300/500 ଆରୁ ମଦ ମାଂସ ର କମାଲ୍ !!!!!!!
ଇ ଦୃଶ୍ୟଟା ଲଖନପୁର ବ୍ଲକ୍ ସରଣ୍ଡାମାଲ ପଞ୍ଚାୟତ ଫଟା ଗାଁ ର ଦୃଶ୍ୟ।
#SarandamalGP #highlightseveryone #followerseveryone #explorepage
    user_Soubhagya Ranjan Sahu
    Soubhagya Ranjan Sahu
    ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    8 hrs ago
  • कर्नाटक प्रदेश कांग्रेस कमेटी ने उभरते फ्यूल संकट का अंदाज़ा लगाने और उसके लिए तैयारी करने में मोदी सरकार की नाकामी के खिलाफ़ ज़ोरदार विरोध प्रदर्शन किया।
    1
    कर्नाटक प्रदेश कांग्रेस कमेटी ने उभरते फ्यूल संकट का अंदाज़ा लगाने और उसके लिए तैयारी करने में मोदी सरकार की नाकामी के खिलाफ़ ज़ोरदार विरोध प्रदर्शन किया।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    6 hrs ago
  • Post by Jitendra Muduli
    1
    Post by Jitendra Muduli
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    12 hrs ago
  • Post by Ghana Shyam Rana Digital Art
    1
    Post by Ghana Shyam Rana Digital Art
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    14 hrs ago
  • Post by Mangulu Sahu
    1
    Post by Mangulu Sahu
    user_Mangulu Sahu
    Mangulu Sahu
    ବରଗଡ଼, ବରଗଡ଼, ଓଡ଼ିଶା•
    17 hrs ago
  • ହରିନାମ ସଂକୀର୍ତ୍ତନରେ ଏବେ ସାରା ବିଶ୍ୱରେ ପ୍ରକମ୍ପିତ। ସବଡେଗା ଗ୍ରାମ କମିଟିର ମିଳିତ ସହଯୋଗରେ ସ୍ଥାନୀୟ ମଣ୍ଡପ ଠାରେ ଏହି ମହାନାମ ଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଶ୍ରଦ୍ଧାଳୁଙ୍କ ଗହଳି ଓ "ହରେ କୃଷ୍ଣ ହରେ ରାମ" ଧ୍ୱନିରେ ସାରା ପରିବେଶ ଏବେ ବୈକୁଣ୍ଠଧାମରେ ପରିଣତ ହୋଇଛି।
    1
    ହରିନାମ ସଂକୀର୍ତ୍ତନରେ ଏବେ ସାରା ବିଶ୍ୱରେ ପ୍ରକମ୍ପିତ। ସବଡେଗା ଗ୍ରାମ କମିଟିର ମିଳିତ ସହଯୋଗରେ ସ୍ଥାନୀୟ ମଣ୍ଡପ ଠାରେ ଏହି ମହାନାମ ଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଶ୍ରଦ୍ଧାଳୁଙ୍କ ଗହଳି ଓ "ହରେ କୃଷ୍ଣ ହରେ ରାମ" ଧ୍ୱନିରେ ସାରା ପରିବେଶ ଏବେ ବୈକୁଣ୍ଠଧାମରେ ପରିଣତ ହୋଇଛି।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.