Shuru
Apke Nagar Ki App…
କଂଗ୍ରେସ ମହବତ ର ଦୋକାନ ଭଦ୍ରକ ଭାଇଚାରାର ସହର ଏହି ସବୁ ଧର୍ମ ସମାନ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ତରଫରୁ ଏକ ଇଫତାର ପାର୍ଟିର କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅୟୋଜିତ କାର୍ଯ୍ୟକ୍ରମରେ ରୋଜା ରଖିଥିବା ଭାଇମାନେ ଯୋଗ ଦେଇଥିଲେ l ଜିଲ୍ଲା ସଭାପତି ନଳିନିକାନ୍ତ ମହାନ୍ତି ସେମାନଙ୍କୁ ଜଳପାନ କରାଇ ରୋଜା ଭାଙ୍ଗିଥିଲେ l
AT News
କଂଗ୍ରେସ ମହବତ ର ଦୋକାନ ଭଦ୍ରକ ଭାଇଚାରାର ସହର ଏହି ସବୁ ଧର୍ମ ସମାନ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ତରଫରୁ ଏକ ଇଫତାର ପାର୍ଟିର କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅୟୋଜିତ କାର୍ଯ୍ୟକ୍ରମରେ ରୋଜା ରଖିଥିବା ଭାଇମାନେ ଯୋଗ ଦେଇଥିଲେ l ଜିଲ୍ଲା ସଭାପତି ନଳିନିକାନ୍ତ ମହାନ୍ତି ସେମାନଙ୍କୁ ଜଳପାନ କରାଇ ରୋଜା ଭାଙ୍ଗିଥିଲେ l
More news from ଓଡ଼ିଶା and nearby areas
- Post by ବିଂଝାରପୁର ଖବର ଉପର ନଜର1
- ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଆୟୋଜିତ ଭକ୍ତିମୟ କାର୍ଯ୍ୟକ୍ରମ ଏବଂ ଜଲଛତ୍ର ଉଦଘାଟନ ସ୍ଥାନୀୟ ବିଧାୟକ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।ଏଣ୍ଡଳବା ଗ୍ରାମପଞ୍ଚାୟତର ମାଳ ଗ୍ରାମରେ ମା ଘଣ୍ଟେଶ୍ୱରୀଙ୍କ ଯଜ୍ଞ ଉତ୍ସବ,କାଏମା ଗ୍ରାମପଞ୍ଚାୟତ ଲକ୍ଷ୍ମୀସାହି ଗ୍ରାମର ହନୁମାନ ମନ୍ଦିର,ଚୋରମୁହାଁ ଗ୍ରାମପଞ୍ଚାୟତର ଚୋରମୁହାଁ ଗ୍ରାମର ମା ଗୋପାଳଶୁଣି ବାର୍ଷିକ ଉତ୍ସବ,କାଏମା ଗ୍ରାମପଞ୍ଚାୟତ ଲକ୍ଷ୍ମୀସାହି ଗ୍ରାମର ହନୁମାନ ମନ୍ଦିର,ଚକ୍ରଧରପୁର ଗ୍ରାମପଞ୍ଚାୟତର ମୁକୁନ୍ଦପୁର ଠାରେ ଅନୁଷ୍ଠିତ ମହାବୀର ଯଜ୍ଞ ଉତ୍ସବ,କବାଟବନ୍ଧ ଗ୍ରାମପଞ୍ଚାୟତର ଦଳ,ଗାଁ ଗ୍ରାମରେ ପ୍ରଭୁ ମହାବୀର,ସୁନ୍ଦରିଆ ଗ୍ରାମପଞ୍ଚାୟତର ସାରେଇଠାରେ ଆୟୋଜିତ ଜଳଛତ୍ର ଶିବିର ଶୁଭ ଉଦଘାଟନ, ସୁନ୍ଦୁରିଆ ଗ୍ରାମର ଠେଙ୍ଗିଆ ମଠ ରେ ହନୁମାନ ଦର୍ଶନ ଏବଂ ଜଳଛତ୍ର ଉଦଘାଟନ କରିଥିବା ଦେଖିବା ପାଇଁ ମିଳିଛି। ଗ୍ରାମବାସୀଙ୍କ ମଧ୍ୟରେ ସଦ୍ଭାବନା ଓ ଭାଇଚାରା ବଜାୟ ରହୁ,ବିଧାୟକ ହିମାଂଶୁ ଶେଖର ସାହୁ କାମନା କରିବା ସହ ପବିତ୍ର ହନୁମାନ ଜୟନ୍ତୀ ଅବସରରେ ନିର୍ବାଚନ ମଣ୍ଡଳୀ ରେ ଆୟୋଜିତ ପୂଜା ଉତ୍ସବ ଭକ୍ତିମୟ ନାମ ସଂକୀର୍ତ୍ତନରେ ଯୋଗଦେଇ ସୌଭାଗ୍ୟ ଲାଭ କରିଥିଲେ ।1
- ଏସିଆ ମଧ୍ୟ ପ୍ରାଚ୍ୟ ରେ ଲାଗିରହିଥିବା ଯୁଦ୍ଧ୍ୟ କୁ ନଜରରେ ରଖି ସରକାର ଆଗାମୀ ସମୟରେ ପେଟ୍ରୋଲ,ଡିଜେଲ ଦର ବୃଦ୍ଧି କରିପାରନ୍ତି, ଯାହା କାରଣରୁ ଲୋକଙ୍କ ମନରେ ଏକ ଆଶଙ୍କା ସୃଷ୍ଟି ହୋଇଛି ଯାହା ଦ୍ୱାରା ଲୋକେ କେନ୍ଦ୍ରାପଡ଼ା ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଭିଡ ଜମାଇ ଆବଶ୍ୟକତା ଠାରୁ ଅଧିକ ପେଟ୍ରୋଲ କିଣିବାରେ ବ୍ୟସ୍ଥ ହୋଇପଡିଛନ୍ତି, ଏହା ଦ୍ୱାରା ସରକାର ଙ୍କ ନିକଟରେ ଦୀର୍ଘ ଦିନ ପର୍ଯ୍ୟନ୍ତ ମହଜୁଦ ଥିବା ପେଟ୍ରୋଲ କିଛିଦିନ ମଧ୍ୟରେ ସମାପ୍ତ ହୋଇଯିବା ଆଶଙ୍କା ବଢିଯାଇଛି.1
- ସିମୁଳିଆ ଠାରେ ବସ ଦୁର୍ଘଟଣା, ଟ୍ରକ ପଛ ପଟେ ପିଟିଲା ଯାତ୍ରୀବାହୀ ବସ, ୭ ଯାତ୍ରୀ ଆହତ।1
- ଜୀବନ ର ମୂଲ୍ୟ କିଛି ନୂହୋ,,,1
- ବାଲେଶ୍ୱର: ଆଜି ଅପରାହ୍ନରେ ସ୍ଥାନୀୟ ରୟାଲ କୁଇନ୍ ମଣ୍ଡପରେ “ନାରୀଶକ୍ତି ବନ୍ଦନ ଅଧିନିୟମ – ସଶକ୍ତ ନାରୀ, ସଶକ୍ତ ଭାରତ” ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଉପସ୍ଥିତ ରହି ଅଧିନିୟମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ନାରୀ ନେତ୍ରୀ ସିପ୍ରା ରେଖା ମହାପାତ୍ର ମଞ୍ଚାସୀନ ଥାଇ ସଭାକୁ ସମ୍ବୋଧନ କରିଥିଲେ। ସେମାନେ କହିଥିଲେ ଯେ ଚଳିତ ମାସ ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ନାରୀଶକ୍ତି ପାଇଁ ବିଶେଷ ତିନିଦିନିଆ ଅଧିବେଶନ ହେବାକୁ ଯାଉଛି, ଯାହାକୁ ଦେଶର ଅମୃତକାଳର ଗୁରୁତ୍ୱପୂର୍ଣ୍ଣ ଅମୃତବେଳା ବୋଲି ବର୍ଣ୍ଣନା କରାଯାଇଛି। ୩୩ ପ୍ରତିଶତ ମହିଳା ସଂରକ୍ଷଣ କେବଳ ପ୍ରତିନିଧିତ୍ୱ ବୃଦ୍ଧି ନୁହେଁ, ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଓ ପ୍ରଭାବଶାଳୀ କରିବାରେ ମୂଳ ଆଧାର ହେବ ବୋଲି ସେମାନେ ଉଲ୍ଲେଖ କରିଥିଲେ। “ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ସଶକ୍ତିକରଣ, ସ୍ୱାବଳମ୍ବନ ଓ ସମ୍ମାନଜନକ ନେତୃତ୍ୱ” — ଏହି ୭ ‘ସ’ ନାରୀ ଅଧିକାରର ମୂଳ ଆଧାର ଭାବେ ଉପସ୍ଥାପିତ ହୋଇଥିଲା। ମହିଳାମାନେ କେବଳ ନୀତିର ହିତାଧିକାରୀ ନୁହେଁ, ନୀତି ନିର୍ମାତା ଭାବେ ଉଭୟ ସ୍ଥାନ ନେବେ ବୋଲି କୁହାଯାଇଛି। ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ମହିଳା କେନ୍ଦ୍ରିକ ବିଭିନ୍ନ ଯୋଜନା — ଘରେ ଘରେ ଶୌଚାଳୟ, ଜନଧନ ଯୋଜନାରେ ବ୍ୟାଙ୍କ ଖାତା, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳା ମାଲିକାନା ଘର ଏବଂ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ “ଲକ୍ଷପତି ଦିଦି” ତିଆରି କରାଯାଇଥିବାକୁ ମହିଳା ସଶକ୍ତିକରଣର ଭିତି ଭାବେ ଉଲ୍ଲେଖ କରାଯାଇଥିଲା। ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ମଧ୍ୟ ଏହାର ଏକ ଉଦାହରଣ ଭାବେ ପ୍ରଶଂସା କରାଯାଇଥିଲା।1
- ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ବାବାସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଠାରେ ତାଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ହିମାଂଶୁ ଶେଖର ସାହୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଷ୍ଟାଡିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମାନତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ଚିର ସ୍ମରଣୀୟ ହୋଇରହିବ ବୋଲି ବିଧାୟକ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଅବସରରେ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।1
- ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ୧୬ନଂ ଜାତୀୟ ରାଜପଥର ମାଟିଆପଡ଼ା ଛକ ନିକଟରେ ଏକ ଟ୍ରାଭେଲର ଓଲଟି ଜଣଙ୍କର ମୃତ୍ୟୁ,୫ ଗୁରୁତର।1
- Post by Jena1