logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆମ୍ବେଦକରଙ୍କ ଜୟନ୍ତୀଯାଜପୁର ଜିଲ୍ଲା ଧାର୍ମଶାଳା ଷ୍ଟାଡିଅମ ଠାରେ ପାଳିତ ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ବାବାସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଠାରେ ତାଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ହିମାଂଶୁ ଶେଖର ସାହୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଷ୍ଟାଡିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମାନତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ଚିର ସ୍ମରଣୀୟ ହୋଇରହିବ ବୋଲି ବିଧାୟକ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଅବସରରେ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।

2 hrs ago
user_ସୁଧାଂଶୁ ଶେଖର ନାୟକ
ସୁଧାଂଶୁ ଶେଖର ନାୟକ
Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
2 hrs ago

ଆମ୍ବେଦକରଙ୍କ ଜୟନ୍ତୀଯାଜପୁର ଜିଲ୍ଲା ଧାର୍ମଶାଳା ଷ୍ଟାଡିଅମ ଠାରେ ପାଳିତ ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ବାବାସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଠାରେ ତାଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ହିମାଂଶୁ ଶେଖର ସାହୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଷ୍ଟାଡିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମାନତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ଚିର ସ୍ମରଣୀୟ ହୋଇରହିବ ବୋଲି ବିଧାୟକ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଅବସରରେ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।

More news from ଓଡ଼ିଶା and nearby areas
  • ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଆୟୋଜିତ ଭକ୍ତିମୟ କାର୍ଯ୍ୟକ୍ରମ ଏବଂ ଜଲଛତ୍ର ଉଦଘାଟନ ସ୍ଥାନୀୟ ବିଧାୟକ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।ଏଣ୍ଡଳବା ଗ୍ରାମପଞ୍ଚାୟତର ମାଳ ଗ୍ରାମରେ ମା ଘଣ୍ଟେଶ୍ୱରୀଙ୍କ ଯଜ୍ଞ ଉତ୍ସବ,କାଏମା ଗ୍ରାମପଞ୍ଚାୟତ ଲକ୍ଷ୍ମୀସାହି ଗ୍ରାମର ହନୁମାନ ମନ୍ଦିର,ଚୋରମୁହାଁ ଗ୍ରାମପଞ୍ଚାୟତର ଚୋରମୁହାଁ ଗ୍ରାମର ମା ଗୋପାଳଶୁଣି ବାର୍ଷିକ ଉତ୍ସବ,କାଏମା ଗ୍ରାମପଞ୍ଚାୟତ ଲକ୍ଷ୍ମୀସାହି ଗ୍ରାମର ହନୁମାନ ମନ୍ଦିର,ଚକ୍ରଧରପୁର ଗ୍ରାମପଞ୍ଚାୟତର ମୁକୁନ୍ଦପୁର ଠାରେ ଅନୁଷ୍ଠିତ ମହାବୀର ଯଜ୍ଞ ଉତ୍ସବ,କବାଟବନ୍ଧ ଗ୍ରାମପଞ୍ଚାୟତର ଦଳ,ଗାଁ ଗ୍ରାମରେ ପ୍ରଭୁ ମହାବୀର,ସୁନ୍ଦରିଆ ଗ୍ରାମପଞ୍ଚାୟତର ସାରେଇଠାରେ ଆୟୋଜିତ ଜଳଛତ୍ର ଶିବିର ଶୁଭ ଉଦଘାଟନ, ସୁନ୍ଦୁରିଆ ଗ୍ରାମର ଠେଙ୍ଗିଆ ମଠ ରେ ହନୁମାନ ଦର୍ଶନ ଏବଂ ଜଳଛତ୍ର ଉଦଘାଟନ କରିଥିବା ଦେଖିବା ପାଇଁ ମିଳିଛି। ଗ୍ରାମବାସୀଙ୍କ ମଧ୍ୟରେ ସଦ୍‌ଭାବନା ଓ ଭାଇଚାରା ବଜାୟ ରହୁ,ବିଧାୟକ ହିମାଂଶୁ ଶେଖର ସାହୁ କାମନା କରିବା ସହ ପବିତ୍ର ହନୁମାନ ଜୟନ୍ତୀ ଅବସରରେ ନିର୍ବାଚନ ମଣ୍ଡଳୀ ରେ ଆୟୋଜିତ ପୂଜା ଉତ୍ସବ ଭକ୍ତିମୟ ନାମ ସଂକୀର୍ତ୍ତନରେ ଯୋଗଦେଇ ସୌଭାଗ୍ୟ ଲାଭ କରିଥିଲେ ।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଆୟୋଜିତ ଭକ୍ତିମୟ କାର୍ଯ୍ୟକ୍ରମ ଏବଂ ଜଲଛତ୍ର ଉଦଘାଟନ ସ୍ଥାନୀୟ ବିଧାୟକ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।ଏଣ୍ଡଳବା ଗ୍ରାମପଞ୍ଚାୟତର ମାଳ ଗ୍ରାମରେ  ମା ଘଣ୍ଟେଶ୍ୱରୀଙ୍କ ଯଜ୍ଞ ଉତ୍ସବ,କାଏମା ଗ୍ରାମପଞ୍ଚାୟତ ଲକ୍ଷ୍ମୀସାହି ଗ୍ରାମର ହନୁମାନ ମନ୍ଦିର,ଚୋରମୁହାଁ ଗ୍ରାମପଞ୍ଚାୟତର ଚୋରମୁହାଁ ଗ୍ରାମର ମା ଗୋପାଳଶୁଣି ବାର୍ଷିକ ଉତ୍ସବ,କାଏମା ଗ୍ରାମପଞ୍ଚାୟତ ଲକ୍ଷ୍ମୀସାହି ଗ୍ରାମର ହନୁମାନ ମନ୍ଦିର,ଚକ୍ରଧରପୁର ଗ୍ରାମପଞ୍ଚାୟତର ମୁକୁନ୍ଦପୁର ଠାରେ ଅନୁଷ୍ଠିତ ମହାବୀର ଯଜ୍ଞ ଉତ୍ସବ,କବାଟବନ୍ଧ ଗ୍ରାମପଞ୍ଚାୟତର ଦଳ,ଗାଁ ଗ୍ରାମରେ ପ୍ରଭୁ ମହାବୀର,ସୁନ୍ଦରିଆ ଗ୍ରାମପଞ୍ଚାୟତର ସାରେଇଠାରେ ଆୟୋଜିତ ଜଳଛତ୍ର ଶିବିର ଶୁଭ ଉଦଘାଟନ, ସୁନ୍ଦୁରିଆ ଗ୍ରାମର ଠେଙ୍ଗିଆ ମଠ ରେ ହନୁମାନ ଦର୍ଶନ ଏବଂ ଜଳଛତ୍ର ଉଦଘାଟନ କରିଥିବା ଦେଖିବା ପାଇଁ ମିଳିଛି।
ଗ୍ରାମବାସୀଙ୍କ ମଧ୍ୟରେ ସଦ୍‌ଭାବନା ଓ ଭାଇଚାରା ବଜାୟ ରହୁ,ବିଧାୟକ ହିମାଂଶୁ ଶେଖର ସାହୁ କାମନା କରିବା ସହ 
ପବିତ୍ର ହନୁମାନ ଜୟନ୍ତୀ ଅବସରରେ ନିର୍ବାଚନ ମଣ୍ଡଳୀ ରେ ଆୟୋଜିତ ପୂଜା ଉତ୍ସବ ଭକ୍ତିମୟ ନାମ ସଂକୀର୍ତ୍ତନରେ ଯୋଗଦେଇ ସୌଭାଗ୍ୟ ଲାଭ କରିଥିଲେ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    8 hrs ago
  • BINJHAPUR NEWS ODIA
    4
    BINJHAPUR NEWS ODIA
    user_ବିଂଝାରପୁର ଖବର ଉପର ନଜର
    ବିଂଝାରପୁର ଖବର ଉପର ନଜର
    ବିଞ୍ଝାରପୁର, ଯାଜପୁର, ଓଡ଼ିଶା•
    10 hrs ago
  • Post by DD Odisha
    1
    Post by DD Odisha
    user_DD Odisha
    DD Odisha
    ବିଞ୍ଝାରପୁର, ଯାଜପୁର, ଓଡ଼ିଶା•
    18 hrs ago
  • Post by NEWS7ODIA
    1
    Post by NEWS7ODIA
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    21 hrs ago
  • ଆମେ ପ୍ରସ୍ତୁତ କରିଛୁ ବ୍ରହ୍ମାସ୍ତ୍ର | ସମସ୍ତଙ୍କୁ ମିଳିବ ଫାଇଦା, ମିଳିବ ବଡ଼ ସୁଯୋଗ ଭୁବନେଶ୍ବର, ଓଡ଼ିଶା #RCMCollege #Bhubaneswar #Odisha
    1
    ଆମେ ପ୍ରସ୍ତୁତ କରିଛୁ ବ୍ରହ୍ମାସ୍ତ୍ର | ସମସ୍ତଙ୍କୁ ମିଳିବ ଫାଇଦା, ମିଳିବ ବଡ଼ ସୁଯୋଗ
ଭୁବନେଶ୍ବର, ଓଡ଼ିଶା 
#RCMCollege #Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    22 min ago
  • Post by Jena
    1
    Post by Jena
    user_Jena
    Jena
    ଡେରାବିଶ, କେନ୍ଦ୍ରାପଡ଼ା, ଓଡ଼ିଶା•
    1 hr ago
  • ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ବାବାସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଠାରେ ତାଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ହିମାଂଶୁ ଶେଖର ସାହୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଷ୍ଟାଡିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମାନତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ଚିର ସ୍ମରଣୀୟ ହୋଇରହିବ ବୋଲି ବିଧାୟକ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଅବସରରେ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।
    1
    ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ବାବାସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଠାରେ ତାଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ହିମାଂଶୁ ଶେଖର ସାହୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଷ୍ଟାଡିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମାନତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ଚିର ସ୍ମରଣୀୟ ହୋଇରହିବ ବୋଲି ବିଧାୟକ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଅବସରରେ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.