Shuru
Apke Nagar Ki App…
#ଗୋ_ହତ୍ୟା_ଆଇନ_ପାରିତ_ଦାବି ଗୋ-ହତ୍ୟା ଆଇନକୁ ଚଳିତ ବଜେଟ ଅଧିବେଶନରେ ପାରିତ କରିବାକୁ ଦାବି ରଖିଛି ଓଡ଼ିିଶା ଗୋପୁତ୍ର ପରିବାର । ସଂଘ ତରଫରୁ ଆସନ୍ତା ୧୦ ତାରିଖରେ ବିଶାଳ ଶୋଭାଯାତ୍ରା କରାଯିବ। ଆନ୍ଦୋଳନରେ ଗୋପୁତ୍ର ପରିବାରର ସମସ୍ତ ସଦସ୍ୟ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି #ଗୋ_ହତ୍ୟା_ଆଇନ_ପାରିତ_ଦାବି ଗୋ-ହତ୍ୟା ଆଇନକୁ ଚଳିତ ବଜେଟ ଅଧିବେଶନରେ ପାରିତ କରିବାକୁ ଦାବି ରଖିଛି ଓଡ଼ିିଶା ଗୋପୁତ୍ର ପରିବାର । ସଂଘ ତରଫରୁ ଆସନ୍ତା ୧୦ ତାରିଖରେ ବିଶାଳ ଶୋଭାଯାତ୍ରା କରାଯିବ। ଆନ୍ଦୋଳନରେ ଗୋପୁତ୍ର ପରିବାରର ସମସ୍ତ ସଦସ୍ୟ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି
Rajib Behera
#ଗୋ_ହତ୍ୟା_ଆଇନ_ପାରିତ_ଦାବି ଗୋ-ହତ୍ୟା ଆଇନକୁ ଚଳିତ ବଜେଟ ଅଧିବେଶନରେ ପାରିତ କରିବାକୁ ଦାବି ରଖିଛି ଓଡ଼ିିଶା ଗୋପୁତ୍ର ପରିବାର । ସଂଘ ତରଫରୁ ଆସନ୍ତା ୧୦ ତାରିଖରେ ବିଶାଳ ଶୋଭାଯାତ୍ରା କରାଯିବ। ଆନ୍ଦୋଳନରେ ଗୋପୁତ୍ର ପରିବାରର ସମସ୍ତ ସଦସ୍ୟ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି #ଗୋ_ହତ୍ୟା_ଆଇନ_ପାରିତ_ଦାବି ଗୋ-ହତ୍ୟା ଆଇନକୁ ଚଳିତ ବଜେଟ ଅଧିବେଶନରେ ପାରିତ କରିବାକୁ ଦାବି ରଖିଛି ଓଡ଼ିିଶା ଗୋପୁତ୍ର ପରିବାର । ସଂଘ ତରଫରୁ ଆସନ୍ତା ୧୦ ତାରିଖରେ ବିଶାଳ ଶୋଭାଯାତ୍ରା କରାଯିବ। ଆନ୍ଦୋଳନରେ ଗୋପୁତ୍ର ପରିବାରର ସମସ୍ତ ସଦସ୍ୟ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି
More news from ଓଡ଼ିଶା and nearby areas
- Post by Rajib Behera1
- ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।* ବାରିପଦା ସ୍ଥିତ ମଧୁବନ ମିନି ଷ୍ଟାଡିୟମରେ ଜଗନ୍ନାଥ ମିସ୍ତ୍ରୀ ସ୍ମୃତି କମିଟି ଆନୁକୂଲ୍ୟରେ ୨ୟ ବାର୍ଷିକ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ସମେତ ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମୋଟ ୧୬ଟି ଦଳ ଅଂଶଗ୍ରହଣ ଅଂଶଗ୍ରହଣ କରିଛନ୍ତି। ମୟୁରଭଞ୍ଜ ଫୁଟବଲର ପ୍ରବାଦ ପୁରୁଷ ସ୍ବର୍ଗତ ଜଗନ୍ନାଥ ମିସ୍ତ୍ରୀଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପ ନଗରପାଳ ସୀମା ଦାସ ଯୋଗ ଦେଇଥିଲେ। କମିଟିର ଅଧ୍ୟକ୍ଷ ତଥା ସିନେ ଅଭିନେତା ଅସିତ ବରଣ ପତି, ସାଧାରଣ ସମ୍ପାଦକ ଅଶୋକ ମିସ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠି, ସନ୍ତୋଷ କୁମାର ବରାଜ ଏବଂ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିବିଶେଷ ମାନେ ଏଥିରେ ପ୍ରମୁଖ ଉପସ୍ଥିତ ଥିଲେ I ତେବେ ପ୍ରଥମ ମ୍ୟାଚ ଟି କେନ୍ଦୁଆ ଏଫ୍ ସି ଏବଂ କିଶାନ ବ୍ରଦର୍ସ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।1
- ମାଆ ଅମ୍ବିକା ମହିଳା ମହା ମଣ୍ଡଳ ଫେଡେରେସନ ର ସଚିବ ସାବିତ୍ରୀ ରାଉତ ଙ୍କୁ ମହିଳା ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଏହି ଅବସରରେ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା।1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date -07.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ବାରିପଦା :- ବାରିପଦା ସ୍ଥିତ ମଧୁବନ ମିନି ଷ୍ଟାଡିୟମରେ ଜଗନ୍ନାଥ ମିସ୍ତ୍ରୀ ସ୍ମୃତି କମିଟି ଆନୁକୂଲ୍ୟରେ ୨ୟ ବାର୍ଷିକ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ରାତି ପ୍ରାୟ ୮ ଟାରେ ଉଦଘାଟିତ ହୋଇଯାଇଛି। ଏ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ସମେତ ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମୋଟ ୧୬ଟି ଦଳ ଅଂଶଗ୍ରହଣ ଅଂଶଗ୍ରହଣ କରିଛନ୍ତି। ମୟୁରଭଞ୍ଜ ଫୁଟବଲର ପ୍ରବାଦ ପୁରୁଷ ସ୍ବର୍ଗତ ଜଗନ୍ନାଥ ମିସ୍ତ୍ରୀଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପ ନଗରପାଳ ସୀମା ଦାସ ଯୋଗ ଦେଇଥିଲେ। କମିଟିର ଅଧ୍ୟକ୍ଷ ତଥା ସିନେ ଅଭିନେତା ଅସିତ ବରଣ ପତି, ସାଧାରଣ ସମ୍ପାଦକ ଅଶୋକ ମିସ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠି, ସନ୍ତୋଷ କୁମାର ବରାଜ ଏବଂ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିବିଶେଷ ମାନେ ଏଥିରେ ପ୍ରମୁଖ ଉପସ୍ଥିତ ଥିଲେ I ତେବେ ପ୍ରଥମ ମ୍ୟାଚ ଟି କେନ୍ଦୁଆ ଏଫ୍ ସି ଏବଂ କିଶାନ ବ୍ରଦର୍ସ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। #mayurbhanj #dlh_khabar1
- Post by Jitendra raj1
- ରାସ୍ତା କାର୍ଯ୍ୟ କୁ ବିରୋଧ କଲେ ଗ୍ରାମବାସୀ ଠିକାଦାର ନ ଜଣାଇ କାମ କରିବା କେତେ ଠିକ୍ ବୋଲି ଗ୍ରାମବାସୀ ବିରୋଧ। ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଦୁଧହଂସା ପଞ୍ଚାୟତ ସୁନ୍ଦରହତା ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଘଟଣା।1
- #ଗୋ_ହତ୍ୟା_ଆଇନ_ପାରିତ_ଦାବି ଗୋ-ହତ୍ୟା ଆଇନକୁ ଚଳିତ ବଜେଟ ଅଧିବେଶନରେ ପାରିତ କରିବାକୁ ଦାବି ରଖିଛି ଓଡ଼ିିଶା ଗୋପୁତ୍ର ପରିବାର । ସଂଘ ତରଫରୁ ଆସନ୍ତା ୧୦ ତାରିଖରେ ବିଶାଳ ଶୋଭାଯାତ୍ରା କରାଯିବ। ଆନ୍ଦୋଳନରେ ଗୋପୁତ୍ର ପରିବାରର ସମସ୍ତ ସଦସ୍ୟ ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି1