Shuru
Apke Nagar Ki App…
ଲଙ୍କା ଗୁଣ୍ଡ ପକାଇ ବ୍ୟବସାୟୀ ଙ୍କ ଠାରୁ ଲୁଟ ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ଚଣ୍ଡିଖୋଲ ଠାରୁ ଡ଼ୁବୁରୀ ଏନ.ଏଚ ୫୩ ନମ୍ବର ଜାତୀୟ ରାଜପଥର କନ୍ତପଡା ଛକ ଠାରୁ କିଛି ଦୂରରେ ଜଣେ କଦଳୀ ବ୍ୟବସାୟୀ ଙ୍କ ଠାରୁ କିଛି ଦୁବୃର୍ତ୍ତ ଆଖିରେ ଲଙ୍କା ଗୁଣ୍ଡ ପକାଇ ୨ଲକ୍ଷ ୬୫ ହଜାର ଟଙ୍କା ଲୁଟି ନେଇଥିବା ଜଣା ପଡିଛି,ଏହି ବ୍ୟବସାୟୀ ଜଣଙ୍କ ଏଣ୍ଡଳବା ଗ୍ରାମର ନିରଞ୍ଜନ ମଲିକ ହୋଇଥିବା ବେଳେ, ତାଙ୍କର କନ୍ତପଡା ଛକରେ କଦଳୀ ଗୋଦାମ ରହିଛି ।
ସୁଧାଂଶୁ ଶେଖର ନାୟକ

More news from ଓଡ଼ିଶା and nearby areas
- ଯାଜପୁର ଜିଲ୍ଲା ରେ ସରକାରୀ ଜମିକୁ ଅନେକ ନେତା ଓ ମୁଷ୍ଟିମେୟ ଲୋକ ଜବର ଦଖଲ କରି ରଖିଥିବା ବେଳେ,ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମ ହାଉସ୍ ହୋଇଥିବା ଜମିକୁ ନେଇ ଅଭିଯୋଗ ହୋଇଥିଲା। ଏବଂ ସେହିପରି ଧର୍ମଶାଳା ତହସିଲ ପକ୍ଷରୁ ନୋଟିସ ମଧ୍ୟ କରା ଯାଇଥିଲା।ଏହା ଧର୍ମଶାଳା ତହସିଲ ଦ୍ୱାରା ଫାର୍ମ ହାଉସ୍ ଜମି କୁ ମାପଚୁପ କରାଯାଇଛି ।ଏହି ଜମି ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀ ଠାରେ ହୋଇଥିବା ବେଳେ,ଫାର୍ମର ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ର ମୋଟ ୩୧.୬୦ ଏକର ପର୍ବତ କିସମ ବୋଲି ଅଭିଯୋଗ ହୋଇଛି।1
- ଚଳିତ ଉଚ୍ଚ ମାଧ୍ୟମିକ ଓ ମାଧ୍ୟମିକ ପରୀକ୍ଷା–୨୦୨୬ରେ ଅବତୀର୍ଣ୍ଣ ହେଉଥିବା ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଶୁଭେଚ୍ଛା ବାର୍ତ୍ତା।1
- ମାଣ୍ଡୁକା ପାହାଡ ଲୁଟ କରୁଥିବା ଦଲାଲ କଣ କହୁଛନ୍ତି ଟିକେ ଶୁଣନ୍ତୁ - ଏ କୋଉ ସାମ୍ବାଦିକ ଏମିତି ତାଙ୍କ ଠାରୁ ଚାନ୍ଦା ଖାଈଛନ୍ତି ଯେ ସେ ପେଟେଇ ପଡିଲେଣି । ସେ ସାମ୍ବାଦିକ କିଏ, ଚାନ୍ଦା ଖାଈ ଦଲାଲ ମାନଙ୍କୁ ସୁରକ୍ଷା ଦେଉଛନ୍ତି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଣ୍ଡୁକା ପାହାଡ ଲୁଟର ତଦନ୍ତ କରୁଥିବା ସମୟର ଦୃଶ୍ୟ1
- ଆଗକୁ ଆସିବାକୁ ଥିବା ସେକ୍ସୀ ବିଲ୍ଲି ଭାଉଜ ରାଣୀ ପ୍ରୋଜେକ୍ଟର ପ୍ରମୋସନ | ମୋ ସହ ଉପସ୍ଥାପିକା ଉଷାଙ୍କ ସହ କିଛି ସମୟ | ଏ ପ୍ରୋଜେକ୍ଟଟି ଖୁବଶିଘ୍ର ଆସିବାକୁ ଯାଉଛି କେବଳ ରାମ ମ୍ୟୁଜିକ ଓଡ଼ିଆରେ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- କଟକ ଅଞ୍ଚଳର ଗ୍ରାମିଣ ହାଟ ପନି ପରିବା ହାଲ ଚାଲ1
- ଡେରାବିଶ୍ ଫରେଷ୍ଟରଙ୍କ ନାମରେ ଅଭିଯୋଗ, ଗ୍ରାମବାସୀଙ୍କ ଅଭିଯୋଗ ।1
- ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚଣ୍ଡୀ ପୁଷ୍କରିଣୀ ରୁ ଘଟ ଉତଳନ ହୋଇଥିଲା।1
- ନଜର ଆଢୁଆଳରେ ସୁକିନ୍ଦାର ଗୁରୁତର ସମସ୍ୟା ଯାହା ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ସମସ୍ୟାର କାରଣ ସାଜିଛି। ନଜର ଦେବାକୁ ଅନୁରୋଧ1