logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶ୍ରାବଣ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମା ଅବସରରେ ବୁଗୁଡ଼ାରେ ଶ୍ରୀବଳଦେବ ସ୍ୱାମୀଙ୍କ ଜନ୍ମୋତ୍ସବ ପାଳିତ ! ବୁଗୁଡ଼ାରେ ଶ୍ରୀବଳଦେବ ସ୍ୱାମୀଙ୍କ ଜନ୍ମୋତ୍ସବ ପାଳିତ ! ବୁଗୁଡ଼ା-୨୭/୦୮: ସଗଞ୍ଜାମ ଜିଲ୍ଲା ବୁଗୁଡ଼ା ବଳଦେବ ଜୀଉ ମନ୍ଦିର ପ୍ରାଙ୍ଗଣରେ ଶ୍ରାବଣ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମା ପବିତ୍ର ଅବସରରେ ବଡ଼ ଠାକୁର ଶ୍ରୀ ବଳଦେବ ସ୍ୱାମୀଙ୍କ ଜନ୍ମୋତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସାହର ସହ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରାତଃ କାଳରୁ ମନ୍ଦିରରେ ଠାକୁରଙ୍କ ଅବକାଶ, ମଙ୍ଗଳ ଆଳତୀ, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ପୂର୍ବାହ୍ନରେ ଶ୍ରୀବଳଦେବଙ୍କ ଜନ୍ମବିଧି ପାଳନ ସହ ରୋଷ ହୋମ, ପଞ୍ଚାମୃତ, ଏବଂ ବିଶେଷ ପୂଜାର୍ଚ୍ଚନା ଯଥା ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା।ଜନ୍ମୋତ୍ସବର ମୁଖ୍ୟ ଆକର୍ଷଣ ଭାବେ ମନ୍ଦିର ପ୍ରାଙ୍ଗଣରେ ଦୁରାଚାରୀ ପ୍ରଳମ୍ବା ଅସୁରର ଏକ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ପରାମ୍ପରିକ ବିଧିରେ 'ପ୍ରଳମ୍ବାସୁର ବଧ' ପର୍ବ ପାଳନ କରାଯାଇଥିଲା। ଏହି ନୀତି ଦେଖିବା ପାଇଁ ଏବଂ ଶ୍ରୀବଳଦେବଙ୍କ ଦର୍ଶନ ନିମନ୍ତେ ପ୍ରାତଃରୁ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

1 hr ago
user_PURNACHANDRA BARIK
PURNACHANDRA BARIK
Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
1 hr ago
cb54dd97-1e6f-488f-9fcc-0e8a5c65591c

ଶ୍ରାବଣ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମା ଅବସରରେ ବୁଗୁଡ଼ାରେ ଶ୍ରୀବଳଦେବ ସ୍ୱାମୀଙ୍କ ଜନ୍ମୋତ୍ସବ ପାଳିତ ! ବୁଗୁଡ଼ାରେ ଶ୍ରୀବଳଦେବ ସ୍ୱାମୀଙ୍କ ଜନ୍ମୋତ୍ସବ ପାଳିତ ! ବୁଗୁଡ଼ା-୨୭/୦୮: ସଗଞ୍ଜାମ ଜିଲ୍ଲା ବୁଗୁଡ଼ା ବଳଦେବ ଜୀଉ ମନ୍ଦିର ପ୍ରାଙ୍ଗଣରେ ଶ୍ରାବଣ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମା ପବିତ୍ର ଅବସରରେ ବଡ଼ ଠାକୁର ଶ୍ରୀ ବଳଦେବ ସ୍ୱାମୀଙ୍କ ଜନ୍ମୋତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସାହର ସହ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରାତଃ କାଳରୁ ମନ୍ଦିରରେ ଠାକୁରଙ୍କ ଅବକାଶ, ମଙ୍ଗଳ ଆଳତୀ, ବାଳଭୋଗ ଆଦି ସମସ୍ତ

6e3ebe88-0b77-46eb-abd9-ac12ed972156

ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ପୂର୍ବାହ୍ନରେ ଶ୍ରୀବଳଦେବଙ୍କ ଜନ୍ମବିଧି ପାଳନ ସହ ରୋଷ ହୋମ, ପଞ୍ଚାମୃତ, ଏବଂ ବିଶେଷ ପୂଜାର୍ଚ୍ଚନା ଯଥା ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା।ଜନ୍ମୋତ୍ସବର ମୁଖ୍ୟ ଆକର୍ଷଣ ଭାବେ ମନ୍ଦିର ପ୍ରାଙ୍ଗଣରେ ଦୁରାଚାରୀ ପ୍ରଳମ୍ବା ଅସୁରର ଏକ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ପରାମ୍ପରିକ ବିଧିରେ 'ପ୍ରଳମ୍ବାସୁର ବଧ' ପର୍ବ ପାଳନ କରାଯାଇଥିଲା। ଏହି ନୀତି ଦେଖିବା ପାଇଁ ଏବଂ ଶ୍ରୀବଳଦେବଙ୍କ ଦର୍ଶନ ନିମନ୍ତେ ପ୍ରାତଃରୁ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

More news from ଓଡ଼ିଶା and nearby areas
  • ରକ୍ଷାବନ୍ଧନ (ରାଖି) କେବଳ ଏକ ସୂତା ସୂତା ନୁହେଁ, ଏହା ଭାଇ-ଭଉଣୀଙ୍କ ଆଜୀବନ ସୁରକ୍ଷା, ବିଶ୍ୱାସ ଏବଂ ତ୍ୟାଗର ପ୍ରତୀକ। ​ନ୍ୟୁଜ୍‌ ପୋଷ୍ଟ / ସୋସିଆଲ୍‌ ମିଡିଆ କ୍ୟାପସନ୍‌ ପ୍ରସ୍ତାବ: ​ଶୀର୍ଷକ: "ସମ୍ପର୍କର ସବୁଠୁ ସୁନ୍ଦର ପରିଭାଷା: ଭାଇ-ଭଉଣୀଙ୍କ ନିସ୍ୱାର୍ଥପର ଭଲପାଇବା" ​ଆଜିର ଭୌତିକବାଦୀ ଦୁନିଆରେ ଜିନିଷ ଓ ସମ୍ପର୍କର ମୂଲ୍ୟ ବଦଳିଯାଉଥିଲେ ବି, ଭାଇ-ଭଉଣୀଙ୍କ ଭଲପାଇବା ସଦାସର୍ବଦା ଅମର। ରାଖି କେବଳ ଏକ ପବିତ୍ର ସୂତା ନୁହେଁ, ଏହା ପରସ୍ପରର ଦୁଃଖ-ସୁଖରେ ଛିଡ଼ା ହେବାର ଏକ ଦୃଢ଼ ପ୍ରତିଶ୍ରୁତି। ​ତ୍ୟାଗ ଓ ସମର୍ପଣ: ଭାଇ ତା' ଭଉଣୀର ଖୁସି ପାଇଁ ସବୁକିଛି ସମର୍ପି ଦେବାକୁ ପ୍ରସ୍ତୁତ ଥାଏ, ଏବଂ ଭଉଣୀ ତା' ପ୍ରାର୍ଥନା ଦ୍ୱାରା ଭାଇର ସୁରକ୍ଷା କାମନା କରେ। ​ସମାଜ ପାଇଁ ଶିକ୍ଷା: ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ୱକୁ ଯାଇ ପାରିବାରିକ ସମ୍ପର୍କ ଓ ସ୍ନେହକୁ ସମ୍ମାନ ଦେବା ହିଁ ପ୍ରକୃତ ମାନବିକତା।
    1
    ରକ୍ଷାବନ୍ଧନ (ରାଖି) କେବଳ ଏକ ସୂତା ସୂତା ନୁହେଁ, ଏହା ଭାଇ-ଭଉଣୀଙ୍କ ଆଜୀବନ ସୁରକ୍ଷା, ବିଶ୍ୱାସ ଏବଂ ତ୍ୟାଗର ପ୍ରତୀକ।
​ନ୍ୟୁଜ୍‌ ପୋଷ୍ଟ / ସୋସିଆଲ୍‌ ମିଡିଆ କ୍ୟାପସନ୍‌ ପ୍ରସ୍ତାବ:
​ଶୀର୍ଷକ: "ସମ୍ପର୍କର ସବୁଠୁ ସୁନ୍ଦର ପରିଭାଷା: ଭାଇ-ଭଉଣୀଙ୍କ ନିସ୍ୱାର୍ଥପର ଭଲପାଇବା"
​ଆଜିର ଭୌତିକବାଦୀ ଦୁନିଆରେ ଜିନିଷ ଓ ସମ୍ପର୍କର ମୂଲ୍ୟ ବଦଳିଯାଉଥିଲେ ବି, ଭାଇ-ଭଉଣୀଙ୍କ ଭଲପାଇବା ସଦାସର୍ବଦା ଅମର। ରାଖି କେବଳ ଏକ ପବିତ୍ର ସୂତା ନୁହେଁ, ଏହା ପରସ୍ପରର ଦୁଃଖ-ସୁଖରେ ଛିଡ଼ା ହେବାର ଏକ ଦୃଢ଼ ପ୍ରତିଶ୍ରୁତି।
​ତ୍ୟାଗ ଓ ସମର୍ପଣ: ଭାଇ ତା' ଭଉଣୀର ଖୁସି ପାଇଁ ସବୁକିଛି ସମର୍ପି ଦେବାକୁ ପ୍ରସ୍ତୁତ ଥାଏ, ଏବଂ ଭଉଣୀ ତା' ପ୍ରାର୍ଥନା ଦ୍ୱାରା ଭାଇର ସୁରକ୍ଷା କାମନା କରେ।
​ସମାଜ ପାଇଁ ଶିକ୍ଷା: ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ୱକୁ ଯାଇ ପାରିବାରିକ ସମ୍ପର୍କ ଓ ସ୍ନେହକୁ ସମ୍ମାନ ଦେବା ହିଁ ପ୍ରକୃତ ମାନବିକତା।
    user_Sanatan dakua
    Sanatan dakua
    Graphic designer ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    13 hrs ago
  • ଭୂମି ହିନ ହରିଜନ ପରିବାରକୁ ଗ୍ରାମବାସୀ ମାଡ଼ ମାରି ବାସ ସ୍ଥାନରୁ ହଟାଇବା ପାଇଁ କରୁଛନ୍ତି ଚକ୍ରାନ୍ତ ତହସିଲ ଅଫିସ୍ ଅଧିକାରୀ ମଧ୍ୟ କରୁଛନ୍ତି ଗ୍ରାମବାସୀଙ୍କୁ ସମର୍ଥନ, ଭୟଭୀତ ନିରୀହ ପରିବାର
    1
    ଭୂମି ହିନ ହରିଜନ ପରିବାରକୁ ଗ୍ରାମବାସୀ ମାଡ଼ ମାରି ବାସ ସ୍ଥାନରୁ ହଟାଇବା ପାଇଁ କରୁଛନ୍ତି ଚକ୍ରାନ୍ତ
ତହସିଲ ଅଫିସ୍ ଅଧିକାରୀ ମଧ୍ୟ କରୁଛନ୍ତି ଗ୍ରାମବାସୀଙ୍କୁ ସମର୍ଥନ, ଭୟଭୀତ ନିରୀହ ପରିବାର
    user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
    14 hrs ago
  • ଲୁହାଗୁଡ଼ି ଗ୍ରାମ ରେ ବିଷାକ୍ତ ସାପ ସହ ଗୋଟିଏ ଘରେ ରହୁଛନ୍ତି ଯୁବକ ଭୟ ନଥିବା କହିଛନ୍ତି କଣ କହୁଛନ୍ତି ଶୁଣନ୍ତୁ
    2
    ଲୁହାଗୁଡ଼ି ଗ୍ରାମ ରେ ବିଷାକ୍ତ ସାପ ସହ ଗୋଟିଏ ଘରେ ରହୁଛନ୍ତି ଯୁବକ ଭୟ ନଥିବା କହିଛନ୍ତି କଣ କହୁଛନ୍ତି ଶୁଣନ୍ତୁ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    1 hr ago
  • ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ପାଳିତ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ଦ୍ବାରା ଗୁରୁଦେବ ପ୍ରଫେସର ଦିବାକର ମହାପାତ୍ରଙ୍କ ଉପଦେଶ ଅନୁଯାୟୀ ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ବିଦ୍ଧିବଦ୍ଧ ଅନୁସାରେ ରାମେଶ୍ବର ମା ବନଦୁର୍ଗା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଡଃ କୃପାସିନ୍ଧୁ ପଣ୍ଡାଙ୍କ ଦ୍ଵାରା ଗୋ ପୂଜା, ଗୁରୁ ପୂଜନ, ଋଷି ପୂଜନ, ଦେବାଦବୀ ମାନଙ୍କୁ ଆବାହନ ପୂଜନ, ଦଶବିଧ ସ୍ନାନ ପୂର୍ବକ ସଂସ୍କାର କର୍ମ ପାରମ୍ପରିକ ରୀତିନୀତିରେ କରାଯାଇଥିଲା। ଆଚାର୍ଯ୍ୟ ଶିଷ୍ୟମାନଙ୍କୁ ଯଜ୍ଞାଦି କର୍ମ କରି ଷଡ଼ଙ୍ଗ ଚତୁର୍ବେଦାରମ୍ଭ ସହିତ ଶୁକ୍ଳ ୟଜୁର୍ବେଦ ସ୍ବଶାଖା କାଣ୍ବଶାଖା ମନ୍ତ୍ର ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ। ଜଗତର କଲ୍ୟାଣ ପାଇଁ ପରମାତ୍ମାଙ୍କର ଅନବଦ୍ୟ ଦାନ ବେଦ। ବୈଦିକ ସଂସ୍କୃତି ଓ ବିଶ୍ବ ସଂସ୍କୃତ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶିକ୍ଷାବିତ୍ ବିଶ୍ବନାଥ ରଥଙ୍କ ଦିଗ୍ ଦର୍ଶନରେ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ବସନ୍ତ କୁମାର ପଣ୍ଡା଼, ବିଷ୍ଣୁପ୍ରୀୟା ପଟ୍ଟଯୋଷୀ, ଅଭିଭାବକ ଓ ନିକଟବର୍ତ୍ତୀ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିଥିଲେ।
    4
    ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ପାଳିତ
ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ଦ୍ବାରା ଗୁରୁଦେବ ପ୍ରଫେସର ଦିବାକର ମହାପାତ୍ରଙ୍କ ଉପଦେଶ ଅନୁଯାୟୀ ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ  ମହାସମାରୋହରେ ପାଳନ କରାଯାଇଛି। ବିଦ୍ଧିବଦ୍ଧ ଅନୁସାରେ ରାମେଶ୍ବର ମା ବନଦୁର୍ଗା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଡଃ କୃପାସିନ୍ଧୁ ପଣ୍ଡାଙ୍କ ଦ୍ଵାରା ଗୋ ପୂଜା, ଗୁରୁ ପୂଜନ, ଋଷି ପୂଜନ, ଦେବାଦବୀ ମାନଙ୍କୁ ଆବାହନ ପୂଜନ, ଦଶବିଧ ସ୍ନାନ ପୂର୍ବକ ସଂସ୍କାର କର୍ମ ପାରମ୍ପରିକ ରୀତିନୀତିରେ କରାଯାଇଥିଲା। ଆଚାର୍ଯ୍ୟ ଶିଷ୍ୟମାନଙ୍କୁ ଯଜ୍ଞାଦି  କର୍ମ କରି ଷଡ଼ଙ୍ଗ ଚତୁର୍ବେଦାରମ୍ଭ ସହିତ ଶୁକ୍ଳ ୟଜୁର୍ବେଦ ସ୍ବଶାଖା କାଣ୍ବଶାଖା ମନ୍ତ୍ର ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ। ଜଗତର କଲ୍ୟାଣ ପାଇଁ ପରମାତ୍ମାଙ୍କର ଅନବଦ୍ୟ ଦାନ ବେଦ। ବୈଦିକ ସଂସ୍କୃତି ଓ ବିଶ୍ବ ସଂସ୍କୃତ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା କରାଯାଇଥିଲା  । ଏହି କାର୍ଯ୍ୟକ୍ରମ ଶିକ୍ଷାବିତ୍ ବିଶ୍ବନାଥ ରଥଙ୍କ ଦିଗ୍ ଦର୍ଶନରେ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ବସନ୍ତ କୁମାର ପଣ୍ଡା଼, ବିଷ୍ଣୁପ୍ରୀୟା ପଟ୍ଟଯୋଷୀ, ଅଭିଭାବକ ଓ ନିକଟବର୍ତ୍ତୀ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିଥିଲେ।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ଢେଙ୍କାନାଳ ରେ ବସ୍ତି ଉଛେଦ ପରେ ମୁଁହ ଖୋଲିଲେ ପୌରାଧ୍ୟକ୍ଷା. ଏଥିରେ ରାଜନୀତି ନକରି ଲୋକଙ୍କୁ ଥଇଥାନ କରିବା ପ୍ରାଥମିକତା ଆମ କର୍ତ୍ତବ୍ୟ ଢେଙ୍କାନାଳ ରେ କୁଟୁଣୀଆଁ ବସ୍ତି ଉଛେଦ ପରେ ବିଜେପି ବିଜେଡି ମଧ୍ୟରେ ରାଜନୀତି ଜୋର ଧରିଛି. ପୋଲିସ ପ୍ରଶାସନ ନାକେଦମ ମଧ୍ୟ ହୋଇଛନ୍ତି. ଆଜି ଏହାକୁ ନେଇ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଁହ ଖୋଲିଛନ୍ତି. କହିଲେ ରାଜନୀତି ନକରି ଲୋକଙ୍କୁ ଥଇଥାନ କରିବା ଆମର ପ୍ରଥମ କର୍ତ୍ତବ୍ୟ. ଏହାକୁ ରଖିଲେ ପ୍ରତିକ୍ରିୟା.
    1
    ଢେଙ୍କାନାଳ ରେ ବସ୍ତି ଉଛେଦ ପରେ ମୁଁହ ଖୋଲିଲେ ପୌରାଧ୍ୟକ୍ଷା. ଏଥିରେ ରାଜନୀତି ନକରି ଲୋକଙ୍କୁ ଥଇଥାନ କରିବା ପ୍ରାଥମିକତା ଆମ କର୍ତ୍ତବ୍ୟ 
ଢେଙ୍କାନାଳ ରେ କୁଟୁଣୀଆଁ ବସ୍ତି ଉଛେଦ ପରେ ବିଜେପି ବିଜେଡି ମଧ୍ୟରେ ରାଜନୀତି ଜୋର ଧରିଛି. ପୋଲିସ ପ୍ରଶାସନ ନାକେଦମ ମଧ୍ୟ ହୋଇଛନ୍ତି. ଆଜି ଏହାକୁ ନେଇ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଁହ ଖୋଲିଛନ୍ତି. କହିଲେ ରାଜନୀତି ନକରି ଲୋକଙ୍କୁ ଥଇଥାନ କରିବା ଆମର ପ୍ରଥମ କର୍ତ୍ତବ୍ୟ. ଏହାକୁ ରଖିଲେ ପ୍ରତିକ୍ରିୟା.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ମୋହନା ରେ ଶ୍ରାବଣ ମାସ ଶେଷ ଦିନ ରେ କାଉଡିଆ ଙ୍କ ନଗର ପରିକ୍ରମା କରି ନୀଳକଣ୍ଠେଶ୍ଵର ଶିବ ମନ୍ଦିର ରେ ଜଳାଭିଷେକ କରିଛନ୍ତି
    3
    ମୋହନା ରେ ଶ୍ରାବଣ ମାସ ଶେଷ ଦିନ ରେ କାଉଡିଆ ଙ୍କ ନଗର ପରିକ୍ରମା କରି ନୀଳକଣ୍ଠେଶ୍ଵର ଶିବ ମନ୍ଦିର ରେ ଜଳାଭିଷେକ କରିଛନ୍ତି
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    12 hrs ago
  • ବଡ଼ ଦେଉଳରେ ବସିଛୁ ଜଗା ରେ ପାଉ ରାଜା ର ସୁଖ ଭଙ୍ଗା କୁଡ଼ିଆ ରେ ରଖି ମତେ କାହିଁରେ ଦଉ ଯାତନା ଦୁଃଖ ⭕❗⭕🙏
    1
    ବଡ଼ ଦେଉଳରେ ବସିଛୁ ଜଗା ରେ ପାଉ ରାଜା ର ସୁଖ  ଭଙ୍ଗା କୁଡ଼ିଆ ରେ ରଖି ମତେ କାହିଁରେ ଦଉ ଯାତନା ଦୁଃଖ ⭕❗⭕🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    9 hrs ago
  • ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ବଡ଼ବଜାର ପୋଲିସର ଚଢ଼ାଉ। ଗୁପ୍ତ ସୂଚନା ଆଧାରରେ କାଳୁପାତ୍ର ସାହିର ଏକ ଭଡ଼ା ଘରର ତୃତୀୟ ମହଲାରେ ଚାଲିଥିବା ଜୁଆ ଆସର ଉପରେ ରେଡ୍‌ କରାଯାଇଥିଲା। ଘଟଣାସ୍ଥଳରୁ ୭ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ₹୩ ଲକ୍ଷ ୯୪ ହଜାର ୧୫୦ ନଗଦ ଟଙ୍କା, ୫ଟି ବାଇକ୍‌, ୭ଟି ଦାମୀ ମୋବାଇଲ୍‌ ଫୋନ୍‌ ଓ ତାସ୍‌ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। #BerhampurNews #GanjamNews #OdishaNews #PoliceRaid #GamblingRaid #OdishaBreakingNews #CrimeNews #Brahmapur #Ganjam #Odisha
    1
    ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ବଡ଼ବଜାର ପୋଲିସର ଚଢ଼ାଉ। ଗୁପ୍ତ ସୂଚନା ଆଧାରରେ କାଳୁପାତ୍ର ସାହିର ଏକ ଭଡ଼ା ଘରର ତୃତୀୟ ମହଲାରେ ଚାଲିଥିବା ଜୁଆ ଆସର ଉପରେ ରେଡ୍‌ କରାଯାଇଥିଲା। ଘଟଣାସ୍ଥଳରୁ ୭ ଜଣଙ୍କୁ ଗିରଫ କରାଯାଇଛି।

ପୋଲିସ ₹୩ ଲକ୍ଷ ୯୪ ହଜାର ୧୫୦ ନଗଦ ଟଙ୍କା, ୫ଟି ବାଇକ୍‌, ୭ଟି ଦାମୀ ମୋବାଇଲ୍‌ ଫୋନ୍‌ ଓ ତାସ୍‌ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

#BerhampurNews #GanjamNews #OdishaNews #PoliceRaid #GamblingRaid #OdishaBreakingNews #CrimeNews #Brahmapur #Ganjam #Odisha
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    15 hrs ago
  • ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ବଡ଼ବଜାର ପୋଲିସର ଚଢ଼ାଉ। ଗୁପ୍ତ ସୂଚନା ଆଧାରରେ କାଳୁପାତ୍ର ସାହିର ଏକ ଭଡ଼ା ଘରର ତୃତୀୟ ମହଲାରେ ଚାଲିଥିବା ଜୁଆ ଆସର ଉପରେ ରେଡ୍‌ କରାଯାଇଥିଲା। ଘଟଣାସ୍ଥଳରୁ ୭ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ₹୩ ଲକ୍ଷ ୯୪ ହଜାର ୧୫୦ ନଗଦ ଟଙ୍କା, ୫ଟି ବାଇକ୍‌, ୭ଟି ଦାମୀ ମୋବାଇଲ୍‌ ଫୋନ୍‌ ଓ ତାସ୍‌ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। #BerhampurNews #GanjamNews #OdishaNews #PoliceRaid #GamblingRaid #OdishaBreakingNews #CrimeNews #Brahmapur #Ganjam #Odisha
    1
    ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ବଡ଼ବଜାର ପୋଲିସର ଚଢ଼ାଉ। ଗୁପ୍ତ ସୂଚନା ଆଧାରରେ କାଳୁପାତ୍ର ସାହିର ଏକ ଭଡ଼ା ଘରର ତୃତୀୟ ମହଲାରେ ଚାଲିଥିବା ଜୁଆ ଆସର ଉପରେ ରେଡ୍‌ କରାଯାଇଥିଲା। ଘଟଣାସ୍ଥଳରୁ ୭ ଜଣଙ୍କୁ ଗିରଫ କରାଯାଇଛି।

ପୋଲିସ ₹୩ ଲକ୍ଷ ୯୪ ହଜାର ୧୫୦ ନଗଦ ଟଙ୍କା, ୫ଟି ବାଇକ୍‌, ୭ଟି ଦାମୀ ମୋବାଇଲ୍‌ ଫୋନ୍‌ ଓ ତାସ୍‌ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

#BerhampurNews #GanjamNews #OdishaNews #PoliceRaid #GamblingRaid #OdishaBreakingNews #CrimeNews #Brahmapur #Ganjam #Odisha
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.