logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

11 hrs ago
user_Uttam@9777334422
Uttam@9777334422
Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
11 hrs ago

More news from ଓଡ଼ିଶା and nearby areas
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ସିନେମା ମନ୍ତ୍ରମୁଗ୍ଧ | ଟ୍ରେଲର ପରେ ସିନେପ୍ରେମୀଙ୍କ ଉତ୍ସାହ ଦେଖାଦେଇଛି | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ସିନେମା ମନ୍ତ୍ରମୁଗ୍ଧ | ଟ୍ରେଲର ପରେ ସିନେପ୍ରେମୀଙ୍କ ଉତ୍ସାହ ଦେଖାଦେଇଛି |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    12 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    12 min ago
  • ବିନା କ୍ଷତିପୂରଣ ରେ OPTCL କରୁଛି ଟାୱାର ଲାଇନ କାମ, କାନ୍ଦୁଛନ୍ତି କ୍ଷତିଗ୍ରସ୍ତ ପରିବାର ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଘଣ୍ଟିଆନଳୀ ଗ୍ରାମର ମାମି ସାହୁ ଯାହାଙ୍କର ଘଣ୍ଟିଆନଳୀ ମୌଜା ରେ ନିଜ ନାମରେ ରେକର୍ଡ ଥିବା ଜାଗା ଉପରେ optcl କମ୍ପାନୀ ତାଙ୍କୁ କୌଣସି କ୍ଷତିପୂରଣ ନଦେଇ ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ ଲଗେଇ ଜବରଦସ୍ତ ଭାବେ ତାଙ୍କ ଜାଗା ଉପରେ ମାଟି ଖୋଳି ଟାୱାର ଲାଇନ କାମ କରୁଛି l ଯାହାଫଳରେ ବହୁ ଅସୁବିଧା ର ସମୁଖୀନ ହେବାକୁ ପଡୁଛି ତାଙ୍କ ପରିବାର l ସେଇ ଜାଗା ଉପରେ ଚାଷ ବାସ କରି ପିଢ଼ି ପରେ ପିଢ଼ି ପରିବାର ପ୍ରତି ପୋଷଣ କରନ୍ତି l ସେଇଭଳି ସେଇ ଗ୍ରାମର ଆଉ ଗୋଟିଏ ପରିବାର ମଧ୍ୟ ନିଜର ଉଚିତ କ୍ଷତି ପୂରଣ ନପାଇ କମ୍ପାନୀ କାର୍ଯ୍ୟ କୁ ବିରୋଧ କରୁଛନ୍ତି l ଜମି ଖଣ୍ଡିକ ଚାଲିଗଲା ପcbse କେମିତି ଚଳିବୁ, କେମିତି ବଂଚିବୁ, କିପରି ପରିବାର ପ୍ରତିପୋଷଣ କରିବୁ କାନ୍ଦି କାନ୍ଦି ଗଣ ମାଧ୍ୟ୍ୟମ ଆଗରେ ପ୍ରକାଶ କରିଛନ୍ତି l ଜମିବାଡ଼ି ନାହିଁ ବୋଲି ପୁଅ ବିବାହ କରିପାରୁନାହାନ୍ତି, କେହି ଝିଅ ଦେଉନାହାନ୍ତି ବୋଲି ପ୍ରକାଶ କରିଛନ୍ତି
    1
    ବିନା କ୍ଷତିପୂରଣ ରେ OPTCL କରୁଛି ଟାୱାର ଲାଇନ କାମ, କାନ୍ଦୁଛନ୍ତି କ୍ଷତିଗ୍ରସ୍ତ ପରିବାର
ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଘଣ୍ଟିଆନଳୀ ଗ୍ରାମର ମାମି ସାହୁ ଯାହାଙ୍କର ଘଣ୍ଟିଆନଳୀ ମୌଜା ରେ ନିଜ ନାମରେ ରେକର୍ଡ ଥିବା ଜାଗା ଉପରେ optcl କମ୍ପାନୀ ତାଙ୍କୁ କୌଣସି କ୍ଷତିପୂରଣ ନଦେଇ ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ ଲଗେଇ ଜବରଦସ୍ତ ଭାବେ ତାଙ୍କ ଜାଗା ଉପରେ ମାଟି ଖୋଳି ଟାୱାର ଲାଇନ କାମ କରୁଛି l ଯାହାଫଳରେ ବହୁ ଅସୁବିଧା ର ସମୁଖୀନ ହେବାକୁ ପଡୁଛି ତାଙ୍କ ପରିବାର l ସେଇ ଜାଗା ଉପରେ ଚାଷ ବାସ କରି ପିଢ଼ି ପରେ ପିଢ଼ି ପରିବାର ପ୍ରତି ପୋଷଣ କରନ୍ତି l ସେଇଭଳି ସେଇ ଗ୍ରାମର ଆଉ ଗୋଟିଏ ପରିବାର ମଧ୍ୟ ନିଜର ଉଚିତ କ୍ଷତି ପୂରଣ ନପାଇ କମ୍ପାନୀ କାର୍ଯ୍ୟ କୁ ବିରୋଧ କରୁଛନ୍ତି l ଜମି ଖଣ୍ଡିକ ଚାଲିଗଲା ପcbse କେମିତି ଚଳିବୁ, କେମିତି ବଂଚିବୁ, କିପରି ପରିବାର ପ୍ରତିପୋଷଣ କରିବୁ କାନ୍ଦି କାନ୍ଦି ଗଣ ମାଧ୍ୟ୍ୟମ ଆଗରେ ପ୍ରକାଶ କରିଛନ୍ତି l ଜମିବାଡ଼ି ନାହିଁ ବୋଲି ପୁଅ ବିବାହ କରିପାରୁନାହାନ୍ତି, କେହି ଝିଅ ଦେଉନାହାନ୍ତି ବୋଲି ପ୍ରକାଶ କରିଛନ୍ତି
    user_Basant Kumar Nayak
    Basant Kumar Nayak
    ବିକ୍ରମପୁର, ଅନୁଗୁଳ, ଓଡ଼ିଶା•
    1 hr ago
  • Post by MN.NEWS ODIA
    1
    Post by MN.NEWS ODIA
    user_MN.NEWS ODIA
    MN.NEWS ODIA
    Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • ଜନଗଣନା ପାଇଁ ଯାଇ ନିଖୋଜ ଢେଙ୍କିନେଞ୍ଜିଆ ସରକାରୀ ୟୂପିଟିଓ ବିଦ୍ୟାଳୟର ଶିକ୍ଷୟତ୍ରୀ; ଦେଖନ୍ତୁ | MAYURBHANJ NEWS Date - 20.04.2026
    1
    ଜନଗଣନା ପାଇଁ ଯାଇ ନିଖୋଜ ଢେଙ୍କିନେଞ୍ଜିଆ ସରକାରୀ ୟୂପିଟିଓ ବିଦ୍ୟାଳୟର ଶିକ୍ଷୟତ୍ରୀ; ଦେଖନ୍ତୁ | MAYURBHANJ NEWS
Date - 20.04.2026
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • Post by Uttam@9777334422
    1
    Post by Uttam@9777334422
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    11 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ପ୍ରଗତୀ କ୍ଷେତ୍ରରେ ଆଗକୁ ବଢ଼ୁଛି ଓଡ଼ିଶା | ରାଜ୍ୟରେ ରହିବନି ବେକାରୀ ସମସ୍ୟା | ଭାରତରେ ଓଡ଼ିଶା ହେବ ଏକ ନମ୍ବର | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ପ୍ରଗତୀ କ୍ଷେତ୍ରରେ ଆଗକୁ ବଢ଼ୁଛି ଓଡ଼ିଶା | ରାଜ୍ୟରେ ରହିବନି ବେକାରୀ ସମସ୍ୟା | ଭାରତରେ ଓଡ଼ିଶା ହେବ ଏକ ନମ୍ବର |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.