logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

13 hrs ago
user_Uttam@9777334422
Uttam@9777334422
Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
13 hrs ago

More news from ଓଡ଼ିଶା and nearby areas
  • Post by Uttam@9777334422
    1
    Post by Uttam@9777334422
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    13 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • ଢେଙ୍କାନାଳ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା ବେଳେ ମରଣାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା। #Kamakhyanagar #CensusWorkers #Attacked #LawAndOrder #KamakhyanagarIncident #GovernmentStaffAttack #PoliceInvestigation #WorkplaceSafety_India #CensusSurvey_Odisha #Dhenkanal #shuru
    1
    ଢେଙ୍କାନାଳ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା ବେଳେ ମରଣାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା। 
#Kamakhyanagar #CensusWorkers #Attacked #LawAndOrder #KamakhyanagarIncident #GovernmentStaffAttack #PoliceInvestigation #WorkplaceSafety_India #CensusSurvey_Odisha #Dhenkanal #shuru
    user_Tapasdas 6372788705
    Tapasdas 6372788705
    Photographer Kamakshyanagar, Dhenkanal•
    5 hrs ago
  • ଡହକ ବିକଳ ହେଉଛନ୍ତି ଯାତ୍ରୀ :ପାନୀୟ ଜଳ ନିମନ୍ତେ ବ୍ରାହ୍ମଣୀ ତରଙ୍ଗ : ରାଉରକେଲା ଏସ ଟି ଆଇ ଛକରେ ବସ କୁ ଅପେକ୍ଷା କରୁଥିବା ଯାତ୍ରୀ ମାନଙ୍କ ପାଇଁ କୌଣସି ମୌଳିକ ସୁବିଧା ନ ଥିବାରୁ ଯାତ୍ରୀ ମାନେ ଡହକ ବିକଳ ହେଉ ଥିବା ଦେଖିବାକୁ ମିଳୁଛି! ଯାତ୍ରୀ ମାନେ କୌଣସି ବିଶ୍ରାମ ଗାର ନ ଥିବାରୁ ଯାତ୍ରୀ ମାନେ ଓଭର ବ୍ରିଜ ତଳେ ଠିଆ ହୋଇ ଅପେକ୍ଷା କରୁ ଛନ୍ତି!ପାନୀୟ ଜଳ ବ୍ୟବସ୍ତା ନ ଥିବାରୁ ପାଣି ବୋତଲ କିଣି ନିଜ ଶୋଷ ମେଣ୍ଟାଉଛନ୍ତି!ପରିସ୍ରାଗାର ନ ଥିବାରୁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି! ତେଣୁ ଆର ଏମ ସି କତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇ ଏହାର ସମାଧାନ କରିବା ପାଇଁ ସାଧାରଣ ରେ ଦାବୀ ହୋଇଛି!
    2
    ଡହକ ବିକଳ ହେଉଛନ୍ତି ଯାତ୍ରୀ :ପାନୀୟ ଜଳ ନିମନ୍ତେ 
ବ୍ରାହ୍ମଣୀ ତରଙ୍ଗ : ରାଉରକେଲା ଏସ ଟି ଆଇ ଛକରେ ବସ କୁ ଅପେକ୍ଷା କରୁଥିବା ଯାତ୍ରୀ ମାନଙ୍କ ପାଇଁ କୌଣସି ମୌଳିକ ସୁବିଧା ନ ଥିବାରୁ ଯାତ୍ରୀ ମାନେ ଡହକ ବିକଳ ହେଉ ଥିବା ଦେଖିବାକୁ ମିଳୁଛି!
ଯାତ୍ରୀ ମାନେ କୌଣସି ବିଶ୍ରାମ ଗାର ନ ଥିବାରୁ ଯାତ୍ରୀ ମାନେ ଓଭର ବ୍ରିଜ ତଳେ ଠିଆ ହୋଇ ଅପେକ୍ଷା କରୁ ଛନ୍ତି!ପାନୀୟ ଜଳ ବ୍ୟବସ୍ତା ନ ଥିବାରୁ ପାଣି ବୋତଲ କିଣି ନିଜ ଶୋଷ ମେଣ୍ଟାଉଛନ୍ତି!ପରିସ୍ରାଗାର ନ ଥିବାରୁ 
ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି! ତେଣୁ ଆର ଏମ ସି କତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇ ଏହାର ସମାଧାନ କରିବା ପାଇଁ ସାଧାରଣ ରେ ଦାବୀ ହୋଇଛି!
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    7 hrs ago
  • Khudko viral Karaneki Kasam Khaiye khaiye
    1
    Khudko viral Karaneki Kasam Khaiye khaiye
    user_Kedar Naik
    Kedar Naik
    ଗୋରୁମହିଷାଣୀ, ମୟୂରଭଞ୍ଜ, ଓଡ଼ିଶା•
    11 hrs ago
  • ମୁଖ୍ୟମନ୍ତ୍ରୀ କନ୍ୟା ବିହାହ ଯୋଜନା ଅଧୀନରେ ଅନୁଗୁଳ ଜିଲ୍ଲାରେ ୨୮ ଯୋଡ଼ା ବରବଧୂ ଙ୍କ ସାମୁହିକ ବିହାହ ସମ୍ପନ୍ନ
    1
    ମୁଖ୍ୟମନ୍ତ୍ରୀ କନ୍ୟା ବିହାହ ଯୋଜନା ଅଧୀନରେ ଅନୁଗୁଳ ଜିଲ୍ଲାରେ ୨୮ ଯୋଡ଼ା ବରବଧୂ ଙ୍କ ସାମୁହିକ ବିହାହ ସମ୍ପନ୍ନ
    user_RANJIT NAIK
    RANJIT NAIK
    ଛେଣ୍ଡିପଦା, ଅନୁଗୁଳ, ଓଡ଼ିଶା•
    4 hrs ago
  • ଆଉ ଏହି ରୋଡ କୁ ସଂଯୋଗ କରି ଏକ ବ୍ଲିଚିଂ ପ୍ଲାଣ୍ଟ ମଧ୍ୟ ଅଛି ଯାହା କି ପ୍ରଦୂଷଣ ର ଗନ୍ଥା ଘର ପାଲଟିଛି ଆଉ ସେହି road ଦେଇ ବୋହୁତ ବଡ଼ ବଡ଼ ଭାରି ଜାନ ଜାତ ୟତ କରୁଛି ଯାହା କି ଗ୍ରାମ ବାସୀଙ୍କୁ ବୋହୁତ ଅସୁବିଧା ର ସମ୍ମୁଖୀନ କରିବାକୁ ପଡୁଛି ଦୟା କରିକି ପ୍ରଶାସନ ଟିକେ ଧ୍ୟାନ ଦିଅନ୍ତୁ
    1
    ଆଉ ଏହି ରୋଡ କୁ ସଂଯୋଗ କରି ଏକ ବ୍ଲିଚିଂ ପ୍ଲାଣ୍ଟ ମଧ୍ୟ ଅଛି ଯାହା କି ପ୍ରଦୂଷଣ ର ଗନ୍ଥା ଘର ପାଲଟିଛି ଆଉ ସେହି road ଦେଇ ବୋହୁତ ବଡ଼ ବଡ଼ ଭାରି ଜାନ ଜାତ ୟତ କରୁଛି ଯାହା କି ଗ୍ରାମ ବାସୀଙ୍କୁ ବୋହୁତ ଅସୁବିଧା ର ସମ୍ମୁଖୀନ କରିବାକୁ ପଡୁଛି ଦୟା କରିକି ପ୍ରଶାସନ ଟିକେ ଧ୍ୟାନ ଦିଅନ୍ତୁ
    user_ପିଣ୍ଟୁ ସାମଲ
    ପିଣ୍ଟୁ ସାମଲ
    Korai, Jajapur•
    11 hrs ago
  • Post by Uttam@9777334422
    1
    Post by Uttam@9777334422
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.