logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଡହକ ବିକଳ ହେଉଛନ୍ତି ଯାତ୍ରୀ :ପାନୀୟ ଜଳ ନିମନ୍ତେ ବ୍ରାହ୍ମଣୀ ତରଙ୍ଗ : ରାଉରକେଲା ଏସ ଟି ଆଇ ଛକରେ ବସ କୁ ଅପେକ୍ଷା କରୁଥିବା ଯାତ୍ରୀ ମାନଙ୍କ ପାଇଁ କୌଣସି ମୌଳିକ ସୁବିଧା ନ ଥିବାରୁ ଯାତ୍ରୀ ମାନେ ଡହକ ବିକଳ ହେଉ ଥିବା ଦେଖିବାକୁ ମିଳୁଛି! ଯାତ୍ରୀ ମାନେ କୌଣସି ବିଶ୍ରାମ ଗାର ନ ଥିବାରୁ ଯାତ୍ରୀ ମାନେ ଓଭର ବ୍ରିଜ ତଳେ ଠିଆ ହୋଇ ଅପେକ୍ଷା କରୁ ଛନ୍ତି!ପାନୀୟ ଜଳ ବ୍ୟବସ୍ତା ନ ଥିବାରୁ ପାଣି ବୋତଲ କିଣି ନିଜ ଶୋଷ ମେଣ୍ଟାଉଛନ୍ତି!ପରିସ୍ରାଗାର ନ ଥିବାରୁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି! ତେଣୁ ଆର ଏମ ସି କତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇ ଏହାର ସମାଧାନ କରିବା ପାଇଁ ସାଧାରଣ ରେ ଦାବୀ ହୋଇଛି!

7 hrs ago
user_Rabindra Nayak
Rabindra Nayak
ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
7 hrs ago
d43cfd71-82e1-4448-9f64-24c91caf3583

ଡହକ ବିକଳ ହେଉଛନ୍ତି ଯାତ୍ରୀ :ପାନୀୟ ଜଳ ନିମନ୍ତେ ବ୍ରାହ୍ମଣୀ ତରଙ୍ଗ : ରାଉରକେଲା ଏସ ଟି ଆଇ ଛକରେ ବସ କୁ ଅପେକ୍ଷା କରୁଥିବା ଯାତ୍ରୀ ମାନଙ୍କ ପାଇଁ କୌଣସି ମୌଳିକ ସୁବିଧା ନ ଥିବାରୁ ଯାତ୍ରୀ ମାନେ ଡହକ ବିକଳ ହେଉ ଥିବା ଦେଖିବାକୁ ମିଳୁଛି! ଯାତ୍ରୀ ମାନେ କୌଣସି ବିଶ୍ରାମ ଗାର ନ ଥିବାରୁ ଯାତ୍ରୀ ମାନେ ଓଭର ବ୍ରିଜ ତଳେ ଠିଆ ହୋଇ ଅପେକ୍ଷା କରୁ ଛନ୍ତି!ପାନୀୟ ଜଳ ବ୍ୟବସ୍ତା ନ ଥିବାରୁ ପାଣି ବୋତଲ କିଣି ନିଜ ଶୋଷ ମେଣ୍ଟାଉଛନ୍ତି!ପରିସ୍ରାଗାର ନ ଥିବାରୁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି! ତେଣୁ ଆର ଏମ ସି କତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇ ଏହାର ସମାଧାନ କରିବା ପାଇଁ ସାଧାରଣ ରେ ଦାବୀ ହୋଇଛି!

More news from ଓଡ଼ିଶା and nearby areas
  • ଡହକ ବିକଳ ହେଉଛନ୍ତି ଯାତ୍ରୀ :ପାନୀୟ ଜଳ ନିମନ୍ତେ ବ୍ରାହ୍ମଣୀ ତରଙ୍ଗ : ରାଉରକେଲା ଏସ ଟି ଆଇ ଛକରେ ବସ କୁ ଅପେକ୍ଷା କରୁଥିବା ଯାତ୍ରୀ ମାନଙ୍କ ପାଇଁ କୌଣସି ମୌଳିକ ସୁବିଧା ନ ଥିବାରୁ ଯାତ୍ରୀ ମାନେ ଡହକ ବିକଳ ହେଉ ଥିବା ଦେଖିବାକୁ ମିଳୁଛି! ଯାତ୍ରୀ ମାନେ କୌଣସି ବିଶ୍ରାମ ଗାର ନ ଥିବାରୁ ଯାତ୍ରୀ ମାନେ ଓଭର ବ୍ରିଜ ତଳେ ଠିଆ ହୋଇ ଅପେକ୍ଷା କରୁ ଛନ୍ତି!ପାନୀୟ ଜଳ ବ୍ୟବସ୍ତା ନ ଥିବାରୁ ପାଣି ବୋତଲ କିଣି ନିଜ ଶୋଷ ମେଣ୍ଟାଉଛନ୍ତି!ପରିସ୍ରାଗାର ନ ଥିବାରୁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି! ତେଣୁ ଆର ଏମ ସି କତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇ ଏହାର ସମାଧାନ କରିବା ପାଇଁ ସାଧାରଣ ରେ ଦାବୀ ହୋଇଛି!
    2
    ଡହକ ବିକଳ ହେଉଛନ୍ତି ଯାତ୍ରୀ :ପାନୀୟ ଜଳ ନିମନ୍ତେ 
ବ୍ରାହ୍ମଣୀ ତରଙ୍ଗ : ରାଉରକେଲା ଏସ ଟି ଆଇ ଛକରେ ବସ କୁ ଅପେକ୍ଷା କରୁଥିବା ଯାତ୍ରୀ ମାନଙ୍କ ପାଇଁ କୌଣସି ମୌଳିକ ସୁବିଧା ନ ଥିବାରୁ ଯାତ୍ରୀ ମାନେ ଡହକ ବିକଳ ହେଉ ଥିବା ଦେଖିବାକୁ ମିଳୁଛି!
ଯାତ୍ରୀ ମାନେ କୌଣସି ବିଶ୍ରାମ ଗାର ନ ଥିବାରୁ ଯାତ୍ରୀ ମାନେ ଓଭର ବ୍ରିଜ ତଳେ ଠିଆ ହୋଇ ଅପେକ୍ଷା କରୁ ଛନ୍ତି!ପାନୀୟ ଜଳ ବ୍ୟବସ୍ତା ନ ଥିବାରୁ ପାଣି ବୋତଲ କିଣି ନିଜ ଶୋଷ ମେଣ୍ଟାଉଛନ୍ତି!ପରିସ୍ରାଗାର ନ ଥିବାରୁ 
ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି! ତେଣୁ ଆର ଏମ ସି କତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇ ଏହାର ସମାଧାନ କରିବା ପାଇଁ ସାଧାରଣ ରେ ଦାବୀ ହୋଇଛି!
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    7 hrs ago
  • ସବଡେଗା ରାସ୍ତା କଡ଼ରେ ଲାଗିଛି ସୋଲାର ଲାଇଟ୍ ହେଲେ ଲାଗିବା ଦିନ ଠାରୁ ଅକାମୀ ହୋଇ ପଡ଼ିଛି ସବଡେଗା ଗ୍ରାମରେ ଯାଇଥିବା ରାଜ୍ୟ ରାଜପଥ ୨୪ ଉପରେ ଗ୍ରାମ ଆରମ୍ଭରୁ ଲାଗିଛି ସୋଲାର ଲାଇଟ୍ ।ହେଲେ ସୂଚନା ଅନୁସାରେ ପଞ୍ଚାୟତ ତଥା ବ୍ଲକ କତୃପକ୍ଷ ଦୃଷ୍ଟି ଗୋଚରରେ ନାହିଁ । ବାହାର ଠିକାଦାର କାମ କରି ଟଙ୍କା ଲୁଟି ନେଇଥିବା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ସହିତ ଅନେକ ଲାଇଟ୍ ଲଗାଯିବା ଦିନ ଠାରୁ ଜଳୁ ନ ଥିବା ଅଞ୍ଚଳବାସୀ ପ୍ରକାଶ କରୁଥିବା ଜଣାପଡିଛି । ଟଙ୍କା କାହାର, କାହାର ସୁବିଧା ଓ ଲାଭ କାହାର ଏହା ଏକ ବଡ ପ୍ରଶ୍ନ ? ତାଦାରକ୍ କରିବାର କିଛି ଉପାୟ ନ ଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡିଛି ।
    1
    ସବଡେଗା ରାସ୍ତା କଡ଼ରେ ଲାଗିଛି  ସୋଲାର ଲାଇଟ୍  ହେଲେ ଲାଗିବା ଦିନ ଠାରୁ ଅକାମୀ ହୋଇ ପଡ଼ିଛି 
ସବଡେଗା ଗ୍ରାମରେ ଯାଇଥିବା ରାଜ୍ୟ ରାଜପଥ ୨୪ ଉପରେ ଗ୍ରାମ ଆରମ୍ଭରୁ ଲାଗିଛି ସୋଲାର ଲାଇଟ୍ ।ହେଲେ ସୂଚନା ଅନୁସାରେ ପଞ୍ଚାୟତ ତଥା ବ୍ଲକ କତୃପକ୍ଷ ଦୃଷ୍ଟି ଗୋଚରରେ ନାହିଁ । ବାହାର ଠିକାଦାର କାମ କରି ଟଙ୍କା ଲୁଟି ନେଇଥିବା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ସହିତ ଅନେକ ଲାଇଟ୍ ଲଗାଯିବା ଦିନ ଠାରୁ ଜଳୁ ନ ଥିବା ଅଞ୍ଚଳବାସୀ ପ୍ରକାଶ କରୁଥିବା ଜଣାପଡିଛି । ଟଙ୍କା କାହାର, କାହାର ସୁବିଧା ଓ ଲାଭ କାହାର ଏହା ଏକ ବଡ ପ୍ରଶ୍ନ ? ତାଦାରକ୍ କରିବାର କିଛି ଉପାୟ ନ ଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡିଛି ।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    5 hrs ago
  • ଜମନକିରା ବ୍ଲକ୍ ୨୧ ଗୋଟି ପଞ୍ଚାୟତରେ। ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଓଟିଏଲପି ଜରିଆ ରେ ପ୍ରତି ଗାଁ ରେ ଆମ୍ବ ବଗିଚା ସୃଷ୍ଟି ହୋଇଛି। ଜାନୁଆରୀ ଓ ଫେବୃଆରି ମାସରେ ଆମ୍ବ ବଉଳ ଆସିବା ପରଠୁ କଷି ଆମ୍ବ ଏବେ ପାକଳ ଅବସ୍ଥାରେ ପହଂଚିଛି। ଗତ ବର୍ଷ ବିଭିନ୍ନ କିସମର ମିଠା ଆମ୍ବ ବହୁଳ ପରିମାଣ ରେ ଖୋଲା ବଜାର ରେ ଉପଲବ୍ଧ ହୋଇ ଥିଲା ଯେ ବିକ୍ରି ନ ହୋଇ ଆମ୍ୱ ଚାଷୀ କ୍ଷତିଗ୍ରସ୍ତ ହେଲେ। ଚଳିତ ବର୍ଷ ମେଘୁଆ ପାଗ ଓ ଅସରାଏ ବର୍ଷା ରେ ଆମ୍ବ ବଉଳ ଧୋଇ ନ ଯାଇ ପ୍ରାୟତଃ ଭଲ ଆମ୍ଵ ଫଳି ଥିଲେ ହେଁ ପାକଳ ହେବା ବେଳକୁ ଭଲ ବିକ୍ରି ହେବ ନା ଗତ ବର୍ଷ ଭଳି ଚାଷୀ କ୍ଷତିଗ୍ରସ୍ତ ହେବେ ଆଶଙ୍କା ପ୍ରକାଶ ପାଇଛି।
    3
    ଜମନକିରା ବ୍ଲକ୍ ୨୧ ଗୋଟି ପଞ୍ଚାୟତରେ। ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଓଟିଏଲପି ଜରିଆ ରେ ପ୍ରତି ଗାଁ ରେ ଆମ୍ବ ବଗିଚା ସୃଷ୍ଟି ହୋଇଛି। ଜାନୁଆରୀ ଓ ଫେବୃଆରି ମାସରେ ଆମ୍ବ ବଉଳ ଆସିବା ପରଠୁ କଷି ଆମ୍ବ ଏବେ ପାକଳ ଅବସ୍ଥାରେ ପହଂଚିଛି। ଗତ ବର୍ଷ ବିଭିନ୍ନ କିସମର ମିଠା ଆମ୍ବ ବହୁଳ ପରିମାଣ ରେ ଖୋଲା ବଜାର ରେ ଉପଲବ୍ଧ ହୋଇ ଥିଲା ଯେ ବିକ୍ରି ନ ହୋଇ ଆମ୍ୱ ଚାଷୀ କ୍ଷତିଗ୍ରସ୍ତ ହେଲେ। ଚଳିତ ବର୍ଷ ମେଘୁଆ ପାଗ ଓ ଅସରାଏ ବର୍ଷା ରେ ଆମ୍ବ ବଉଳ ଧୋଇ ନ ଯାଇ ପ୍ରାୟତଃ ଭଲ ଆମ୍ଵ ଫଳି ଥିଲେ ହେଁ ପାକଳ ହେବା ବେଳକୁ ଭଲ ବିକ୍ରି ହେବ ନା ଗତ ବର୍ଷ ଭଳି ଚାଷୀ କ୍ଷତିଗ୍ରସ୍ତ ହେବେ ଆଶଙ୍କା ପ୍ରକାଶ ପାଇଛି।
    user_Rajendra Nayak
    Rajendra Nayak
    Voice of people ଜମନକିରା, ସମ୍ବଲପୁର, ଓଡ଼ିଶା•
    8 hrs ago
  • Post by Uttam@9777334422
    1
    Post by Uttam@9777334422
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    13 hrs ago
  • 39th Annual Function Of Belpahar English Medium School, Belpahar
    1
    39th Annual Function Of Belpahar English Medium School, Belpahar
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    16 hrs ago
  • संबलपुर में 'मुख्यमंत्री कन्या विवाह योजना' उत्सव के मौके पर केंद्रीय मंत्री का वीडियो मैसेज *महिलाओं का आत्म-सम्मान और सशक्तिकरण डबल इंजन सरकार की प्राथमिकता है - धर्मेंद्र प्रधान* • 'मुख्यमंत्री कन्या विवाह योजना' के तहत शादी के बंधन में बंधे संबलपुर जिले के 22 नए शादीशुदा जोड़ों को बधाई • 'मुख्यमंत्री कन्या विवाह योजना' अपनेपन, भावनाओं और ज़िम्मेदारी का एक अनोखा प्रदर्शन है
    1
    संबलपुर में 'मुख्यमंत्री कन्या विवाह योजना' उत्सव के मौके पर केंद्रीय मंत्री का वीडियो मैसेज
*महिलाओं का आत्म-सम्मान और सशक्तिकरण डबल इंजन सरकार की प्राथमिकता है - धर्मेंद्र प्रधान*
• 'मुख्यमंत्री कन्या विवाह योजना' के तहत शादी के बंधन में बंधे संबलपुर जिले के 22 नए शादीशुदा जोड़ों को बधाई
• 'मुख्यमंत्री कन्या विवाह योजना' अपनेपन, भावनाओं और ज़िम्मेदारी का एक अनोखा प्रदर्शन है
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    10 hrs ago
  • ଜମନକିରା ବ୍ଲକ ଛକଠାରେ ଶୁଭାରମ୍ଭ ହେଲା 'ମାର୍ଭେଲ ୱେଲନେସ୍ ସେଣ୍ଟର' (Marvel Wellness Centre)। ପାଥକାଇଣ୍ଡ ଲାବୋରେଟୋରୀ (Pathkind Laboratory) ର ସହଯୋଗରେ ଖୋଲିଥିବା ଏହି କେନ୍ଦ୍ର ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଶସ୍ତା ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। 📢 ବିଶେଷ ସୁବିଧା: ଆଗାମୀ ୬ ମାସ ପର୍ଯ୍ୟନ୍ତ, ପ୍ରତି ରବିବାର ମାତ୍ର ୧୦ ଟଙ୍କାରେ ଆପଣ କରାଇପାରିବେ ସୁଗାର, କ୍ୟାଲସିୟମ, ଏବଂ କଲେଷ୍ଟରଲ ଭଳି ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା। ଉଦଘାଟନୀ ସମାରୋହରେ ଅଞ୍ଚଳର ବହୁ ଲୋକ ସାମିଲ ହୋଇଥିଲେ ଏବଂ ପ୍ରଥମ ଦିନରେ ହିଁ ୭୦ ଜଣ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବଂ ଏହି ସୁବିଧାର ଲାଭ ଉଠାଇବା ପାଇଁ ଆଜି ହିଁ 'ମାର୍ଭେଲ ୱେଲନେସ୍ ସେଣ୍ଟର' ପରିଦର୍ଶନ କରନ୍ତୁ। 📍 ଠିକଣା: ମାର୍ଭେଲ ୱେଲନେସ୍ ସେଣ୍ଟର, ଜମନକିରା ବ୍ଲକ ଛକ।
    1
    ଜମନକିରା ବ୍ଲକ ଛକଠାରେ ଶୁଭାରମ୍ଭ ହେଲା 'ମାର୍ଭେଲ ୱେଲନେସ୍ ସେଣ୍ଟର' (Marvel Wellness Centre)। ପାଥକାଇଣ୍ଡ ଲାବୋରେଟୋରୀ (Pathkind Laboratory) ର ସହଯୋଗରେ ଖୋଲିଥିବା ଏହି କେନ୍ଦ୍ର ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଶସ୍ତା ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ।
📢 ବିଶେଷ ସୁବିଧା:
ଆଗାମୀ ୬ ମାସ ପର୍ଯ୍ୟନ୍ତ, ପ୍ରତି ରବିବାର ମାତ୍ର ୧୦ ଟଙ୍କାରେ ଆପଣ କରାଇପାରିବେ ସୁଗାର, କ୍ୟାଲସିୟମ, ଏବଂ କଲେଷ୍ଟରଲ ଭଳି ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା।
ଉଦଘାଟନୀ ସମାରୋହରେ ଅଞ୍ଚଳର ବହୁ ଲୋକ ସାମିଲ ହୋଇଥିଲେ ଏବଂ ପ୍ରଥମ ଦିନରେ ହିଁ ୭୦ ଜଣ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବଂ ଏହି ସୁବିଧାର ଲାଭ ଉଠାଇବା ପାଇଁ ଆଜି ହିଁ 'ମାର୍ଭେଲ ୱେଲନେସ୍ ସେଣ୍ଟର' ପରିଦର୍ଶନ କରନ୍ତୁ।
📍 ଠିକଣା: ମାର୍ଭେଲ ୱେଲନେସ୍ ସେଣ୍ଟର, ଜମନକିରା ବ୍ଲକ ଛକ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    22 hrs ago
  • Post by Uttam@9777334422
    1
    Post by Uttam@9777334422
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.