logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶିକ୍ଷାଳୟରେ ଶିଶୁ ଶ୍ରମ! ମୁଖ୍ୟଶିକ୍ଷକଙ୍କ ନିର୍ଦ୍ଦେଶରେ ଛାତ୍ରଛାତ୍ରୀଙ୍କୁ କରାଯାଉଛି କାମ। ରାୟଗଡ଼ା ଜିଲ୍ଲା ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡାଇଁଲେଡ଼ିରୁ ଆସିଛି ଏକ ଚିନ୍ତାଜନକ ଚିତ୍ର। ସ୍ଥାନୀୟ ଅଭିଭାବକମାନଙ୍କ ଅଭିଯୋଗ ଆଧାରରେ ବିଦ୍ୟାଳୟକୁ ଯାଇ ଦେଖାଗଲା ଯେ, ଛୋଟ ଛୋଟ ଶିଶୁମାନେ ଗ୍ରାଉଣ୍ଡ ଫ୍ଲୋରରୁ ପ୍ରଥମ ତଳକୁ ମେଟ୍ରେସ୍ ବୋହି ନେଉଛନ୍ତି। ପଚାରା ପରେ ଛାତ୍ରଛାତ୍ରୀମାନେ କହିଥିଲେ ଯେ, ଏହା ମୁଖ୍ୟଶିକ୍ଷକଙ୍କ ନିର୍ଦ୍ଦେଶରେ କରାଯାଉଛି। ଏହା ସହିତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବାରୁ ବିଦ୍ୟାଳୟରେ ଡେ ସ୍କୁଲ୍ ବ୍ୟବସ୍ଥା ଚାଲିଛି। ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପଢ଼ାଶୁଣା ସମୟ ଥିବା ବେଳେ, ସକାଳ ୧୦ଟା ୧୮ରେ ଏହି ଘଟଣା ଘଟୁଥିବା ଜିପିଏସ୍ କ୍ୟାମେରାରେ ଧରାପଡ଼ିଛି। ଏହି ଘଟଣା ପ୍ରମାଣ କରୁଛି ଯେ, ଶିକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାରୁ ବଞ୍ଚି ମୁଖ୍ୟଶିକ୍ଷକ ତାଙ୍କୁ କାମ କରାଉଛନ୍ତି। ଏହା ଶିଶୁ ଅଧିକାର ଉଲ୍ଲଂଘନ ସହିତ ଶିକ୍ଷା ପ୍ରଣାଳୀ ପ୍ରତି ଏକ ଗଭୀର ପ୍ରଶ୍ନ ଉଠାଉଛି। ଏହାକୁ ନେଇ ସ୍ଥାନୀୟ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନେ ତୁରନ୍ତ ଶିକ୍ଷା ବିଭାଗକୁ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି— ଶିକ୍ଷାଳୟରେ ଶିକ୍ଷାର ବଦଳରେ କାମ କାହିଁକି? ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଅଧିକାର କେଉଁଠି? ଏହି ଘଟଣା ଉପରେ ଶିକ୍ଷା ବିଭାଗ କେବେ କାର୍ଯ୍ୟନୁଷ୍ଠାନ ନେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।

19 hrs ago
user_Maa Tv Odia News channel
Maa Tv Odia News channel
Grain Trader ରାୟଗଡା, ରାୟଗଡା, ଓଡ଼ିଶା•
19 hrs ago
3ad0c622-0503-47d7-b941-4599cebd9561

ଶିକ୍ଷାଳୟରେ ଶିଶୁ ଶ୍ରମ! ମୁଖ୍ୟଶିକ୍ଷକଙ୍କ ନିର୍ଦ୍ଦେଶରେ ଛାତ୍ରଛାତ୍ରୀଙ୍କୁ କରାଯାଉଛି କାମ। ରାୟଗଡ଼ା ଜିଲ୍ଲା ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡାଇଁଲେଡ଼ିରୁ ଆସିଛି ଏକ ଚିନ୍ତାଜନକ ଚିତ୍ର। ସ୍ଥାନୀୟ ଅଭିଭାବକମାନଙ୍କ ଅଭିଯୋଗ ଆଧାରରେ ବିଦ୍ୟାଳୟକୁ ଯାଇ ଦେଖାଗଲା ଯେ, ଛୋଟ ଛୋଟ ଶିଶୁମାନେ ଗ୍ରାଉଣ୍ଡ ଫ୍ଲୋରରୁ ପ୍ରଥମ ତଳକୁ ମେଟ୍ରେସ୍

cbbef77e-f826-4931-8464-7e179e061a0b

ବୋହି ନେଉଛନ୍ତି। ପଚାରା ପରେ ଛାତ୍ରଛାତ୍ରୀମାନେ କହିଥିଲେ ଯେ, ଏହା ମୁଖ୍ୟଶିକ୍ଷକଙ୍କ ନିର୍ଦ୍ଦେଶରେ କରାଯାଉଛି। ଏହା ସହିତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବାରୁ ବିଦ୍ୟାଳୟରେ ଡେ ସ୍କୁଲ୍ ବ୍ୟବସ୍ଥା ଚାଲିଛି। ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପଢ଼ାଶୁଣା ସମୟ ଥିବା ବେଳେ, ସକାଳ ୧୦ଟା ୧୮ରେ

a54e1130-47e3-4dc6-bccd-3a05b7115521

ଏହି ଘଟଣା ଘଟୁଥିବା ଜିପିଏସ୍ କ୍ୟାମେରାରେ ଧରାପଡ଼ିଛି। ଏହି ଘଟଣା ପ୍ରମାଣ କରୁଛି ଯେ, ଶିକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାରୁ ବଞ୍ଚି ମୁଖ୍ୟଶିକ୍ଷକ ତାଙ୍କୁ କାମ କରାଉଛନ୍ତି। ଏହା ଶିଶୁ ଅଧିକାର ଉଲ୍ଲଂଘନ ସହିତ ଶିକ୍ଷା ପ୍ରଣାଳୀ ପ୍ରତି ଏକ ଗଭୀର ପ୍ରଶ୍ନ ଉଠାଉଛି। ଏହାକୁ ନେଇ ସ୍ଥାନୀୟ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

1b015fd8-4971-42e8-a2c8-cb15ce6af82b

ସେମାନେ ତୁରନ୍ତ ଶିକ୍ଷା ବିଭାଗକୁ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି— ଶିକ୍ଷାଳୟରେ ଶିକ୍ଷାର ବଦଳରେ କାମ କାହିଁକି? ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଅଧିକାର କେଉଁଠି? ଏହି ଘଟଣା ଉପରେ ଶିକ୍ଷା ବିଭାଗ କେବେ କାର୍ଯ୍ୟନୁଷ୍ଠାନ ନେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।

More news from ଓଡ଼ିଶା and nearby areas
  • Post by Sonu Bagh CREATION
    1
    Post by Sonu Bagh CREATION
    user_Sonu Bagh CREATION
    Sonu Bagh CREATION
    ରାୟଗଡା, ରାୟଗଡା, ଓଡ଼ିଶା•
    5 hrs ago
  • like share comment follow kar please soft
    2
    like share comment follow kar please soft
    user_Kailash Kandapani
    Kailash Kandapani
    Administrative attorney Kalyanasingpur, Rayagada•
    7 hrs ago
  • ଗୁଣପୁର /ରାୟଗଡା : ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ମିଛ କହୁଛନ୍ତି ଏବଂ ମହିଳାମାନଙ୍କ ଅଧିକାରକୁ ନେଇ କେବଳ ରାଜନୀତି କରୁଛନ୍ତି। ଏହି ଅଭିଯୋଗ ଆଣି ଆଜି ରାୟଗଡ଼ାଠାରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ପୌରୋହିତ୍ୟରେ ଏକ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
    1
    ଗୁଣପୁର /ରାୟଗଡା : ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ମିଛ କହୁଛନ୍ତି ଏବଂ ମହିଳାମାନଙ୍କ ଅଧିକାରକୁ ନେଇ କେବଳ ରାଜନୀତି କରୁଛନ୍ତି। ଏହି ଅଭିଯୋଗ ଆଣି ଆଜି ରାୟଗଡ଼ାଠାରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ପୌରୋହିତ୍ୟରେ ଏକ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
    user_Gunupur Updates
    Gunupur Updates
    Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
    4 hrs ago
  • ପାନୀୟ ଜଳ ସମସ୍ୟାକୁ ନେଇଁ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ସିନ୍ଧିଭଟା ଗ୍ରାମବାସୀ। ପାଣି ସମସ୍ୟାର ଦୂର ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ବିଡ଼ିଓ ଓ #RWSS ଯନ୍ତ୍ରୀ ଙ୍କ ପ୍ରତିଶୃତି. #ଲାଞ୍ଜିଗଡ଼ରୁ ମଳୟ ବେନୁଆଁଙ୍କ ରିପୋର୍ଟ A1TV.
    1
    ପାନୀୟ ଜଳ ସମସ୍ୟାକୁ ନେଇଁ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ସିନ୍ଧିଭଟା ଗ୍ରାମବାସୀ। ପାଣି ସମସ୍ୟାର ଦୂର ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ବିଡ଼ିଓ ଓ #RWSS ଯନ୍ତ୍ରୀ ଙ୍କ ପ୍ରତିଶୃତି.
#ଲାଞ୍ଜିଗଡ଼ରୁ ମଳୟ ବେନୁଆଁଙ୍କ ରିପୋର୍ଟ A1TV.
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    3 hrs ago
  • ଜିଲ୍ଲା କଳାହାଣ୍ଡି ବ୍ଳକ ଥୁଆମୂଳ ରାମପୁର ପଞ୍ଚାୟତ କେରପାଇ ଗ୍ରାମ ସେର୍କପାଇ
    1
    ଜିଲ୍ଲା କଳାହାଣ୍ଡି ବ୍ଳକ ଥୁଆମୂଳ ରାମପୁର ପଞ୍ଚାୟତ କେରପାଇ ଗ୍ରାମ ସେର୍କପାଇ
    user_Baleswar Naik
    Baleswar Naik
    Thuamul Rampur, Kalahandi•
    7 hrs ago
  • କଳାହାଣ୍ଡି: ଭବାନୀପାଟଣା ଜିଲ୍ଳା ମୁଖ୍ୟ କାରାଗାର ରୁ କଏଦି ଫେରାର ।ରାତି ପ୍ରାୟ 12.30 ସମୟରେ ପାଚେରୀ ଡେଇଁ ଫେରାର ମାରିଥିଲା। ଚୋରୀ ଘଟଣା ରେ ଜେଲ ରେ ଥିଲେ ସଦରଥାନା ଅନ୍ତର୍ଗତ ଠେମରା ଗାଁ ର ଜଗନ୍ନାଥ ଶବର, ଗତ ବିଳମ୍ବିତ ରାତିରେ ପାଚେରୀ ଡେଇଁ ଫେରାର ।ସଦର ଥାନା ରେ ଜେଲ କର୍ତ୍ତୁପକ୍ଷଙ୍କ ଲିଖିତ ଅଭିଯୋଗ ପରେ ସଦର ପୋଲିସ ର ତଦନ୍ତ ଜାରୀ ରହିଛି ।
    1
    କଳାହାଣ୍ଡି: ଭବାନୀପାଟଣା ଜିଲ୍ଳା ମୁଖ୍ୟ କାରାଗାର ରୁ କଏଦି ଫେରାର ।ରାତି ପ୍ରାୟ 12.30 ସମୟରେ ପାଚେରୀ ଡେଇଁ ଫେରାର ମାରିଥିଲା। ଚୋରୀ ଘଟଣା ରେ ଜେଲ ରେ ଥିଲେ ସଦରଥାନା ଅନ୍ତର୍ଗତ ଠେମରା ଗାଁ ର ଜଗନ୍ନାଥ ଶବର, ଗତ ବିଳମ୍ବିତ ରାତିରେ ପାଚେରୀ ଡେଇଁ ଫେରାର ।ସଦର ଥାନା ରେ ଜେଲ କର୍ତ୍ତୁପକ୍ଷଙ୍କ ଲିଖିତ ଅଭିଯୋଗ ପରେ ସଦର ପୋଲିସ ର ତଦନ୍ତ ଜାରୀ ରହିଛି ।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    6 hrs ago
  • ସ୍ଥାନ, ବିଷ୍ମଗିରି,, ଗୋତକାଲି କୋଳସି ଯାତ ରା ଆରଭଂ ହଇ ଥିଲା ଆପଣଙ୍କ ପାଇଁ ଦେଖାଉ ଚୁ
    1
    ସ୍ଥାନ, ବିଷ୍ମଗିରି,, ଗୋତକାଲି କୋଳସି ଯାତ ରା ଆରଭଂ ହଇ ଥିଲା ଆପଣଙ୍କ ପାଇଁ ଦେଖାଉ ଚୁ
    user_ଅଜିତ ପାତ୍ର
    ଅଜିତ ପାତ୍ର
    Kotagarh, Kandhamal•
    8 hrs ago
  • Post by Sonu Bagh CREATION
    1
    Post by Sonu Bagh CREATION
    user_Sonu Bagh CREATION
    Sonu Bagh CREATION
    ରାୟଗଡା, ରାୟଗଡା, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.