ଦିଗଶିରା ନିବାସୀ ବିଶିଷ୍ଠ ସମାଜସେବୀ ଧୀମାନ ଅଶୋକ କୁମାର ନାଏକ ଙ୍କ ମାତା ଧୀମତି ନିଶାମଣୀ ନାଏକ ଙ୍କ ଦେହାନ୍ତ। ସୁବର୍ଣ୍ଣପୁର ଜିଲ୍ଲା ର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମ ର ବିଶିଷ୍ଟ ଆମ୍ବେଦକର ବାଦୀ ଧୀମାନ ଅଶୋକ କୁମାର ନାଏକ ଙ୍କ ମାତା ଧୀମତି ନିଶାମଣି ନାଏକ (୮୨) ଙ୍କ ଗତକାଲି ରାତ୍ରି ପ୍ରାୟ 9.30 ଘଣ୍ଟା ସମୟରେ ପରଲୋକ ହୋଇଯାଇଛି | ସେ ମସ୍ତିଷ୍କ ରୋଗ ଓ ପକ୍ଷଘାତ ରୋଗ ରେ ପୀଡିତ ହୋଇ ଦୀର୍ଘ ଦିନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ସରକାରୀ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିଲେ ଏବଂ କିଛି ଦିନ ପୂର୍ବରୁ ଶ୍ରୀମତୀ ନାଏକ ବୟସାଧିକ ଏବଂ ବାର୍ଦ୍ଧକ୍ୟ ହେତୁ ଘରେ ଥାଇ ଶଯ୍ୟାସାଇ ଥିଲେ। ଗତ କାଲି ନିଜ ଗ୍ରାମ ଦିଗଶିରା ରେ ନିଜ ବାସଭବନ ରେ ତାଙ୍କର ପରଲୋକ ହୋଇଯାଇଛି | ସାଙ୍ଗ ରେ ଥିଲେ ମଝିଆ ପୁଅ ଅଶୋକ କୁମାର ନାଏକ ଓ ତାଙ୍କ ସ୍ତ୍ରୀ ଲିପି ନାଏକ | ସାନ ପୁଅ ପ୍ରଦୀପ କୁମାର ନାଏକ,ସ୍ତ୍ରୀ ନିରୁ ନାଏକ, ଝିଅ ଦମଜୟନ୍ତୀ, ବୟଜୟନ୍ତୀ ଜ୍ୱଇଁ ସର୍ଜନ ବାରିକ,ନାତି ଦିଲ୍ଲୀପ, ରୁଧିର, ବିଭୁ, ଶିବୁ, ଆକାଶ, ମାନସ, ରକି, ଆଲୋକ, ମେଘାଦିତ୍ୟ, ପୁତୁରା ମାନେ ହେଲେ, ଧରମ ସିଂ, ଚଥଲ, ଲାଲ ସିଂ, ସୁରୁବାବୁ, ନାତୁଣୀ ମାନେ ହେଲେ, ନିରମା, ମାନସୀ, ପୂର୍ଣ୍ଣିମା, ସାଗରୀକା, ଲେହେକ ରାଣୀ ।ମୃତ୍ୟୁ ଖବର ପ୍ରସାରିତ ହେବା ପରେ ନିଜ ସମ୍ପକୀୟ ଲୋକ ମାନେ ଶେଷ ଦର୍ଶନ କରିବା ପାଇଁ ଦିଗଶିରା ଗ୍ରାମ କୁ ଆସିଥିଲେ | ଡୁଙ୍ଗୁରିପାଲି ବ୍ଲକ ର ଲକ୍ଷେ ଘର ସମାଜ ର କାର୍ଯ୍ୟ କାରି ସଭାପତି ଧୀମାନ କୃଷ୍ଣ ଚନ୍ଦ୍ର ବାଗ ଙ୍କ ସହିତ ସାଙ୍ଗରେ ଥିଲେ ସଙ୍ଘ ର ଉପଦେଷ୍ଟା ସୁନାରାମ ବାଗ ଓ ରାଜକିଶୋର ତାଣ୍ଡି, କୋଷାଧ୍ୟକ ସାନନ୍ଦ ତାଣ୍ଡି, ପୂବର୍ତନ ସଭାପତି ଗରିବ ବାଗ, ମହେନ୍ଦ୍ର ସୁନା ଗାଁ ପାଖରେ ବହି ଯାଇଥିବା ଅଙ୍ଗ ନଦୀ ସ୍ମଶାନ ଘାଟ ରେ ବନ୍ଧୁ ବାନ୍ଧବ ଓ ଜାତି ସମାଜ ର ଉପସ୍ଥିତ ରେ ଶବ ସଂସାର କରାଯାଇଥିଲା। ମଝିଆଁ ପୁଅ ତଥା ସମାଜସେବୀ ଧୀମାନ ଅଶୋକ କୁମାର ନାଏକ ମୁଖାଗ୍ନି ଦେଇଥିଲେ | ସେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ମହିଳା ଥିଲେ | ତାଙ୍କର ଜୀବନ କାଳରେ ମଧୁର କଥାବାର୍ତା ଯୋଗୁଁ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ | ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଏହି ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି |
ଦିଗଶିରା ନିବାସୀ ବିଶିଷ୍ଠ ସମାଜସେବୀ ଧୀମାନ ଅଶୋକ କୁମାର ନାଏକ ଙ୍କ ମାତା ଧୀମତି ନିଶାମଣୀ ନାଏକ ଙ୍କ ଦେହାନ୍ତ। ସୁବର୍ଣ୍ଣପୁର ଜିଲ୍ଲା ର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମ ର ବିଶିଷ୍ଟ ଆମ୍ବେଦକର ବାଦୀ ଧୀମାନ ଅଶୋକ କୁମାର ନାଏକ ଙ୍କ ମାତା ଧୀମତି ନିଶାମଣି ନାଏକ (୮୨) ଙ୍କ ଗତକାଲି ରାତ୍ରି ପ୍ରାୟ 9.30 ଘଣ୍ଟା ସମୟରେ ପରଲୋକ ହୋଇଯାଇଛି | ସେ ମସ୍ତିଷ୍କ ରୋଗ ଓ ପକ୍ଷଘାତ ରୋଗ ରେ ପୀଡିତ ହୋଇ ଦୀର୍ଘ ଦିନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ସରକାରୀ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିଲେ ଏବଂ କିଛି ଦିନ ପୂର୍ବରୁ ଶ୍ରୀମତୀ ନାଏକ ବୟସାଧିକ ଏବଂ ବାର୍ଦ୍ଧକ୍ୟ ହେତୁ ଘରେ ଥାଇ ଶଯ୍ୟାସାଇ ଥିଲେ। ଗତ କାଲି ନିଜ ଗ୍ରାମ ଦିଗଶିରା ରେ ନିଜ ବାସଭବନ ରେ ତାଙ୍କର ପରଲୋକ ହୋଇଯାଇଛି | ସାଙ୍ଗ ରେ ଥିଲେ ମଝିଆ ପୁଅ ଅଶୋକ କୁମାର ନାଏକ ଓ ତାଙ୍କ ସ୍ତ୍ରୀ ଲିପି ନାଏକ | ସାନ ପୁଅ ପ୍ରଦୀପ କୁମାର ନାଏକ,ସ୍ତ୍ରୀ ନିରୁ ନାଏକ, ଝିଅ ଦମଜୟନ୍ତୀ, ବୟଜୟନ୍ତୀ ଜ୍ୱଇଁ ସର୍ଜନ ବାରିକ,ନାତି ଦିଲ୍ଲୀପ, ରୁଧିର, ବିଭୁ, ଶିବୁ, ଆକାଶ, ମାନସ, ରକି, ଆଲୋକ, ମେଘାଦିତ୍ୟ, ପୁତୁରା ମାନେ ହେଲେ,
ଧରମ ସିଂ, ଚଥଲ, ଲାଲ ସିଂ, ସୁରୁବାବୁ, ନାତୁଣୀ ମାନେ ହେଲେ, ନିରମା, ମାନସୀ, ପୂର୍ଣ୍ଣିମା, ସାଗରୀକା, ଲେହେକ ରାଣୀ ।ମୃତ୍ୟୁ ଖବର ପ୍ରସାରିତ ହେବା ପରେ ନିଜ ସମ୍ପକୀୟ ଲୋକ ମାନେ ଶେଷ ଦର୍ଶନ କରିବା ପାଇଁ ଦିଗଶିରା ଗ୍ରାମ କୁ ଆସିଥିଲେ | ଡୁଙ୍ଗୁରିପାଲି ବ୍ଲକ ର ଲକ୍ଷେ ଘର ସମାଜ ର କାର୍ଯ୍ୟ କାରି ସଭାପତି ଧୀମାନ କୃଷ୍ଣ ଚନ୍ଦ୍ର ବାଗ ଙ୍କ ସହିତ ସାଙ୍ଗରେ ଥିଲେ ସଙ୍ଘ ର ଉପଦେଷ୍ଟା ସୁନାରାମ ବାଗ ଓ ରାଜକିଶୋର ତାଣ୍ଡି, କୋଷାଧ୍ୟକ ସାନନ୍ଦ ତାଣ୍ଡି, ପୂବର୍ତନ ସଭାପତି ଗରିବ ବାଗ, ମହେନ୍ଦ୍ର ସୁନା ଗାଁ ପାଖରେ ବହି ଯାଇଥିବା ଅଙ୍ଗ ନଦୀ ସ୍ମଶାନ ଘାଟ ରେ ବନ୍ଧୁ ବାନ୍ଧବ ଓ ଜାତି ସମାଜ ର ଉପସ୍ଥିତ ରେ ଶବ ସଂସାର କରାଯାଇଥିଲା। ମଝିଆଁ ପୁଅ ତଥା ସମାଜସେବୀ ଧୀମାନ ଅଶୋକ କୁମାର ନାଏକ ମୁଖାଗ୍ନି ଦେଇଥିଲେ | ସେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ମହିଳା ଥିଲେ | ତାଙ୍କର ଜୀବନ କାଳରେ ମଧୁର କଥାବାର୍ତା ଯୋଗୁଁ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ | ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଏହି ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି |
- #କଥା_ଆପଣଙ୍କର, #ବ୍ୟଥା_ଲୋକଙ୍କର ସୁବର୍ଣ୍ଣପୁର: ଗତ ଅକ୍ଟୋବର ମାସରେ ବୁଲା ଗାଈଗୋରୁ ରାସ୍ତାରେ ଦୃଷ୍ଟି ଗୋଚର ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲପାଳ ଡ ନୃପାରାଜ୍ ସାହୁ ପ୍ରତିଶ୍ରୁତି ଏବଂ ଚେତାବନୀ ଦେଇଥିଲେ। ହେଲେ ପାଞ୍ଚମାସ ବିତିଯାଇଥିଲେ ହେଁ ପୁରାଣ ହୋଇପାରିନାହିଁ।1
- Post by BAHUJAN ADHIKAR1
- Post by Sonepur news khulasa1
- ସୁବର୍ଣ୍ଣପୁର ଜିଲ୍ଲାରେ ଅଫିମ ଚାଷ l ଖବର ପାଇ ଏସପିଙ୍କ ନେତୃତ୍ୱରେ ଚଢ଼ାଉ କଲା ପୋଲିସ1
- ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମର ଯୋଗଗୁରୁ ଡ. ହୃଷିକେଶ ଦେହେରି । ସେ ତାଙ୍କ ପ୍ରୟାସ ରେ ଅନେକ ଗ୍ରାମାଞ୍ଚଲ ମାନଙ୍କର ଛୋଟଵଡ ସମସ୍ତଙ୍କୁ ନେଇ ଯୋଗ ପ୍ରୟାସ ଜାରିରଖିଛନ୍ତି । ତାଙ୍କ ଯୋଗ ଅଭ୍ୟାସ ର କିଛି ଅଭୂଲା ସୃତି ।2
- Post by Pitambar Sahu1
- ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ସଚେତନତା ସଭା l ବୌଦ୍ଧ ଜିଲ୍ଲାର ମାଧପୁର ବନାଞ୍ଚଳରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା କରିବା ନିମନ୍ତେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ମାଧପୁର ରେଞ୍ଜଅଧିକାରୀ ଆସିକ କୁମାର ଡିଗାଲଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଚେତନତା ସଭାରେ ଅଞ୍ଚଳର ବହୁ ଜନସାଧାରଣ ଓ ବନ ସୁରକ୍ଷା ସହ ଜଡିତ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ।ସଭାରେ ଗ୍ରୀଷ୍ମ ଋତୁ ଆରମ୍ଭ ସହିତ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବଢ଼ିଥାଏ ବୋଲି ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଜଙ୍ଗଲ ଆମ ପରିବେଶ, ଜଳବାୟୁ ସମତୁଳନ ଓ ବନ୍ୟପ୍ରାଣୀଙ୍କ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ ଥିବାରୁ ଏହାକୁ ନିଆଁ ଦାଉରୁ ସୁରକ୍ଷା କରିବାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ରେଞ୍ଜର ଡିଗାଲ ମତ ପ୍ରକାଶ କରିଥିଲେ। ଜଙ୍ଗଲରେ ଅବହେଳାବଶତଃ ନିଆଁ ନ ଲଗାଇବା, ଶୁଖିଲା ପତ୍ର କିମ୍ବା ଘାସକୁ ଅଗ୍ନି ସଂସ୍ପର୍ଶ ନ କରିବା ଏବଂ କୌଣସି ସ୍ଥାନରେ ନିଆଁ ଦେଖିଲେ ସତ୍ବରେ ବନ ବିଭାଗକୁ ସୂଚନା ଦେବାକୁ ଲୋକମାନଙ୍କୁ ଏସି ଏଫ ଆଶିଷ କହଁର ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମରେ ଏସି ଏଫ ଆଶିଷ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଡଡେଣି ଗଡ଼ ପଞ୍ଚାୟତର ସରପଞ୍ଚ ଅଜିତ କୁମାର ପ୍ରଧାନ ଏବଂ ମାଧପୁର ରେଞ୍ଜରେ କାର୍ଯ୍ୟରତ ବନପାଳ ଅଭିମନ୍ୟୁ ମହାନ୍ତି, ଭକ୍ତ ବତ୍ସଳ ମଲ୍ଲିକ, ସୁମନ୍ତ ମଲ୍ଲିକ,ଫରେଷ୍ଟ ଗାର୍ଡ ଶରତ ନାଏକ, ସୀତାରାମ ବେହେରା, ମିଲି କିସ୍ପିଟା, ଗୀତା ଏକ୍କା, ବୀଣାପାଣି ଖଡୁଆ ସମେତ ସ୍କ୍ୱାର୍ଡ ଟିମ ଉପସ୍ଥିତ ରହିଥିଲେ। ସଭାରେ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ରହିବା ସହ ବନ ବିଭାଗକୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା।1
- କାର୍ଯ୍ୟରେ ଅବହେଳାକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ ସୁବର୍ଣ୍ଣପୁର: ସୋନପୁର ମହାରାଜା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଶିଷ ରଞ୍ଜନ ରଥ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ନିଲମ୍ୱିତ। କାର୍ଯ୍ୟରେ ଅବହେଳା ଯୋଗୁଁ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଥିବା ଜଣାଯାଇଛି।1