logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚାମେଲି ଓ ୱାର୍ଡ ସଭ୍ୟଙ୍କ ଅଡିଓ ଭାଇରାଲ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା ଅନାସ୍ଥା ପ୍ରସଙ୍ଗ।ଅଡିଓ ଭାଇରାଲ ପରେ ପୁଣି ଚର୍ଚ୍ଚାରେ ଶାସକ ଦଳର ମହାକାଳପଡ଼ା ବିଧାୟକ। #Odisha #ChameliOjha #Mahakalpada #durganayak #OdishaNews #PoliticalNews #ViralAudio #PanchayatPolitics #Kendrapara #NewsUpdate #news7odia

3 hrs ago
user_NEWS7ODIA
NEWS7ODIA
କୋରାଇ, ଯାଜପୁର, ଓଡ଼ିଶା•
3 hrs ago

ଚାମେଲି ଓ ୱାର୍ଡ ସଭ୍ୟଙ୍କ ଅଡିଓ ଭାଇରାଲ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା ଅନାସ୍ଥା ପ୍ରସଙ୍ଗ।ଅଡିଓ ଭାଇରାଲ ପରେ ପୁଣି ଚର୍ଚ୍ଚାରେ ଶାସକ ଦଳର ମହାକାଳପଡ଼ା ବିଧାୟକ। #Odisha #ChameliOjha #Mahakalpada #durganayak #OdishaNews #PoliticalNews #ViralAudio #PanchayatPolitics #Kendrapara #NewsUpdate #news7odia

More news from ଓଡ଼ିଶା and nearby areas
  • ଚାମେଲି ଓ ୱାର୍ଡ ସଭ୍ୟଙ୍କ ଅଡିଓ ଭାଇରାଲ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା ଅନାସ୍ଥା ପ୍ରସଙ୍ଗ।ଅଡିଓ ଭାଇରାଲ ପରେ ପୁଣି ଚର୍ଚ୍ଚାରେ ଶାସକ ଦଳର ମହାକାଳପଡ଼ା ବିଧାୟକ। #Odisha #ChameliOjha #Mahakalpada #durganayak #OdishaNews #PoliticalNews #ViralAudio #PanchayatPolitics #Kendrapara #NewsUpdate #news7odia
    1
    ଚାମେଲି ଓ ୱାର୍ଡ ସଭ୍ୟଙ୍କ ଅଡିଓ ଭାଇରାଲ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା ଅନାସ୍ଥା ପ୍ରସଙ୍ଗ।ଅଡିଓ ଭାଇରାଲ ପରେ ପୁଣି ଚର୍ଚ୍ଚାରେ ଶାସକ ଦଳର ମହାକାଳପଡ଼ା ବିଧାୟକ। #Odisha  #ChameliOjha #Mahakalpada #durganayak  #OdishaNews #PoliticalNews #ViralAudio #PanchayatPolitics #Kendrapara #NewsUpdate #news7odia
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    3 hrs ago
  • ଯନ୍ତର ମନ୍ତରରେ ପ୍ରୋଟେଷ୍ଟ ସରିଲା ପରେ କଂକ୍ରୋଜ ଦଳର କର୍ମୀଙ୍କୁ ଦେଲିରେ ମାଡ଼ ହେଲାଣି।
    1
    ଯନ୍ତର ମନ୍ତରରେ ପ୍ରୋଟେଷ୍ଟ ସରିଲା ପରେ କଂକ୍ରୋଜ ଦଳର କର୍ମୀଙ୍କୁ ଦେଲିରେ ମାଡ଼ ହେଲାଣି।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    53 min ago
  • ବାଘ କରୁଛି ଚିତ୍କାର ମତେ ବଞ୍ଚାଅ,ଭିନ୍ନ ଚିତ୍ରଶୈଳୀ, ବିଭିନ୍ନ ଥିମ୍ ଏବଂ ଚିତ୍ର ମାଧ୍ୟମରେ ଚିତ୍ରକାର ମାନଙ୍କ ସଚେତନତା । ରଙ୍ଗ ଓ ଚିତ୍ର ମାଧ୍ୟମରେ ସଚେତନତା ! ବାଘମାନଙ୍କୁ ବଞ୍ଚାଇବା ପାଇଁ ଚିତ୍ରକାରମାନେ ନିଜ ନିଜର ଭିନ୍ନ ଭିନ୍ନ ଚିତ୍ରଶୈଳୀ, ବିଭିନ୍ନ ଥିମ୍ ଏବଂ ଚିତ୍ର ମାଧ୍ୟମରେ କିପରି ବାଘ, ପରିବେଶ ଓ ବନ୍ୟଜନ୍ତୁଙ୍କୁ ରକ୍ଷା କରାଯାଇପାରିବ।
    1
    ବାଘ କରୁଛି ଚିତ୍କାର ମତେ ବଞ୍ଚାଅ,ଭିନ୍ନ ଚିତ୍ରଶୈଳୀ, ବିଭିନ୍ନ ଥିମ୍ ଏବଂ ଚିତ୍ର ମାଧ୍ୟମରେ ଚିତ୍ରକାର ମାନଙ୍କ ସଚେତନତା ।
ରଙ୍ଗ ଓ ଚିତ୍ର ମାଧ୍ୟମରେ ସଚେତନତା ! ବାଘମାନଙ୍କୁ ବଞ୍ଚାଇବା ପାଇଁ ଚିତ୍ରକାରମାନେ ନିଜ ନିଜର ଭିନ୍ନ ଭିନ୍ନ ଚିତ୍ରଶୈଳୀ, ବିଭିନ୍ନ ଥିମ୍ ଏବଂ ଚିତ୍ର ମାଧ୍ୟମରେ କିପରି ବାଘ, ପରିବେଶ ଓ ବନ୍ୟଜନ୍ତୁଙ୍କୁ ରକ୍ଷା କରାଯାଇପାରିବ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................
    1
    କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    9 hrs ago
  • ବୈତରଣୀ ନଦୀ ରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଜଳବନ୍ଦୀ ରେ ସାଧାରଣ ଜନତାଙ୍କ ନିକଟରେ ପହଁଚି ପାରିଲା ନାହିଁ ସରକାରୀ ସହାୟତା ଜଳବନ୍ଦୀ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସମେତ ଆବଶ୍ୟକ ସାମଗ୍ରୀ ପଠାଇଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ
    1
    ବୈତରଣୀ ନଦୀ ରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଜଳବନ୍ଦୀ ରେ ସାଧାରଣ ଜନତାଙ୍କ ନିକଟରେ ପହଁଚି ପାରିଲା ନାହିଁ ସରକାରୀ ସହାୟତା ଜଳବନ୍ଦୀ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସମେତ ଆବଶ୍ୟକ ସାମଗ୍ରୀ ପଠାଇଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    4 hrs ago
  • ରାଜ୍ୟରେ ଚାରିଆଡ଼େ ଲହଡ଼ି ଭାଙ୍ଗୁଛି ପାଣି,ଲଗାଣ ବର୍ଷା ଯୋଗୁଁ ଉପୁଜିଛି ବନ୍ୟା ପରିସ୍ଥିତି ଓ ସ୍ଥିତି ସଙ୍ଗୀନ । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଉପୁଜିଛି ବନ୍ୟା ପରିସ୍ଥିତି। ବାଲେଶ୍ବର, ଭଦ୍ରକ, କେଉଁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ସମ୍ବଲପୁରର ସ୍ଥିତି ସଙ୍ଗୀନ। ଚାରିଆଡ଼େ ଲହଡ଼ି ଭାଙ୍ଗୁଛି ପାଣି।
    1
    ରାଜ୍ୟରେ ଚାରିଆଡ଼େ ଲହଡ଼ି ଭାଙ୍ଗୁଛି ପାଣି,ଲଗାଣ ବର୍ଷା ଯୋଗୁଁ ଉପୁଜିଛି ବନ୍ୟା ପରିସ୍ଥିତି ଓ ସ୍ଥିତି ସଙ୍ଗୀନ ।
ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଉପୁଜିଛି ବନ୍ୟା ପରିସ୍ଥିତି। ବାଲେଶ୍ବର, ଭଦ୍ରକ, କେଉଁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ସମ୍ବଲପୁରର ସ୍ଥିତି ସଙ୍ଗୀନ। ଚାରିଆଡ଼େ ଲହଡ଼ି ଭାଙ୍ଗୁଛି ପାଣି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • ଅମୃତିଆ ଗ୍ରାମ ପଞ୍ଚାୟତ ରେ ଦୁଖଃଦ ଘଟଣାଲଘୁଚାପ ଲଗାଣ ବର୍ଷା ର ପ୍ରଭାବ ରେ କାନ୍ଥ ଭାଙ୍ଗି ସାଙ୍ଗାତ୍ତିକ ଘଟଣା ସ୍ୱାମୀ ଗୁରୁତ୍ତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ଆର ଆଇ କି ସରପଞ୍ଚ କେହି ମୋ ଦୁଃଖ ରେ ପହଁଞ୍ଚି ନାହାନ୍ତି ମୋତେ ଟିକେ ସାହାଯ୍ୟ କର #RI #Sarpanch #BDO #Collector #JajpurCollector #JajpurAdministration #OdishaGovernment #CMOOdisha #OdishaNews #Jajpur #Korei #Amrutia #HeavyRain #WallCollapse #NeedHelp #HousingScheme #news19ଓଡ଼ିଶା
    1
    ଅମୃତିଆ ଗ୍ରାମ ପଞ୍ଚାୟତ ରେ ଦୁଖଃଦ ଘଟଣାଲଘୁଚାପ ଲଗାଣ ବର୍ଷା ର ପ୍ରଭାବ ରେ
କାନ୍ଥ ଭାଙ୍ଗି ସାଙ୍ଗାତ୍ତିକ ଘଟଣା ସ୍ୱାମୀ ଗୁରୁତ୍ତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି
ଆର ଆଇ କି ସରପଞ୍ଚ କେହି ମୋ ଦୁଃଖ ରେ ପହଁଞ୍ଚି ନାହାନ୍ତି ମୋତେ ଟିକେ ସାହାଯ୍ୟ କର #RI #Sarpanch #BDO #Collector #JajpurCollector #JajpurAdministration #OdishaGovernment #CMOOdisha #OdishaNews #Jajpur #Korei #Amrutia #HeavyRain #WallCollapse #NeedHelp #HousingScheme
#news19ଓଡ଼ିଶା
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.