logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଘ କରୁଛି ଚିତ୍କାର ମତେ ବଞ୍ଚାଅ,ଭିନ୍ନ ଚିତ୍ରଶୈଳୀ, ବିଭିନ୍ନ ଥିମ୍ ଏବଂ ଚିତ୍ର ମାଧ୍ୟମରେ ଚିତ୍ରକାର ମାନଙ୍କ ସଚେତନତା । ରଙ୍ଗ ଓ ଚିତ୍ର ମାଧ୍ୟମରେ ସଚେତନତା ! ବାଘମାନଙ୍କୁ ବଞ୍ଚାଇବା ପାଇଁ ଚିତ୍ରକାରମାନେ ନିଜ ନିଜର ଭିନ୍ନ ଭିନ୍ନ ଚିତ୍ରଶୈଳୀ, ବିଭିନ୍ନ ଥିମ୍ ଏବଂ ଚିତ୍ର ମାଧ୍ୟମରେ କିପରି ବାଘ, ପରିବେଶ ଓ ବନ୍ୟଜନ୍ତୁଙ୍କୁ ରକ୍ଷା କରାଯାଇପାରିବ।

3 hrs ago
user_ସୁଧାଂଶୁ ଶେଖର ନାୟକ
ସୁଧାଂଶୁ ଶେଖର ନାୟକ
Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
3 hrs ago

ବାଘ କରୁଛି ଚିତ୍କାର ମତେ ବଞ୍ଚାଅ,ଭିନ୍ନ ଚିତ୍ରଶୈଳୀ, ବିଭିନ୍ନ ଥିମ୍ ଏବଂ ଚିତ୍ର ମାଧ୍ୟମରେ ଚିତ୍ରକାର ମାନଙ୍କ ସଚେତନତା । ରଙ୍ଗ ଓ ଚିତ୍ର ମାଧ୍ୟମରେ ସଚେତନତା ! ବାଘମାନଙ୍କୁ ବଞ୍ଚାଇବା ପାଇଁ ଚିତ୍ରକାରମାନେ ନିଜ ନିଜର ଭିନ୍ନ ଭିନ୍ନ ଚିତ୍ରଶୈଳୀ, ବିଭିନ୍ନ ଥିମ୍ ଏବଂ ଚିତ୍ର ମାଧ୍ୟମରେ କିପରି ବାଘ, ପରିବେଶ ଓ ବନ୍ୟଜନ୍ତୁଙ୍କୁ ରକ୍ଷା କରାଯାଇପାରିବ।

More news from ଓଡ଼ିଶା and nearby areas
  • କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................
    1
    କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    11 hrs ago
  • ଅନ୍ତି ପେପର ଲିକ୍ ବିଲ ସଂସଦ ରେ ବହୁମତରେ ପାସ୍ ହୋଇଯାଇଛି ଏନେଇ କି କୌଣସି ପ୍ରଶ୍ନ ପତ୍ର ଲିକ୍ ହେଲେ କଠୋର ଦଣ୍ଡ ମିଳିବ
    1
    ଅନ୍ତି ପେପର ଲିକ୍ ବିଲ ସଂସଦ ରେ ବହୁମତରେ ପାସ୍ ହୋଇଯାଇଛି ଏନେଇ କି କୌଣସି ପ୍ରଶ୍ନ ପତ୍ର ଲିକ୍ ହେଲେ କଠୋର ଦଣ୍ଡ ମିଳିବ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    5 hrs ago
  • ବୈତରଣୀ ନଦୀ ରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଜଳବନ୍ଦୀ ରେ ସାଧାରଣ ଜନତାଙ୍କ ନିକଟରେ ପହଁଚି ପାରିଲା ନାହିଁ ସରକାରୀ ସହାୟତା ଜଳବନ୍ଦୀ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସମେତ ଆବଶ୍ୟକ ସାମଗ୍ରୀ ପଠାଇଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ
    1
    ବୈତରଣୀ ନଦୀ ରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଜଳବନ୍ଦୀ ରେ ସାଧାରଣ ଜନତାଙ୍କ ନିକଟରେ ପହଁଚି ପାରିଲା ନାହିଁ ସରକାରୀ ସହାୟତା ଜଳବନ୍ଦୀ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସମେତ ଆବଶ୍ୟକ ସାମଗ୍ରୀ ପଠାଇଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    6 hrs ago
  • ମୁସ୍ତଫାପୁରର ଘୋଡ଼ାଗଣ୍ଡ ନାଳ ପାଖରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଧାମନଗର-ଦୋବଲ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି,​ଏହାସହ ମୁସ୍ତଫାପୁର ମଦ୍ରାସା ନିକଟସ୍ଥ ରନ୍ଧାଖାଦ୍ୟ ବିତରଣ କେନ୍ଦ୍ର ପରିଦର୍ଶନ କରି ବନ୍ୟା ପ୍ରଭାବିତ ଲୋକଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ
    1
    ମୁସ୍ତଫାପୁରର ଘୋଡ଼ାଗଣ୍ଡ ନାଳ ପାଖରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଧାମନଗର-ଦୋବଲ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି,​ଏହାସହ ମୁସ୍ତଫାପୁର ମଦ୍ରାସା ନିକଟସ୍ଥ ରନ୍ଧାଖାଦ୍ୟ ବିତରଣ କେନ୍ଦ୍ର ପରିଦର୍ଶନ କରି ବନ୍ୟା ପ୍ରଭାବିତ ଲୋକଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    7 hrs ago
  • ଗଞ୍ଜାମ ଜିଲ୍ଲାରେ ଆଷାଢ଼ ପୂର୍ଣ୍ଣିମା ମାସର କଣ୍ଢେଇ ଯାତ୍ରା....
    1
    ଗଞ୍ଜାମ ଜିଲ୍ଲାରେ ଆଷାଢ଼ ପୂର୍ଣ୍ଣିମା ମାସର କଣ୍ଢେଇ ଯାତ୍ରା....
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    13 hrs ago
  • ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।
    1
    ଚିନ୍ତାରେ ରେଳ ବିଭାଗ ଟ୍ରେନ୍ ହେଲା ପର୍ସନାଲ ପ୍ରପର୍ଟି,ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ ଓ ଠାକୁର ଘର କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।
ଭାରତୀୟ ରେଳ ସେବା ରେ ଟ୍ରେନ୍ କୁ କରିଦେଲେ ପର୍ସନାଲ ପ୍ରପର୍ଟି ! ଇଏ ବଗି ନା ଠାକୁର ଘର ? ଲୋକଙ୍କ ମାନସିକତା ଦେଖି ଚିନ୍ତାରେ ବିଭାଗ । ପୂର୍ବରୁ ଟ୍ରେନରେ ଯାତ୍ରୀଙ୍କ ଏମିତି କିଛି ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି । ଯେମିତିକି ଟ୍ରେନ୍ରେ କିଛି ଯାତ୍ରୀ ରୁଦ୍ରାଭିଷେକ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    19 hrs ago
  • ଭାସିଲା ସୁରଟ ସହର ll କାନ୍ଦୁଛନ୍ତି ଓଡ଼ିଆ ଲୋକେ ll Big Breaking News ll ଭାସିଲା ସୁରଟ ସହର ll କାନ୍ଦୁଛନ୍ତି ଓଡ଼ିଆ ଲୋକେ ll Big Breaking News ll
    1
    ଭାସିଲା ସୁରଟ ସହର ll କାନ୍ଦୁଛନ୍ତି ଓଡ଼ିଆ ଲୋକେ ll Big Breaking News ll 
ଭାସିଲା ସୁରଟ ସହର ll କାନ୍ଦୁଛନ୍ତି ଓଡ଼ିଆ ଲୋକେ ll Big Breaking News ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.