Shuru
Apke Nagar Ki App…
ସୁବର୍ଣ୍ଣପୁରରେ ଯୁଗ୍ମ ଅଭିଯୋଗ ଶୁଣାଣି ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୭୭ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।
Ram Shankar Bhoi

More news from ଓଡ଼ିଶା and nearby areas
- ସୋନପୁର ଜୁଲୁଣ୍ଡା ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଆଉ ଜଣେ ଆହତ l1
- ଧାନ ବିକ୍ରି କରି ଚାଷୀ ହତାଶ... ଚାଷୀ କଣ କହୁଛନ୍ତି ଟିକେ ଶୁଣନ୍ତୁ #rishitv #SonepurNews #Subarnapur #farmers #local #farmerlife #sonepur #CSO #subarnapurcollector #CMOOdisha1
- ବଡଭାଇଙ୍କ ସହ ସାମାନ୍ୟ ବଚସା ପରେ ଘରୁ ଚାଲିଯାଇଥିବା ସାନପୁଅ… ଆଉ ଫେରିନଥିଲେ1
- ବୀରମହାରାଜପୁର ମୁଖ୍ୟ ଛକରେ ସାନ୍ଧ୍ୟ ମେଡିକାଲ ଷ୍ଟୋର ଭିତରେ ଚାଲିଥିଲା ବେଆଇନ କ୍ଲିନିକ l ମାଡ଼ିବସିଲା ସ୍ୱାସ୍ଥ୍ୟ ବିଭାଗ l1
- ବୀରମହାରାଜପୁର ରେ ସନ୍ଧ୍ୟା ମେଡିକାଲରେ ଚାଲିଥିବା ବେଆଇନ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ ଡ଼. ନୃପରାଜ ସାହୁ1
- ସୁବର୍ଣ୍ଣପୁରରେ ଯୁଗ୍ମ ଅଭିଯୋଗ ଶୁଣାଣି ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୭୭ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।1
- ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା 38 ଜଣ ସହକାରୀ ଉପ ବିଭାଗୀୟ ଅଧିକାରୀ1
- ସୋନପୁର ଜିଲ୍ଲାପାଳ ଙ୍କ ଅଫିସ ରେ ଦଳୀୟ ପତାକା ଉଡୁଛି l1