Shuru
Apke Nagar Ki App…
ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଭିଡିଓ କରି ସରକାରଙ୍କୁ ଟାର୍ଗେଟ୍ କରୁଥିବା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଏବେ ଅଡ଼ୁଆରେ ପଡ଼ିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପୋଲିସ ତାଙ୍କୁ ଅଟକ ରଖିଛି। ମହାକାଳପଡ଼ା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଡିଓଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପଚରାଉଚରା ପାଇଁ ଚାମେଲିଙ୍କୁ ଥାନାକୁ ଅଣାଯାଇଥିଲା। ପୋଲିସ ଥାନାକୁ ଆଣିବା ପରେ ଚାମେଲିଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ତାଙ୍କୁ ପ୍ରଥମେ ମହାକାଳପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ପୋଲିସ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବିଡିଓଙ୍କୁ ଅଭିଯୋଗ ଶୁଣାଇବାରୁ ପୋଲିସ ଡକାଇ ସରପଞ୍ଚ ଚାମେଲି ଓଝାଙ୍କୁ 'ଆକ୍ରମଣ' କରାଯାଇଥିବା ଏବଂ ଆହତ ଚାମେଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଖବର ରହିଛି।
Sibanava Panda

More news from ଓଡ଼ିଶା and nearby areas
- Post by NEWS MANORANJAN1
- ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାରେ କାଳବୈଶାଖୀର ପ୍ରକୋପରେ ଗୋଟିଏ ଦିନରେ ଦୁଇ ଦୁଇଟି ଯାତ୍ରା ପାର୍ଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ବଡପୋଖୋରିଆ ଠାରେ ସ୍ୱର୍ଣ୍ଣମହଲ ଗେଟ୍ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବେଳେ, ଯାଜପୁର ଜିଲ୍ଲାର ପାଣିକୋଇଲି ଅଞ୍ଚଳରେ ଶ୍ରୀକ୍ଷେତ୍ର ଗଣନାଟ୍ୟର ସମସ୍ତ ଭାଙ୍ଗି ଚୁନା ହୋଇଯାଇଛି। ଯାତ୍ରା ଋତୁ ଶେଷ ବେଳକୁ ଏପରି କାଳବୈଶାଖୀ ଯାତ୍ରା ପାର୍ଟିମାନଙ୍କ ପାଇଁ କାଳ ସାଜୁଛି। ଗୋଟିଏ ଦିନରେ ଦୁଇଟି ପ୍ରମୁଖ ଯାତ୍ରା ପାର୍ଟିର ଏପରି ଧ୍ୱଂସାତ୍ମକ କ୍ଷତି ଦେଖିବାକୁ ମିଳିଛି।2
- ମହଙ୍ଗା ୪୦ ନମ୍ବର ଜୋନ୍ରେ ଶକ୍ତି ପ୍ରସାଦ ମହାନ୍ତିଙ୍କୁ ବିକାଶ ଏବଂ ଜନସେବାର ପ୍ରତୀକ ଭାବେ ବର୍ଣ୍ଣନା କରାଯାଇଛି।1
- କଟକର କଲ୍ୟାଣୀନଗର ଅଞ୍ଚଳରେ ଗ୍ୟାସ ଡେଲିଭରି କରୁଥିବା ସମୟରେ ଚୋରି ଘଟିଛି। ଡେଲିଭରି ବୟର ସାଇକେଲରୁ ଗ୍ୟାସ ସିଲିଣ୍ଡର ଚୋରି କରି ଦୁଇଜଣ ଦୁର୍ବୃତ୍ତ ଏକ ଗାଡିରେ ଫେରାର ହୋଇଯାଇଛନ୍ତି। ଗ୍ୟାସ ଡେଲିଭରି ପାଇଁ ଆସିଥିବା ଏକ ଲୁନାରୁ ଗ୍ୟାସ ନେଇ ଏହି ଦୁର୍ବୃତ୍ତମାନେ ଫେରାର ହେଇଥିଲେ।1
- ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ପ୍ରୟାସ ଯୋଗୁଁ ଢେଙ୍କାନାଳ ଏବଂ ଆନୁଗୋଳ ଜିଲ୍ଲାର ଗ୍ରାମାଞ୍ଚଳରୁ ଯୁବ ଭଲିବଲ୍ ଖେଳାଳିମାନେ ବାହାରି ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରି ଚମକୁଛନ୍ତି।1
- ଆଜି ରାଜ୍ୟରେ ବିଜେପି ସରକାର ଗଠନକୁ ଦୁଇ ବର୍ଷ ପୂରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି।1
- କଟକର ମଙ୍ଗୁଳି ଛକ ନିକଟରେ ଏକ ଟ୍ରକରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ କରିଥିଲା।1