ଦୟା ସରାବନି ଯୋଗ ଟ୍ରଷ୍ଟ' ଦ୍ୱାରା ଆୟୋଜିତପରିବେଶ ସୁରକ୍ଷା କାର୍ଯକ୍ରମ ହୋଇଯାଇଛି । ପରିବେଶ ସୁରକ୍ଷା କାର୍ଯକ୍ରମ : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କୁମାରକେଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ପରିବେଶ ସୁରକ୍ଷା କାର୍ଯକ୍ରମ” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମଟି 'ଦୟା ସରାବନି ଯୋଗ ଟ୍ରଷ୍ଟ' ଦ୍ୱାରା ଆୟୋଜିତ ହୋଇଥିଲା।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ଜେନା ଫରେଷ୍ଟର, ଜଲୋଏ ଉପସ୍ଥିତ ରହି ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମନରୁଛି ଭୋଇ, ଟ୍ରଷ୍ଟର ସଭାପତି ଡ଼କ୍ଟର ଯୁଧିଷ୍ଠିର ଖମାରୀ, ନରେନ୍ଦ୍ର ନାଗ ଓ ଶ୍ରୀମତୀ ଜୟଶ୍ରୀ ପାଢ଼ୀ ଉପସ୍ଥିତ ଥିଲେ।ଅତିଥି ପରିଚୟ ଅଚ୍ୟୁତ ରଣା ପ୍ରଦାନ କରିଥିବା ବେଳେ, ସ୍ୱାଗତ ଭାଷଣ ଟ୍ରଷ୍ଟର ସଂପାଦକ ଡ଼କ୍ଟର ହୃଷୀକେଶ ଦେହେରି ପ୍ରଦାନ କରିଥିଲେ। କାର୍ଯକ୍ରମରେ ପରିବେଶ ସୁରକ୍ଷାର ଗୁରୁତ୍ୱ, ପ୍ଲାଷ୍ଟିକ ବିରୋଧୀ ଅଭିଯାନ, ବୃକ୍ଷରୋପଣ ଓ ବନ ଆଗ୍ନି ନିୟନ୍ତ୍ରଣ, ପଶୁପକ୍ଷୀଙ୍କ ସୁରକ୍ଷା ବିଷୟରେ ଅତିଥିମାନେ ଉଦ୍ ବୋଧନ ରଖିଥିଲେ। ଏଥି ସହିତ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବାକୁ ଆହ୍ୱାନ ଦିଆଯାଇଥିଲା।ଶେଷରେ ବନମାଳୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯକ୍ରମ ମାଧ୍ୟମରେ “ଆଜି ପରିବେଶକୁ ବଞ୍ଚାଅ, ଆସନ୍ତାକାଲିକୁ ସୁରକ୍ଷିତ କର” ବାର୍ତ୍ତା ସମସ୍ତଙ୍କ ମନରେ ପହଞ୍ଚିଥିଲା।

- Post by Sonepur news khulasa1
- ସୋନପୁରେ ଦୁଇ ହଜାର ବୁତଳ କଫସିରଫ ଜବତ1
- Post by BAHUJAN ADHIKAR1
- ଆଜିର ସମାଚାର ଦିନର ୧୨ ବଜେର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । BREAKING NEWS: ତାରିଖ ୦୮/୦୪/୨୦୨୬ ବୁଧବାର ଆଜିର ଖବର ଆଜିର ସମାଚାର ରେ ଦେଶବିଦେଶ ତଥା ରାଜ୍ୟ ରାଜ୍ଯବାହାର ଖବର ଦେଖନ୍ତନ1
- ପୂର୍ବ ଶାତ୍ରୁତାକୁ ନେଇ ବୀରମହାରାଜପୁର ଥାନା ଫୁଲଚରା ଗାଁରେ ଦୁଇ ଗୋଷ୍ଟୀ ମଧ୍ୟରେ ଗଣ୍ଡଗୋଳ l ଦୁଇ ପରିବାରର 5 ସଦସ୍ୟ ଆହତ l ଆହତଙ୍କ ମଧ୍ୟରେ ଜଣେ ବୃଦ୍ଧା ଗୁରୁତର l ଆହତ ମାନେ ହେଲେ ଫୁଲଚରା ଗାଁର ମାଧିଆ ଭୋଇ (75),ତାଙ୍କ ପତ୍ନୀ ଅନୁରୀ ଭୋଇ (70) ଏବଂ ତାଙ୍କ ପୁଅ କୃଷ୍ଣ ଭୋଇ (45), ସେହିଭଳି ମାଧିଆଙ୍କ ଭାଇ ବୋହୁ ଅଭାଗିନୀ ଭୋଇ (70) ଏବଂ ପୁତୁରା ପିତବଶ ଭୋଇ (27) ବୋଲି ଜଣାପଡିଛି l ତେବେ ଏମାନଙ୍କ ମଧ୍ୟରେ ଅନୁରୀ ଭୋଇଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଅଧିକ ସିକିତ୍ସା ପାଇଁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯିବାନେଇ ଜଣାପଡିଛି l ସମସ୍ତ ଆହତମାନଙ୍କୁ ବୀରମହାରାଜପୁର ଡାକ୍ତରଖାନରେ ସିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର କିଛି ଲୋକ ଏବଂ ତାଙ୍କ ସମ୍ପର୍କୀୟ ଶଣ୍ଢା ଗାଁର କିଛି ଲୋକଙ୍କ ମିଳିତ ଆକ୍ରମଣରେ ଏମାନେ ଆହତ ହୋଇଥିବା ଜଣାପଡିଛି l ଖବର ପାଇ ବୀରମହାରାଜପୁର ପୋଲିସ ବୀରମହାରାଜପୁର ଡାକ୍ତରଖାନାକୁ ପଚରା ଉଚୁରା କରିବାସହ ଅନ୍ୟଏକ ଟିମ ଫୁଲଚରା ଗାଁକୁ ଯାଇଥିବା ଜଣାପଡିଛି4
- ବୌଦ୍ଧ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ |1
- Post by SonepurSambad1
- ଆଜିର ସମାଚାର ରେ ଆଜିର ଇତିହାସଗୁଡ଼ିକ। ଫଟାଫଟ । ଆଜିର, ୮ ଅପ୍ରେଲ, ବୁଧବାର ଦେଶଵିଦେଶର ତଥା ରାଜ୍ୟ,ରାଜ୍ୟଵାହାର ଇତିହାସଗୁଡିକ ଆଜିର ତିଥି,ତିରୋଧାନ,ଇତିହାସଗୁଡ଼ିକ।1