logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପର୍ବତାରୋହୀ ସମୀରା ଖାନ୍ ଖୁବ୍ ଶୀଘ୍ର ମାଲକାନଗିରିରେ : କନ୍ୟା ସଶକ୍ତିକରଣ, HPV ଟିକାକରଣ ଓ କ୍ୟାନ୍ସର ସଚେତନତା ଅଭିଯାନ ମାଲକାନଗିରି, ୨୦-୦୪-୨୦୨୬: (ରାମ କୃଷ୍ଣ ଚୌଧୁରୀ):- ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ପର୍ବତାରୋହୀ ଓ ସାଇକ୍ଲିଷ୍ଟ ସମୀରା ଖାନ୍‌ଙ୍କ ଦ୍ୱାରା ଚାଲିଥିବା ଗ୍ରାମୀଣ କନ୍ୟା ସଶକ୍ତିକରଣ ଓ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଅନୁଷ୍ଠାନ ମାଲକାନଗିରି ଜିଲ୍ଲାରେ ଆୟୋଜିତ ହେବାକୁ ଯାଉଛି। ସେ ଗଞ୍ଜାମରୁ ସାଇକ୍ଲିଂ କରି ମାଲକାନଗିରିକୁ ପହଞ୍ଚି ଏହି ସମାଜମୁଖୀ କାର୍ଯ୍ୟକ୍ରମ କରିବେ। ସମୀରା ଖାନ୍‌ ଏପର୍ଯ୍ୟନ୍ତ ହିମାଳୟ ଓ ଇଉରୋପରେ ୧୧ଟି ପର୍ବତ ଅଭିଯାନ ସଫଳତାର ସହ କରିଥିବା ସହ ୩୭ଟି ଦେଶରେ ସାଇକ୍ଲିଂ କରିଛନ୍ତି। ୨୦୨୫ ମାର୍ଚ୍ଚରୁ ସେ ୧୨ ମାସୀୟ ସୋଲୋ ସାଇକ୍ଲିଂ ଯାତ୍ରାରେ ବାହାରି ୧୦ରୁ ଅଧିକ ରାଜ୍ୟରେ ୭,୦୦୦ କି.ମି. ଯାତ୍ରା କରି ୧୦୦୦ରୁ ଅଧିକ ଗ୍ରାମୀଣ ଓ ସହରୀୟ ବିଦ୍ୟାଳୟରେ ଝିଅମାନଙ୍କୁ ସଚେତନ କରୁଛନ୍ତି। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଝିଅମାନଙ୍କୁ ସାହସ, ଆତ୍ମବିଶ୍ୱାସ ଓ ଧୃଢତାରେ ସଶକ୍ତ କରିବା ସହ ସମାଜରେ ରହିଥିବା ବିଭିନ୍ନ ବାଧା ବିପକ୍ଷରେ ସଚେତନତା ସୃଷ୍ଟି କରିବା। ସେହିପରି ଏହି ଅଭିଯାନ ଅନ୍ତର୍ଗତ HPV ଟିକାକରଣ ମାଧ୍ୟମରେ ଗର୍ଭାଶୟ କ୍ୟାନ୍ସର ପ୍ରତିରୋଧ ବିଷୟରେ ମଧ୍ୟ ଜାଗରୁକତା କରାଯିବ। ଆମ ଜିଲ୍ଲାରେ ଏହି ସଚେତନ କାର୍ଯ୍ୟକ୍ରମ ଆଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଏଏନଏମ, ମହିଳା କ୍ରୀଡ଼ାଳି ଓ ଵିଶେଷତଃ କେଜିବିଭି ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଆୟୋଜିତ ହେବ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାୟ ଜିଲ୍ଲା କ୍ରୀଡା ଅଧିକାରୀ (ଡିଏସଓ), ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ), ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଡିଏଚଓଙ୍କ ଟିମ୍ ସହଯୋଗରେ ଏହି ସଚେତନତା ଅଭିଯାନ ସଫଳ କରାଯିବାକୁ ଲକ୍ଷ୍ୟ ରହିଛି l

19 hrs ago
user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Yoga instructor ମାଲକାନଗିରି, ମାଲକାନଗିରି, ଓଡ଼ିଶା•
19 hrs ago
ff341ed5-caa7-44f7-9730-188bb72bbced

ପର୍ବତାରୋହୀ ସମୀରା ଖାନ୍ ଖୁବ୍ ଶୀଘ୍ର ମାଲକାନଗିରିରେ : କନ୍ୟା ସଶକ୍ତିକରଣ, HPV ଟିକାକରଣ ଓ କ୍ୟାନ୍ସର ସଚେତନତା ଅଭିଯାନ ମାଲକାନଗିରି, ୨୦-୦୪-୨୦୨୬: (ରାମ କୃଷ୍ଣ ଚୌଧୁରୀ):- ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ପର୍ବତାରୋହୀ ଓ ସାଇକ୍ଲିଷ୍ଟ ସମୀରା ଖାନ୍‌ଙ୍କ ଦ୍ୱାରା ଚାଲିଥିବା ଗ୍ରାମୀଣ କନ୍ୟା ସଶକ୍ତିକରଣ ଓ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଅନୁଷ୍ଠାନ ମାଲକାନଗିରି ଜିଲ୍ଲାରେ ଆୟୋଜିତ ହେବାକୁ ଯାଉଛି। ସେ ଗଞ୍ଜାମରୁ ସାଇକ୍ଲିଂ କରି ମାଲକାନଗିରିକୁ ପହଞ୍ଚି ଏହି ସମାଜମୁଖୀ କାର୍ଯ୍ୟକ୍ରମ କରିବେ। ସମୀରା ଖାନ୍‌ ଏପର୍ଯ୍ୟନ୍ତ ହିମାଳୟ ଓ ଇଉରୋପରେ ୧୧ଟି ପର୍ବତ ଅଭିଯାନ ସଫଳତାର

d7e0ba1d-8af2-40f1-88c9-fc9997f0341d

ସହ କରିଥିବା ସହ ୩୭ଟି ଦେଶରେ ସାଇକ୍ଲିଂ କରିଛନ୍ତି। ୨୦୨୫ ମାର୍ଚ୍ଚରୁ ସେ ୧୨ ମାସୀୟ ସୋଲୋ ସାଇକ୍ଲିଂ ଯାତ୍ରାରେ ବାହାରି ୧୦ରୁ ଅଧିକ ରାଜ୍ୟରେ ୭,୦୦୦ କି.ମି. ଯାତ୍ରା କରି ୧୦୦୦ରୁ ଅଧିକ ଗ୍ରାମୀଣ ଓ ସହରୀୟ ବିଦ୍ୟାଳୟରେ ଝିଅମାନଙ୍କୁ ସଚେତନ କରୁଛନ୍ତି। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଝିଅମାନଙ୍କୁ ସାହସ, ଆତ୍ମବିଶ୍ୱାସ ଓ ଧୃଢତାରେ ସଶକ୍ତ କରିବା ସହ ସମାଜରେ ରହିଥିବା ବିଭିନ୍ନ ବାଧା ବିପକ୍ଷରେ ସଚେତନତା ସୃଷ୍ଟି କରିବା। ସେହିପରି ଏହି ଅଭିଯାନ ଅନ୍ତର୍ଗତ HPV ଟିକାକରଣ ମାଧ୍ୟମରେ ଗର୍ଭାଶୟ

fa29fb83-a801-46f2-a58b-884cf5ec1de7

କ୍ୟାନ୍ସର ପ୍ରତିରୋଧ ବିଷୟରେ ମଧ୍ୟ ଜାଗରୁକତା କରାଯିବ। ଆମ ଜିଲ୍ଲାରେ ଏହି ସଚେତନ କାର୍ଯ୍ୟକ୍ରମ ଆଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଏଏନଏମ, ମହିଳା କ୍ରୀଡ଼ାଳି ଓ ଵିଶେଷତଃ କେଜିବିଭି ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଆୟୋଜିତ ହେବ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାୟ ଜିଲ୍ଲା କ୍ରୀଡା ଅଧିକାରୀ (ଡିଏସଓ), ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ), ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଡିଏଚଓଙ୍କ ଟିମ୍ ସହଯୋଗରେ ଏହି ସଚେତନତା ଅଭିଯାନ ସଫଳ କରାଯିବାକୁ ଲକ୍ଷ୍ୟ ରହିଛି l

More news from ଓଡ଼ିଶା and nearby areas
  • କୋରକୁଣ୍ଡା ତମସା ଶ୍ରୀକ୍ଷେତ୍ର ରେ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ
    1
    କୋରକୁଣ୍ଡା ତମସା ଶ୍ରୀକ୍ଷେତ୍ର ରେ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ
    user_Ratnakar Dash
    Ratnakar Dash
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    8 hrs ago
  • କଳିମେଳା ବ୍ଲକରେ ସାଇବର ସଚେତନତା କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର କଳିମେଳା ବ୍ଲକରେ ସାଇବର ସଚେତନତାକୁ ଗୁରୁତ୍ୱ ଦେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଇବର ସେଲର ଗୌତମ କୀର୍ତନିଆ ଏବଂ CCTNS ସେଲର ସମରେନ୍ଦ୍ର ବିଶୋଇ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। କାଲିମେଳା ଥାନା ଅଧିକାରୀ ପ୍ରୂଭୁଦତ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ଥାନା ଅଧିକାରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତାପସଙ୍କ ସହଯୋଗରେ ସଫଳତାର ସହ କରାଯାଇଥିଲା।” ସେମାନେ ସାଧାରଣ ଲୋକମାନଙ୍କୁ ଅନଲାଇନ୍ ଠକେଇ, OTP ଶେୟରିଂ ଓ ସୋସିଆଲ ମିଡିଆ ଦୁରୁପଯୋଗ ବିଷୟରେ ସଚେତନ କରିଥିଲେ। ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସୂଚନା କାହାକୁ ନଦେବା, ଅଜଣା ଲିଙ୍କ କ୍ଲିକ୍ ନକରିବା ଓ ସନ୍ଦେହଜନକ ଫୋନ୍ କଲ୍‌ରୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର l ସ୍ଥାନୀୟ ନିବାସୀ ଓ ସରକାରୀ କର୍ମଚାରୀମାନେ ଯୋଗଦେଇ ସାଇବର ସୁରକ୍ଷା ବିଷୟରେ ଜାଣିଥିଲେ। ଅନୁଷ୍ଠାନରେ ପ୍ରଶ୍ନୋତ୍ତର ସତ୍ର ମାଧ୍ୟମରେ ଲୋକମାନଙ୍କ ସନ୍ଦେହ ଦୂର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷl ମାଲା ମାଡ଼ି, କାଲିମେଳା ବଜାର କମିଟି ଉପ ସଭାପତି ସଞ୍ଜୟ ମୁରଶିଦ, ସମାଜ ସେବି କାମସେନ ପ୍ରଧାନ, ସମାଜ ସେବି ସପନ ଦତ୍ତ, ପରିତୋଷ ମଣ୍ଡଳ, ପ୍ରୁମୁଖ ଉପସ୍ଥିତ ଥିଲେ l ଉଚ୍ଚ ଶିକ୍ଷିତ ବି ଏହି ସାଇବର ଠକେଇର ଶିକାର ହେବାର ମଧ୍ୟ ଦେଖିବାକୁ ମିଳିଛି l ଏଥିରୁ ନ ଡରି ପୋଲିସ ର ସହାୟତା ନେବାପାଇଁ କୁହାଯାଇଛି l ଏହିପରି ସଚେତନତା କାର୍ଯ୍ୟକ୍ରମ ଗ୍ରାମୀଣ ଅଞ୍ଚଳରେ ଲୋକମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବାରେ ଉପକାରୀ ହେବ ବୋଲି ଅନୁମାନ କରାଯାଉଛି।
    4
    କଳିମେଳା ବ୍ଲକରେ ସାଇବର ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି ଜିଲ୍ଲାର କଳିମେଳା ବ୍ଲକରେ ସାଇବର ସଚେତନତାକୁ ଗୁରୁତ୍ୱ ଦେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଇବର ସେଲର ଗୌତମ କୀର୍ତନିଆ ଏବଂ CCTNS ସେଲର ସମରେନ୍ଦ୍ର ବିଶୋଇ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। କାଲିମେଳା ଥାନା ଅଧିକାରୀ ପ୍ରୂଭୁଦତ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ଥାନା ଅଧିକାରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତାପସଙ୍କ ସହଯୋଗରେ ସଫଳତାର ସହ କରାଯାଇଥିଲା।”
ସେମାନେ ସାଧାରଣ ଲୋକମାନଙ୍କୁ ଅନଲାଇନ୍ ଠକେଇ, OTP ଶେୟରିଂ ଓ ସୋସିଆଲ ମିଡିଆ ଦୁରୁପଯୋଗ ବିଷୟରେ ସଚେତନ କରିଥିଲେ। ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସୂଚନା କାହାକୁ ନଦେବା, ଅଜଣା ଲିଙ୍କ କ୍ଲିକ୍ ନକରିବା ଓ ସନ୍ଦେହଜନକ ଫୋନ୍ କଲ୍‌ରୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର l ସ୍ଥାନୀୟ ନିବାସୀ ଓ ସରକାରୀ କର୍ମଚାରୀମାନେ ଯୋଗଦେଇ ସାଇବର ସୁରକ୍ଷା ବିଷୟରେ ଜାଣିଥିଲେ। ଅନୁଷ୍ଠାନରେ ପ୍ରଶ୍ନୋତ୍ତର ସତ୍ର ମାଧ୍ୟମରେ ଲୋକମାନଙ୍କ ସନ୍ଦେହ ଦୂର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷl ମାଲା ମାଡ଼ି, କାଲିମେଳା ବଜାର କମିଟି ଉପ ସଭାପତି ସଞ୍ଜୟ ମୁରଶିଦ, ସମାଜ ସେବି କାମସେନ ପ୍ରଧାନ, ସମାଜ ସେବି ସପନ ଦତ୍ତ, ପରିତୋଷ ମଣ୍ଡଳ, ପ୍ରୁମୁଖ ଉପସ୍ଥିତ ଥିଲେ l ଉଚ୍ଚ ଶିକ୍ଷିତ ବି ଏହି ସାଇବର ଠକେଇର ଶିକାର ହେବାର ମଧ୍ୟ ଦେଖିବାକୁ ମିଳିଛି l ଏଥିରୁ ନ ଡରି ପୋଲିସ ର ସହାୟତା ନେବାପାଇଁ କୁହାଯାଇଛି l ଏହିପରି ସଚେତନତା କାର୍ଯ୍ୟକ୍ରମ ଗ୍ରାମୀଣ ଅଞ୍ଚଳରେ ଲୋକମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବାରେ ଉପକାରୀ ହେବ ବୋଲି ଅନୁମାନ କରାଯାଉଛି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    22 hrs ago
  • ଜୟପୁରରେ କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଆସୁଛି ଏକ ବଡ଼ ଖବର। ଏବେ ପୂରା Indian Premier League (ଆଇପିଏଲ୍) ଫର୍ମାଟ୍‌ରେ ଜୟପୁର ପ୍ରିମିୟର୍ ଲିଗ୍ (JPL) ଆୟୋଜିତ ହେବାକୁ ଯାଉଛି। ଏହି ନେଇ ଜେପିଏଲ୍ ଚେୟାରମ୍ୟାନ୍ ବାବୁଲା ରାଉତ ସୂଚନା ଦେଇ କହିଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ୬ଟି ଦଳ ଭାଗ ନେବେ। ପ୍ରତ୍ୟେକ ଦଳ ମଧ୍ୟରେ ତୀବ୍ର ପ୍ରତିସ୍ପର୍ଦ୍ଧା ଦେଖିବାକୁ ମିଳିବ ଓ ଖେଳ ପୂରାପୁରି ଆଇପିଏଲ୍ ଶୈଳୀରେ ଆୟୋଜିତ ହେବ। ସେ ଆହୁରି କହିଛନ୍ତି ଯେ, ଏହି ଲିଗ୍‌ର ମୁଖ୍ୟ ଆକର୍ଷଣ ହେଉଛି ପୁରସ୍କାର ରାଶି। ବିଜେତା ଦଳକୁ ଦିଆଯିବ ଦେଢ ଲକ୍ଷ ଟଙ୍କା, ଯାହା ଖେଳାଳିମାନଙ୍କୁ ଆହୁରି ଉତ୍ସାହିତ କରିବ।
    1
    ଜୟପୁରରେ କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଆସୁଛି ଏକ ବଡ଼ ଖବର। ଏବେ ପୂରା Indian Premier League (ଆଇପିଏଲ୍) ଫର୍ମାଟ୍‌ରେ ଜୟପୁର ପ୍ରିମିୟର୍ ଲିଗ୍ (JPL) ଆୟୋଜିତ ହେବାକୁ ଯାଉଛି।
ଏହି ନେଇ ଜେପିଏଲ୍ ଚେୟାରମ୍ୟାନ୍ ବାବୁଲା ରାଉତ ସୂଚନା ଦେଇ କହିଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ୬ଟି ଦଳ ଭାଗ ନେବେ। ପ୍ରତ୍ୟେକ ଦଳ ମଧ୍ୟରେ ତୀବ୍ର ପ୍ରତିସ୍ପର୍ଦ୍ଧା ଦେଖିବାକୁ ମିଳିବ ଓ ଖେଳ ପୂରାପୁରି ଆଇପିଏଲ୍ ଶୈଳୀରେ ଆୟୋଜିତ ହେବ।
ସେ ଆହୁରି କହିଛନ୍ତି ଯେ, ଏହି ଲିଗ୍‌ର ମୁଖ୍ୟ ଆକର୍ଷଣ ହେଉଛି ପୁରସ୍କାର ରାଶି। ବିଜେତା ଦଳକୁ ଦିଆଯିବ ଦେଢ ଲକ୍ଷ ଟଙ୍କା, ଯାହା ଖେଳାଳିମାନଙ୍କୁ ଆହୁରି ଉତ୍ସାହିତ କରିବ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    1 hr ago
  • ନାଲକୋ ପକ୍ଷରୁ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରୁ ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ୧୯ ତାରିଖ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁଞିଗୁଡାକୁ ହରାଇ ଉପର ରଙ୍ଗପାଣି ଟିମ୍ ଚମ୍ପିୟାନ ହୋଇଥିଲା। ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ,ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭି.ଏସ୍.ଏସ୍.ଆନନ୍ଦ,ସିଜିଏମ ପୁରୁଷୋତ୍ତମ ମହନ୍ତ,ସିଆଇଏସଏଫ ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ସମେତ ନାଲକୋର ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଖଣି ଅଞ୍ଚଳରୁ ଅଧିକାରୀ ମାନେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟସେବା ସହ କ୍ରୀଡା ମାଧ୍ୟମରେ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଯୁବ ବିକାଶକୁ ପ୍ରୋତ୍ସାହିତ କରିବା ନାଲକୋର ଏହା ଏକ ବିଶେଷ ପଦକ୍ଷେପ ଓ ପ୍ରତିବଦ୍ଧତା ବୋଲି ସିଏମଡ଼ି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।
    1
    ନାଲକୋ ପକ୍ଷରୁ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରୁ ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ୧୯ ତାରିଖ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁଞିଗୁଡାକୁ ହରାଇ ଉପର ରଙ୍ଗପାଣି ଟିମ୍ ଚମ୍ପିୟାନ ହୋଇଥିଲା। ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ,ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭି.ଏସ୍.ଏସ୍.ଆନନ୍ଦ,ସିଜିଏମ ପୁରୁଷୋତ୍ତମ ମହନ୍ତ,ସିଆଇଏସଏଫ ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ସମେତ ନାଲକୋର ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଖଣି ଅଞ୍ଚଳରୁ ଅଧିକାରୀ ମାନେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟସେବା ସହ କ୍ରୀଡା ମାଧ୍ୟମରେ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଯୁବ ବିକାଶକୁ ପ୍ରୋତ୍ସାହିତ କରିବା ନାଲକୋର ଏହା ଏକ ବିଶେଷ ପଦକ୍ଷେପ ଓ ପ୍ରତିବଦ୍ଧତା ବୋଲି ସିଏମଡ଼ି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    19 hrs ago
  • Post by MSP TV (Reporter:-MiHiR)
    1
    Post by MSP TV (Reporter:-MiHiR)
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Dabugan, Nabarangpur, Odisha, India ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    17 hrs ago
  • ଦେଖନ୍ତୁ ଓ ଶୁଣନ୍ତୁ ଆପଣମାନେ 🙏🙏🙏
    1
    ଦେଖନ୍ତୁ ଓ ଶୁଣନ୍ତୁ ଆପଣମାନେ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    9 min ago
  • ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।
    1
    ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।
    user_Gunupur Updates
    Gunupur Updates
    Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
    2 hrs ago
  • ଭଲଖବର ଦେଖନ୍ତୁ ଲାଇକ, କମେଣ୍ଟ, ଦେଇ ସେୟାର ଓ ସବସକ୍ରାଇବ କରନ୍ତୁ
    3
    ଭଲଖବର ଦେଖନ୍ତୁ ଲାଇକ, କମେଣ୍ଟ, ଦେଇ ସେୟାର ଓ ସବସକ୍ରାଇବ କରନ୍ତୁ
    user_Ratnakar Dash
    Ratnakar Dash
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.