logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଳିମେଳା ବ୍ଲକରେ ସାଇବର ସଚେତନତା କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର କଳିମେଳା ବ୍ଲକରେ ସାଇବର ସଚେତନତାକୁ ଗୁରୁତ୍ୱ ଦେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଇବର ସେଲର ଗୌତମ କୀର୍ତନିଆ ଏବଂ CCTNS ସେଲର ସମରେନ୍ଦ୍ର ବିଶୋଇ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। କାଲିମେଳା ଥାନା ଅଧିକାରୀ ପ୍ରୂଭୁଦତ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ଥାନା ଅଧିକାରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତାପସଙ୍କ ସହଯୋଗରେ ସଫଳତାର ସହ କରାଯାଇଥିଲା।” ସେମାନେ ସାଧାରଣ ଲୋକମାନଙ୍କୁ ଅନଲାଇନ୍ ଠକେଇ, OTP ଶେୟରିଂ ଓ ସୋସିଆଲ ମିଡିଆ ଦୁରୁପଯୋଗ ବିଷୟରେ ସଚେତନ କରିଥିଲେ। ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସୂଚନା କାହାକୁ ନଦେବା, ଅଜଣା ଲିଙ୍କ କ୍ଲିକ୍ ନକରିବା ଓ ସନ୍ଦେହଜନକ ଫୋନ୍ କଲ୍‌ରୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର l ସ୍ଥାନୀୟ ନିବାସୀ ଓ ସରକାରୀ କର୍ମଚାରୀମାନେ ଯୋଗଦେଇ ସାଇବର ସୁରକ୍ଷା ବିଷୟରେ ଜାଣିଥିଲେ। ଅନୁଷ୍ଠାନରେ ପ୍ରଶ୍ନୋତ୍ତର ସତ୍ର ମାଧ୍ୟମରେ ଲୋକମାନଙ୍କ ସନ୍ଦେହ ଦୂର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷl ମାଲା ମାଡ଼ି, କାଲିମେଳା ବଜାର କମିଟି ଉପ ସଭାପତି ସଞ୍ଜୟ ମୁରଶିଦ, ସମାଜ ସେବି କାମସେନ ପ୍ରଧାନ, ସମାଜ ସେବି ସପନ ଦତ୍ତ, ପରିତୋଷ ମଣ୍ଡଳ, ପ୍ରୁମୁଖ ଉପସ୍ଥିତ ଥିଲେ l ଉଚ୍ଚ ଶିକ୍ଷିତ ବି ଏହି ସାଇବର ଠକେଇର ଶିକାର ହେବାର ମଧ୍ୟ ଦେଖିବାକୁ ମିଳିଛି l ଏଥିରୁ ନ ଡରି ପୋଲିସ ର ସହାୟତା ନେବାପାଇଁ କୁହାଯାଇଛି l ଏହିପରି ସଚେତନତା କାର୍ଯ୍ୟକ୍ରମ ଗ୍ରାମୀଣ ଅଞ୍ଚଳରେ ଲୋକମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବାରେ ଉପକାରୀ ହେବ ବୋଲି ଅନୁମାନ କରାଯାଉଛି।

1 hr ago
user_The Malkangiri news
The Malkangiri news
ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
1 hr ago

କଳିମେଳା ବ୍ଲକରେ ସାଇବର ସଚେତନତା କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର କଳିମେଳା ବ୍ଲକରେ ସାଇବର ସଚେତନତାକୁ ଗୁରୁତ୍ୱ ଦେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଇବର ସେଲର ଗୌତମ କୀର୍ତନିଆ ଏବଂ CCTNS ସେଲର ସମରେନ୍ଦ୍ର ବିଶୋଇ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। କାଲିମେଳା ଥାନା ଅଧିକାରୀ ପ୍ରୂଭୁଦତ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ଥାନା

ac08bf83-90d2-4381-ae82-e585c55b9ce2

ଅଧିକାରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତାପସଙ୍କ ସହଯୋଗରେ ସଫଳତାର ସହ କରାଯାଇଥିଲା।” ସେମାନେ ସାଧାରଣ ଲୋକମାନଙ୍କୁ ଅନଲାଇନ୍ ଠକେଇ, OTP ଶେୟରିଂ ଓ ସୋସିଆଲ ମିଡିଆ ଦୁରୁପଯୋଗ ବିଷୟରେ ସଚେତନ କରିଥିଲେ। ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସୂଚନା କାହାକୁ ନଦେବା, ଅଜଣା ଲିଙ୍କ କ୍ଲିକ୍ ନକରିବା ଓ ସନ୍ଦେହଜନକ ଫୋନ୍ କଲ୍‌ରୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ସୋସିଆଲ ମିଡିଆ

ba30c874-7e52-4445-8dc3-cd234b050b36

ଇନଫ୍ଲୁଏନ୍ସର l ସ୍ଥାନୀୟ ନିବାସୀ ଓ ସରକାରୀ କର୍ମଚାରୀମାନେ ଯୋଗଦେଇ ସାଇବର ସୁରକ୍ଷା ବିଷୟରେ ଜାଣିଥିଲେ। ଅନୁଷ୍ଠାନରେ ପ୍ରଶ୍ନୋତ୍ତର ସତ୍ର ମାଧ୍ୟମରେ ଲୋକମାନଙ୍କ ସନ୍ଦେହ ଦୂର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷl ମାଲା ମାଡ଼ି, କାଲିମେଳା ବଜାର କମିଟି ଉପ ସଭାପତି ସଞ୍ଜୟ ମୁରଶିଦ, ସମାଜ ସେବି କାମସେନ ପ୍ରଧାନ, ସମାଜ

d0973ff3-faf3-4945-b5c3-c01c04cd571d

ସେବି ସପନ ଦତ୍ତ, ପରିତୋଷ ମଣ୍ଡଳ, ପ୍ରୁମୁଖ ଉପସ୍ଥିତ ଥିଲେ l ଉଚ୍ଚ ଶିକ୍ଷିତ ବି ଏହି ସାଇବର ଠକେଇର ଶିକାର ହେବାର ମଧ୍ୟ ଦେଖିବାକୁ ମିଳିଛି l ଏଥିରୁ ନ ଡରି ପୋଲିସ ର ସହାୟତା ନେବାପାଇଁ କୁହାଯାଇଛି l ଏହିପରି ସଚେତନତା କାର୍ଯ୍ୟକ୍ରମ ଗ୍ରାମୀଣ ଅଞ୍ଚଳରେ ଲୋକମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବାରେ ଉପକାରୀ ହେବ ବୋଲି ଅନୁମାନ କରାଯାଉଛି।

More news from ଓଡ଼ିଶା and nearby areas
  • କଳିମେଳା ବ୍ଲକରେ ସାଇବର ସଚେତନତା କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର କଳିମେଳା ବ୍ଲକରେ ସାଇବର ସଚେତନତାକୁ ଗୁରୁତ୍ୱ ଦେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଇବର ସେଲର ଗୌତମ କୀର୍ତନିଆ ଏବଂ CCTNS ସେଲର ସମରେନ୍ଦ୍ର ବିଶୋଇ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। କାଲିମେଳା ଥାନା ଅଧିକାରୀ ପ୍ରୂଭୁଦତ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ଥାନା ଅଧିକାରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତାପସଙ୍କ ସହଯୋଗରେ ସଫଳତାର ସହ କରାଯାଇଥିଲା।” ସେମାନେ ସାଧାରଣ ଲୋକମାନଙ୍କୁ ଅନଲାଇନ୍ ଠକେଇ, OTP ଶେୟରିଂ ଓ ସୋସିଆଲ ମିଡିଆ ଦୁରୁପଯୋଗ ବିଷୟରେ ସଚେତନ କରିଥିଲେ। ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସୂଚନା କାହାକୁ ନଦେବା, ଅଜଣା ଲିଙ୍କ କ୍ଲିକ୍ ନକରିବା ଓ ସନ୍ଦେହଜନକ ଫୋନ୍ କଲ୍‌ରୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର l ସ୍ଥାନୀୟ ନିବାସୀ ଓ ସରକାରୀ କର୍ମଚାରୀମାନେ ଯୋଗଦେଇ ସାଇବର ସୁରକ୍ଷା ବିଷୟରେ ଜାଣିଥିଲେ। ଅନୁଷ୍ଠାନରେ ପ୍ରଶ୍ନୋତ୍ତର ସତ୍ର ମାଧ୍ୟମରେ ଲୋକମାନଙ୍କ ସନ୍ଦେହ ଦୂର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷl ମାଲା ମାଡ଼ି, କାଲିମେଳା ବଜାର କମିଟି ଉପ ସଭାପତି ସଞ୍ଜୟ ମୁରଶିଦ, ସମାଜ ସେବି କାମସେନ ପ୍ରଧାନ, ସମାଜ ସେବି ସପନ ଦତ୍ତ, ପରିତୋଷ ମଣ୍ଡଳ, ପ୍ରୁମୁଖ ଉପସ୍ଥିତ ଥିଲେ l ଉଚ୍ଚ ଶିକ୍ଷିତ ବି ଏହି ସାଇବର ଠକେଇର ଶିକାର ହେବାର ମଧ୍ୟ ଦେଖିବାକୁ ମିଳିଛି l ଏଥିରୁ ନ ଡରି ପୋଲିସ ର ସହାୟତା ନେବାପାଇଁ କୁହାଯାଇଛି l ଏହିପରି ସଚେତନତା କାର୍ଯ୍ୟକ୍ରମ ଗ୍ରାମୀଣ ଅଞ୍ଚଳରେ ଲୋକମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବାରେ ଉପକାରୀ ହେବ ବୋଲି ଅନୁମାନ କରାଯାଉଛି।
    4
    କଳିମେଳା ବ୍ଲକରେ ସାଇବର ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି ଜିଲ୍ଲାର କଳିମେଳା ବ୍ଲକରେ ସାଇବର ସଚେତନତାକୁ ଗୁରୁତ୍ୱ ଦେଇ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଇବର ସେଲର ଗୌତମ କୀର୍ତନିଆ ଏବଂ CCTNS ସେଲର ସମରେନ୍ଦ୍ର ବିଶୋଇ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। କାଲିମେଳା ଥାନା ଅଧିକାରୀ ପ୍ରୂଭୁଦତ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ଥାନା ଅଧିକାରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତାପସଙ୍କ ସହଯୋଗରେ ସଫଳତାର ସହ କରାଯାଇଥିଲା।”
ସେମାନେ ସାଧାରଣ ଲୋକମାନଙ୍କୁ ଅନଲାଇନ୍ ଠକେଇ, OTP ଶେୟରିଂ ଓ ସୋସିଆଲ ମିଡିଆ ଦୁରୁପଯୋଗ ବିଷୟରେ ସଚେତନ କରିଥିଲେ। ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସୂଚନା କାହାକୁ ନଦେବା, ଅଜଣା ଲିଙ୍କ କ୍ଲିକ୍ ନକରିବା ଓ ସନ୍ଦେହଜନକ ଫୋନ୍ କଲ୍‌ରୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର l ସ୍ଥାନୀୟ ନିବାସୀ ଓ ସରକାରୀ କର୍ମଚାରୀମାନେ ଯୋଗଦେଇ ସାଇବର ସୁରକ୍ଷା ବିଷୟରେ ଜାଣିଥିଲେ। ଅନୁଷ୍ଠାନରେ ପ୍ରଶ୍ନୋତ୍ତର ସତ୍ର ମାଧ୍ୟମରେ ଲୋକମାନଙ୍କ ସନ୍ଦେହ ଦୂର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷl ମାଲା ମାଡ଼ି, କାଲିମେଳା ବଜାର କମିଟି ଉପ ସଭାପତି ସଞ୍ଜୟ ମୁରଶିଦ, ସମାଜ ସେବି କାମସେନ ପ୍ରଧାନ, ସମାଜ ସେବି ସପନ ଦତ୍ତ, ପରିତୋଷ ମଣ୍ଡଳ, ପ୍ରୁମୁଖ ଉପସ୍ଥିତ ଥିଲେ l ଉଚ୍ଚ ଶିକ୍ଷିତ ବି ଏହି ସାଇବର ଠକେଇର ଶିକାର ହେବାର ମଧ୍ୟ ଦେଖିବାକୁ ମିଳିଛି l ଏଥିରୁ ନ ଡରି ପୋଲିସ ର ସହାୟତା ନେବାପାଇଁ କୁହାଯାଇଛି l ଏହିପରି ସଚେତନତା କାର୍ଯ୍ୟକ୍ରମ ଗ୍ରାମୀଣ ଅଞ୍ଚଳରେ ଲୋକମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବାରେ ଉପକାରୀ ହେବ ବୋଲି ଅନୁମାନ କରାଯାଉଛି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    1 hr ago
  • ମାଲାନଗିରି ସଦର ମହକୁମା ଦେଇ ବୋହିଯାଉଥିବା ମୁଖ୍ୟ କେନାଲ ରେ ୧୫ଫୁଟ ଲମ୍ବର ଅଜଗର ଘୂରିବୁଲୁଥିବା ଦେଖିବାକୁ ମିଳିଛି । ଘଟଣା କ୍ରମେ ଦୁଇଦିନ ତଳେ ସନ୍ଧ୍ୟା ସମୟରେ ଏକ ବିରାଟ କାୟ ଅଜଗର ସାପ କେନାଲ ନିକଟରେ ଶୋଇଥିବା କିଛି ଲୋକ ଦେଖିବାକୁ ପାଇଥିଲେ ଏହି ଘଟଣା ଜାଣିବା ପରେ ସେହି ଅଞ୍ଚଳରେ ଆତଙ୍କର ଛାୟା ଖେଳିଯାଇଥିଲା।ଦୈନିକ ଏହି ଉପରେ ସହ ସହ ଲୋକ ନିର୍ଭରଶୀଳ ହୋଇଥିବା ବେଳେ ଲୋକେ ଗାଧେଇବା, ଦୈନିକ ବ୍ୟବହାର ପାଇଁ ପାଣି ନେଉଥିବା ଦେଖିବାକୁ ମିଳିଥାଏ।ଉକ୍ତ କେନାଲ ଦ୍ୱାରା ପଶୁପକ୍ଷୀ ମଧ୍ୟ ତୃଷ୍ଣା ମେଣ୍ଟାଇଥାନ୍ତି।ଖରା ଦିନ ହୋଇଥିବାରୁ ନିକଟ ଅଞ୍ଚଳର ପିଲାମାନେ ଏହି କେନାଲ ରେ ଗାଧେଇବା ସହ ଖେଳାଖେଳି କରିଥିବା ଦେଖିବାକୁ ମିଳିଛି।ଏହି ଅଜଗର ଯୋଗୁ ଆଗାମୀ ଦିନରେ କିଛି ଦୁଘଟଣା ଘଟିବାର ଆଶଙ୍କା ରହିଥିବାବେଳେ ବନବିଭାଗ ଏହାକୁ ଯଥାଶୀଘ୍ର କେନାଲରୁ ଉଦ୍ଧାର କରି ଜନବସତି ଠାରୁ ଦୂରରେ ଛାଡିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
    2
    ମାଲାନଗିରି ସଦର ମହକୁମା ଦେଇ ବୋହିଯାଉଥିବା ମୁଖ୍ୟ କେନାଲ ରେ  ୧୫ଫୁଟ ଲମ୍ବର ଅଜଗର ଘୂରିବୁଲୁଥିବା ଦେଖିବାକୁ ମିଳିଛି । ଘଟଣା କ୍ରମେ ଦୁଇଦିନ ତଳେ ସନ୍ଧ୍ୟା ସମୟରେ ଏକ ବିରାଟ କାୟ ଅଜଗର ସାପ  କେନାଲ ନିକଟରେ ଶୋଇଥିବା କିଛି ଲୋକ ଦେଖିବାକୁ ପାଇଥିଲେ ଏହି ଘଟଣା ଜାଣିବା ପରେ ସେହି ଅଞ୍ଚଳରେ ଆତଙ୍କର ଛାୟା ଖେଳିଯାଇଥିଲା।ଦୈନିକ ଏହି ଉପରେ ସହ ସହ ଲୋକ ନିର୍ଭରଶୀଳ ହୋଇଥିବା ବେଳେ ଲୋକେ ଗାଧେଇବା, ଦୈନିକ ବ୍ୟବହାର ପାଇଁ ପାଣି ନେଉଥିବା ଦେଖିବାକୁ ମିଳିଥାଏ।ଉକ୍ତ କେନାଲ ଦ୍ୱାରା ପଶୁପକ୍ଷୀ ମଧ୍ୟ ତୃଷ୍ଣା ମେଣ୍ଟାଇଥାନ୍ତି।ଖରା ଦିନ ହୋଇଥିବାରୁ ନିକଟ ଅଞ୍ଚଳର ପିଲାମାନେ ଏହି କେନାଲ ରେ ଗାଧେଇବା ସହ ଖେଳାଖେଳି କରିଥିବା ଦେଖିବାକୁ ମିଳିଛି।ଏହି ଅଜଗର ଯୋଗୁ ଆଗାମୀ ଦିନରେ କିଛି ଦୁଘଟଣା ଘଟିବାର ଆଶଙ୍କା ରହିଥିବାବେଳେ  ବନବିଭାଗ ଏହାକୁ ଯଥାଶୀଘ୍ର କେନାଲରୁ ଉଦ୍ଧାର କରି ଜନବସତି ଠାରୁ ଦୂରରେ ଛାଡିବାକୁ   ଅଞ୍ଚଳବାସୀ ଦାବି କରିଛନ୍ତି।
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Yoga instructor ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    23 hrs ago
  • ରୋଟାରି କ୍ଲବ ଜୟପୁର ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳଭାବେ ଆୟୋଜିତ ହୋଇଯାଇଛି।
    1
    ରୋଟାରି କ୍ଲବ ଜୟପୁର ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳଭାବେ ଆୟୋଜିତ ହୋଇଯାଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    54 min ago
  • ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ପ୍ରଶାନ୍ତ ଦାସ ଶିକ୍ଷକ ବାଇକ୍ ଦୁର୍ଘଟଣା ମୃତ୍ୟୁ
    1
    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର  ପ୍ରଶାନ୍ତ ଦାସ ଶିକ୍ଷକ ବାଇକ୍ ଦୁର୍ଘଟଣା ମୃତ୍ୟୁ
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    21 hrs ago
  • ପାହାଡ ପର୍ବତ ଘେରା ଦୁର୍ଗମ ଗୁମ୍ମା ବ୍ଲକ ଅଞ୍ଚଳ ରେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ଦୁର୍ଘଟଣା ହେଉ କିମ୍ବା ଘର ପୋଡ଼ି ଲୋକଙ୍କ ପାଖରେ ପହଞ୍ଚି ତୁରଂତ ସେବା ଯୋଗାଇଥାନ୍ତି ଗୁମ୍ମା ଦମକଳ କେନ୍ଦ୍ର ର ଅଗ୍ନିଶ୍ରମ ବାହିନୀ। ଚଳିତ ମାସ ଚଉଦ ତାରିଖ ଠାରୁ କୋଡ଼ିଏ ତାରିଖ ପର୍ଯ୍ୟନ୍ତ ଜାରି ରହିଛି ଅଗ୍ନି ସେବା ସପ୍ତାହ। ଗୁମ୍ମା ବ୍ଲକର ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଗାଇବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାଇଝାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ବିଭିନ୍ନ ଅପହଞ୍ଚ ଗାଁରେ ପହଞ୍ଚି ଚଳିତ ଗ୍ରୀଷ୍ମ ଋତୁରେ କିପରି ଅଗ୍ନିକାଣ୍ଡ ଘଟିପାରେ, ଏହାର ନିରାକରଣ ଓ ପ୍ରତିକାର ପାଇଁ କି କି ପଦକ୍ଷେପ ନେବା ଉଚିତ୍, ସେ ସଂପର୍କରେ ଅଞ୍ଚଳବାସୀ ତଥା ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନଙ୍କୁ ସଚେତନ କରାଇଥିଲେ। ଗୁମ୍ମା ଦମକଳ ବାହିନୀ ଦାୟିତ୍ୱରେ ଥିବା ଅଧିକାରୀ ଆର୍ ଦୁର୍ଯ୍ୟ ରେଡ୍ଡୀ ଙ୍କ ସହ ଛା ଜଣ ଫାୟାର୍ ମ୍ୟାନ୍ ଏହି ସଚେତନ କାର୍ଯ୍ୟକ୍ରମ ରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି।
    1
    ପାହାଡ ପର୍ବତ ଘେରା ଦୁର୍ଗମ ଗୁମ୍ମା ବ୍ଲକ ଅଞ୍ଚଳ ରେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ଦୁର୍ଘଟଣା ହେଉ କିମ୍ବା ଘର ପୋଡ଼ି ଲୋକଙ୍କ ପାଖରେ ପହଞ୍ଚି ତୁରଂତ ସେବା ଯୋଗାଇଥାନ୍ତି ଗୁମ୍ମା ଦମକଳ କେନ୍ଦ୍ର ର ଅଗ୍ନିଶ୍ରମ ବାହିନୀ। ଚଳିତ ମାସ ଚଉଦ ତାରିଖ ଠାରୁ କୋଡ଼ିଏ ତାରିଖ ପର୍ଯ୍ୟନ୍ତ ଜାରି ରହିଛି ଅଗ୍ନି ସେବା ସପ୍ତାହ। ଗୁମ୍ମା ବ୍ଲକର ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଗାଇବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାଇଝାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ବିଭିନ୍ନ ଅପହଞ୍ଚ ଗାଁରେ ପହଞ୍ଚି ଚଳିତ ଗ୍ରୀଷ୍ମ ଋତୁରେ କିପରି ଅଗ୍ନିକାଣ୍ଡ ଘଟିପାରେ, ଏହାର ନିରାକରଣ ଓ ପ୍ରତିକାର ପାଇଁ କି କି ପଦକ୍ଷେପ ନେବା ଉଚିତ୍, ସେ ସଂପର୍କରେ ଅଞ୍ଚଳବାସୀ ତଥା ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନଙ୍କୁ ସଚେତନ କରାଇଥିଲେ। ଗୁମ୍ମା ଦମକଳ ବାହିନୀ ଦାୟିତ୍ୱରେ ଥିବା ଅଧିକାରୀ ଆର୍ ଦୁର୍ଯ୍ୟ ରେଡ୍ଡୀ ଙ୍କ ସହ ଛା ଜଣ ଫାୟାର୍ ମ୍ୟାନ୍ ଏହି ସଚେତନ କାର୍ଯ୍ୟକ୍ରମ ରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    17 hrs ago
  • ଟ୍ରାକଟର ଚଢ଼ାଇ ତହସିଲଦାର ଙ୍କୁ ହତ୍ୟା ଉଦ୍ୟମ ମେଡିକାଲ ରେ ଭର୍ତି
    1
    ଟ୍ରାକଟର ଚଢ଼ାଇ ତହସିଲଦାର ଙ୍କୁ ହତ୍ୟା ଉଦ୍ୟମ ମେଡିକାଲ ରେ ଭର୍ତି
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    3 hrs ago
  • ରାଜନଗର ଠାରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ
    1
    ରାଜନଗର ଠାରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    3 hrs ago
  • ମାଲକାନଗିରି (ରାମ କୃଷ୍ଣ ଚୌଧୁରୀ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା କିଙ୍ଗସ୍ ହୋଟେଲ ରେ ଖରାପ ଇଞ୍ଜିନ ତେଲ ଜାଳି ରୋଷେଇ କରୁଥିବା ଜଣାପଡ଼ିଛି । ଖରାପ ଇଞ୍ଜିନ ତେଲ ବ୍ୟବହାର କରି ରୋଷେଇ କରିବା ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥିବା ବେଳେ ଉକ୍ତ ହୋଟେଲ ମାଲିକ ଇନ୍ଦ୍ରଜିତ୍ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଥିବା ଦେଖିବାକୁ ମିଳିଛି । ଖରାପ ଇଞ୍ଜିନ ତେଲ ଜଳିଲେ କର୍କଟ ସୃଷ୍ଟିକାରୀ ପଦାର୍ଥ ଏବଂ କ୍ଷତିକାରକ ଧୂଆଁ ବାହାରିଥାଏ । ଏହି ଧୂଆଁ ରୋଷେଇ ଘରର ପରିବେଶକୁ ବିଷାକ୍ତ କରିବା ସହ ଖାଦ୍ୟରେ ମିଶି ପେଟ ରୋଗ, ଶ୍ଵାସଜନିତ ସମସ୍ୟା, ଏବଂ ଦୀର୍ଘମିଆଦୀ ରୋଗର କାରଣ ହୋଇଥାଏ । କିନ୍ତୁ ହୋଟେଲ ମାଲିକ ଜଣଙ୍କ ଏସବୁ ଖାତିର ନ କରି କିଛି ଲାଭବାନ ହେବା ଆଶାରେ ଲୋକଙ୍କ ଜୀବନକୁ ବିପଦକୁ ଠେଲିଦେଉଥିବା ଜଣାପଡ଼ିଛି । ଏହି ତେଲକୁ ଖାଦ୍ୟ ତିଆରିରେ ବ୍ୟବହାର କରିବା ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ଅପରାଧ ହୋଇଥିବା ବେଳେ ଉକ୍ତ ତେଲରୁ ବାହାରୁଥିବା ଧୂଆଁ ତୀବ୍ର ବିଷାକ୍ତ ଏବଂ ଦୁର୍ଗନ୍ଧଯୁକ୍ତ ହୋଇଥିବାରୁ ଆଖ ପାଖ ପରିବେଶକୁ ପ୍ରଦୂଷିତ କରିବା ସହ ଖାଦ୍ୟର ଗୁଣବତ୍ତା ଉପରେ ପ୍ରଭାବ ପକାଉଛି । ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏଭଳି ହୋଟେଲ ଗୁଡିକ ଉପରେ କଡା ନଜର ରଖିବା ସହ ଉଚିତ ଜରିମାନା ଆଦାୟ କରିବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଏନେଇ ହୋଟେଲ ମାଲିକଙ୍କୁ ପଚାରିବାରୁ ସେ ବର୍ତ୍ତମାନ ଏଲପିଜି ଗ୍ୟାସ୍ ସଙ୍କଟ ଯୋଗୁଁ ଉକ୍ତ ତେଲ ବ୍ୟବହାର କରି ରୋଷେଇ କରୁଥିବା କହିଛନ୍ତି । ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କହିଥିଲେ ଏହା ଖାଦ୍ୟରେ କୁ ପ୍ରବାହ ପକେଇବା ସହ ଲୋକଙ୍କ ଦେହ ପ୍ରତି ହାନିକାରକ ବୋଲି ମତ ପ୍ରକାଶ କରିବା ସହ ଏହା ବାବଦରେ ତଦନ୍ତ କରିବା ନିମନ୍ତେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେବେ ବୋଲି କହିଥିଲେ।
    3
    ମାଲକାନଗିରି (ରାମ କୃଷ୍ଣ ଚୌଧୁରୀ)
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା କିଙ୍ଗସ୍ ହୋଟେଲ ରେ ଖରାପ ଇଞ୍ଜିନ ତେଲ ଜାଳି ରୋଷେଇ କରୁଥିବା ଜଣାପଡ଼ିଛି । ଖରାପ ଇଞ୍ଜିନ ତେଲ ବ୍ୟବହାର କରି ରୋଷେଇ କରିବା ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥିବା ବେଳେ ଉକ୍ତ ହୋଟେଲ ମାଲିକ ଇନ୍ଦ୍ରଜିତ୍ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଥିବା ଦେଖିବାକୁ ମିଳିଛି । ଖରାପ ଇଞ୍ଜିନ ତେଲ ଜଳିଲେ କର୍କଟ ସୃଷ୍ଟିକାରୀ ପଦାର୍ଥ ଏବଂ କ୍ଷତିକାରକ ଧୂଆଁ ବାହାରିଥାଏ  । ଏହି ଧୂଆଁ ରୋଷେଇ ଘରର ପରିବେଶକୁ ବିଷାକ୍ତ କରିବା ସହ ଖାଦ୍ୟରେ ମିଶି ପେଟ ରୋଗ, ଶ୍ଵାସଜନିତ ସମସ୍ୟା, ଏବଂ ଦୀର୍ଘମିଆଦୀ ରୋଗର କାରଣ ହୋଇଥାଏ । କିନ୍ତୁ ହୋଟେଲ ମାଲିକ ଜଣଙ୍କ ଏସବୁ ଖାତିର ନ କରି କିଛି ଲାଭବାନ ହେବା ଆଶାରେ ଲୋକଙ୍କ ଜୀବନକୁ ବିପଦକୁ ଠେଲିଦେଉଥିବା ଜଣାପଡ଼ିଛି । ଏହି ତେଲକୁ ଖାଦ୍ୟ ତିଆରିରେ ବ୍ୟବହାର କରିବା ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ଅପରାଧ ହୋଇଥିବା ବେଳେ ଉକ୍ତ ତେଲରୁ ବାହାରୁଥିବା ଧୂଆଁ ତୀବ୍ର ବିଷାକ୍ତ ଏବଂ ଦୁର୍ଗନ୍ଧଯୁକ୍ତ ହୋଇଥିବାରୁ ଆଖ ପାଖ ପରିବେଶକୁ ପ୍ରଦୂଷିତ କରିବା ସହ ଖାଦ୍ୟର ଗୁଣବତ୍ତା ଉପରେ ପ୍ରଭାବ ପକାଉଛି ।  ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏଭଳି ହୋଟେଲ ଗୁଡିକ ଉପରେ କଡା ନଜର ରଖିବା ସହ ଉଚିତ ଜରିମାନା ଆଦାୟ କରିବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଏନେଇ ହୋଟେଲ ମାଲିକଙ୍କୁ ପଚାରିବାରୁ ସେ ବର୍ତ୍ତମାନ ଏଲପିଜି ଗ୍ୟାସ୍ ସଙ୍କଟ ଯୋଗୁଁ ଉକ୍ତ ତେଲ ବ୍ୟବହାର କରି ରୋଷେଇ କରୁଥିବା କହିଛନ୍ତି । ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ମୁଖ୍ୟ  ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କହିଥିଲେ ଏହା ଖାଦ୍ୟରେ କୁ ପ୍ରବାହ ପକେଇବା ସହ ଲୋକଙ୍କ ଦେହ ପ୍ରତି ହାନିକାରକ ବୋଲି ମତ ପ୍ରକାଶ କରିବା ସହ ଏହା ବାବଦରେ ତଦନ୍ତ କରିବା ନିମନ୍ତେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେବେ ବୋଲି କହିଥିଲେ।
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Yoga instructor ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.