logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଦକ୍ଷଣ ଭବନଠାରେ ପାଣି ପଞ୍ଚାୟତ ପକ୍ଷ-୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ଯେ, ରାଜ୍ୟସରକାରଙ୍କ ନିଷ୍ପତି କ୍ରମେ ଆସନ୍ତା ଜାନୁଆରୀ ୬ ତାରିଖ ଠାରୁ ଜାନୁଆରୀ ୨୦ ତାରିଖ ପ୍ରଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ-୨୦୨୬ ଡିଭିଜନ ଜିଲ୍ଲାସ୍ତରୀୟ ଭାବେ ପାଳନ କରାଯିବ । ପାଣି ପଞ୍ଚାୟତରେ ସୁଫଳ ଓ ଏହାର କାର୍ଯ୍ୟକାରିତା ନିମନ୍ତେ ଥିବା ଯୋଜନାଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଯେଉଁ ସଚେତନତାର ଆବଶ୍ୟକତା ରହିଛି ସେଥି ପାଇଁ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି, କୃଷି, ମସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ପ୍ରଦର୍ଶନୀ ମଣ୍ଡପମାନ ଖୋଲା ଯାଇ ସଚେତନ କରାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ

on 2 January
user_Sarbeswar malik
Sarbeswar malik
Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
on 2 January

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଦକ୍ଷଣ ଭବନଠାରେ ପାଣି ପଞ୍ଚାୟତ ପକ୍ଷ-୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ଯେ, ରାଜ୍ୟସରକାରଙ୍କ ନିଷ୍ପତି କ୍ରମେ ଆସନ୍ତା ଜାନୁଆରୀ ୬ ତାରିଖ ଠାରୁ ଜାନୁଆରୀ ୨୦ ତାରିଖ ପ୍ରଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ-୨୦୨୬ ଡିଭିଜନ ଜିଲ୍ଲାସ୍ତରୀୟ ଭାବେ ପାଳନ କରାଯିବ । ପାଣି ପଞ୍ଚାୟତରେ ସୁଫଳ ଓ ଏହାର କାର୍ଯ୍ୟକାରିତା ନିମନ୍ତେ ଥିବା ଯୋଜନାଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଯେଉଁ ସଚେତନତାର ଆବଶ୍ୟକତା ରହିଛି ସେଥି ପାଇଁ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି, କୃଷି, ମସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ପ୍ରଦର୍ଶନୀ ମଣ୍ଡପମାନ ଖୋଲା ଯାଇ ସଚେତନ କରାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ

More news from ଓଡ଼ିଶା and nearby areas
  • ଜରିପାଲ ତଳେ ମୁଣ୍ଡ ଗୁଞ୍ଜୁ୍ଛନ୍ତି ଜାତୀୟ ସ୍ତରର କ୍ରୀଡ଼ାବିତ, ଆହାର କେନ୍ଦ୍ର ର ୫ ଟଙ୍କିଆ ଭାତ ଡାଲମା ଖାଇ ଦେଶ ଓ ରାଜ୍ୟ ପାଇଁ ଖେଳିବାକୁ ସ୍ବପ୍ନ ଦେଖୁଥିବା ଏହି ଦୃଷ୍ଟି ବାଧିତ ଖେଳାଳି ମାନଙ୍କୁ ମୁଣ୍ଡ ଗୁଞ୍ଜବାକୁ ଘର ନାହିଁ, ଜରିପାଲ ତମ୍ବୁ ଟାଣି ଜୀବନ ମୁଣ୍ଡ ଗୁଞ୍ଜିବାକୁ ପ୍ରୟାସ ଚଳାଇଥିବା ବେଳେ ଏହି ସ୍ଥାନରୁ ଉଠିବାକୁ ବନ୍ଦର ଇଷ୍ଟେଟ ବିଭାଗ କହିବା ପରେ ଚିନ୍ତାରେ ଏହି ଦୃଷ୍ଟିହୀନ ଖେଳାଳି, ଗତ ଦୁଇମାସ ତଳେ ରାଜସ୍ଥାନ ରେ ପାରାଜୁଡୋ ଅଲିମ୍ପିକ ରେ ଓଡିଶା ପାଇଁ ମେଡାଲ ଜିତି ଗର୍ବ ଆଣି ବିଭିନ୍ନ ବିଭାଗ ତରଫରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧିତ ହୋଇଥିବା ଏହି ଯୁବ ପ୍ରତିଭା ମାନେ ଆଜି ଜୀବନ ଜିଇଁବାକୁ ଚଳାଇଛନ୍ତି ସଂଘର୍ଷ.......
    1
    ଜରିପାଲ ତଳେ ମୁଣ୍ଡ ଗୁଞ୍ଜୁ୍ଛନ୍ତି ଜାତୀୟ ସ୍ତରର କ୍ରୀଡ଼ାବିତ, ଆହାର କେନ୍ଦ୍ର ର ୫ ଟଙ୍କିଆ ଭାତ ଡାଲମା ଖାଇ ଦେଶ ଓ ରାଜ୍ୟ ପାଇଁ ଖେଳିବାକୁ ସ୍ବପ୍ନ ଦେଖୁଥିବା ଏହି ଦୃଷ୍ଟି ବାଧିତ ଖେଳାଳି ମାନଙ୍କୁ ମୁଣ୍ଡ ଗୁଞ୍ଜବାକୁ ଘର ନାହିଁ, ଜରିପାଲ ତମ୍ବୁ ଟାଣି ଜୀବନ ମୁଣ୍ଡ ଗୁଞ୍ଜିବାକୁ ପ୍ରୟାସ ଚଳାଇଥିବା ବେଳେ ଏହି ସ୍ଥାନରୁ ଉଠିବାକୁ ବନ୍ଦର ଇଷ୍ଟେଟ ବିଭାଗ କହିବା ପରେ ଚିନ୍ତାରେ ଏହି ଦୃଷ୍ଟିହୀନ ଖେଳାଳି, ଗତ ଦୁଇମାସ ତଳେ ରାଜସ୍ଥାନ ରେ ପାରାଜୁଡୋ ଅଲିମ୍ପିକ ରେ ଓଡିଶା ପାଇଁ ମେଡାଲ ଜିତି ଗର୍ବ ଆଣି ବିଭିନ୍ନ ବିଭାଗ ତରଫରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧିତ ହୋଇଥିବା ଏହି ଯୁବ ପ୍ରତିଭା ମାନେ ଆଜି ଜୀବନ ଜିଇଁବାକୁ ଚଳାଇଛନ୍ତି ସଂଘର୍ଷ.......
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    5 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    14 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    1 hr ago
  • ଜଗତସିଂହପୁର  ୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ ଗ୍ରାମ୍ୟବ୍ୟାଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଜଣ ଆହତ l କାର ଘୋଷାଡ଼ିନେଲା ମଟରସାଇକେଲକୁ l ମଟରସାଇକେଲରେ ପ୍ରଶାନ୍ତ ସାହୁ, ପ୍ରଭୁ ପଦ ସାହୁ, (୨୬) ବାପା ପୁଅ କଟକରୁ ଆପାଚି ମଟର ସାଇକେଲ ନମ୍ବର ଓଡି ୨୧ ଏସ ୪୪୯୩ ରେ ପଞ୍ଚୁପଲାଇ ପୋଖରିଆପଡା ନିଜ ଘରକୁ ଫେରୁଥିଲେ l ପାରାଦ୍ୱୀପ କଷ୍ଟମ କାର୍ଯ୍ୟାଳୟ ରେ ଲାଗିଥିବା ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬, ପାରାଦ୍ୱୀପରୁ କଟକ ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ଼ ଗ୍ରାମ୍ୟବ୍ୟାଙ୍କ ସମ୍ମୁଖରେ ମଟର ସାଇକେଲକୁ ଡାହାଣରୁ ଘୋଷାଡ଼ି ଆଣିଥିଲା ଚାପିଦେଇଥିଲା l ଯାହାଫଳରେ ମଟରସାଇକଲେରେ ଥିବା ଦୁଇଜଣ ବାପାପୁଅ ରାସ୍ତାକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ l ଉପସ୍ଥିତ କିଛି ଯୁବକ ସଙ୍ଗେ ସଙ୍ଗେ ସ୍ଥାନୀୟ ମଣିଜଙ୍ଗା ମେଡିକାଲକୁ ନେଇଯାଇଥିଲେ l ସେଠାରେ ସେମାନେ ଚିକିଶ୍ଚିତ ହେଉଥିବା ଜଣାପଡିଛି l ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬ ଗାଡିଟି ପାରାଦ୍ୱୀପ ଅଞ୍ଚଳର ବୋଲି ଜଣାପଡିଛି l ଉଭୟ ଦୁଇଟି ଗାଡିକୁ ତିର୍ତ୍ତୋଲ ପୋଲିସ ଜବତ କରି ଥାନାକୁ ନେଇଥିବା ଜଣାପଡିଛି l
    2
    ଜଗତସିଂହପୁର  ୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ ଗ୍ରାମ୍ୟବ୍ୟାଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଜଣ ଆହତ l କାର ଘୋଷାଡ଼ିନେଲା ମଟରସାଇକେଲକୁ l ମଟରସାଇକେଲରେ ପ୍ରଶାନ୍ତ ସାହୁ, ପ୍ରଭୁ ପଦ ସାହୁ, (୨୬) ବାପା ପୁଅ କଟକରୁ ଆପାଚି ମଟର ସାଇକେଲ ନମ୍ବର ଓଡି ୨୧ ଏସ ୪୪୯୩ ରେ ପଞ୍ଚୁପଲାଇ ପୋଖରିଆପଡା ନିଜ ଘରକୁ ଫେରୁଥିଲେ l ପାରାଦ୍ୱୀପ କଷ୍ଟମ କାର୍ଯ୍ୟାଳୟ ରେ ଲାଗିଥିବା ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬, ପାରାଦ୍ୱୀପରୁ କଟକ ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ଼ ଗ୍ରାମ୍ୟବ୍ୟାଙ୍କ ସମ୍ମୁଖରେ ମଟର ସାଇକେଲକୁ ଡାହାଣରୁ ଘୋଷାଡ଼ି ଆଣିଥିଲା ଚାପିଦେଇଥିଲା l ଯାହାଫଳରେ ମଟରସାଇକଲେରେ ଥିବା ଦୁଇଜଣ ବାପାପୁଅ ରାସ୍ତାକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ l ଉପସ୍ଥିତ କିଛି ଯୁବକ ସଙ୍ଗେ ସଙ୍ଗେ ସ୍ଥାନୀୟ ମଣିଜଙ୍ଗା ମେଡିକାଲକୁ ନେଇଯାଇଥିଲେ l ସେଠାରେ ସେମାନେ ଚିକିଶ୍ଚିତ ହେଉଥିବା ଜଣାପଡିଛି l ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬ ଗାଡିଟି ପାରାଦ୍ୱୀପ ଅଞ୍ଚଳର ବୋଲି ଜଣାପଡିଛି l ଉଭୟ ଦୁଇଟି ଗାଡିକୁ ତିର୍ତ୍ତୋଲ ପୋଲିସ ଜବତ କରି ଥାନାକୁ ନେଇଥିବା ଜଣାପଡିଛି l
    user_Ranjan Khuntia
    Ranjan Khuntia
    Jagatsinghapur, Odisha•
    6 hrs ago
  • ନିଜ ସ୍ୱାମୀ ଓ ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ପଳାଇଲା। ଏବେ ସେ ପୁରୁଷର ସ୍ତ୍ରୀକୁ ମାଗୁଛି ଭିକ। ତା ସ୍ତ୍ରୀ ମୋତେ ଦେବ ସିନ୍ଦୁରରୁ ଭାଗ। ତାର ଯେତିକି ଅଧିକାର ମୋର ସେତିକି ଅଧିକାର।
    1
    ନିଜ ସ୍ୱାମୀ ଓ ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ପଳାଇଲା। ଏବେ ସେ ପୁରୁଷର ସ୍ତ୍ରୀକୁ ମାଗୁଛି ଭିକ। ତା ସ୍ତ୍ରୀ ମୋତେ ଦେବ ସିନ୍ଦୁରରୁ ଭାଗ। ତାର ଯେତିକି ଅଧିକାର ମୋର ସେତିକି ଅଧିକାର।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    3 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
  • Post by NEWS7ODIA
    1
    Post by NEWS7ODIA
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    13 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.