logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦୁଝର ଜିଲ୍ଲାପାଳଙ୍କ ଅଗଷ୍ଟ ମାସର ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ପ୍ରକାଶ କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ): କେନ୍ଦୁଝର ଜିଲ୍ଲାପାଳଙ୍କ ଅଗଷ୍ଟ ୨୦୨୬ ମାସର ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜିଲ୍ଲାବାସୀଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ଓ ସମାଧାନ ପାଇଁ ପ୍ରତ୍ୟେକ ସୋମବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ୩ ଅଗଷ୍ଟ ୨୦୨୬ (ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କେନ୍ଦୁଝରଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ୧୦ ଅଗଷ୍ଟ ୨୦୨୬ (ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ, ହରିଚନ୍ଦନପୁରଠାରେ ଏହି କାର୍ଯ୍ୟକ୍ରମ ହେବ। ସେହିପରି ୧୭ ଅଗଷ୍ଟ ୨୦୨୬ (ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଯୋଡ଼ା, ୨୪ ଅଗଷ୍ଟ ୨୦୨୬ (ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଆନନ୍ଦପୁର ଏବଂ ୩୧ ଅଗଷ୍ଟ ୨୦୨୬ (ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ, ତେଲକୋଈଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିର୍ଦ୍ଧାରିତ ତାରିଖରେ ସମ୍ପୃକ୍ତ ସ୍ଥାନରେ ଉପସ୍ଥିତ ରହି ସେମାନଙ୍କର ଅଭିଯୋଗ ଉପସ୍ଥାପନ କରିବାକୁ ଅନୁରୋଧ କରାଯାଇଛି।

2 hrs ago
user_Dhyana Krushna Nayak
Dhyana Krushna Nayak
Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
2 hrs ago
bc032b73-d07a-4d6e-901e-dcff1f6b6ae4

କେନ୍ଦୁଝର ଜିଲ୍ଲାପାଳଙ୍କ ଅଗଷ୍ଟ ମାସର ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ପ୍ରକାଶ କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ): କେନ୍ଦୁଝର ଜିଲ୍ଲାପାଳଙ୍କ ଅଗଷ୍ଟ ୨୦୨୬ ମାସର ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜିଲ୍ଲାବାସୀଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ଓ ସମାଧାନ ପାଇଁ ପ୍ରତ୍ୟେକ ସୋମବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ୩ ଅଗଷ୍ଟ ୨୦୨୬ (ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କେନ୍ଦୁଝରଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ୧୦ ଅଗଷ୍ଟ ୨୦୨୬ (ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ, ହରିଚନ୍ଦନପୁରଠାରେ ଏହି କାର୍ଯ୍ୟକ୍ରମ ହେବ। ସେହିପରି ୧୭ ଅଗଷ୍ଟ ୨୦୨୬ (ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଯୋଡ଼ା, ୨୪ ଅଗଷ୍ଟ ୨୦୨୬ (ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଆନନ୍ଦପୁର ଏବଂ ୩୧ ଅଗଷ୍ଟ ୨୦୨୬ (ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ, ତେଲକୋଈଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିର୍ଦ୍ଧାରିତ ତାରିଖରେ ସମ୍ପୃକ୍ତ ସ୍ଥାନରେ ଉପସ୍ଥିତ ରହି ସେମାନଙ୍କର ଅଭିଯୋଗ ଉପସ୍ଥାପନ କରିବାକୁ ଅନୁରୋଧ କରାଯାଇଛି।

More news from ଓଡ଼ିଶା and nearby areas
  • ପାଟଣା / ମସ୍ଚ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ଚାଷ ସଚେତନତା କର୍ମଶାଳା ଅନୁଷ୍ଠିତ ମାଛଚାଷ ସମ୍ବନ୍ଧୀୟ ତାଲିମ ଓ ସଚେତନତା କର୍ମଶାଳା ପାଟଣା-ପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉନ୍ନତ ମସ୍ୟ ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ସଂମ୍ମାନୀତ ଭାବେ ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱାନାଥ ନାୟକ, ଜିଲ୍ଲା ମସ୍ୟ ସମ୍ପଦ ବିଭାଗ ସହକାରୀ ଅଧିକାରୀ ବିରେନ ନାଏକ,ପ୍ରମୁଖ ଯୋଗ ଦେଇଥିଲେ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ମସ୍ୟ ଚାଷୀଙ୍କୁ ଉପସ୍ଥିତ ଅଧିକାରୀ ମାନେ ଉନ୍ନତ ପ୍ରଣାଳୀରେ କିପରି ମସ୍ୟ ଚାଷ ହୋଇ ପାରିବ ଓ ଏହାର ପ୍ରୋତ୍ସାହନ ରାଶି ବିଭିନ୍ନ ସୁବିଧା ଆଦି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ପାଟଣା ବ୍ଲକ ସହକାରୀ ମସ୍ୟ ଅଧିକାରୀ ସ୍ମୃତିରଞ୍ଜନ ଦଳେଇ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। Report by Muna Mahendra Patra @Ghatgaonmirror
    1
    ପାଟଣା / ମସ୍ଚ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ଚାଷ ସଚେତନତା କର୍ମଶାଳା ଅନୁଷ୍ଠିତ 
ମାଛଚାଷ ସମ୍ବନ୍ଧୀୟ ତାଲିମ ଓ ସଚେତନତା କର୍ମଶାଳା
ପାଟଣା-ପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉନ୍ନତ ମସ୍ୟ ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ସଂମ୍ମାନୀତ ଭାବେ ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱାନାଥ ନାୟକ, ଜିଲ୍ଲା ମସ୍ୟ ସମ୍ପଦ ବିଭାଗ ସହକାରୀ ଅଧିକାରୀ ବିରେନ ନାଏକ,ପ୍ରମୁଖ ଯୋଗ ଦେଇଥିଲେ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ମସ୍ୟ ଚାଷୀଙ୍କୁ ଉପସ୍ଥିତ ଅଧିକାରୀ ମାନେ ଉନ୍ନତ ପ୍ରଣାଳୀରେ କିପରି ମସ୍ୟ ଚାଷ ହୋଇ ପାରିବ ଓ ଏହାର  ପ୍ରୋତ୍ସାହନ ରାଶି  ବିଭିନ୍ନ ସୁବିଧା ଆଦି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ପାଟଣା ବ୍ଲକ ସହକାରୀ ମସ୍ୟ ଅଧିକାରୀ ସ୍ମୃତିରଞ୍ଜନ ଦଳେଇ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। 
Report by Muna Mahendra Patra @Ghatgaonmirror
    user_Ghatgaon mirror
    Ghatgaon mirror
    ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    4 hrs ago
  • ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି
    4
    ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ 
ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    17 hrs ago
  • ମୋଦୀ_ବିଷ୍ଣୁଙ୍କ_ଅବତାର, ତାଙ୍କ ପାଦଧୁଆ_ପାଣି_ପିଇବାକୁ_ଚାହୁଛି ! ଚର୍ଚ୍ଚାରେ ବଲିଉଡ ଅଭିନେତା । ପ୍ରଧାନମନ୍ତ୍ରୀଙ୍କୁ ଭଗବାନ ବିଷ୍ଣୁଙ୍କ ସହ କଲେ ତୁଳନା । ପାଦ ଧୋଇ ପାଣି ମୋଦୀ_ବିଷ୍ଣୁଙ୍କ_ଅବତାର, ତାଙ୍କ ପାଦଧୁଆ_ପାଣି_ପିଇବାକୁ_ଚାହୁଛି ! ଚର୍ଚ୍ଚାରେ ବଲିଉଡ ଅଭିନେତା । ପ୍ରଧାନମନ୍ତ୍ରୀଙ୍କୁ ଭଗବାନ ବିଷ୍ଣୁଙ୍କ ସହ କଲେ ତୁଳନା । ପାଦ ଧୋଇ ପାଣି ପିଇବାକୁ ଚାହୁଁଥିବା କହିଲେ ସୁଦେଶ ବୈରୀ । ତାଙ୍କର ଏହି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
    1
    ମୋଦୀ_ବିଷ୍ଣୁଙ୍କ_ଅବତାର, 
ତାଙ୍କ ପାଦଧୁଆ_ପାଣି_ପିଇବାକୁ_ଚାହୁଛି !
ଚର୍ଚ୍ଚାରେ ବଲିଉଡ ଅଭିନେତା । ପ୍ରଧାନମନ୍ତ୍ରୀଙ୍କୁ ଭଗବାନ ବିଷ୍ଣୁଙ୍କ ସହ କଲେ ତୁଳନା । ପାଦ ଧୋଇ ପାଣି
ମୋଦୀ_ବିଷ୍ଣୁଙ୍କ_ଅବତାର, 
ତାଙ୍କ ପାଦଧୁଆ_ପାଣି_ପିଇବାକୁ_ଚାହୁଛି !
ଚର୍ଚ୍ଚାରେ ବଲିଉଡ ଅଭିନେତା । ପ୍ରଧାନମନ୍ତ୍ରୀଙ୍କୁ ଭଗବାନ ବିଷ୍ଣୁଙ୍କ ସହ କଲେ ତୁଳନା । ପାଦ ଧୋଇ ପାଣି ପିଇବାକୁ ଚାହୁଁଥିବା କହିଲେ ସୁଦେଶ ବୈରୀ । ତାଙ୍କର ଏହି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    4 hrs ago
  • ପିଅଙ୍କୁ ଦୁର୍ବ୍ୟବହାର....।......................।..........
    1
    ପିଅଙ୍କୁ ଦୁର୍ବ୍ୟବହାର....।......................।..........
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    11 min ago
  • ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା। ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।
    1
    ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।
ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    16 hrs ago
  • ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ ଗୋରୁ ବେପାର ବ୍ୟାନ ପରେ ମୁଁ ମଣିଷଙ୍କୁ କିପରି ବେପାର କରନ୍ତି ଦେଖିଲି।ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ
    1
    ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ 
ଗୋରୁ ବେପାର ବ୍ୟାନ ପରେ ମୁଁ ମଣିଷଙ୍କୁ କିପରି ବେପାର କରନ୍ତି ଦେଖିଲି।ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    17 hrs ago
  • ବନ୍ୟା ପାଣିକୁ ଆଧୁନିକ ଜଳ ବିଶୋଧନ କେନ୍ଦ୍ର (Water Treatment Plant) ମାଧ୍ୟମରେ ପରିଶୋଧନ କରି ପାନୀୟ ଜଳରେ ପରିଣତ କରାଯାଉଛି। କେଉଁ କେଉଁ ପଦକ୍ଷେପ ମାଧ୍ୟମରେ ମଇଳା ବନ୍ୟା ପାଣି ବିଶୁଦ୍ଧ ପିଇବା ପାଣିରେ ପରିବର୍ତ୍ତନ ହୁଏ, ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏହି ଭିଡିଓରେ ଦେଖନ୍ତୁ।
    1
    ବନ୍ୟା ପାଣିକୁ ଆଧୁନିକ ଜଳ ବିଶୋଧନ କେନ୍ଦ୍ର (Water Treatment Plant) ମାଧ୍ୟମରେ ପରିଶୋଧନ କରି ପାନୀୟ ଜଳରେ ପରିଣତ କରାଯାଉଛି। କେଉଁ କେଉଁ ପଦକ୍ଷେପ ମାଧ୍ୟମରେ ମଇଳା ବନ୍ୟା ପାଣି ବିଶୁଦ୍ଧ ପିଇବା ପାଣିରେ ପରିବର୍ତ୍ତନ ହୁଏ, ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏହି ଭିଡିଓରେ ଦେଖନ୍ତୁ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • 🙏🙏🙏ଜଳ ପ୍ରଳୟ 🙏🙏🙏 ପାଣି ପାଗ ରେ ହଟାତ ପରିବର୍ତନ ଘଟିଛି ବନ୍ୟା ପରିସ୍ଥିତି ଉପୁଜିଛି ତଥାପି ବର୍ଷା ପାଇଁ ଚାଷୀଙ୍କୁ ଖୁସି ଆଣିଦେଇଛି
    1
    🙏🙏🙏ଜଳ ପ୍ରଳୟ 🙏🙏🙏
ପାଣି ପାଗ ରେ ହଟାତ ପରିବର୍ତନ ଘଟିଛି  ବନ୍ୟା ପରିସ୍ଥିତି ଉପୁଜିଛି ତଥାପି ବର୍ଷା ପାଇଁ ଚାଷୀଙ୍କୁ ଖୁସି ଆଣିଦେଇଛି
    user_KESHAB MOHAPATRA
    KESHAB MOHAPATRA
    Dyeworks ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.