Shuru
Apke Nagar Ki App…
ମହିଳା ଓ ଶିଶୁଙ୍କ ଅଭିଯୋଗର ସମାଧାନ ପାଇଁ ଭଦ୍ରକ ବ୍ଲକ ଅଧିନ ସାବରଙ୍ଗ ଥାନାରେ ଖୋଲିଲା ମହିଳା ଶିଶୁ ଡେସ୍କ l
AT News
ମହିଳା ଓ ଶିଶୁଙ୍କ ଅଭିଯୋଗର ସମାଧାନ ପାଇଁ ଭଦ୍ରକ ବ୍ଲକ ଅଧିନ ସାବରଙ୍ଗ ଥାନାରେ ଖୋଲିଲା ମହିଳା ଶିଶୁ ଡେସ୍କ l
More news from ଓଡ଼ିଶା and nearby areas
- ପର୍ବ ପୂର୍ବରୁ ଏକ୍ସନ୍! ବାଲେଶ୍ୱରରେ 200 ଲିଟର ଦେଶୀ ମଦ ଜବତ ଅକ୍ଷୟ ତୃତୀୟା ପାଇଁ ପୋଲିସ୍ର ସତର୍କତା, ମାଲଗୋଦାମରେ ଚଢ଼ାଉ4
- ମା ମାଳ ସାତଭଉଣୀ ପୀଠ ଚାରୀଗାଁ ଜୟ କୃଷ୍ଟପୁର ଠାରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ,ଏହି ଅବସରରେ ଜିଲ୍ଲାର କୋଣ ଅନୁକୋଣ ରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ, କାହିଁ କେଇଁ ଅନାଦି କାଳରୁ ଚାରୀଗାଁ ଜୟ କୃଷ୍ଟପୁର ଠାରେ ମା ମାଳ ସାତଭଉଣୀ ବିରାଜମାନ ଅଛନ୍ତି,ମା'ଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅତି ଆଡମ୍ବରରେ ପାଳିତ ହୋଇଯାଇଛି,ବିଶ୍ୱାସରେ ଡାକିଲେ ମା ମାଳ ସାତଭଉଣୀ ଜବାବ ଦେଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ,ବହୁ ଲୋକ ମା ନିକଟକୁ ଆସି ବହୁ ଦୁରାରୋଗରୁ ମଧ୍ୟ ଭଲ ହୋଇଛନ୍ତି,ମା ଙ୍କ ନିକଟରେ ଯିଏ ଯାହା ମାନସିକ କରିଥାଏ ତାହା ପୂରଣ ହେବା ମାତ୍ରେ ସିଏ ମାନସିକ ବାଣ ଫୁଟାଇବାର ଵିଧି ମଧ୍ୟ ରହିଛି,1
- କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ପାଗା ଛକ ନିକଟରେ ଷଣ୍ଢ କୁ ଧକ୍କାଦେଇ ଅଟୋ।ଅଟୋରେ ଥିବା ୪ଜଣ ମଧ୍ୟରୁ ୩ଜଣ ଆହତ ଜଣେ ଗୁରୁତର। ଘଟଣା ସ୍ଥଳରେ ପାଗାଫାଣ୍ଡି ପୋଲିସ ଗୁରୁତର ଷଣ୍ଢକୁ ଚିକିତ୍ସା କରିବା ସହ ଏକ ଗୋ ଶାଳାକୁ ପଠାଇଦେଇଥିବା ସୁଚନା ମିଳିଛି। ଅଟୋରେ ଯାଉଥିବା ଖେଳନା ବେପାରୀ ୩ଜଣ ଆହତ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ହୋଇ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଅଟୋକୁ ପାଗାଫାଣ୍ଡି ପୋଲିସ ଜବତକରି ତଦନ୍ତ ଚଳାଇଥିବା ନେଇ ସୂଚନାମିଳିଛି।1
- ସ୍ୱାମୀ ସୁଖ ନମିଳିବାରୁ, ପର ପୁରୁଷ ସହ ଫେରାର ହେଲା ସ୍ତ୍ରୀ | ଜଣ ଜଣ କରି ୫ ଜଣ... ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁକୁଳିସି ଠାରେ ଅନୁଷ୍ଠିତ ହୋଇଯାଇଛି। #BASTA #mahimatv #balasore #OdishaNews #OdishaNews1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 19.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by AT News1
- ବାଲେଶ୍ୱରରେ The Bar Association Balasore ପକ୍ଷରୁ ‘ନର୍ଦର୍ଣ୍ଣ ଓଡିଶା ଲିଗାଲ୍ ଫ୍ରାଟର୍ନିଟି ଇଣ୍ଟରାକ୍ସନ୍ ସେସନ୍–2026’, ଆଇନଜୀବୀଙ୍କ ପାଇଁ ବଡ଼ ଦାବିଗୁଡ଼ିକ ଉଠିଲା4
- କଟକ ଜିଲ୍ଲା ପରମହଂସ ପ୍ରସିଦ୍ଧ ଶବ୍ୟାପୀଠ ଜାହା ପରାମହଂସ ପଞ୍ଚାୟତ ର ପୁର୍ବତନ ଶିବମନ୍ଦିର ଗତକାଲି ରାତିରେ ଘଡ଼ଘଡ଼ି ପଡି ମନ୍ଦିରର ଉପରଭାଗ ଫାଟିଗଲା1