Shuru
Apke Nagar Ki App…
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିକଟରେ ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ଜଣେ GNM ଛାତ୍ରୀ ଓ ଚାଳକଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। କାର୍ଟି ଭାରସାମ୍ୟ ହରାଇ ଗଛରେ ପିଟିହେବା ଫଳରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ସ୍ଥାନକୁ 'ଦୁର୍ଘଟଣା ଜୋନ୍' ଘୋଷଣା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Rabindra Nayak
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିକଟରେ ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ଜଣେ GNM ଛାତ୍ରୀ ଓ ଚାଳକଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। କାର୍ଟି ଭାରସାମ୍ୟ ହରାଇ ଗଛରେ ପିଟିହେବା ଫଳରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ସ୍ଥାନକୁ 'ଦୁର୍ଘଟଣା ଜୋନ୍' ଘୋଷଣା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
More news from Sambalpur and nearby areas
- ଓଡ଼ିଶାର ବାମରା ବ୍ଲକର ସାରଗିଡିହି ଗାଁରେ ଅମୃତ ସରୋବର ଯୋଜନାରେ ୧୦ ଲକ୍ଷ ଟଙ୍କାର ବଡ଼ ଦୁର୍ନୀତି ଅଭିଯୋଗ ହୋଇଛି। କାର୍ଯ୍ୟ ଆରମ୍ଭ ପୂର୍ବରୁ ହିଁ ଠିକାଦାରଙ୍କ ଆକାଉଣ୍ଟକୁ ଟଙ୍କା ଯିବା ସହ ସରପଞ୍ଚ ଏବଂ ଅଧିକାରୀଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନ ଉଠିଛି। ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏହି ଘଟଣାକୁ ନେଇ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ଓ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରାଯାଇଛି।1
- ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ତିନୋଟି।ଗାଁକୁ ସଂଯୋଗ କରୁଥିବା ରାସ୍ତାର ଭୂମିପୂଜା କଲେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ l ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ତିନୋଟି।ଗାଁକୁ ସଂଯୋଗ କରୁଥିବା ରାସ୍ତାର ଭୂମିପୂଜା କଲେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ l ସରକାର ପରେ ସରକାର ବିତିଜାଇ ଥିଲେ ସୁଦ୍ଧା ତୁମଗାଁ, ପୁଟୁରୁପାଲି ଓ ଲାଉନସରା ରାସ୍ତା ନିର୍ମାଣ ହୋଇନଥିଲା l ଏବେ ସେଠାକାର ଲୋକଙ୍କ ଆନନ୍ଦ କହିଲେ ନସରେ l1
- ଧର୍ମ ପରାୟଣ ମହିଳାଙ୍କ ପରଲୋକ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମସିଣା ପାଲି ର ଧର୍ମ ପରାୟଣ ମହିଳା ବିନୋଦିନୀ ରଥ ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟ ରେ ଦୁଇ ପୁଅ ଙ୍କ ସହ ପରିବାରର ସମସ୍ତ ସଦସ୍ୟ ଓ ଅଞ୍ଚଳର ଅନେକ ଲୋକ ଉପସ୍ଥିତ ରହିଥିବା ବେଳେ ଗ୍ରାମ ର ହରିହର ଯୋର ଠାରେ ଶବଦାହ କରାଯାଇଥିଲା। ତାଙ୍କର ବଡ଼ ପୁଅ କୁନା ରଥ ମୁଖାଗ୍ନି ଦେଇଥିଲେ। ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।1
- ମୟୂରଭଞ୍ଜରେ ଏକ ସ୍କୁଲ ଆଗରେ ଖୋଲା ଡ୍ରେନ୍ ଓ ଅଳିଆ ଗଦା ଯୋଗୁଁ ଅସ୍ୱଚ୍ଛ ପରିବେଶ ସୃଷ୍ଟି ହୋଇଛି। ଏହି ଦୁର୍ଗନ୍ଧ ଓ ବିପଦପୂର୍ଣ୍ଣ ସ୍ଥାନରେ ଛୋଟ ପିଲାମାନେ ପଢ଼ିବାକୁ ବାଧ୍ୟ ହେଉଛନ୍ତି, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ। ଅଭିଭାବକ ଓ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ଥିବାବେଳେ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ।2
- ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲଚ୍ଚ ଅନ୍ତର୍ଗତ ରଥପୁର ଛକ ରେ ଲଗାହେଉଥିବା ଲାଇଟ ଖୁଣ୍ଟ ରେ ରଡ଼ ଦେଇ ନାହିଁ ନିନ୍ମ ମାନର କାମ ହେଇଥିବାର ଦେଖିବାକୁ ମିଳିଛି1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ଥିବା 'ଶିବା ମୋବାଇଲ' ଦୋକାନରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛ କାନ୍ଥ କଣା କରି ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ବାଉଁସଲଗା ପଞ୍ଚାୟତରେ ଗ୍ରାମୀଣ ପାର୍କ ରକ୍ଷଣାବେକ୍ଷଣ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। ପାର୍କଟି ଏବେ ବିଷଧର ସାପ ଓ ଅସାମାଜିକଙ୍କ ଆଡ୍ଡା ପାଲଟିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।1
- ବରଗଡ଼ ଜିଲ୍ଲା ବରପାଲି ବ୍ଲକର କୁମ୍ଭାରୀରେ ଚାଲିଥିବା କୃଷ୍ଣଲୀଳାର କଂସ ଦରବାରରେ ନରେନ୍ଦ୍ର କୁମାର ହୋତା ରାଜ ଅତିଥି ଭାବେ ଯୋଗ ଦେଇଛନ୍ତି। ସେ ଏହି ଅବସରରେ ଶିକ୍ଷା ଓ ସଂସ୍କୃତିକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ବର୍ଣ୍ଣନା କରିଛନ୍ତି।1
- #ସୌମ୍ୟଙ୍କୁ_ମାରିଲା_କିଏ? #ପିସିଆର୍_କନଷ୍ଟେବଳ_କଲେ_ବିସ୍ଫୋରଣ ବାଲିଅନ୍ତାରେ ଜିଆରପି କନଷ୍ଟେବଲ ସୌମ୍ୟରଂଜନ ହତ୍ୟା ମାମଲା। ଘଟଣା ଦିନ ପିସିଆରରେ ଆସିଥିବା କନଷ୍ଟେବଳ କଲେ ବଡ଼ ଖୁଲାସା । ଶୁଣନ୍ତୁ କଣ କହୁଛନ୍ତି କନଷ୍ଟେବଳ... #ସୌମ୍ୟଙ୍କୁ_ମାରିଲା_କିଏ? #ପିସିଆର୍_କନଷ୍ଟେବଳ_କଲେ_ବିସ୍ଫୋରଣ ବାଲିଅନ୍ତାରେ ଜିଆରପି କନଷ୍ଟେବଲ ସୌମ୍ୟରଂଜନ ହତ୍ୟା ମାମଲା। ଘଟଣା ଦିନ ପିସିଆରରେ ଆସିଥିବା କନଷ୍ଟେବଳ କଲେ ବଡ଼ ଖୁଲାସା । ଶୁଣନ୍ତୁ କଣ କହୁଛନ୍ତି କନଷ୍ଟେବଳ...1