logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଫାଇବର ବ୍ୱେଲ୍ଡିଂ ବେଳେ ଫାଟିଲା ଗ୍ୟାସ ଟାଙ୍କି.. ଦୁଇ ଗୁରୁତର ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି.। ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଫାଇବର ବ୍ୱେଲ୍ଡିଂ ବେଳେ ଫାଟିଲା ଗ୍ୟାସ ଟାଙ୍କି.. ଦୁଇ ଗୁରୁତର ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି.।

5 hrs ago
user_SOUMYA RANJAN
SOUMYA RANJAN
Voice of people ପୁରୀ (M), ପୁରୀ, ଓଡ଼ିଶା•
5 hrs ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଫାଇବର ବ୍ୱେଲ୍ଡିଂ ବେଳେ ଫାଟିଲା ଗ୍ୟାସ ଟାଙ୍କି.. ଦୁଇ ଗୁରୁତର ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି.। ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଫାଇବର ବ୍ୱେଲ୍ଡିଂ ବେଳେ ଫାଟିଲା ଗ୍ୟାସ ଟାଙ୍କି.. ଦୁଇ ଗୁରୁତର ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି.।

More news from ଓଡ଼ିଶା and nearby areas
  • ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ। ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଏହା ଅନୁଷ୍ଠିତ ହୋଇଥିଲା ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠରେ। ଓଡିଶାର ଜନସାଧାରଣ ତଥା ଯୁବପିଢିଙ୍କୁ ବରପୁତ୍ର ମାନଙ୍କ ସ୍ମୃତି ସହିତ ଯୋଡି ରଖିବାକୁ ଏବଂ ସେମାନଙ୍କ ତ୍ୟାଗ ଓ ବଳିଦାନରେ ଅନୁପ୍ରେରିତ ହେବା ପାଇଁ ଏହି କାର୍ଯ୍ୟକ୍ରମକୁ ବରପୁତ୍ର ମାନଙ୍କ ଜନ୍ମସ୍ଥାନରେ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
    2
    ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ। ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଏହା ଅନୁଷ୍ଠିତ ହୋଇଥିଲା ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠରେ। ଓଡିଶାର ଜନସାଧାରଣ ତଥା ଯୁବପିଢିଙ୍କୁ ବରପୁତ୍ର ମାନଙ୍କ ସ୍ମୃତି ସହିତ ଯୋଡି ରଖିବାକୁ ଏବଂ ସେମାନଙ୍କ ତ୍ୟାଗ ଓ ବଳିଦାନରେ ଅନୁପ୍ରେରିତ ହେବା ପାଇଁ ଏହି କାର୍ଯ୍ୟକ୍ରମକୁ ବରପୁତ୍ର ମାନଙ୍କ ଜନ୍ମସ୍ଥାନରେ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
    user_SOUMYA RANJAN
    SOUMYA RANJAN
    Voice of people ପୁରୀ (M), ପୁରୀ, ଓଡ଼ିଶା•
    5 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    10 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    11 hrs ago
  • ଉତ୍କଳ ଦିବସ ଆୟୋଜକ ସମିତି, ନିମାପଡା ବଂକ୍ସି ଜଗବନ୍ଧୁ ଙ୍କ ମାଟିର ବୀର ପାଇକ ପୁଅ ମାନଙ୍କ ଦ୍ୱାରା ନିମାପଡା ମାଟିରେ ପାଇକ ଆଖଡ଼ା ପ୍ରଦର୍ଶନ
    1
    ଉତ୍କଳ ଦିବସ ଆୟୋଜକ ସମିତି, ନିମାପଡା
ବଂକ୍ସି ଜଗବନ୍ଧୁ ଙ୍କ ମାଟିର ବୀର ପାଇକ ପୁଅ ମାନଙ୍କ ଦ୍ୱାରା  ନିମାପଡା ମାଟିରେ ପାଇକ ଆଖଡ଼ା ପ୍ରଦର୍ଶନ
    user_Bibhuti TV
    Bibhuti TV
    Artist ନିମାପଡା, ପୁରୀ, ଓଡ଼ିଶା•
    11 hrs ago
  • ପବିତ୍ର ଉତ୍କଳ ଦିବସ ଅବସରରେ ଜୟଦେବ ଅଞ୍ଚଳରେ ଏକ ଭବ୍ୟ ‘ଜୟଦେବ ଗଣଦୌଡ଼’ ଅନୁଷ୍ଠିତ ହୋଇଯାଇଛି। ଅରବିନ୍ଦ ଚାରିଟେବୁଲ ଟ୍ରଷ୍ଟ ପ୍ରାୟୋଜିତ ଓ ନିର୍ଭୀକ ଖବରର ସହଯୋଗରେ ଓଡ଼ିଶା ଗଠନର ସ୍ମୃତି ଚାରଣ କରିବା ସହ ଜୟଦେବ ମାଟିର ପର୍ଯ୍ୟଟନ ସ୍ଥଳୀ ,କଳା, ସଂସ୍କୃତିର ପ୍ରଚାର ପ୍ରସାର ଏବଂ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଓ ଏକତା ବଜାୟ ରଖିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଐତିହାସିକ ବୃଦ୍ଧନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ଏହି ଗଣଦୌଡ଼ ପ୍ରସିଦ୍ଧ ଶିଶୁ ଅନନ୍ତ ପୀଠ ପର୍ଯ୍ୟନ୍ତ ପ୍ରାୟ ୩ କି.ମି ଯାଇ ଶେଷ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅରବିନ୍ଦ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ଢ଼ାଲି , ତନୟା ଦାସ ଗୌସ୍ବାମୀ , ରଞ୍ଜନ ମହାପାତ୍ର, ବିଦ୍ୟାଭୂଷଣ ଭୋଳ,ନିର୍ଭୀକ ଖବରର‌ ସମ୍ପାଦକ ଆଶୁତୋଷ ଚୌଧୁରୀ, ଦୀନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଉତ୍କଳ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏଥିରେ ବାଳକ ବିଭାଗରେ ସୁବମ୍ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ହରେକୃଷ୍ଣ ଭୋଇ ଦ୍ଵିତୀୟ ଓ ଆକାଶ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଳିକା ବିଭାଗରେ ରଶ୍ମିତା ଭୋଇ ପ୍ରଥମ , ଝରଣାରାଣୀ ନାୟକ ଦ୍ବିତୀୟ ଓ ଲକ୍ଷ୍ମୀପ୍ରିୟା ଦାଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଉଭୟ ବିଭାଗର‌ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୫ ହଜାର , ୩ ହଜାର ,୨ ହଜାର ପୁରସ୍କାର ରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ଗଣଦୌଡ଼ରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ନିର୍ଭୀକ ଖବରର ସହ ସମ୍ପାଦକ ପ୍ରଳୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁରେଶ ବେହେରା, ପ୍ରାର୍ଥ ରବିନାରାୟଣ ମିଶ୍ର, ଗୁରୁ ପ୍ରସାଦ ଦାଶ , ଦୀପକ ସ୍ବାଇଁ, ବିଷ୍ଣୁପ୍ରସାଦ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
    1
    ପବିତ୍ର ଉତ୍କଳ ଦିବସ ଅବସରରେ ଜୟଦେବ ଅଞ୍ଚଳରେ ଏକ ଭବ୍ୟ ‘ଜୟଦେବ ଗଣଦୌଡ଼’ ଅନୁଷ୍ଠିତ ହୋଇଯାଇଛି। ଅରବିନ୍ଦ ଚାରିଟେବୁଲ ଟ୍ରଷ୍ଟ ପ୍ରାୟୋଜିତ ଓ ନିର୍ଭୀକ ଖବରର ସହଯୋଗରେ ଓଡ଼ିଶା ଗଠନର  ସ୍ମୃତି ଚାରଣ କରିବା ସହ ଜୟଦେବ ମାଟିର ପର୍ଯ୍ୟଟନ ସ୍ଥଳୀ ,କଳା, ସଂସ୍କୃତିର ପ୍ରଚାର ପ୍ରସାର ଏବଂ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଓ ଏକତା ବଜାୟ ରଖିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଐତିହାସିକ ବୃଦ୍ଧନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ଏହି ଗଣଦୌଡ଼ ପ୍ରସିଦ୍ଧ ଶିଶୁ ଅନନ୍ତ ପୀଠ ପର୍ଯ୍ୟନ୍ତ ପ୍ରାୟ ୩ କି.ମି ଯାଇ ଶେଷ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅରବିନ୍ଦ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ଢ଼ାଲି , ତନୟା ଦାସ ଗୌସ୍ବାମୀ , ରଞ୍ଜନ ମହାପାତ୍ର, ବିଦ୍ୟାଭୂଷଣ ଭୋଳ,ନିର୍ଭୀକ ଖବରର‌ ସମ୍ପାଦକ ଆଶୁତୋଷ ଚୌଧୁରୀ, ଦୀନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଉତ୍କଳ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏଥିରେ ବାଳକ ବିଭାଗରେ ସୁବମ୍ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ହରେକୃଷ୍ଣ ଭୋଇ ଦ୍ଵିତୀୟ ଓ ଆକାଶ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଳିକା ବିଭାଗରେ ରଶ୍ମିତା ଭୋଇ ପ୍ରଥମ , ଝରଣାରାଣୀ ନାୟକ ଦ୍ବିତୀୟ ଓ ଲକ୍ଷ୍ମୀପ୍ରିୟା ଦାଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଉଭୟ ବିଭାଗର‌ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୫ ହଜାର , ୩ ହଜାର ,୨ ହଜାର ପୁରସ୍କାର ରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ଗଣଦୌଡ଼ରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ନିର୍ଭୀକ ଖବରର ସହ ସମ୍ପାଦକ ପ୍ରଳୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁରେଶ ବେହେରା, ପ୍ରାର୍ଥ ରବିନାରାୟଣ ମିଶ୍ର, ଗୁରୁ ପ୍ରସାଦ ଦାଶ , ଦୀପକ ସ୍ବାଇଁ, ବିଷ୍ଣୁପ୍ରସାଦ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
    user_Pralaya Kumar Das
    Pralaya Kumar Das
    Local News Reporter ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • Post by Gagan Bhoi
    4
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଫାଇବର ବ୍ୱେଲ୍ଡିଂ ବେଳେ ଫାଟିଲା ଗ୍ୟାସ ଟାଙ୍କି.. ଦୁଇ ଗୁରୁତର ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି.।
    2
    ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଫାଇବର ବ୍ୱେଲ୍ଡିଂ ବେଳେ ଫାଟିଲା ଗ୍ୟାସ ଟାଙ୍କି.. ଦୁଇ ଗୁରୁତର ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି.।
    user_SOUMYA RANJAN
    SOUMYA RANJAN
    Voice of people ପୁରୀ (M), ପୁରୀ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.