logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଗତ ଶନିବାର କାର୍ଯ୍ୟରତ ଠିକା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ ଓ ଜଣେ ଷ୍ଟାଫ ନର୍ସଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମେଡିକାଲ କଲେଜ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣର ଶିକାର ହୋଇଥିବା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ କଲିୟାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଳଚେର ବିଧାୟକଙ୍କ ଇଂଗିତରେ ମନୋଜ ସାହୁ ଏବଂ ତାଙ୍କ ସହ କିଛି ଯୁବ ବିଜେଡି କର୍ମୀ ମିଶି ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି। ପୂର୍ବରୁ ମଧ୍ୟ ମନୋଜ ଏପରି ଆକ୍ରମଣ କରିଥିବା କଥା ବିକାଶ ପ୍ରକାଶ କରିଛନ୍ତି। ମେଡିକାଲ କଲେଜରେ ବିଜେଡିର ଏହି ଗୁଣ୍ଡାରାଜ ଓ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାର ପ୍ରତିବାଦରେ ରବିବାର ଦିନ ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତାମାନେ ତାଳଚେର କଲିୟରୀ ଥାନା ସମ୍ମୁଖରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଘେରାଉ କରିଥିଲେ। ଉକ୍ତ ଘଟଣାରେ ତାଳଚେର ବିଧାୟକଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସେମାନେ ଧାରଣା ଦେଇଛନ୍ତି। ଯଦି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେପି ନେତା କରୁଣାକର ସାହୁ, ରାଜେନ୍ଦ୍ର ସିଂହ, ବିରଞ୍ଚି ସାହୁ, ମାନସ ସାହୁ, ସୁନୀଲ ବିଶ୍ୱାଳ, ମନୋଜ ପ୍ରଧାନ, ବିଜୟ ବିଶ୍ୱାଳ, ନିରଞ୍ଜନ ପ୍ରଧାନ, ସ୍ୱାଧୀନ ଥମ୍ବ ଓ ବିଭୁତି ସାହୁଙ୍କ ସମେତ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

1 hr ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
1 hr ago

ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଗତ ଶନିବାର କାର୍ଯ୍ୟରତ ଠିକା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ ଓ ଜଣେ ଷ୍ଟାଫ ନର୍ସଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମେଡିକାଲ କଲେଜ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣର ଶିକାର ହୋଇଥିବା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ କଲିୟାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଳଚେର ବିଧାୟକଙ୍କ ଇଂଗିତରେ ମନୋଜ ସାହୁ ଏବଂ ତାଙ୍କ ସହ କିଛି ଯୁବ ବିଜେଡି କର୍ମୀ ମିଶି ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି। ପୂର୍ବରୁ ମଧ୍ୟ ମନୋଜ ଏପରି ଆକ୍ରମଣ କରିଥିବା କଥା ବିକାଶ ପ୍ରକାଶ କରିଛନ୍ତି। ମେଡିକାଲ କଲେଜରେ ବିଜେଡିର ଏହି ଗୁଣ୍ଡାରାଜ ଓ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାର ପ୍ରତିବାଦରେ ରବିବାର ଦିନ ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତାମାନେ ତାଳଚେର କଲିୟରୀ ଥାନା ସମ୍ମୁଖରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଘେରାଉ କରିଥିଲେ। ଉକ୍ତ ଘଟଣାରେ ତାଳଚେର ବିଧାୟକଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସେମାନେ ଧାରଣା ଦେଇଛନ୍ତି। ଯଦି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେପି ନେତା କରୁଣାକର ସାହୁ, ରାଜେନ୍ଦ୍ର ସିଂହ, ବିରଞ୍ଚି ସାହୁ, ମାନସ ସାହୁ, ସୁନୀଲ ବିଶ୍ୱାଳ, ମନୋଜ ପ୍ରଧାନ, ବିଜୟ ବିଶ୍ୱାଳ, ନିରଞ୍ଜନ ପ୍ରଧାନ, ସ୍ୱାଧୀନ ଥମ୍ବ ଓ ବିଭୁତି ସାହୁଙ୍କ ସମେତ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

More news from Anugul and nearby areas
  • ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଗତ ଶନିବାର କାର୍ଯ୍ୟରତ ଠିକା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ ଓ ଜଣେ ଷ୍ଟାଫ ନର୍ସଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମେଡିକାଲ କଲେଜ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣର ଶିକାର ହୋଇଥିବା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ କଲିୟାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଳଚେର ବିଧାୟକଙ୍କ ଇଂଗିତରେ ମନୋଜ ସାହୁ ଏବଂ ତାଙ୍କ ସହ କିଛି ଯୁବ ବିଜେଡି କର୍ମୀ ମିଶି ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି। ପୂର୍ବରୁ ମଧ୍ୟ ମନୋଜ ଏପରି ଆକ୍ରମଣ କରିଥିବା କଥା ବିକାଶ ପ୍ରକାଶ କରିଛନ୍ତି। ମେଡିକାଲ କଲେଜରେ ବିଜେଡିର ଏହି ଗୁଣ୍ଡାରାଜ ଓ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାର ପ୍ରତିବାଦରେ ରବିବାର ଦିନ ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତାମାନେ ତାଳଚେର କଲିୟରୀ ଥାନା ସମ୍ମୁଖରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଘେରାଉ କରିଥିଲେ। ଉକ୍ତ ଘଟଣାରେ ତାଳଚେର ବିଧାୟକଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସେମାନେ ଧାରଣା ଦେଇଛନ୍ତି। ଯଦି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେପି ନେତା କରୁଣାକର ସାହୁ, ରାଜେନ୍ଦ୍ର ସିଂହ, ବିରଞ୍ଚି ସାହୁ, ମାନସ ସାହୁ, ସୁନୀଲ ବିଶ୍ୱାଳ, ମନୋଜ ପ୍ରଧାନ, ବିଜୟ ବିଶ୍ୱାଳ, ନିରଞ୍ଜନ ପ୍ରଧାନ, ସ୍ୱାଧୀନ ଥମ୍ବ ଓ ବିଭୁତି ସାହୁଙ୍କ ସମେତ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
    1
    ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଗତ ଶନିବାର କାର୍ଯ୍ୟରତ ଠିକା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ ଓ ଜଣେ ଷ୍ଟାଫ ନର୍ସଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମେଡିକାଲ କଲେଜ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ଆକ୍ରମଣର ଶିକାର ହୋଇଥିବା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ କଲିୟାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଳଚେର ବିଧାୟକଙ୍କ ଇଂଗିତରେ ମନୋଜ ସାହୁ ଏବଂ ତାଙ୍କ ସହ କିଛି ଯୁବ ବିଜେଡି କର୍ମୀ ମିଶି ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି। ପୂର୍ବରୁ ମଧ୍ୟ ମନୋଜ ଏପରି ଆକ୍ରମଣ କରିଥିବା କଥା ବିକାଶ ପ୍ରକାଶ କରିଛନ୍ତି। ମେଡିକାଲ କଲେଜରେ ବିଜେଡିର ଏହି ଗୁଣ୍ଡାରାଜ ଓ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଏହି ଘଟଣାର ପ୍ରତିବାଦରେ ରବିବାର ଦିନ ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତାମାନେ ତାଳଚେର କଲିୟରୀ ଥାନା ସମ୍ମୁଖରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଘେରାଉ କରିଥିଲେ। ଉକ୍ତ ଘଟଣାରେ ତାଳଚେର ବିଧାୟକଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସେମାନେ ଧାରଣା ଦେଇଛନ୍ତି। ଯଦି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେପି ନେତା କରୁଣାକର ସାହୁ, ରାଜେନ୍ଦ୍ର ସିଂହ, ବିରଞ୍ଚି ସାହୁ, ମାନସ ସାହୁ, ସୁନୀଲ ବିଶ୍ୱାଳ, ମନୋଜ ପ୍ରଧାନ, ବିଜୟ ବିଶ୍ୱାଳ, ନିରଞ୍ଜନ ପ୍ରଧାନ, ସ୍ୱାଧୀନ ଥମ୍ବ ଓ ବିଭୁତି ସାହୁଙ୍କ ସମେତ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    1 hr ago
  • ଢେଙ୍କାନାଳ ଜିଲ୍ଲାର ମହିମା ମହାବିଦ୍ୟାଳୟର ଯୁକ୍ତ ଦୁଇ ନାମଲେଖା ରସିଦ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସାରା ଓଡ଼ିଶାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସରକାରଙ୍କ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ନାମଲେଖା ଘୋଷଣା କରାଯାଇଥିବା ବେଳେ, ଏହି କଲେଜରେ କାହିଁକି ଛାତ୍ରଛାତ୍ରୀଙ୍କଠାରୁ ଅର୍ଥ ଆଦାୟ କରାଯାଇଥିଲା, ସେ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ମହିମା ମହାବିଦ୍ୟାଳୟର ଅଧ୍ୟକ୍ଷ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଆଗାମୀ ଦୁଇ ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କଠାରୁ ନିଆଯାଇଥିବା ସମସ୍ତ ଅର୍ଥ ଫେରସ୍ତ କରାଯିବ ବୋଲି ଅଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି।
    1
    ଢେଙ୍କାନାଳ ଜିଲ୍ଲାର ମହିମା ମହାବିଦ୍ୟାଳୟର ଯୁକ୍ତ ଦୁଇ ନାମଲେଖା ରସିଦ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସାରା ଓଡ଼ିଶାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସରକାରଙ୍କ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ନାମଲେଖା ଘୋଷଣା କରାଯାଇଥିବା ବେଳେ, ଏହି କଲେଜରେ କାହିଁକି ଛାତ୍ରଛାତ୍ରୀଙ୍କଠାରୁ ଅର୍ଥ ଆଦାୟ କରାଯାଇଥିଲା, ସେ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଥିଲା।

ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ମହିମା ମହାବିଦ୍ୟାଳୟର ଅଧ୍ୟକ୍ଷ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଆଗାମୀ ଦୁଇ ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କଠାରୁ ନିଆଯାଇଥିବା ସମସ୍ତ ଅର୍ଥ ଫେରସ୍ତ କରାଯିବ ବୋଲି ଅଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି।
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    6 hrs ago
  • ଢେଙ୍କାନାଳ ଟାଉନ ପୋଲିସ ଏକ ଛିନତାଇ ମାମଲାରେ ବଡ଼ ସଫଳତା ହାସଲ କରିଛି। ଏହି ମାମଲା ସମ୍ପର୍କରେ ପୋଲିସ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।
    1
    ଢେଙ୍କାନାଳ ଟାଉନ ପୋଲିସ ଏକ ଛିନତାଇ ମାମଲାରେ ବଡ଼ ସଫଳତା ହାସଲ କରିଛି। ଏହି ମାମଲା ସମ୍ପର୍କରେ ପୋଲିସ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    21 hrs ago
  • ଓଡ଼ିଶାର ରାଉରକେଲାରେ ଅପରାଧ ଓ ଅପରାଧୀଙ୍କ ବିରୋଧରେ ପୋଲିସ ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅପରାଧୀଙ୍କୁ ଆଉ କୌଣସି ନିସ୍ତାର ନାହିଁ ବୋଲି ସ୍ପଷ୍ଟ ଚେତାବନୀ ଦେଇ ରାଉରକେଲା ପୋଲିସ ସେମାନଙ୍କ ଘରକୁ ଭାଙ୍ଗି ଦେଇଛି। ବସ୍ତିଗୁଡ଼ିକରେ ଲୁଚି ରହି ଚାଲୁଥିବା ନିଶା କାରବାରକୁ ବନ୍ଦ କରିବା ଏବଂ ରାତି ଅଧରେ ଘଟୁଥିବା ଅପରାଧକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ଲାଗି ପୋଲିସ ଏହି ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ପୋଲିସ ପ୍ରଶାସନର ଏହି ନିଆରା ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ବହୁତ ପ୍ରଶଂସା କରୁଛନ୍ତି।
    1
    ଓଡ଼ିଶାର ରାଉରକେଲାରେ ଅପରାଧ ଓ ଅପରାଧୀଙ୍କ ବିରୋଧରେ ପୋଲିସ ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅପରାଧୀଙ୍କୁ ଆଉ କୌଣସି ନିସ୍ତାର ନାହିଁ ବୋଲି ସ୍ପଷ୍ଟ ଚେତାବନୀ ଦେଇ ରାଉରକେଲା ପୋଲିସ ସେମାନଙ୍କ ଘରକୁ ଭାଙ୍ଗି ଦେଇଛି।

ବସ୍ତିଗୁଡ଼ିକରେ ଲୁଚି ରହି ଚାଲୁଥିବା ନିଶା କାରବାରକୁ ବନ୍ଦ କରିବା ଏବଂ ରାତି ଅଧରେ ଘଟୁଥିବା ଅପରାଧକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ଲାଗି ପୋଲିସ ଏହି ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ପୋଲିସ ପ୍ରଶାସନର ଏହି ନିଆରା ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ବହୁତ ପ୍ରଶଂସା କରୁଛନ୍ତି।
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତରେ ସରକାରଙ୍କଠାରୁ ନ୍ୟାୟ ନ ମିଳିବାରୁ ଜଣେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ବୃଦ୍ଧ ବୟସରେ ନ୍ୟାୟ ନ ମିଳିବା କାରଣରୁ ସେମାନେ ଏଭଳି ଚରମ ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇ ଚେତାବନୀ ଦେଇଥିବା ଜଣାପଡ଼ିଛି।
    1
    ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତରେ ସରକାରଙ୍କଠାରୁ ନ୍ୟାୟ ନ ମିଳିବାରୁ ଜଣେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ବୃଦ୍ଧ ବୟସରେ ନ୍ୟାୟ ନ ମିଳିବା କାରଣରୁ ସେମାନେ ଏଭଳି ଚରମ ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇ ଚେତାବନୀ ଦେଇଥିବା ଜଣାପଡ଼ିଛି।
    user_M NEWS ଓଡ଼ିଶା TV
    M NEWS ଓଡ଼ିଶା TV
    Bhubaneswar (M.Corp.), Khordha•
    59 min ago
  • ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବହିରା କ୍ଲଷ୍ଟରର ସିଆରସିସି ତୋଷଣ କୁମାର ମହାକୁଳଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଅବସର ଗ୍ରହଣ କରିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗଣ୍ଡାରାମ ସାହୁ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବହିରାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହାଡିବନ୍ଧୁ ସାହୁ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ବାବୁଲାଲ ବଘାରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରବୀର କୁମାର ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବହିରା କ୍ଲଷ୍ଟରର ପୂର୍ବ ସିଆରସିସି ଶ୍ରୀଯୁକ୍ତ ସୁଦାମ ଶେଖର ପୁରୋହିତ ଏବଂ ପୂର୍ବ ସିଆରସିସି ଶ୍ରୀଯୁକ୍ତ ଶଙ୍କର୍ଷଣ ହାତୀ ମଞ୍ଚାସୀନ ଥିଲେ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ହିମାଂଶୁ ଶେଖର ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହିରା କ୍ଲଷ୍ଟରର ସମସ୍ତ ଶିକ୍ଷକ ସହଯୋଗ କରିଥିବା ବେଳେ ଶେଷରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ଗିରିଶ ଚନ୍ଦ୍ର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ।
    1
    ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବହିରା କ୍ଲଷ୍ଟରର ସିଆରସିସି ତୋଷଣ କୁମାର ମହାକୁଳଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଅବସର ଗ୍ରହଣ କରିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗଣ୍ଡାରାମ ସାହୁ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବହିରାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହାଡିବନ୍ଧୁ ସାହୁ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ବାବୁଲାଲ ବଘାରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରବୀର କୁମାର ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବହିରା କ୍ଲଷ୍ଟରର ପୂର୍ବ ସିଆରସିସି ଶ୍ରୀଯୁକ୍ତ ସୁଦାମ ଶେଖର ପୁରୋହିତ ଏବଂ ପୂର୍ବ ସିଆରସିସି ଶ୍ରୀଯୁକ୍ତ ଶଙ୍କର୍ଷଣ ହାତୀ ମଞ୍ଚାସୀନ ଥିଲେ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ହିମାଂଶୁ ଶେଖର ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହିରା କ୍ଲଷ୍ଟରର ସମସ୍ତ ଶିକ୍ଷକ ସହଯୋଗ କରିଥିବା ବେଳେ ଶେଷରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ଗିରିଶ ଚନ୍ଦ୍ର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ଯାଜପୁର ଜିଲ୍ଲାର ବଡ଼ଚଣା ଅନ୍ତର୍ଗତ ପଞ୍ଚาୟତ ରେକର୍ଡିଂ ଗାଁ ରାସ୍ତା (ରୋଡ୍) ର ମାହି ବରୌନୀ ସମ୍ପର୍କରେ ସୂଚନା ମିଳିଛି।
    1
    ଯାଜପୁର ଜିଲ୍ଲାର ବଡ଼ଚଣା ଅନ୍ତର୍ଗତ ପଞ୍ଚาୟତ ରେକର୍ଡିଂ ଗାଁ ରାସ୍ତା (ରୋଡ୍) ର ମାହି ବରୌନୀ ସମ୍ପର୍କରେ ସୂଚନା ମିଳିଛି।
    user_Suraj Majhi
    Suraj Majhi
    ବଡ଼ଚଣା, ଯାଜପୁର, ଓଡ଼ିଶା•
    2 hrs ago
  • ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ପଞ୍ଚମ ପର୍ଯ୍ୟାୟ ଟଙ୍କା ଆସିବାକୁ ଯାଉଛି। ଏହି ବିଶେଷ ଦିନରେ ସୁଭଦ୍ରା ପଞ୍ଚମ ପର୍ଯ୍ୟାୟର ଟଙ୍କା ପ୍ରଦାନ କରାଯିବ।
    1
    ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ପଞ୍ଚମ ପର୍ଯ୍ୟାୟ ଟଙ୍କା ଆସିବାକୁ ଯାଉଛି। ଏହି ବିଶେଷ ଦିନରେ ସୁଭଦ୍ରା ପଞ୍ଚମ ପର୍ଯ୍ୟାୟର ଟଙ୍କା ପ୍ରଦାନ କରାଯିବ।
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.