ଆଗାମୀ ଏପ୍ରିଲ ୧ ତାରିଖରୁ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥିବା ‘ଜନଗଣନା ଅଭିଯାନ’ରେ ସମସ୍ତ ଦେଶବାସୀଙ୍କୁ ସକ୍ରିୟ ଭାଗୀଦାର ହେବା ପାଇଁ ନମ୍ର ଅନୁରୋଧ। ଏହି ଜାତୀୟ କାର୍ଯ୍ୟକ୍ରମ ଆମ ଦେଶର ଯୋଜନା, ଉନ୍ନତି ଓ ଭବିଷ୍ୟତ ନୀତି ଗଠନରେ ମୂଳ ଭୂମିକା ନିଭାଏ। ସଠିକ୍ ଓ ପ୍ରମାଣିକ ସୂଚନା ଦେଇ ଏହି ଅଭିଯାନକୁ ସଫଳ କରିବାରେ ଆମେ ସମସ୍ତେ ଏକାତ୍ମତାର ସହିତ ଆଗେଇ ଆସିବା। ଆସନ୍ତୁ, ଦେଶ ଗଠନରେ ଆମର ଦାୟିତ୍ୱ ପୂରଣ କରି ଏହି ମହତ୍ୱପୂର୍ଣ୍ଣ ଅଭିଯାନକୁ ସଫଳ କରିବା। ଜୟ ହିନ୍ଦ୍ 🇮🇳 #ଜନଗଣନା #Janganana ଆଗାମୀ ଏପ୍ରିଲ ୧ ତାରିଖରୁ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥିବା ‘ଜନଗଣନା ଅଭିଯାନ’ରେ ସମସ୍ତ ଦେଶବାସୀଙ୍କୁ ସକ୍ରିୟ ଭାଗୀଦାର ହେବା ପାଇଁ ନମ୍ର ଅନୁରୋଧ। ଏହି ଜାତୀୟ କାର୍ଯ୍ୟକ୍ରମ ଆମ ଦେଶର ଯୋଜନା, ଉନ୍ନତି ଓ ଭବିଷ୍ୟତ ନୀତି ଗଠନରେ ମୂଳ ଭୂମିକା ନିଭାଏ। ସଠିକ୍ ଓ ପ୍ରମାଣିକ ସୂଚନା ଦେଇ ଏହି ଅଭିଯାନକୁ ସଫଳ କରିବାରେ ଆମେ ସମସ୍ତେ ଏକାତ୍ମତାର ସହିତ ଆଗେଇ ଆସିବା। ଆସନ୍ତୁ, ଦେଶ ଗଠନରେ ଆମର ଦାୟିତ୍ୱ ପୂରଣ କରି ଏହି ମହତ୍ୱପୂର୍ଣ୍ଣ ଅଭିଯାନକୁ ସଫଳ କରିବା। ଜୟ ହିନ୍ଦ୍ 🇮🇳 #ଜନଗଣନା #Janganana
ଆଗାମୀ ଏପ୍ରିଲ ୧ ତାରିଖରୁ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥିବା ‘ଜନଗଣନା ଅଭିଯାନ’ରେ ସମସ୍ତ ଦେଶବାସୀଙ୍କୁ ସକ୍ରିୟ ଭାଗୀଦାର ହେବା ପାଇଁ ନମ୍ର ଅନୁରୋଧ। ଏହି ଜାତୀୟ କାର୍ଯ୍ୟକ୍ରମ ଆମ ଦେଶର ଯୋଜନା, ଉନ୍ନତି ଓ ଭବିଷ୍ୟତ ନୀତି ଗଠନରେ ମୂଳ ଭୂମିକା ନିଭାଏ। ସଠିକ୍ ଓ ପ୍ରମାଣିକ ସୂଚନା ଦେଇ ଏହି ଅଭିଯାନକୁ ସଫଳ କରିବାରେ ଆମେ ସମସ୍ତେ ଏକାତ୍ମତାର ସହିତ ଆଗେଇ ଆସିବା। ଆସନ୍ତୁ, ଦେଶ ଗଠନରେ ଆମର ଦାୟିତ୍ୱ ପୂରଣ କରି ଏହି ମହତ୍ୱପୂର୍ଣ୍ଣ ଅଭିଯାନକୁ ସଫଳ କରିବା। ଜୟ ହିନ୍ଦ୍ 🇮🇳 #ଜନଗଣନା #Janganana ଆଗାମୀ ଏପ୍ରିଲ ୧ ତାରିଖରୁ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥିବା ‘ଜନଗଣନା ଅଭିଯାନ’ରେ ସମସ୍ତ ଦେଶବାସୀଙ୍କୁ ସକ୍ରିୟ ଭାଗୀଦାର ହେବା ପାଇଁ ନମ୍ର ଅନୁରୋଧ। ଏହି ଜାତୀୟ କାର୍ଯ୍ୟକ୍ରମ ଆମ ଦେଶର ଯୋଜନା, ଉନ୍ନତି ଓ ଭବିଷ୍ୟତ ନୀତି ଗଠନରେ ମୂଳ ଭୂମିକା ନିଭାଏ। ସଠିକ୍ ଓ ପ୍ରମାଣିକ ସୂଚନା ଦେଇ ଏହି ଅଭିଯାନକୁ ସଫଳ କରିବାରେ ଆମେ ସମସ୍ତେ ଏକାତ୍ମତାର ସହିତ ଆଗେଇ ଆସିବା। ଆସନ୍ତୁ, ଦେଶ ଗଠନରେ ଆମର ଦାୟିତ୍ୱ ପୂରଣ କରି ଏହି ମହତ୍ୱପୂର୍ଣ୍ଣ ଅଭିଯାନକୁ ସଫଳ କରିବା। ଜୟ ହିନ୍ଦ୍ 🇮🇳 #ଜନଗଣନା #Janganana
- କଳାହାଣ୍ଡିର ପାହାଡ଼ ମଧ୍ୟରେ ଲୁଚିଥିବା ଫୁଲ୍ଡୁମେର ଆଜିବି ମୌଳିକ ବିକାଶ—ରାସ୍ତା, ସ୍ୱାସ୍ଥ୍ୟ ସେବା ଓ ସୁଯୋଗ—ପାଇଁ ଅପେକ୍ଷା କରୁଛି। ଧନୀ ବକ୍ସାଇଟ୍ ଭଣ୍ଡାର ଥିବା ସତ୍ୱେ ମଧ୍ୟ, ଏହି ଗାଁ ଅଲଗା ରହିଛି, ଯାହା ଲୋକମାନଙ୍କୁ ପ୍ରବାସ ଓ କଷ୍ଟକୁ ବାଧ୍ୟ କରୁଛି। ପ୍ରଶ୍ନ ଏହା ନୁହେଁ ଯେ ବିକାଶ ଏଠାକୁ ଆସିବ କି— ପ୍ରଶ୍ନ ହେଉଛି ଏତେ ଦେର କାହିଁକି? #Kalahandi #Odisha #RuralIndia #Development1
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ l ବୃଦ୍ଧା ଜଣ କ ରୋଷେଇ ପାଇଁ କlଠ ସଂଗ୍ରହ ପାଇଁ ଯାଇଥିବା ବେଳେ 11 kv ଇଲେକ୍ଟ୍ରି ତାର ରେ ଲାଗି ସକାଳ ରେ ଚାଲିଗଲା ବୃଦ୍ଧା ର ଜୀବନ l ମୃତ ମହିଳା ଜଣକ ହେଲେ ଗମ୍ଭାରୀପାଲି ଗାଁ ର ଅଜ୍ଞାନୀ ସୁନା ବୋଲି ଜଣା ପଡିଛି l ଘଟଣl ସ୍ଥଳେ ଡୁଙ୍ଗୁରିପାଲି ପୋଲିସ ପହଁଚି ବୃଦ୍ଧା କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଛନ୍ତି l1
- #ମୁକ୍ତି_ତୀର୍ଥ_ମେଡ଼ିକାଲ_ଷ୍ଟୋର_ମୁକ୍ତି_ପାଇଲେ! #ପ୍ରଶାସନ_ସିଲ୍_କଲା ସୁବର୍ଣ୍ଣପୁର: ବୀରମହାରାଜପୁର ସ୍ଥିତ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ୍ କରାଯାଇଛି। ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ମେଡ଼ିକାଲ ଷ୍ଟୋରରେ ଜଣେ ବ୍ୟକ୍ତି ଡାକ୍ତର ସାଜି ରୋଗୀ ସେବା କରୁଥିଲେ। ଛାତିରେ ଟେଥୋସ୍କୋପ ପକାଉ ଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ପ୍ରଶାସନ ଘଟଣାକୁ ହାଲୁକା ଭାବେ ନେଇ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା। ଆଜି ସିଡିଏମଓ ଙ୍କୁ ଏନେଇ ସାମ୍ବାଦିକମାନେ ଗୋଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ। ଫଳରେ ବାଧ୍ୟ ହୋଇ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ ସିଲ୍ କରିଛି। ସନ୍ଧ୍ୟା ମେଡ଼ିକାଲ ଭଳି ଦୁଇ ଦିନ ବନ୍ଦ କରୁଛି ନା ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ସବୁଦିନ ପାଇଁ ବନ୍ଦ୍ କରୁଛି ପ୍ରଶାସନ ଦେଖିବାକୁ ରହିଲା।1
- ओडिशा के पुरी बीच पर मुस्तैद लाइफगार्ड्स ने अपनी सतर्कता से दो पर्यटकों की जान बचाकर देवदूत की भूमिका निभाई है। एक पर्यटक को नहाते समय दौरा पड़ा, जबकि दूसरा लहरों में बह गया था। समय पर रेस्क्यू कर दोनों को सुरक्षित बाहर निकाला गया। पर्यटकों से अपील है कि समंदर में नहाते समय लाइफगार्ड्स की हिदायतों का पालन करें।1
- ମା ବୁଢ଼ୀ ଦେଈ ଙ୍କର କଳସ ଯାତ୍ରା ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରା:ପ ର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଦେଈ ଙ୍କର ନୂତନ ଗୃହ ପ୍ରବେଶ ଉତ୍ସବ ତା ୦୧/୦୪/୨୦୨୬ ରିଖ ଠାରୁ ତା ୦୨/୦୪/୨୦୨୬ ରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁଅଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀ ତଟ ଠାରୁ ସକାଳ ୯ ଘଟିକା ୫୧ ଟି କଳସ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡଳୀ ଓ DG ବାଜା ସହ ନେଇ ପରିକ୍ରମା କରାଯାଇଅଛି। ଉକ୍ତ ଉତ୍ସବରେ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସସ୍ତ୍ରୀକ ସହ କର୍ତ୍ତା ରୂପେ କାର୍ଯ୍ୟ କରିବା ସହ ପୁରୋଧା ଶ୍ରୀ ସୁଶାନ୍ତ ରଥ ଦେବୀଙ୍କର କଳସ ପୂଜା କରିଥିଲେ। ଉକ୍ତ ଉତ୍ସବକୁ କେଞ୍ଚୁଆ ବେରେଣୀ ମୌଜାର ଅଧିବାସୀ ଓ ଗେଙ୍ଗୁଟିଆ ଗ୍ରାମର ଅଧିବାସୀ ଓ ସହଯୋଗୀ ଦାମ ସାମନ୍ତରାୟ ସ୍ୱୟଂ ସଙ୍ଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଆଦି ସମ୍ପର୍ଣ୍ଣ ହୋଇଛି।1
- କୁଚିଣ୍ଡାର ଗର୍ବ ଓ ଗୌରବକୁ ନେଇ ଆରମ୍ଭ ହୋଇଥିବା **ଗୁଦଗୁଦା ମହୋତ୍ସବ** ମହା ସମାରୋହରେ ସମାପ୍ତ ହୋଇଛି। ତୃତୀୟ ତଥା ଅନ୍ତିମ ସନ୍ଧ୍ୟାରେ କୁଚିଣ୍ଡା ସହର ଉତ୍ସବମୁଖର ହୋଇଉଠିଥିଲା। ✨ ମୁଖ୍ୟ ଆକର୍ଷଣ: ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବଛା ବଛା କଳାକାରଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ଓ ଗୀତରେ ଦୁଲୁକୁଥିଲା ମଞ୍ଚ। ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର ସମେତ ସ୍ଥାନୀୟ କୁଚିଣ୍ଡା, ଜମନକିରା ଓ ବାମରା ଅଞ୍ଚଳର କଳାକାରମାନେ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। 🤝 ଅତିଥି ବୃନ୍ଦ: ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ସଫଳତା କାମନା କରିଥିଲେ: ✅ **ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର** (ଜିଲ୍ଲାପାଳ, ସମ୍ବଲପୁର) ✅ **ମୁକେଶ କୁମାର ଭାମୁ** (ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର) ✅ **ରୋହନ କ୍ଷେତ୍ରୀ** (କମିଶନର, ମହାନଗର ନିଗମ) ✅ **ସରୱାନନ ସ** (ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟି ସଭାପତି) ✅ **ପ୍ରଦୀପ ପଣ୍ଡା** (ବରିଷ୍ଠ ନାଟ୍ୟକାର) ✅ **ରଞ୍ଜନ କୁମାର ସାହୁ** (ଲୋକନୃତ୍ୟ ଗୁରୁ) ✅ **ସୁରଥ ଚନ୍ଦ୍ର ନାୟକ** (ବରିଷ୍ଠ କଳାକାର) ଏହି ମହୋତ୍ସବ ଆମ ଅଞ୍ଚଳର କଳା ଓ ସଂସ୍କୃତିକୁ ଏକ ନୂଆ ପରିଚୟ ଦେଇଛି।1
- Post by SonepurSambad1
- ବିଭାଗୀୟ ଅବହେଳା ଯୋଗୁଁ ବିଦ୍ୟୁତ୍ ସ୍ପଂସର୍ଶରେ ବୃଦ୍ଧାଙ୍କ ମୃତ୍ୟୁ ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ ବିଦ୍ୟୁତ ଆଘାତରେ ବୃଦ୍ଧା ମୃତ। ସୂଚନା ମୁତାବକ ସକାଳ 9 ଘଣ୍ଟା ସମୟରେ ଗମ୍ଭାରୀପାଲିରୁ ଡୁଙ୍ଗୁରିପାଲି ଗଲା ରାସ୍ତା କଡ଼ରେ ଜମି ହିଡ଼ରେ କାଠ ସାଂଗ୍ରହ କରୁଥିବାବେଳେ ଛିଡି ପଡିଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧା ଅଚେତ ହୋଇ ପଡି ଯାଇଥିଲେ। ରାସ୍ତା ରେ ଯାଉଥିବା ଲୋକେ ବିଦ୍ୟୁତ ବିଭାଗକୁ ଖବର ଦେଇ ଥିଲେ। ବିଦ୍ୟୁତ କାଟି ବୃଦ୍ଧାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ବୃଦ୍ଧା ଅଜ୍ଞନୀ ସୁନା ୬୫ଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟଯେ, ବାରମ୍ବାର ବିଦ୍ୟୁତ୍ ତାର ଛିଡ଼ୁ ଥିଲେହେଁ ମରାମତି କରି କାମ ଚଳାଇ ନିଆଯାଉଛି। ବିଦ୍ୟୁତ ବିଭାଗର ଖାମଖିଆଲି ଯୋଗୁଁ ଜଣଙ୍କର ବହୁମୂଲ୍ୟ ଜୀବନ ଚାଲିଗଲା। ପରିବାର ପକ୍ଷରୁ କ୍ଷୟକ୍ଷତି ପାଇଁ ବିଦ୍ୟୁତ ବିଭାଗ ତଥା ସରକାର ଲଙ୍କର ଠାରେ ଦାବି ରଖିଛନ୍ତି। ଉକ୍ତ ଘଟଣାକୁ ନେଇ ବୃଦ୍ଧାଙ୍କର ପୁତ୍ର ଜବଦୁ ସୁନା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଥିବା ବେଳେ ଡୁଙ୍ଗୁରିପାଲି ପୋଲିସ ଶବ କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।1
- କଳାହାଣ୍ଡି (ଚିତ୍ତରଞ୍ଜନ ବିଷି )ଦୀପତଳ ଅନ୍ଧାର ସଦୃଶ୍ୟ କହିଲେ ଅତୁପ୍ତ ହେବ ନାହିଁ ଜୟପାଟଣା ଲାଖ ଲଚା ପଡ଼ା ବା ଦାସ ପଡ଼ା ର ସମସ୍ୟା । ପଞ୍ଚାୟତ ସମିତି ଅତିନିକଟବର୍ଟି ଏହି ପଡ଼ା କିନ୍ତୁ ସରକାରୀ ସୁବିଧାରୁ ବଞ୍ଚିତ । ଜନତା ଙ୍କୁ ଲୁଚେଇ ଛପେଇ ନିଜର ମନମାନି କାର୍ଯ୍ୟ କରୁଥିବା ର କାରଣ କଣ ? ପ୍ରଶାସନ ନିରବ ଦ୍ରଷ୍ଟା କାହିଁକି? ଜୟପାଟଣା ଦାସ ପଡ଼ା ର ସମସ୍ୟା ଉପରେ ପହଞ୍ଚିପାରୁନାହିଁ କି ପ୍ରଶାସନ ? ନା ଜାଣିଶୁଣି ଅଣଦେଖା କରୁଛି ତାହା ଜବାବ୍ ମାଗୁଛି ଜନତା। ନା ରହିଛି ଭଲ ରାସ୍ତା ଟିଏ , ନା ରହିଛି ଭଲ ଡ୍ରେନ୍ , ନା ଜଳୁଛି ଷ୍ଟ୍ରିଟ୍ ଲାଇଟ୍, ନା ରହିଛି ବ୍ୟବହାର କରିବା ପାଇଁ ଭଲ ପାନୀୟଜଳ, ପାଖରେ ଏକ ପୋଖରୀ ଥାଇ ନଥିଲା ସଦୃଶ୍ୟ , ଅଳିଆ ଆବର୍ଜନା ବା ଗଛ ଲତା, ବୁଦା ରେ ପରିପୂର୍ଣ୍ଣ ପୋଖରୀ ଟିଏ ପଙ୍କ ଉଦ୍ଧାର କିମ୍ବା କୌଣସି ପ୍ରକାରର ସ୍ୱଚ୍ଛତା ପାଇଁ ପ୍ରଶାସନ ଙ୍କ ଦୃଷ୍ଟି ନାହିଁ । ପାଖରେ S.M. ରାଇସ ମିଲ୍ ଥାଇ କୌଣସି ସଠିକ୍ ETP YARD ର ବ୍ୟବସ୍ଥା ନାହିଁ, ଅବ୍ୟବସ୍ଥା ଘେରରେ ଅଙ୍ଗନୱାଡି କେନ୍ଦ୍ର ଶୌଚାଳୟ। ଅନ୍ୟପଟେ ପାଣ୍ଠି ଉପରେ ପାଣ୍ଠି ଅଯଥା କାର୍ଯ୍ୟ କରି ଚାଲିଛି ପ୍ରଶାସନ । ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ରହିଛନ୍ତି ,କିନ୍ତୁ ଏପଟେ ଜନତାଙ୍କ ପାଇଁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ଅନ୍ୟ ପଟେ Step by step କଂକ୍ରିଟ ରାସ୍ତା ଉପରେ କଂକ୍ରିଟ ରାସ୍ତା ପୁଣି ତା ଉପରେ ବିକଶିତ ଓଡ଼ିଶା ପାଣ୍ଠି ତରଫରୁ ୩ ଲକ୍ଷ୍ୟ ୫୦ ହଜାର ଟଙ୍କା ର ଫେବର୍ ବ୍ଲକ୍ ରାସ୍ତା ନିର୍ମାଣ ହୋଇଥିବା ଦୃଶ୍ୟ ସାମ୍ନା କୁ ଆସିଛି। ଏଭଳି ଅଞ୍ଚଳରେ ବିକାଶ ନାମରେ ହରିଲୁଟ ଚାଲିଛି । ଖାଲି ସେତିକି ନୁହଁ ଜୟପାଟଣା ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଶିବମନ୍ଦିର ରାସ୍ତା ନିର୍ମାଣ ରେ ମଧ୍ୟ ପାଣ୍ଠି ଉପରେ ପାଣ୍ଠି ଅର୍ଥ ଖର୍ଚ୍ଚ ଚାଲିଛି । SFC ୨୦୨୪-୨୫ ରେ ୧ ଲକ୍ଷ୍ୟ ଟଙ୍କା , SFC ୨୦୨୫-୨୬ ରେ ୧ ଲକ୍ଷ୍ୟ ୫୦ ହଜାର ଟଙ୍କା ଏବଂ ୨୦୨୬ ମସିହା ରେ ଆହୁରି କଂକ୍ରିଟ କାର୍ଯ୍ୟ ହୋଇଛି କିନ୍ତୁ କୌଣସି ସୂଚନା ଫଳକ ବୋର୍ଡ ନାହିଁ, ଖାଲି PWD ରାସ୍ତା ଠାରୁ ଶିବ ମନ୍ଦିର ରାସ୍ତା ସୂଚନା ଫଳକ ବୋର୍ଡ ନୁହଁ ଏଭଳି ଅନେକ କାର୍ଯ୍ୟ ର ସୂଚନା ଫଳକ ବୋର୍ଡ ଦିଆଯାଉନଥିବା ଦୃଶ୍ୟ ସାମ୍ନା କୁ ଆସିଛି। ହସ୍ପିଟାଲ ପୋଡ଼ା କଂକ୍ରିଟ ରାସ୍ତା ର ମଧ୍ୟ କୌଣସି ସୂଚନା ଫଳକ ବୋର୍ଡ ନାହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି ରେ ଚାଲିଛି ଏଭଳି କାର୍ଯ୍ୟ । ଯାହା ସରକାରୀ ନିୟମ ବାହାରେ , ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଥିବା ବେଳେ ଅଞ୍ଚଳ ପାଇଁ କେତେ ପରିମାଣ ର ପାଣ୍ଠି ଆସିଥିଲା ଏବଂ କେତେ ଅର୍ଥ କେଉଁ ଜାଗାରେ ବ୍ୟୟ ହେଲା ତାହା ପ୍ରଶ୍ନବାଚୀ ଉଠିଛି।2