logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସତ୍ୟବାଦୀରେ ଅକ୍ଷୟ ତୃତୀୟା ଉତ୍ସବ ଧୁମଧାମରେ ପାଳିତ। ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ୍ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଆଳସରଙ୍ଗ ମେଳଣ ପଡ଼ିଆ ପାଖରେ ଗହୀର ଅଞ୍ଚଳରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ପାରମ୍ପରିକ ରୀତିରେ ବଳଦ ଓ ଟ୍ରାକ୍ଟର ଦ୍ୱାରା ହଳ ଚାଷ କରି କୃଷିର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗଦେଇ କୃଷକମାନଙ୍କୁ ଉତ୍ସାହିତ କରିଥିଲେ। ବିଜେପିର ଶତାଧିକ କର୍ମୀ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ସେହିପରି ଦିନ ତମାମ ଅଳସା, ସୁକଳ, ବିଶ୍ୱନାଥପୁର, ଅଳଗୁମ୍ ଓ ଅନ୍ୟାନ୍ୟ ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ, ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରାଯାଇଥିଲା। ଏହା ସହ କୃଷି ଓ ଗ୍ରାମୀଣ ଉନ୍ନତି ପାଇଁ ଲୋକମାନଙ୍କ ମଧ୍ୟରେ ନୂତନ ଆଶା ଓ ଉତ୍ସାହ ସୃଷ୍ଟି ହୋଇଛି।ଡ଼ଃ ମନୋଜ କୁମାର ବଳିଆରସିଂ

3 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•

More news from ଓଡ଼ିଶା and nearby areas
  • Post by ଡେଲାଙ୍ଗ ଖବର
    1
    Post by ଡେଲାଙ୍ଗ ଖବର
    user_ଡେଲାଙ୍ଗ ଖବର
    ଡେଲାଙ୍ଗ ଖବର
    ଡେଲାଙ୍ଗ, ପୁରୀ, ଓଡ଼ିଶା•
    4 hrs ago
  • Post by Prabhati Sahoo
    1
    Post by Prabhati Sahoo
    user_Prabhati Sahoo
    Prabhati Sahoo
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ଆହୁରି ଚାରିବର୍ଷ ଲାଗିବ ଗ୍ୟାସ ସଙ୍କଟ ସିଲିଣ୍ଡର ପାଇଁ ପଡିବ ହା ହା କାର #latestnews #updatenews #apanankakhabara #odisha
    1
    ଆହୁରି ଚାରିବର୍ଷ ଲାଗିବ ଗ୍ୟାସ ସଙ୍କଟ ସିଲିଣ୍ଡର ପାଇଁ ପଡିବ ହା ହା କାର #latestnews #updatenews #apanankakhabara #odisha
    user_Apananka Khabara
    Apananka Khabara
    Local News Reporter ନିଆଳି, କଟକ, ଓଡ଼ିଶା•
    7 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    14 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    16 hrs ago
  • ନବ ଓଡ଼ିଶାର ବିନ୍ଧାଣୀ, ବିଶିଷ୍ଟ ସାହିତ୍ୟିକ, ପ୍ରଜ୍ଞା ପୁରୁଷ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ବର୍ଗତ ଜାନକୀ ବଲ୍ଲଭ
    1
    ନବ ଓଡ଼ିଶାର ବିନ୍ଧାଣୀ, ବିଶିଷ୍ଟ ସାହିତ୍ୟିକ, ପ୍ରଜ୍ଞା ପୁରୁଷ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ବର୍ଗତ ଜାନକୀ ବଲ୍ଲଭ
    user_Apananka Khabara
    Apananka Khabara
    Local News Reporter ନିଆଳି, କଟକ, ଓଡ଼ିଶା•
    10 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.