Shuru
Apke Nagar Ki App…
ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଢେପାଗୁଡା କୃଷ୍ଣପୁର ଗାଁରେ ବାଘ ଆତଙ୍କ
Haradhan Bhoi
ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଢେପାଗୁଡା କୃଷ୍ଣପୁର ଗାଁରେ ବାଘ ଆତଙ୍କ
More news from Gajapati and nearby areas
- Mahendragiri #ecotourism _1
- OSAP IRB ଗଜପତି Expected cutoff l osap 3rd SS Bn gajapati 2018 Cutoff l osap irb Gajapati Cutoff1
- ଗତ ବିଜେଡିର ଆର,ଉଦୟଗିରି ଓ ମୋହନା ରେ ବ୍ଲକ ସ୍ତରୀୟ ପଦଯାତ୍ରା1
- ଗଜପତି ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ1
- ଗଜପତି ମୋହନା ପୋଲିସ ର ବଡ଼ ସଫଳତା ,ଲକ୍ଷାଧିକ ସୁନା ଗହଣା ସହ ଦୁଇ କୁଖ୍ୟାତ ଡକାୟତ ଗିରଫ,1
- ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଢେପାଗୁଡା କୃଷ୍ଣପୁର ଗାଁରେ ବାଘ ଆତଙ୍କ1
- ଗଜପତି ଜିଲ୍ଲା ର ସବୁଠୁ ସୁନ୍ଦର ଜଳପ୍ରପାତ||Best water fall in Gajapati district1
- ଗୁମ୍ମା ବ୍ଲକ ରେ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ସୋମନାଥ ଙ୍କୁ ସମ୍ଭର୍ଦ୍ଧନା ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ମାଟିର ଗର୍ବ ତଥା ସୁଯୋଗ୍ୟ ସନ୍ତାନ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ସୋମନାଥ ଶବର ଙ୍କୁ ଆଦିବାସୀ ମହସଂଘ୍ ଓ ତୁମୁଳ ଗ୍ରାମବାସୀ ପକ୍ଷରୁ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୫୬୯ ସ୍ଥାନ ଅଧିକାର କରି ଗୁମ୍ମା ବ୍ଲକ ପାଇଁ ଗର୍ବ ଓ ଗୌରବର କାରଣ ସାଜିଛନ୍ତି ସୋମନାଥ ଶବର। ଗୁମ୍ମା ଶୀତଳ ଭଣ୍ଡାର ଠାରୁ ଗୁମ୍ମା ମୁଖ୍ୟ ବଜାର, ସେରଙ୍ଗ ମୂଖ୍ୟ ବଜାର ତଥା ତୁମୁଳ ଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଲାଞ୍ଜିଆ ସଉରା ବାଦ୍ୟ, ନୃତ୍ୟ ସହ ଆତସବାଜି ଶବ୍ଦରେ ବିଭିନ୍ନ ସ୍ଥାନରେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ଅଞ୍ଚଳ ବାସୀ ସୋମନାଥ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତୁମୁଳ ଗ୍ରାମରେ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଏକ ଅନନ୍ୟ ଭାଇଚାରା ପ୍ରଦର୍ଶନ କରି ବିଶ୍ଵ ହିନ୍ଦୁ ପରିଷଦ ଓ ଖ୍ରୀଷ୍ଟ ଧର୍ମ ର ଧର୍ମଗୁରୁ ସୋମନାଥଙ୍କ ପାଇଁ ଏକତ୍ର ଆଶୀର୍ବାଦ ପ୍ରାର୍ଥନା କରିଥିଲେ ।1