Shuru
Apke Nagar Ki App…
ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ।
Ghana Shyam Rana Digital Art
ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ।
More news from ଓଡ଼ିଶା and nearby areas
- ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ।1
- ଜମନକିରା ବ୍ଲକ୍ ୨୧ ଗୋଟି ପଞ୍ଚାୟତରେ। ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଓଟିଏଲପି ଜରିଆ ରେ ପ୍ରତି ଗାଁ ରେ ଆମ୍ବ ବଗିଚା ସୃଷ୍ଟି ହୋଇଛି। ଜାନୁଆରୀ ଓ ଫେବୃଆରି ମାସରେ ଆମ୍ବ ବଉଳ ଆସିବା ପରଠୁ କଷି ଆମ୍ବ ଏବେ ପାକଳ ଅବସ୍ଥାରେ ପହଂଚିଛି। ଗତ ବର୍ଷ ବିଭିନ୍ନ କିସମର ମିଠା ଆମ୍ବ ବହୁଳ ପରିମାଣ ରେ ଖୋଲା ବଜାର ରେ ଉପଲବ୍ଧ ହୋଇ ଥିଲା ଯେ ବିକ୍ରି ନ ହୋଇ ଆମ୍ୱ ଚାଷୀ କ୍ଷତିଗ୍ରସ୍ତ ହେଲେ। ଚଳିତ ବର୍ଷ ମେଘୁଆ ପାଗ ଓ ଅସରାଏ ବର୍ଷା ରେ ଆମ୍ବ ବଉଳ ଧୋଇ ନ ଯାଇ ପ୍ରାୟତଃ ଭଲ ଆମ୍ଵ ଫଳି ଥିଲେ ହେଁ ପାକଳ ହେବା ବେଳକୁ ଭଲ ବିକ୍ରି ହେବ ନା ଗତ ବର୍ଷ ଭଳି ଚାଷୀ କ୍ଷତିଗ୍ରସ୍ତ ହେବେ ଆଶଙ୍କା ପ୍ରକାଶ ପାଇଛି।3
- राउरकेला केवल एक स्टील सिटी नहीं है, यह ओडिशा की महिमा और आधुनिकता का प्रतीक है।" माननीय राष्ट्रपति ने आदिवासी संस्कृति के संरक्षण और शिक्षा के विकास पर अपना मार्गदर्शन दिया।1
- 39th Annual Function Of Belpahar English Medium School, Belpahar1
- ମୁଖ୍ୟମନ୍ତ୍ରୀ କନ୍ୟା ବିହାହ ଯୋଜନା ଅଧୀନରେ ଅନୁଗୁଳ ଜିଲ୍ଲାରେ ୨୮ ଯୋଡ଼ା ବରବଧୂ ଙ୍କ ସାମୁହିକ ବିହାହ ସମ୍ପନ୍ନ1
- Post by Ajit Behera2
- ବରଗଡ- ଭେଡେନ କେନାଲ ରାସ୍ତା କାର୍ଯ୍ୟ କେବେ ସମାପ୍ତ ହେଵ : ଆମ୍ ଆଦମୀ ପାର୍ଟି ବରଗଡ଼ : ବରଗଡ- ଭେଡେନ କେନାଲ ରାସ୍ତା ଉନ୍ନତିକରଣ କାର୍ଯ୍ୟ ଏବେ ଠପ ହୋଇ ଯାଇଛି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି। ପୂର୍ତ୍ତ ବିଭାଗ ଦ୍ୱାରା ଏହି କାର୍ଯ୍ୟ କରା ଯାଉ ଥିବା ବେଳେ କାହିଁକି ଏହା ପଡ଼ି ରହିଛି ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ ପ୍ରଶ୍ନ କରିଛନ୍ତି। ଗତ ନଭେମ୍ବର ୨୦ ତାରିଖ ରୁ ଏହି କାର୍ଯ୍ୟ ର ଶୁଭାରମ୍ଭ ହୋଇ ଥିବା ବେଳେ କାହିଁକି ପୂର୍ତ୍ତ ବିଭାଗ ଧ୍ୟାନ ଦେଉ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି। ବରଗଡ଼ ପ୍ରାଇଭେଟ ବସ ଷ୍ଟାଣ୍ଡ ସହ ସଂଯୋଗ କରୁଥିବା ଏହି ରାସ୍ତା ସବୁ ଦିଗରୁ ଗୁରୁତ୍ୱ ବହନ କରୁଥିବା ବେଳେ ଶୋଚନୀୟ ରାସ୍ତା ଯୋଗୁ ଯାତ୍ରୀ ମାନେ ହଇରାଣ ହେଉଥିବା ଶ୍ରୀ ସାହୁ କହିଛନ୍ତି। ପାଖାପାଖି ୧୪ କୋଟି ଟଙ୍କା ବ୍ୟୟ ଅଟକଳ ରେ ରାସ୍ତା ନିର୍ମାଣ ହେଉଥିବା ସୂଚନା ରହିଛି କିନ୍ତୁ ଏହାର ମନ୍ଥର ଗତି ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ତେଣୁ ଏହାକୁ ଶୀଘ୍ର ଶେଷ କରିବାକୁ ଦାବୀ ହୋଇଛି।1
- ढेंकनाल जिले के कामाख्यानगर में जनगणना के लिए गए टीचरों पर हमला किया गया और उनकी गाड़ी में तोड़-फोड़ की गई1