logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଉଦଳାରେ ସରକାରୀ BSNL ଅଫିସ ଗେଟ୍‌ରେ ତାଲା – ଅଧିକାରୀ ଓ କର୍ମଚାରୀ ନିଘୋଡ଼ ନିଦରେ ଉଦଳା (ଓ. ଭା. ଲା)- ଲୋକଙ୍କ କାମରେଆସୁନାହିଁ ସରକାରୀ ଦୂର ବେତାର ସେବା , ନାହିଁ ନାହିଁରେ ଚାଲିଛି ଉଦଳା ରେ ଥିବା ଦୂର ସଂଚାର ନିଗମ ସେବା, ମିଳୁ ନାହିଁ ଉତ୍ତମ ସେବା ଅବସ୍ଥା ଭଗୁଛନ୍ତି ଗ୍ରାହକ l ସରକାରୀ ମାଲ ଦରିଆ ମେଁ ଡାଲ! — ଏହି କଥାଟି ଏବେ ସଠିକ ହେଉଛି ଉଦଳା ଅଞ୍ଚଳରେ। ସରକାର ଙ୍କ ଠାରୁ ଦରମା ନେଉଛନ୍ତି ହେଲେ ମଧ୍ୟ କାର୍ଯ୍ୟରେ ଅବହେଳା କରୁଛନ୍ତି ଅଧିକାରୀ ଓ କର୍ମଚାରୀ। ଏହି ଚିତ୍ର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ଉଦଳା ଅଞ୍ଚଳରେ। ମୟୁରଭଞ୍ଜ ଜିଲ୍ଲାର ଉଦଳା ସରକାରୀ ଦୂର ସଂଚାର କାର୍ଯ୍ୟାଳୟ (BSNL Office) ଏବେ ଅସଚଳ ଓ କୋମା ଅବସ୍ଥାରେ। ଅଫିସ ଗେଟ୍‌ରେ ତାଲା ଲାଗିଥିବା ଦୃଶ୍ୟ ଦେଖି ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଛି। ସ୍ଥାନୀୟ ଅନୁସାରେ, ଅଫିସରେ ଅଧିକାରୀ ଓ କର୍ମଚାରୀ ନିୟମିତ ଭାବେ ଉପସ୍ଥିତ ହେଉନାହାନ୍ତି। ଅଫିସ ଭିତର ଦୃଶ୍ୟ ଅସଜଡ଼ା, ଫାଇଲଗୁଡ଼ିକ ଧୁଳି ତଳେ ଏବଂ ଭିତର ଭାବରେ ଅସଞ୍ଚ୍ୱକର ପରିବେଶ ଦେଖିବାକୁ ମିଳୁଛି। ଏହି BSNL, ଯାହାକୁ ଦେଶର ଏକ ନମ୍ବର ସରକାରୀ ବେତାର ସଂସ୍ଥା ବୋଲି ଗଣାଯାଏ, ଏହା ଏବେ ବିବାଦରେ ଆଉ ଅବ୍ୟବସ୍ଥା ଭିତରେ। ସେବା ଅଭାବରେ ଗ୍ରାହକ ମୁହଁ ଫେରାଉଛନ୍ତି, ଲୋକେ ଅସନ୍ତୁଷ୍ଟ, ଏବଂ ଦୂର ସଂଚାର ସେବା ପାଇଁ ବେସରକାରୀ ସଂସ୍ଥା ଉପରେ ନିର୍ଭର କରୁଛନ୍ତି। ଉଦଳାରେ ସରକାର ଠାରୁ ମୋଟା ଦରମା ନେଇ କର୍ମଚାରୀ ମାନେ ମନମାନି କରି କାର୍ଯ୍ୟରେ ଅନିୟମିତତା ଓ ଅବହେଳା ଚାଲିଆସୁଛି ବୋଲି ଅଭିଯୋଗ ଉଠିଛି। ସାଧାରଣ ଲୋକ ଦୂର ସଂଚାର ସେବା ନପାଇ ଅନେକ ସମସ୍ୟାରେ ପଡ଼ୁଛନ୍ତି। ସରକାରୀ କାର୍ଯ୍ୟାଳୟ ଗେଟ୍‌ରେ ତାଲା ଲାଗି ରହିବା ସରକାରୀ ଶୃଙ୍ଖଳା ଓ ଦାୟିତ୍ୱବୋଧ ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। କେଵେ ଆସିବ ସୁଧାର, କେଵେ ଫେରିବ ପୂର୍ବ ଅବସ୍ଥା l ସାଧାରଣ ଜନତା ଏହି ଅବସ୍ଥା ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ସରକାର ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ତ୍ୱରିତ ହସ୍ତକ୍ଷେପ ଦାବି କରିଛନ୍ତି। ସେମାନେ ଆଶା କରୁଛନ୍ତି ଯେ ଶୀଘ୍ର ଏହି ସମସ୍ୟା ଉପରେ ପଦକ୍ଷେପ ଗ୍ରହଣ କରି ଲୋକଙ୍କୁ ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି l

on 7 November
user_Rajib Behera
Rajib Behera
Local News Reporter Mayurbhanj, Odisha•
on 7 November

ଉଦଳାରେ ସରକାରୀ BSNL ଅଫିସ ଗେଟ୍‌ରେ ତାଲା – ଅଧିକାରୀ ଓ କର୍ମଚାରୀ ନିଘୋଡ଼ ନିଦରେ ଉଦଳା (ଓ. ଭା. ଲା)- ଲୋକଙ୍କ କାମରେଆସୁନାହିଁ ସରକାରୀ ଦୂର ବେତାର ସେବା , ନାହିଁ ନାହିଁରେ ଚାଲିଛି ଉଦଳା ରେ ଥିବା ଦୂର ସଂଚାର ନିଗମ ସେବା, ମିଳୁ ନାହିଁ ଉତ୍ତମ ସେବା ଅବସ୍ଥା ଭଗୁଛନ୍ତି ଗ୍ରାହକ l ସରକାରୀ ମାଲ ଦରିଆ ମେଁ ଡାଲ! — ଏହି କଥାଟି ଏବେ ସଠିକ ହେଉଛି ଉଦଳା ଅଞ୍ଚଳରେ। ସରକାର ଙ୍କ

ଠାରୁ ଦରମା ନେଉଛନ୍ତି ହେଲେ ମଧ୍ୟ କାର୍ଯ୍ୟରେ ଅବହେଳା କରୁଛନ୍ତି ଅଧିକାରୀ ଓ କର୍ମଚାରୀ। ଏହି ଚିତ୍ର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ଉଦଳା ଅଞ୍ଚଳରେ। ମୟୁରଭଞ୍ଜ ଜିଲ୍ଲାର ଉଦଳା ସରକାରୀ ଦୂର ସଂଚାର କାର୍ଯ୍ୟାଳୟ (BSNL Office) ଏବେ ଅସଚଳ ଓ କୋମା ଅବସ୍ଥାରେ। ଅଫିସ ଗେଟ୍‌ରେ ତାଲା ଲାଗିଥିବା ଦୃଶ୍ୟ ଦେଖି ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଛି। ସ୍ଥାନୀୟ ଅନୁସାରେ, ଅଫିସରେ ଅଧିକାରୀ ଓ କର୍ମଚାରୀ ନିୟମିତ ଭାବେ ଉପସ୍ଥିତ ହେଉନାହାନ୍ତି। ଅଫିସ ଭିତର ଦୃଶ୍ୟ ଅସଜଡ଼ା, ଫାଇଲଗୁଡ଼ିକ ଧୁଳି ତଳେ ଏବଂ ଭିତର

ଭାବରେ ଅସଞ୍ଚ୍ୱକର ପରିବେଶ ଦେଖିବାକୁ ମିଳୁଛି। ଏହି BSNL, ଯାହାକୁ ଦେଶର ଏକ ନମ୍ବର ସରକାରୀ ବେତାର ସଂସ୍ଥା ବୋଲି ଗଣାଯାଏ, ଏହା ଏବେ ବିବାଦରେ ଆଉ ଅବ୍ୟବସ୍ଥା ଭିତରେ। ସେବା ଅଭାବରେ ଗ୍ରାହକ ମୁହଁ ଫେରାଉଛନ୍ତି, ଲୋକେ ଅସନ୍ତୁଷ୍ଟ, ଏବଂ ଦୂର ସଂଚାର ସେବା ପାଇଁ ବେସରକାରୀ ସଂସ୍ଥା ଉପରେ ନିର୍ଭର କରୁଛନ୍ତି। ଉଦଳାରେ ସରକାର ଠାରୁ ମୋଟା ଦରମା ନେଇ କର୍ମଚାରୀ ମାନେ ମନମାନି କରି କାର୍ଯ୍ୟରେ ଅନିୟମିତତା ଓ ଅବହେଳା ଚାଲିଆସୁଛି ବୋଲି ଅଭିଯୋଗ ଉଠିଛି। ସାଧାରଣ ଲୋକ ଦୂର ସଂଚାର ସେବା

ନପାଇ ଅନେକ ସମସ୍ୟାରେ ପଡ଼ୁଛନ୍ତି। ସରକାରୀ କାର୍ଯ୍ୟାଳୟ ଗେଟ୍‌ରେ ତାଲା ଲାଗି ରହିବା ସରକାରୀ ଶୃଙ୍ଖଳା ଓ ଦାୟିତ୍ୱବୋଧ ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। କେଵେ ଆସିବ ସୁଧାର, କେଵେ ଫେରିବ ପୂର୍ବ ଅବସ୍ଥା l ସାଧାରଣ ଜନତା ଏହି ଅବସ୍ଥା ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ସରକାର ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ତ୍ୱରିତ ହସ୍ତକ୍ଷେପ ଦାବି କରିଛନ୍ତି। ସେମାନେ ଆଶା କରୁଛନ୍ତି ଯେ ଶୀଘ୍ର ଏହି ସମସ୍ୟା ଉପରେ ପଦକ୍ଷେପ ଗ୍ରହଣ କରି ଲୋକଙ୍କୁ ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି l

  • user_Dibyalochan Behera
    Dibyalochan Behera
    Baripada Sadar, Mayurbhanj
    ବି ଏସ ଏନ ଏ ଲ ସେବା ସରକାର ଙ୍କ ଅଧିନ ସେବା କିନ୍ତୁ ଦୁଃଖର ବିଷୟ ଏହିସେବା ଜନତା ଠାରୁ ବହୁତ ଦୂରରେ, ଗାଁ ଗହଳି ରେ ଏହିସେବା ସମ୍ପୂର୍ଣ୍ଣ ଅପହଁଞ୍ଚ ହୋଇ ପଡିଛି ଏଥି ପ୍ରତି କେନ୍ଦ୍ର ସରକାର ତୁରନ୍ତ ଦୃଷ୍ଟି ଦବା ଦରକାର
    on 30 November
  • user_User3716
    User3716
    Nayagarh, Odisha
    odaganews
    on 10 November
  • user_User2053
    User2053
    Tikabali, Kandhamal
    👏
    on 13 November
  • user_User4536
    User4536
    Paikamal, Bargarh
    🙏
    on 11 November
  • user_User3127
    User3127
    Balangir, Odisha
    👏
    on 11 November
  • user_Tarun Kumar
    Tarun Kumar
    Rayagada, Odisha
    😤
    on 11 November
More news from ଓଡ଼ିଶା and nearby areas
  • 🚨 ଲୁଟେରାଙ୍କୁ ଶାସ୍ତି ! 🚨 📍 ବାଲେଶ୍ୱର ଜିଲ୍ଲା, ନୀଳଗିରି ଥାନା ଅଧୀନ ମଛୁଆ ନିକଟରେ ଘଟିଛି ଏକ ଚର୍ଚ୍ଚିତ ଘଟଣା । 👉 ସୂଚନା ଅନୁସାରେ, କିଛି ଲୁଟେରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ପଡ଼ିଥିଲେ । 👉 ଏହା ପରେ ଲୋକେ ତାଙ୍କୁ ଧରି ପୋଲିସଙ୍କ ହସ୍ତାନ୍ତର କରିଥିବା ସୂଚନା ମିଳିଛି । 👉 ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ⚠️ ସତର୍କତା: ନିଜେ ଆଇନ ହାତରେ ନେବେନି । ଏପରି ଘଟଣାରେ ସତ୍ୱର ପୋଲିସକୁ ସୂଚନା ଦିଅନ୍ତୁ ।
    1
    🚨 ଲୁଟେରାଙ୍କୁ ଶାସ୍ତି ! 🚨
📍 ବାଲେଶ୍ୱର ଜିଲ୍ଲା, ନୀଳଗିରି ଥାନା ଅଧୀନ ମଛୁଆ ନିକଟରେ ଘଟିଛି ଏକ ଚର୍ଚ୍ଚିତ ଘଟଣା ।
👉 ସୂଚନା ଅନୁସାରେ, କିଛି ଲୁଟେରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ପଡ଼ିଥିଲେ ।
👉 ଏହା ପରେ ଲୋକେ ତାଙ୍କୁ ଧରି ପୋଲିସଙ୍କ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।
👉 ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।
⚠️ ସତର୍କତା:
ନିଜେ ଆଇନ ହାତରେ ନେବେନି । ଏପରି ଘଟଣାରେ ସତ୍ୱର ପୋଲିସକୁ ସୂଚନା ଦିଅନ୍ତୁ ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • #ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
    1
    #ମେଡିକାଲ_ଛାତ୍ରଙ୍କୁ_ମାଡ଼
ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
    user_All India News
    All India News
    ଶରତ, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    16 hrs ago
  • କରଞ୍ଜିଆ,୩୧/୩,(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଣୀତୀର୍ଥ ପରିସରରେ ଆଜି ବିଦ୍ୟାଳୟର ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦିଲ୍ଲୀପ କୁମାର ପୃଷ୍ଟି,ସମ୍ମାନୀତ ଅତିଥି ଭାବେ ପରିଚାଳନା ସମିତିର ଉପସଭାପତି ଇଂ ତ୍ରିଲୋଚନ ସେଠୀ,ସଦସ୍ୟା ରଞ୍ଜିତା ପ୍ରମାଣିକ,କରଞ୍ଜିଆ ପ୍ରଗତିବାଦୀ ପ୍ରତିନିଧି ତଥା ଓଡ଼ିଶା ସାମ୍ୱାଦିକ ସଂଘର ଜିଲ୍ଲା ସହ ସମ୍ପାଦକ ପାର୍ଥ ପ୍ରଶନ୍ନ ମିଶ୍ର ଯୋଗଦେଇ ବିଦ୍ୟାର୍ଥୀଙ୍କ ପ୍ରଗତି ବାବଦକୁ ଉଦବୋଧନ ରଖିଥିଲେ। ଏହି ଅବସରରେ ପ୍ରୋଜେକ୍ଟର ମାଧ୍ୟମରେ ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ଶିଶୁଙ୍କ ଭିଡିଓ ପ୍ରଦର୍ଶନ କରାଯାଇ ସଭାପତି ଶ୍ରୀ ପୃଷ୍ଟିଙ୍କ ଦ୍ଵାରା ଅନୁଷ୍ଠାନିକ ଭାବେ ପରୀକ୍ଷାଫଳକୁ ଉନ୍ନୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମାଆ, ଅବିଭାବକ ବୃନ୍ଦଙ୍କ ସହିତ ପ୍ରଥମରୁ ନବମ ଶ୍ରେଣୀର ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ। ପ୍ରଥମ ଶ୍ରେଣୀରୁ ପ୍ରୀୟାଙ୍ଗସି ମହାନ୍ତ (୯୮.୬୧ ପ୍ରତିଶତ),ଦ୍ୱିତୀୟ ଶ୍ରେଣୀରୁ ପ୍ରତ୍ୟୁଷ କୁମାର ମହାନ୍ତ (୯୮.୫୨ ପ୍ରତିଶତ),ତୃତୀୟ ଶ୍ରେଣୀରୁ ଶିଶିର କୁମାର ଧଳ(୯୬.୯୧ ପ୍ରତିଶତ),ଚତୁର୍ଥ ଶ୍ରେଣୀରୁ ସୁନାମଣି ଜୋଜୋ (୯୫.୮୬ ପ୍ରତିଶତ),ପଞ୍ଚମ ଶ୍ରେଣୀରୁ ଆଦ୍ୟାସା ମହାନ୍ତ(୯୬.୬୩ ପ୍ରତିଶତ),ଷଷ୍ଠ ଶ୍ରେଣୀରୁ ଶୁଭଶ୍ରୀ ମହାନ୍ତ(୯୨.୨୭ ପ୍ରତିଶତ),ସପ୍ତମ ଶ୍ରେଣୀରୁ ଅଭିଷେକ ବେହେରା (୮୯.୬୩ ପ୍ରତିଶତ),ଅଷ୍ଟମ ଶ୍ରେଣୀରୁ ଆଦର୍ଶ ମଣ୍ଡଳ (୯୬.୮୦ ପ୍ରତିଶତ) ଓ ନବମ ଶ୍ରେଣୀରୁ ଦୀପସା ନାଏକ ୯୪.୮୩ ପ୍ରତିଶତ ନମ୍ୱର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଆ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶେଷରେ ରାଜଶ୍ରୀଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
    1
    କରଞ୍ଜିଆ,୩୧/୩,(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଣୀତୀର୍ଥ ପରିସରରେ ଆଜି ବିଦ୍ୟାଳୟର ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦିଲ୍ଲୀପ କୁମାର ପୃଷ୍ଟି,ସମ୍ମାନୀତ ଅତିଥି ଭାବେ ପରିଚାଳନା ସମିତିର ଉପସଭାପତି ଇଂ ତ୍ରିଲୋଚନ ସେଠୀ,ସଦସ୍ୟା ରଞ୍ଜିତା ପ୍ରମାଣିକ,କରଞ୍ଜିଆ ପ୍ରଗତିବାଦୀ ପ୍ରତିନିଧି ତଥା ଓଡ଼ିଶା ସାମ୍ୱାଦିକ ସଂଘର ଜିଲ୍ଲା ସହ ସମ୍ପାଦକ ପାର୍ଥ ପ୍ରଶନ୍ନ ମିଶ୍ର ଯୋଗଦେଇ ବିଦ୍ୟାର୍ଥୀଙ୍କ ପ୍ରଗତି ବାବଦକୁ ଉଦବୋଧନ ରଖିଥିଲେ। ଏହି ଅବସରରେ ପ୍ରୋଜେକ୍ଟର ମାଧ୍ୟମରେ ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ଶିଶୁଙ୍କ ଭିଡିଓ ପ୍ରଦର୍ଶନ କରାଯାଇ ସଭାପତି ଶ୍ରୀ ପୃଷ୍ଟିଙ୍କ ଦ୍ଵାରା ଅନୁଷ୍ଠାନିକ ଭାବେ ପରୀକ୍ଷାଫଳକୁ ଉନ୍ନୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମାଆ, ଅବିଭାବକ ବୃନ୍ଦଙ୍କ ସହିତ ପ୍ରଥମରୁ ନବମ ଶ୍ରେଣୀର ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ। ପ୍ରଥମ ଶ୍ରେଣୀରୁ ପ୍ରୀୟାଙ୍ଗସି ମହାନ୍ତ (୯୮.୬୧ ପ୍ରତିଶତ),ଦ୍ୱିତୀୟ ଶ୍ରେଣୀରୁ ପ୍ରତ୍ୟୁଷ କୁମାର ମହାନ୍ତ (୯୮.୫୨ ପ୍ରତିଶତ),ତୃତୀୟ ଶ୍ରେଣୀରୁ ଶିଶିର କୁମାର ଧଳ(୯୬.୯୧ ପ୍ରତିଶତ),ଚତୁର୍ଥ ଶ୍ରେଣୀରୁ ସୁନାମଣି ଜୋଜୋ (୯୫.୮୬ ପ୍ରତିଶତ),ପଞ୍ଚମ ଶ୍ରେଣୀରୁ ଆଦ୍ୟାସା ମହାନ୍ତ(୯୬.୬୩ ପ୍ରତିଶତ),ଷଷ୍ଠ ଶ୍ରେଣୀରୁ ଶୁଭଶ୍ରୀ ମହାନ୍ତ(୯୨.୨୭ ପ୍ରତିଶତ),ସପ୍ତମ ଶ୍ରେଣୀରୁ ଅଭିଷେକ ବେହେରା (୮୯.୬୩ ପ୍ରତିଶତ),ଅଷ୍ଟମ ଶ୍ରେଣୀରୁ ଆଦର୍ଶ ମଣ୍ଡଳ (୯୬.୮୦ ପ୍ରତିଶତ) ଓ ନବମ ଶ୍ରେଣୀରୁ ଦୀପସା ନାଏକ ୯୪.୮୩ ପ୍ରତିଶତ ନମ୍ୱର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଆ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶେଷରେ ରାଜଶ୍ରୀଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    12 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    17 hrs ago
  • ମୟୂରଭଞ୍ଜ : ହାତୀ ଉଦ୍ରବରେ ଅତିଷ୍ଟ ହୋଇ ପଡ଼ିଲେଣି ଅଞ୍ଚଳବାସୀ !
    1
    ମୟୂରଭଞ୍ଜ : ହାତୀ ଉଦ୍ରବରେ ଅତିଷ୍ଟ ହୋଇ ପଡ଼ିଲେଣି ଅଞ୍ଚଳବାସୀ !
    user_Chittaranjan Behera
    Chittaranjan Behera
    Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • ବାଲେଶ୍ବର : ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗୋସେବକ।
    1
    ବାଲେଶ୍ବର : ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗୋସେବକ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    9 hrs ago
  • ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
    1
    ମେଡିକାଲ_ଛାତ୍ରଙ୍କୁ_ମାଡ଼
ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.