Shuru
Apke Nagar Ki App…
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗଣିଆଁ ଫାଣ୍ଡି ସାହାଜବାହାଲ କେନାଲରୁ ଭାସୁଥିବା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର ଗାଧୋଇବାକୁ ଆସି କେନାଲ ପାଣିରେ ବୁଡି ଯୁବକ ମୃତ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗଣିଆଁ ଫାଣ୍ଡି ସାହାଜବାହାଲ କେନାଲରେ ଜଣେ ବ୍ୟକ୍ତି ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲି l ପରେ ବିନିକା ପୋଲିସକୁ ଖବର ଦେବାପରେ ଗନିଆ ଫାଣ୍ଡି ପୋଲିଅ ଘଟଣା ସ୍ଥଳରେ ପହଞ୍ଚିଥିଲା l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗନିଆ ଗ୍ରାମର କୈବଳ ଭୁଏ ବୋଲି ଜଣାପଡିଥିଲା l କୈବଲ ଗତକାଲି ସନ୍ଧ୍ୟା ସମୟରେ କେନାଲକୁ ଗାଧୋଇ ଆସିବା ପରେ ଆଉ ଘରକୁ ଫେରିନଥିଲେ l ପରିବାର ଲୋକେ ଆଖ ପାଖ ଅଞ୍ଚଲରେ ବହୁ ଖୋଜା ଖୋଜି କରିବା ପରେ ପାଇନଥିଲେ l ଆଜି ସାହାଯବାହାଲ କେନାଲ ପାଣିରେ ଭାସୁଥିବା ପରିବାର ଲୋକେ ଜାଣିବା ପରେ ମୃତ ଦେହଟିକୁ ଆସି ଚି଼ହ୍ନଟ କରିଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି l
BINKA KHABAR

More news from ଓଡ଼ିଶା and nearby areas
- ଜଗମୋହନ ଭିତରେ ଗରୁଡ଼ସ୍ତମ୍ଭ ଚତୁଃପାର୍ଶ୍ୱରେ ପାଣି - ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଗଡଭିତର ସ୍ଥିତ ବଡ ଜଗନ୍ନାଥଙ୍କ ମନ୍ଦିର ପରିସରରେ ବର୍ଷା ଜଳ - ମନ୍ଦିର ଚତୁଃପାର୍ଶ୍ୱ ଜବରଦଖଲରେ ଥିବା କାରଣରୁ ଜଳ ନିଷ୍କାସନ ପ୍ରଭାବିତ ହେଉଛି।1
- ବହୁ ପ୍ରତିଭାର ଅଧିକାରୀ ଧୀମାନ Arjun sagar ଙ୍କୁ ବହୁତ ବହୁତ ଧନ୍ୟବାଦ।1
- ଜଳବନ୍ଦୀ ଅବସ୍ଥାରେ ସବ ପୋଷ୍ଟ ଅଫିସ Iସୁବର୍ଣ୍ଣପୁର ଜିଲ୍ଲା ବିନିକା ସବ ପୋଷ୍ଟ ଅଫିସ ଭିତରେ ଜମି ରହିଛି ଗୋଟିଏ ଫୁଟର ବର୍ଷା ପାଣି1
- ଲଘୁଚାପ ଜନିତ ଲଗାଣ ବର୍ଷା ବୀରମହାରାଜପୁର ଅଞ୍ଚଳରେ ଲାଗି ରହିଛି। ମଙ୍ଗଳବାର ଦିନତମାମ ଲଗାଣ ବର୍ଷା ଲାଗି ରହିଥିଲା। ଜଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।2
- କୁମ୍ଭlରୀରେ ଅଧିକାଂଶ ଘରେ ଆଣ୍ଠୁଏ ପାଣି , ମୋଟର ପାଇପ ଯୋଗେ ନିଷ୍କାସନ କରାଯାଉଛି ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭlରୀରେ ଅଧିକାଂଶ ଘରେ ଆଣ୍ଠୁଏ ପାଣି , ମୋଟର ପାଇପ ଯୋଗେ ନିଷ୍କାସନ କରାଯାଉଛି । ଗଣେଶ ପଟେଲ, ପ୍ରକାଶ ସାହୁ, ଆର୍ତ୍ତତ୍ରାଣ ସାହୁ, ଶ୍ରୀବନ୍ତ ଦେବତା, ଆର୍ ଆଇ ଅଫିସ୍ ପିଅନ ପ୍ରମୁଖଙ୍କ ଘରେ ଦେଖିବାକୁ ମିଳିଛି । ଏହାବ୍ୟତତ ମହାବୀର ବେହେରା,ଭଜମନ ପଧlନ ପ୍ରମୁଖଙ୍କ ମାଟିଘର ଭୁଷୁଡି ପଡିଛି । ଦୀର୍ଘ ଏକ ମାସ ଧରି ବାରମ୍ବାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ବନ୍ୟା ପାଣି ଚାଷ ଜମିରେ ପ୍ରଭାବିତ ହେବାରୁ ପାୱାର ଟିଲର ଓ ଧାନରୁ ନଷ୍ଟ ହୋଇଛି । ପ୍ରକୃତ ତଦନ୍ତ କରି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ଓ ସରକାରଙ୍କୁ ସାଧାରଣରେ ଦାବୀ ହେଉଛି ।1
- କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା...ଜନନେତାସୁଶାନ୍ତଙ୍କୁ କାନ୍ଦୁଛନ୍ତି ଜନତା, ଛାଡ଼ି ଯାଉଛନ୍ତି ପ୍ରିୟ ନେତା... ଜନନେତା ସୁଶାନ୍ତଙ୍କୁ ଶେଷ ବିଦାୟ...1
- ନୀଳାଦ୍ରିବିଜେ ସମ୍ପର୍ଣ୍ଣ1
- ଗାଁ ଦାଣ୍ଡରେ ଯାଉଚି ଦୁଇ ଫୁଟ୍ ପାଣି ଗାଁ ଦାଣ୍ଡରେ ଚାଲୁଛି ଦୁଇଫୁଟ ର ପାଣି। ବର୍ଷା ହେଲେ ବର୍ଷା ଜଳ ଓ କେନାଲ ପାଣି ମିଶି ଗାଁ ଦାଣ୍ଡରେ ପ୍ରବାହିତ ହେଉଛି1
- ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ପୋଲିସ କୁ ବଡ଼ ସଫଳତା , ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ପୋଲିସ କୁ ବଡ଼ ସଫଳତା , ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ । ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ ମାଡି ବସିଲା ପୋଲିସ। ଗଞ୍ଜେଇ ସହ ଅନ୍ତରାଜ୍ୟ ଦୁଇ ଗଞ୍ଜେଇ ମାଫିଆ ଗିରଫ। ଆଜି ଲଛିପୁର ଥାନା ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ ଚୌରସିଆପୁର ଛକ ନିକଟରେ ସଂନ୍ଧେହ ରେ ଏକ ବାଇକ ରେ ସିଲିଣ୍ଡର ନେଇ ଯାଉଥିବା ୨ ବ୍ୟକ୍ତି ଙ୍କୁ ପୋଲିସ ଅଟକାଇ ଥିଲା। ପରେ ସିଲିଣ୍ଡର ଖୋଲି ଯାଞ୍ଚ କଲାବେଳେ ସିଲିଣ୍ଡର ତଳପଟେ ଓଲଣ୍ଡିଙ୍ଗ୍ ହେବାର ଦେଖି ପୋଲିସ ର ସଂନ୍ଧେହ ବଢ଼ିଥିଲା। ସିଲିଣ୍ଡର ଭାଙ୍ଗି ଦେଖିଲା ପରେ ତା ଭିତରେ ଗଞ୍ଜେଇ ଥିବା ଦେଖିଥିଲା ପୋଲିସ । ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଗଞ୍ଜେଇ ସବୁ ଓଜନ କଲାପରେ ତା ଭିତରୁ ୨୩ କେଜି ୫୦୦ ଗ୍ରାମ ଗଞ୍ଜେଇ ବାହାରି ଥିଲା। ଗଞ୍ଜେଇ ନେଇ ଯାଉଥିବା ଛତିଶଗଡ଼ ରାଜ୍ୟର ବିକାଶ ବର୍ମା ଓ ଦିଲ୍ଲିପ ଦାଶ ଙ୍କୁ ପୋଲିସ ଗିରଫ କରି ଅଧିକ ଅନୁସନ୍ଧାନ ଜାରି ରଖିଛି ।1