logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲଘୁଚାପ ଜନିତ ଲଗାଣ ବର୍ଷା ବୀରମହାରାଜପୁର ଅଞ୍ଚଳରେ ଲାଗି ରହିଛି। ମଙ୍ଗଳବାର ଦିନତମାମ ଲଗାଣ ବର୍ଷା ଲାଗି ରହିଥିଲା। ଜଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।

16 hrs ago
user_Pitambar Sahu
Pitambar Sahu
Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
16 hrs ago

ଲଘୁଚାପ ଜନିତ ଲଗାଣ ବର୍ଷା ବୀରମହାରାଜପୁର ଅଞ୍ଚଳରେ ଲାଗି ରହିଛି। ମଙ୍ଗଳବାର ଦିନତମାମ ଲଗାଣ ବର୍ଷା ଲାଗି ରହିଥିଲା। ଜଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।

More news from ଓଡ଼ିଶା and nearby areas
  • ଲଘୁଚାପ ଜନିତ ଲଗାଣ ବର୍ଷା ବୀରମହାରାଜପୁର ଅଞ୍ଚଳରେ ଲାଗି ରହିଛି। ମଙ୍ଗଳବାର ଦିନତମାମ ଲଗାଣ ବର୍ଷା ଲାଗି ରହିଥିଲା। ଜଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।
    2
    ଲଘୁଚାପ ଜନିତ ଲଗାଣ ବର୍ଷା ବୀରମହାରାଜପୁର ଅଞ୍ଚଳରେ ଲାଗି ରହିଛି। ମଙ୍ଗଳବାର ଦିନତମାମ ଲଗାଣ ବର୍ଷା ଲାଗି ରହିଥିଲା। ଜଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    16 hrs ago
  • ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।
    3
    ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    4 hrs ago
  • ଓଡ଼ିଶାର ଜଣେ ସଂଗଠକ ଏବଂ ସମର୍ପିତ ଯୋଦ୍ଧା - ଶଙ୍ଖଭବନ ଠାରେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ।
    1
    ଓଡ଼ିଶାର ଜଣେ ସଂଗଠକ ଏବଂ ସମର୍ପିତ ଯୋଦ୍ଧା
- ଶଙ୍ଖଭବନ ଠାରେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ ମାଡିବସିଲା ପୋଲିସ l ଗେସ ଟାଙ୍କି ଭିତରେ ଗଞ୍ଜେଇ ଭର୍ତ୍ତିକରି ବାହାର ରାଜ୍ୟକୁ ଚାଲାଣବେଳେ ମାଡି ବସିଲା ଲଛିପୁର ପୋଲିସ
    1
    ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ ମାଡିବସିଲା ପୋଲିସ l ଗେସ ଟାଙ୍କି ଭିତରେ ଗଞ୍ଜେଇ ଭର୍ତ୍ତିକରି ବାହାର ରାଜ୍ୟକୁ ଚାଲାଣବେଳେ ମାଡି ବସିଲା ଲଛିପୁର ପୋଲିସ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • #ପାଣି_ଘେର_ରେ_ଗଏଲବେର୍ଣ୍ଣା_ନୂତନ_ପ୍ରାଥମିକ_ବିଦ୍ୟାଳୟ #rishitv #education #school #closed #subarnapurcollector #educationminister ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଏଲବେର୍ଣ୍ଣା ର ନୂତନ ପ୍ରାଥମିକ ବିଦ୍ୟାଳୟ ଏବେ ଜଳ ବନ୍ଦୀରେ
    1
    #ପାଣି_ଘେର_ରେ_ଗଏଲବେର୍ଣ୍ଣା_ନୂତନ_ପ୍ରାଥମିକ_ବିଦ୍ୟାଳୟ
#rishitv #education #school #closed
#subarnapurcollector #educationminister
ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଏଲବେର୍ଣ୍ଣା ର ନୂତନ ପ୍ରାଥମିକ ବିଦ୍ୟାଳୟ ଏବେ ଜଳ ବନ୍ଦୀରେ
    user_Ranjan hota
    Ranjan hota
    Sonepur, Odisha•
    15 hrs ago
  • ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l : ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବହୁ ସଂଖ୍ୟାରେ ଗୋପ୍ରେମୀ ଓ ସମାଜର ବିଭିନ୍ନ ବର୍ଗର ଲୋକେ ଏକତ୍ରିତ ହୋଇ ଗୋମାତାଙ୍କ ସୁରକ୍ଷା ପାଇଁ ନିଜର ଦାବି ଓ ମତାମତ ଉପସ୍ଥାପନ କରିଥିଲେ। ଗୋମାତାଙ୍କ ପ୍ରତି ସମ୍ମାନ ଓ ସୁରକ୍ଷା ନିଶ୍ଚିତ କରିବା ପାଇଁ ପ୍ରଶାସନ ଓ ସମାଜର ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଛି। ଗୋ ସମ୍ମାନ ଆହ୍ୱାନ ଅଭିଯାନ ସୁବର୍ଣ୍ଣପୁର ଜିଲ୍ଲାରେ ଗୋ ସମ୍ମାନ ଆହ୍ୱାନ ଅଭିଯାନକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ। ଗୋମାତାଙ୍କ ସୁରକ୍ଷା, ସେବା ଓ ସମ୍ମାନ ପାଇଁ ଏକାଠି ହୋଇଛନ୍ତି ଗୋପ୍ରେମୀ, ସମାଜସେବୀ ଓ ସଚେତନ ନାଗରିକ। ଏହି ଅବସରରେ ଶୋଭାଯାତ୍ରା, ସଚେତନତା କାର୍ଯ୍ୟକ୍ରମ ସହ ଦାବିପତ୍ର ପ୍ରଦାନ କରାଯାଇଛି। ଗୋବଂଶର ସୁରକ୍ଷା ପାଇଁ ଦୃଢ଼ ଆଇନ ପ୍ରଣୟନ, ଗୋଶାଳା ନିର୍ମାଣ ଓ ଗୋସେବାକୁ ଅଧିକ ପ୍ରୋତ୍ସାହନ ଦେବା ଭଳି ବିଭିନ୍ନ ଦାବି ନେଇ ଅଭିଯାନ ପକ୍ଷରୁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଗୋମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଛି। ଗୋ ସୁରକ୍ଷା ଆମର ଦାୟିତ୍ୱ, ଗୋ ସେବା ଆମର କର୍ତ୍ତବ୍ୟ—ଏହି ବାର୍ତ୍ତା ନେଇ ଆଗକୁ ବଢ଼ୁଛି ଗୋ ସମ୍ମାନ ଆହ୍ୱାନ ଅଭିଯାନ।
    1
    ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l
: ଆଜି ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ଅଫିସ୍ ସମ୍ମୁଖରେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବହୁ ସଂଖ୍ୟାରେ ଗୋପ୍ରେମୀ ଓ ସମାଜର ବିଭିନ୍ନ ବର୍ଗର ଲୋକେ ଏକତ୍ରିତ ହୋଇ ଗୋମାତାଙ୍କ ସୁରକ୍ଷା ପାଇଁ ନିଜର ଦାବି ଓ ମତାମତ ଉପସ୍ଥାପନ କରିଥିଲେ। ଗୋମାତାଙ୍କ ପ୍ରତି ସମ୍ମାନ ଓ ସୁରକ୍ଷା ନିଶ୍ଚିତ କରିବା ପାଇଁ ପ୍ରଶାସନ ଓ ସମାଜର ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଛି।
ଗୋ ସମ୍ମାନ ଆହ୍ୱାନ ଅଭିଯାନ
ସୁବର୍ଣ୍ଣପୁର ଜିଲ୍ଲାରେ ଗୋ ସମ୍ମାନ ଆହ୍ୱାନ ଅଭିଯାନକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ। ଗୋମାତାଙ୍କ ସୁରକ୍ଷା, ସେବା ଓ ସମ୍ମାନ ପାଇଁ ଏକାଠି ହୋଇଛନ୍ତି ଗୋପ୍ରେମୀ, ସମାଜସେବୀ ଓ ସଚେତନ ନାଗରିକ। ଏହି ଅବସରରେ ଶୋଭାଯାତ୍ରା, ସଚେତନତା କାର୍ଯ୍ୟକ୍ରମ ସହ ଦାବିପତ୍ର ପ୍ରଦାନ କରାଯାଇଛି।
ଗୋବଂଶର ସୁରକ୍ଷା ପାଇଁ ଦୃଢ଼ ଆଇନ ପ୍ରଣୟନ, ଗୋଶାଳା ନିର୍ମାଣ ଓ ଗୋସେବାକୁ ଅଧିକ ପ୍ରୋତ୍ସାହନ ଦେବା ଭଳି ବିଭିନ୍ନ ଦାବି ନେଇ ଅଭିଯାନ ପକ୍ଷରୁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଗୋମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଛି।
ଗୋ ସୁରକ୍ଷା ଆମର ଦାୟିତ୍ୱ, ଗୋ ସେବା ଆମର କର୍ତ୍ତବ୍ୟ—ଏହି ବାର୍ତ୍ତା ନେଇ ଆଗକୁ ବଢ଼ୁଛି ଗୋ ସମ୍ମାନ ଆହ୍ୱାନ ଅଭିଯାନ।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    21 hrs ago
  • କାଦୁଅରେ ବୁଡ଼ିଛି ଚିଙ୍ଗିରାନାଲି–ପାତ୍ରପାଲି ରାସ୍ତା - ଯାତାୟାତ ଦୁର୍ବିଷହ -ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁନି -ତୁରନ୍ତ ମରାମତି ,ପକ୍କା ସଡ଼କ ନିର୍ମାଣ ଦାବି - ଆନ୍ଦୋଳନର ଚେତାବନୀ ଦେଲେ ଗ୍ରାମବାସୀ - ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତ ଅଧୀନ ଚିଙ୍ଗିରାନାଲି ରୁ ପାତ୍ରପାଲି ସ୍କୁଲ ପର୍ଯ୍ୟନ୍ତ ଯାଇଥିବା କଚ୍ଚା ରାସ୍ତା ବର୍ଷା ଦିନରେ ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଛି। ଦୀର୍ଘଦିନ ଧରି ରାସ୍ତାର ମରାମତି କିମ୍ବା ପକ୍କାକରଣ ହୋଇନଥିବାରୁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ଚିଙ୍ଗିରାନାଲି ଓ ବିଶାଳପାଲି ଗ୍ରାମର ଲୋକମାନେ ଖଣ୍ଡହତା ବଜାର, ସୁବଳୟା ସମେତ ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିବା ବେଳେ ଅଙ୍ଗନୱାଡିକୁ ଯାଉଥିବା ଛୋଟ ଛୋଟ ଶିଶୁ ଏବଂ ଚାଷୀମାନେ ନିଜ ଚାଷଜମି ଓ ପୋଖରୀକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ। ବର୍ଷା ପାଣିରେ ରାସ୍ତାଟି ଏପରି କାଦୁଅମୟ ହୋଇପଡ଼ିଛି ଯେ, ଦେଖିଲେ ଏହା ଚାଷ ଜମି ପରି ମନେହେଉଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତାକୁ ପକ୍କା କିମ୍ବା ପିଚୁ ସଡ଼କରେ ପରିଣତ କରିବା ପାଇଁ ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଏଭଳି ଅବସ୍ଥାରେ ଲୋକମାନେ କିପରି ଯାତାୟାତ କରିବେ ବୋଲି ପପୁନ ସାହୁ ଓ ବବୁଲୁ ସାହୁ ପ୍ରଶ୍ନ ଉଠାଇଛନ୍ତି। ଗ୍ରାମବାସୀଙ୍କ ଦାବି ହେଉଛି, ବର୍ଷା ଋତୁକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତାରେ ମୋରମ ପକାଇ ମରାମତି କରାଯାଉ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ପିଚୁ କିମ୍ବା ପକ୍କା ସଡ଼କରେ ପରିଣତ କରାଯାଉ। ଗୋପାଳ ପୋଢ଼, ବିଦେଶୀ ଚଉଲିଆ, ସୁମନ ସାହୁ, ବିପିନ ସାହୁ, ଗୋପବନ୍ଧୁ ପୋଢ଼, ସମରେଶ ସାହୁ ପ୍ରମୁଖ ରାସ୍ତାର ଶୀଘ୍ର ମରାମତି ଓ ସ୍ଥାୟୀ ପକ୍କାକରଣ ଦାବି କରିଛନ୍ତି। ଯଦି ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।
    1
    କାଦୁଅରେ ବୁଡ଼ିଛି ଚିଙ୍ଗିରାନାଲି–ପାତ୍ରପାଲି ରାସ୍ତା
- ଯାତାୟାତ ଦୁର୍ବିଷହ
-ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁନି
-ତୁରନ୍ତ ମରାମତି ,ପକ୍କା ସଡ଼କ ନିର୍ମାଣ ଦାବି
- ଆନ୍ଦୋଳନର ଚେତାବନୀ ଦେଲେ ଗ୍ରାମବାସୀ
- 
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତ ଅଧୀନ ଚିଙ୍ଗିରାନାଲି ରୁ ପାତ୍ରପାଲି ସ୍କୁଲ ପର୍ଯ୍ୟନ୍ତ ଯାଇଥିବା କଚ୍ଚା ରାସ୍ତା ବର୍ଷା ଦିନରେ ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଛି। ଦୀର୍ଘଦିନ ଧରି ରାସ୍ତାର ମରାମତି କିମ୍ବା ପକ୍କାକରଣ ହୋଇନଥିବାରୁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ରାସ୍ତା ଦେଇ ଚିଙ୍ଗିରାନାଲି ଓ ବିଶାଳପାଲି ଗ୍ରାମର ଲୋକମାନେ ଖଣ୍ଡହତା ବଜାର, ସୁବଳୟା ସମେତ ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିବା ବେଳେ ଅଙ୍ଗନୱାଡିକୁ ଯାଉଥିବା ଛୋଟ ଛୋଟ ଶିଶୁ ଏବଂ ଚାଷୀମାନେ ନିଜ ଚାଷଜମି ଓ ପୋଖରୀକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ। ବର୍ଷା ପାଣିରେ ରାସ୍ତାଟି ଏପରି କାଦୁଅମୟ ହୋଇପଡ଼ିଛି ଯେ, ଦେଖିଲେ ଏହା ଚାଷ ଜମି ପରି ମନେହେଉଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତାକୁ ପକ୍କା କିମ୍ବା ପିଚୁ ସଡ଼କରେ ପରିଣତ କରିବା ପାଇଁ ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଏଭଳି ଅବସ୍ଥାରେ ଲୋକମାନେ କିପରି ଯାତାୟାତ କରିବେ ବୋଲି ପପୁନ ସାହୁ ଓ ବବୁଲୁ ସାହୁ ପ୍ରଶ୍ନ ଉଠାଇଛନ୍ତି।
ଗ୍ରାମବାସୀଙ୍କ ଦାବି ହେଉଛି, ବର୍ଷା ଋତୁକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତାରେ ମୋରମ ପକାଇ ମରାମତି କରାଯାଉ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ପିଚୁ କିମ୍ବା ପକ୍କା ସଡ଼କରେ ପରିଣତ କରାଯାଉ।
ଗୋପାଳ ପୋଢ଼, ବିଦେଶୀ ଚଉଲିଆ, ସୁମନ ସାହୁ, ବିପିନ ସାହୁ, ଗୋପବନ୍ଧୁ ପୋଢ଼, ସମରେଶ ସାହୁ ପ୍ରମୁଖ ରାସ୍ତାର ଶୀଘ୍ର ମରାମତି ଓ ସ୍ଥାୟୀ ପକ୍କାକରଣ ଦାବି କରିଛନ୍ତି। ଯଦି ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    21 hrs ago
  • ଲଗାଣ ବର୍ଷାରେ ଲୋକ ହନ୍ତ ସନ୍ତ ଘର ଦୁଆର ଭାଙ୍ଗିବା ସହ ଗଛ ପଡ଼ି ରହିଛି ଲୋକ haha କାର। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଲୋକ ହନ୍ତ ସନ୍ତ ଘର ଦୁଆର ଭାଙ୍ଗିବା ସହ ଗଛ ପଡ଼ି ରହିଛି ଲୋକ haha କାର। ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ଲୋକ ।
    1
    ଲଗାଣ ବର୍ଷାରେ ଲୋକ ହନ୍ତ ସନ୍ତ ଘର ଦୁଆର ଭାଙ୍ଗିବା ସହ ଗଛ ପଡ଼ି ରହିଛି ଲୋକ haha କାର।
ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଲୋକ ହନ୍ତ ସନ୍ତ ଘର ଦୁଆର ଭାଙ୍ଗିବା ସହ ଗଛ ପଡ଼ି ରହିଛି ଲୋକ haha କାର। ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ଲୋକ ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.