logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆସନ୍ତା ୧୮ ଫେବୃଆରୀରେ ତାରିଖରେ ମହାକାଳପଡ଼ା ତହସିଲରେ ରାଜସ୍ବ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ | ଏତତ ବ୍ୟତୀତ ୧୯ ତାରିଖରେ ରାଜକନିକା ତହସିଲ,୨୦ ତାରିଖରେ ଡେରାବିଶ ତହସିଲ,୨୧ ଫେବୃଆରୀରେ କେନ୍ଦ୍ରାପଡ଼ା ତହସିଲ, ୨୪ ଫେବୃଆରୀରେ ଆଳି ତହସିଲ, ୨୬ ତାରିଖରେ ଗରଦପୁର ଏବଂ ପଟ୍ଟାମୁଣ୍ଡାଇ ତହସିଲ,୨୭ ତାରିଖରେ ରାଜନଗର ତହସିଲରେ ରାଜସ୍ବ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ | ପ୍ରକାଶ ଥାଉ କି, ଜିଲ୍ଲାପାଳ କେନ୍ଦ୍ରାପଡ଼ାଙ୍କ ସମେତ ୨ ଜଣ ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଉପଜିଲ୍ଲାପାଳ ଦିଆଯାଇଥିବା ଧାର୍ଯ୍ୟ ଦିନ ମାନଙ୍କରେ ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ | ତେଣୁ ଜନସାଧାରଣମାନଙ୍କୁ ଅନୁରୋଧ କରାଯାଉଛି, ଯଦି କୌଣସି ବ୍ୟକ୍ତିଙ୍କର ରାଜସ୍ବ ସଂକ୍ରାନ୍ତିୟ ଅଭିଯୋଗ ଥାଏ ତେବେ ଧାର୍ଯ୍ୟ ଦିନ ନିଜ ନିଜ ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ରହି ନିଜର ଅଭିଯୋଗର ପଞ୍ଜିକରଣ କରିପାରିବେ |

23 hrs ago
user_Prafulla Kumar Malla
Prafulla Kumar Malla
Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
23 hrs ago
101b4484-60d5-49f4-9c10-ec50a6812144

ଆସନ୍ତା ୧୮ ଫେବୃଆରୀରେ ତାରିଖରେ ମହାକାଳପଡ଼ା ତହସିଲରେ ରାଜସ୍ବ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ | ଏତତ ବ୍ୟତୀତ ୧୯ ତାରିଖରେ ରାଜକନିକା ତହସିଲ,୨୦ ତାରିଖରେ ଡେରାବିଶ ତହସିଲ,୨୧ ଫେବୃଆରୀରେ କେନ୍ଦ୍ରାପଡ଼ା ତହସିଲ, ୨୪ ଫେବୃଆରୀରେ ଆଳି ତହସିଲ, ୨୬ ତାରିଖରେ ଗରଦପୁର ଏବଂ ପଟ୍ଟାମୁଣ୍ଡାଇ ତହସିଲ,୨୭ ତାରିଖରେ ରାଜନଗର ତହସିଲରେ ରାଜସ୍ବ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ | ପ୍ରକାଶ ଥାଉ କି, ଜିଲ୍ଲାପାଳ କେନ୍ଦ୍ରାପଡ଼ାଙ୍କ ସମେତ ୨ ଜଣ ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଉପଜିଲ୍ଲାପାଳ ଦିଆଯାଇଥିବା ଧାର୍ଯ୍ୟ ଦିନ ମାନଙ୍କରେ ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ | ତେଣୁ ଜନସାଧାରଣମାନଙ୍କୁ ଅନୁରୋଧ କରାଯାଉଛି, ଯଦି କୌଣସି ବ୍ୟକ୍ତିଙ୍କର ରାଜସ୍ବ ସଂକ୍ରାନ୍ତିୟ ଅଭିଯୋଗ ଥାଏ ତେବେ ଧାର୍ଯ୍ୟ ଦିନ ନିଜ ନିଜ ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ରହି ନିଜର ଅଭିଯୋଗର ପଞ୍ଜିକରଣ କରିପାରିବେ |

More news from ଓଡ଼ିଶା and nearby areas
  • ଆସନ୍ତାକାଲି ଅର୍ଥାତ୍ ୧୭.୦୨.୨୦୨୬ ଦିନ ପୂର୍ବାହ୍ନ ୧୧ଟାରେ କେନ୍ଦ୍ରାପଡ଼ାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନୂତନ ଭାବରେ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମ "VB-G RAM G" ଉପରେ ଗଣମାଧ୍ୟମ ଆଲୋଚନା..
    1
    ଆସନ୍ତାକାଲି ଅର୍ଥାତ୍ ୧୭.୦୨.୨୦୨୬ ଦିନ ପୂର୍ବାହ୍ନ ୧୧ଟାରେ କେନ୍ଦ୍ରାପଡ଼ାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନୂତନ ଭାବରେ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମ "VB-G RAM G" ଉପରେ ଗଣମାଧ୍ୟମ ଆଲୋଚନା..
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    23 hrs ago
  • କଟକ ଜିଲ୍ଲା ତାରିଖ 17.02.2026 ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତ ରେ ଜାଇଥିବା କଟିକଟା ଜୟପୁର ରୋଡ ରେ ଚାଲିଛି ରାସ୍ତାର ମରାମତି କାର୍ଯ୍ୟ
    1
    କଟକ ଜିଲ୍ଲା ତାରିଖ 17.02.2026 ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତ ରେ ଜାଇଥିବା କଟିକଟା ଜୟପୁର ରୋଡ ରେ ଚାଲିଛି ରାସ୍ତାର ମରାମତି କାର୍ଯ୍ୟ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    20 min ago
  • କଟକ ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା,ସାଇକେଲ ଆରୋହୀ ଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ଦଳିଦେଲା ଅଜଣା ଗାଡି, ଉତ୍ୟକ୍ତ ଲୋକଙ୍କ ଦ୍ୱାରା କଟକ ପାରାଦୀପ ରାସ୍ତାରୋକ l ମୃତ ସାଇକେଲ ଆରୋହୀ ହେଉଛନ୍ତି ସ୍ଥାନୀୟ ବଡପାଳ ଗ୍ରାମର ଉତ୍ତମ ଭୋଇ ବୋଲି ଅନୁମାନ କରାଯାଉଛି, ନିକଟରେ ରହିଥିବା କମଳା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନାଇଟ ୱାଚମ୍ୟାନ ଭାବରେ କାର୍ଯ୍ୟ କରନ୍ତି ବୋଲି ସୂଚନା ମିଳିଛି..
    1
    କଟକ ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା,ସାଇକେଲ ଆରୋହୀ ଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ଦଳିଦେଲା ଅଜଣା ଗାଡି, ଉତ୍ୟକ୍ତ ଲୋକଙ୍କ ଦ୍ୱାରା କଟକ ପାରାଦୀପ ରାସ୍ତାରୋକ l ମୃତ ସାଇକେଲ ଆରୋହୀ ହେଉଛନ୍ତି ସ୍ଥାନୀୟ ବଡପାଳ ଗ୍ରାମର ଉତ୍ତମ ଭୋଇ ବୋଲି ଅନୁମାନ କରାଯାଉଛି, ନିକଟରେ ରହିଥିବା କମଳା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନାଇଟ ୱାଚମ୍ୟାନ ଭାବରେ କାର୍ଯ୍ୟ କରନ୍ତି ବୋଲି ସୂଚନା ମିଳିଛି..
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    9 hrs ago
  • ନଜର ଆଢୁଆଳରେ ସୁକିନ୍ଦାର ଗୁରୁତର ସମସ୍ୟା ଯାହା ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ସମସ୍ୟାର କାରଣ ସାଜିଛି। ନଜର ଦେବାକୁ ଅନୁରୋଧ
    1
    ନଜର ଆଢୁଆଳରେ ସୁକିନ୍ଦାର ଗୁରୁତର ସମସ୍ୟା ଯାହା ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ସମସ୍ୟାର କାରଣ ସାଜିଛି। ନଜର ଦେବାକୁ ଅନୁରୋଧ
    user_Bibhudutta Prusty
    Bibhudutta Prusty
    Jajapur, Odisha•
    2 hrs ago
  • भुवनेश्वर सिंदूरपड़ा में जो छत पर बॉम्ब बिसपोरन हत्या इसकी वीडियो फुटेज मिलने का बाद पुलिस ने क्या एक्शन लेगा आगे देखना हे
    1
    भुवनेश्वर सिंदूरपड़ा में जो छत पर बॉम्ब बिसपोरन हत्या इसकी वीडियो फुटेज मिलने का बाद पुलिस ने क्या एक्शन लेगा आगे देखना हे
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    3 hrs ago
  • Post by Bikram Mohapatra
    1
    Post by Bikram Mohapatra
    user_Bikram Mohapatra
    Bikram Mohapatra
    Ersama, Jagatsinghapur•
    8 hrs ago
  • Post by Md mustafa news
    1
    Post by Md mustafa news
    user_Md mustafa news
    Md mustafa news
    ଧାମନଗର, ଭଦ୍ରକ, ଓଡ଼ିଶା•
    20 hrs ago
  • ଡେରାବିଶ ବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଶିବିରରେ ମୋଟ ୭୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୬୬ଟି ବ୍ୟକ୍ତିଗତ ଏବଂ ୧୨ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ୨ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା । ପଞ୍ଜିକୃତ ଅଭିଯୋଗ ଗୁଡିକରେ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ଜିଲ୍ଲାପାଳ, ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗଗୁଡିକ ସମୀକ୍ଷା କରିଥିଲେ । ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ,ଡେରାବିଶ ବିଡ଼ିଓ ନମିତା ବାରିକ, ତହସିଲଦାର ସରୋଜ ନାୟକ,ଡେପୁଟି କଲେକ୍ଟର(ସାଧାରଣ ଓ ବିବିଧ ବିଭାଗ) ସରୋଜ କୁମାର ବେହେରା ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରକାଶଥାଉ କି ଆସନ୍ତା ୨୩ ଫେବୃଆରୀରେ ଗରଦପୁର ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।
    1
    ଡେରାବିଶ ବ୍ଲକ ଠାରେ ଜିଲ୍ଲାପାଳ 
ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଶିବିରରେ ମୋଟ ୭୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୬୬ଟି ବ୍ୟକ୍ତିଗତ ଏବଂ ୧୨ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା ।  ୨ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା । ପଞ୍ଜିକୃତ ଅଭିଯୋଗ ଗୁଡିକରେ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ଜିଲ୍ଲାପାଳ, ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗଗୁଡିକ ସମୀକ୍ଷା କରିଥିଲେ । ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ,ଡେରାବିଶ ବିଡ଼ିଓ ନମିତା ବାରିକ, ତହସିଲଦାର ସରୋଜ ନାୟକ,ଡେପୁଟି କଲେକ୍ଟର(ସାଧାରଣ ଓ ବିବିଧ ବିଭାଗ) ସରୋଜ କୁମାର ବେହେରା    ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରକାଶଥାଉ କି ଆସନ୍ତା  ୨୩ ଫେବୃଆରୀରେ ଗରଦପୁର ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.