Shuru
Apke Nagar Ki App…
ଆସନ୍ତାକାଲି ଅର୍ଥାତ୍ ୧୭.୦୨.୨୦୨୬ ଦିନ ପୂର୍ବାହ୍ନ ୧୧ଟାରେ କେନ୍ଦ୍ରାପଡ଼ାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନୂତନ ଭାବରେ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମ "VB-G RAM G" ଉପରେ ଗଣମାଧ୍ୟମ ଆଲୋଚନା..
Prafulla Kumar Malla
ଆସନ୍ତାକାଲି ଅର୍ଥାତ୍ ୧୭.୦୨.୨୦୨୬ ଦିନ ପୂର୍ବାହ୍ନ ୧୧ଟାରେ କେନ୍ଦ୍ରାପଡ଼ାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନୂତନ ଭାବରେ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମ "VB-G RAM G" ଉପରେ ଗଣମାଧ୍ୟମ ଆଲୋଚନା..
More news from ଓଡ଼ିଶା and nearby areas
- ଆସନ୍ତାକାଲି ଅର୍ଥାତ୍ ୧୭.୦୨.୨୦୨୬ ଦିନ ପୂର୍ବାହ୍ନ ୧୧ଟାରେ କେନ୍ଦ୍ରାପଡ଼ାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନୂତନ ଭାବରେ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମ "VB-G RAM G" ଉପରେ ଗଣମାଧ୍ୟମ ଆଲୋଚନା..1
- କଟକ ଜିଲ୍ଲା ତାରିଖ 17.02.2026 ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତ ରେ ଜାଇଥିବା କଟିକଟା ଜୟପୁର ରୋଡ ରେ ଚାଲିଛି ରାସ୍ତାର ମରାମତି କାର୍ଯ୍ୟ1
- କଟକ ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା,ସାଇକେଲ ଆରୋହୀ ଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ଦଳିଦେଲା ଅଜଣା ଗାଡି, ଉତ୍ୟକ୍ତ ଲୋକଙ୍କ ଦ୍ୱାରା କଟକ ପାରାଦୀପ ରାସ୍ତାରୋକ l ମୃତ ସାଇକେଲ ଆରୋହୀ ହେଉଛନ୍ତି ସ୍ଥାନୀୟ ବଡପାଳ ଗ୍ରାମର ଉତ୍ତମ ଭୋଇ ବୋଲି ଅନୁମାନ କରାଯାଉଛି, ନିକଟରେ ରହିଥିବା କମଳା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନାଇଟ ୱାଚମ୍ୟାନ ଭାବରେ କାର୍ଯ୍ୟ କରନ୍ତି ବୋଲି ସୂଚନା ମିଳିଛି..1
- ନଜର ଆଢୁଆଳରେ ସୁକିନ୍ଦାର ଗୁରୁତର ସମସ୍ୟା ଯାହା ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ସମସ୍ୟାର କାରଣ ସାଜିଛି। ନଜର ଦେବାକୁ ଅନୁରୋଧ1
- भुवनेश्वर सिंदूरपड़ा में जो छत पर बॉम्ब बिसपोरन हत्या इसकी वीडियो फुटेज मिलने का बाद पुलिस ने क्या एक्शन लेगा आगे देखना हे1
- Post by Bikram Mohapatra1
- Post by Md mustafa news1
- ଡେରାବିଶ ବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଶିବିରରେ ମୋଟ ୭୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୬୬ଟି ବ୍ୟକ୍ତିଗତ ଏବଂ ୧୨ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ୨ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା । ପଞ୍ଜିକୃତ ଅଭିଯୋଗ ଗୁଡିକରେ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ଜିଲ୍ଲାପାଳ, ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗଗୁଡିକ ସମୀକ୍ଷା କରିଥିଲେ । ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ,ଡେରାବିଶ ବିଡ଼ିଓ ନମିତା ବାରିକ, ତହସିଲଦାର ସରୋଜ ନାୟକ,ଡେପୁଟି କଲେକ୍ଟର(ସାଧାରଣ ଓ ବିବିଧ ବିଭାଗ) ସରୋଜ କୁମାର ବେହେରା ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରକାଶଥାଉ କି ଆସନ୍ତା ୨୩ ଫେବୃଆରୀରେ ଗରଦପୁର ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।1