ଜୟପୁର ବିଜେଡି ଦଳ ପକ୍ଷରୁ ଓଡ଼ିଶାର ଗୌରବ ଓ ଗର୍ବ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ଗମ୍ଭୀରତା ସହ ପାଳନ କରାଯାଇଛି। ଏହି ଅବସରରେ ଦଳୀୟ ନେତା ଓ କର୍ମୀମାନେ ବିଜୁ ବାବୁଙ୍କ ଆଦର୍ଶକୁ ସ୍ମରଣ କରି ସମାଜ ସେବାରେ ନିଜକୁ ନିଯୁକ୍ତ କରିବାକୁ ସଂକଳ୍ପ ନେଇଥିଲେ। ଏବଂ ଜୟପୁର ପୌରପାଳିକାରେ ଚାଲୁଥିବା ଦୁର୍ନୀତି ବିରୋଧରେ ଜନଆନ୍ଦୋଳନ ଆରମ୍ଭ କରାଯିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି। ଏହା ସମ୍ପର୍କରେ ସୂଚନା ଦେଇଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଜୟପୁର ବିଜେଡି ଦଳ ପକ୍ଷରୁ ଓଡ଼ିଶାର ଗୌରବ ଓ ଗର୍ବ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ଗମ୍ଭୀରତା ସହ ପାଳନ କରାଯାଇଛି। ଏହି ଅବସରରେ ଦଳୀୟ ନେତା ଓ କର୍ମୀମାନେ ବିଜୁ ବାବୁଙ୍କ ଆଦର୍ଶକୁ ସ୍ମରଣ କରି ସମାଜ ସେବାରେ ନିଜକୁ ନିଯୁକ୍ତ କରିବାକୁ ସଂକଳ୍ପ ନେଇଥିଲେ। ଏବଂ ଜୟପୁର ପୌରପାଳିକାରେ ଚାଲୁଥିବା ଦୁର୍ନୀତି ବିରୋଧରେ ଜନଆନ୍ଦୋଳନ ଆରମ୍ଭ କରାଯିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି। ଏହା ସମ୍ପର୍କରେ ସୂଚନା ଦେଇଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ

- ମଦ ଭାଟି ଭାଙ୍ଗିଲେ ମହିଳା,ଗାଁକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ଗାଁ ମହିଳା #Kalingatv #kundura Kotpad Breaking #koraput #viralreels #fbviralvideo #Woman_breaks_liquor_store #odisha #OdishaNews1
- ଦେଖନ୍ତୁ କଣ୍ଟାମାଳ ଗ୍ରାମ ର 🙏🙏🙏1
- Post by Poriman Poriman sisa1
- ଦୁର୍ଗନ୍ଧ ରେ ଭାସୁଛି ଭବାନୀପାଟଣା ବସଷ୍ଟାଣ୍ଡ1
- ସଂପ୍ରତି ସିବିଏସସି ଦଶମ ବୋର୍ଡ ପରିକ୍ଷା ଫଳାଫଳ ବାହାରିଥିବା ବେଳେ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି, ବେତାଗୁଡା ସ୍ଥିତ ଜବହାର ନବଦୟ ବିଦ୍ୟାଳୟ ର ଛାତ୍ରୀ ତଥା ଗୁମ୍ମା ବ୍ଲକ ଅଜୟଗଡର ଝିଅ ରୋଜମେରୀ ଗାନାୟକ ଶତକଡ଼ା ୯୫.୨ ପ୍ରତିଶତ ନଂବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ନିଜ ବ୍ଲକ ଓ ଗାଁର ଗୌରବ ବଢାଇଛନ୍ତି । ସୂଚନା ଯେ ସେ ରାଜେଶ୍ୱର ଗାନାୟକ ଓ ମିନିତା ଗାନାୟକ ଙ୍କ ଦୁଇ ସନ୍ତାନ ମଧ୍ଯରୁ ରୋଜମେରୀ ବଡ଼ ।ପିଲାଟି ବେଳୁ ହିଁ ସେ ମେଧାବୀ ଥିଲେ । ପ୍ରଥମେ ପାଞ୍ଚ ମାଇଲ ସ୍ଥିତ ଗୁଡ଼ ସେଫଡ ସ୍କୁଲରେ ପଢିବା ପରେ ନବୋଦୟ ପାଇଁ ଚୟନ ହୋଇ ଷଷ୍ଠ ଶ୍ରେଣୀରେ ଭର୍ତ୍ତି ହୋଇଥିଲେ । ସେ ୬ଷ୍ଟ, ୭ମ, ୮ମ ଓ ୯ମ ସମସ୍ତ ଶ୍ରେଣୀରେ ପ୍ରତି ବର୍ଷ ପ୍ରଥମ ସ୍ଥାନ ଅଧିକାର କରିଆସୁଥିଲେ । ସେ ଏହି ସଫଳତା ବଜାୟ ରଖି ଚଳିତ ବର୍ଷ ମଧ୍ୟ ଦଶମ ଶ୍ରେଣୀରେ ବିଦ୍ୟାଳୟର ସମସ୍ତ ୮୩ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଟପର ହୋଇ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ ମାତାପିତା ଙ୍କୁ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି।1
- ବର୍ତମାନ ସମଗ୍ର ଟିଟିଲାଗଡ଼ ଅଂଚଳ ରେ ତାପମାତ୍ରା ୪୩ଡିଗ୍ରୀ ଉପରେ ରହୁଛି l ଭୟଙ୍କର ରୌଦ୍ରତାପ ଜାରି ରହିଛି l ଅନ୍ୟ ପଟରେ ଟିଟିଲାଗଡ଼ ସହର କୁ ଲାଗି ରହିଥିବା ବର୍ଣ୍ଣି ଜଙ୍ଗଲ ରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଗୁଡିକ ଜଳି ପୋଡି ପାଉଁଶ ହେବାରେ ଲାଗିଛି l ତାପମାତ୍ରା କୁ ରୋକିବାକୁ ହେଲେ ବ୍ୟାପକ ଵନିକରଣ ର ଆବଶ୍ୟକ ରହିଥିବା ବେଳେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଯେଉଁ ଟିକକ ଜଙ୍ଗଲ ରହିଛି ତାହା ବି ନିଆଁ ର କବଳରେ ରହି ଛାରଖାର ହେବାରେ ଲାଗିଛି l ବୃକ୍ଷ ରୋପଣ, ଜଙ୍ଗଲ ସୃଷ୍ଟି ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଜଳବାୟୁ, ପାଣିପାଗ ତଥା ପରିବେଶ ର ସଠିକ ସନ୍ତୁଳନ ପାଇଁ ଜଙ୍ଗଲ ନିହାତି ଆବଶ୍ୟକ ହୋଇଥିବା ବେଳେ ଏବେ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ପରିବେଶବିତ ମାନେ ଏହାକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ରାଜ୍ୟ ରାଜକୋଷ ରୁ ଦରମା ନେଉଥିବା ବନବିଭାଗ ଜଙ୍ଗଲ ସୁରକ୍ଷା କରିବା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁ କୁ ଲିଭାଇ ଜଙ୍ଗଲ ବଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ l ନଚେତ ଆଗକୁ ଏହାର ପ୍ରଭାବ ପରିବେଶ ଉପରେ ପଡିବା ସହିତ ଟିଟିଲାଗଡ଼ ର ତାପମାତ୍ରା ଆହୁରି ବଢିବ....3
- ଜୟପୁର ଆହାର ରୋଷାଇ ଶାଳକୁ ନେଇ ଏବେ ଚର୍ଚ୍ଚାରେ ପଚି ସୋଡି ଯାଇଥିବା ପରିବାରେ ରୋଷାଇ କରି ଆହାର କେନ୍ଦ୍ରରେ ଲୋକମାନଙ୍କୁ ଖାଇବା ଦିଆଯାଉ ଥିବା କୁ ନେଇ ପ୍ରତିକିୟା ରଖିଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ1
- ଅବକାରୀ ପୋଲିସ ଚୋଟରେ ଜଣେ ଗୁରୁତର,ଆହତଙ୍କ ପରିବାର ଆଣିଲେ ଅଭିଯୋଗ l ଆହତ ବ୍ୟକ୍ତି ଜଣକ ନବରଙ୍ଗପୁର ଜିଲ୍ଲା କେର୍ଲା ଗ୍ରାମର ଦୁଷ୍ମନ୍ତ ବିଶୋଇ l1
- ଗେଟ୍ ତଳେ ଚାପି ହୋଇ ଦୁଇ ଛାତ୍ରୀ ମୃତ୍ୟୁ ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଙ୍କ ଘଟଣା ସ୍ଥଳ ପରିଦର୍ଶନ1