logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜୟପୁର ଆହାର ରୋଷାଇ ଶାଳକୁ ନେଇ ଏବେ ଚର୍ଚ୍ଚାରେ ପଚି ସୋଡି ଯାଇଥିବା ପରିବାରେ ରୋଷାଇ କରି ଆହାର କେନ୍ଦ୍ରରେ ଲୋକମାନଙ୍କୁ ଖାଇବା ଦିଆଯାଉ ଥିବା କୁ ନେଇ ପ୍ରତିକିୟା ରଖିଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଜୟପୁର ଆହାର ରୋଷାଇ ଶାଳକୁ ନେଇ ଏବେ ଚର୍ଚ୍ଚାରେ ପଚି ସୋଡି ଯାଇଥିବା ପରିବାରେ ରୋଷାଇ କରି ଆହାର କେନ୍ଦ୍ରରେ ଲୋକମାନଙ୍କୁ ଖାଇବା ଦିଆଯାଉ ଥିବା କୁ ନେଇ ପ୍ରତିକିୟା ରଖିଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ

7 hrs ago
user_UD MEDIA NEWS
UD MEDIA NEWS
Journalist ଜୟପୁର, କୋରାପୁଟ, ଓଡ଼ିଶା•
7 hrs ago

ଜୟପୁର ଆହାର ରୋଷାଇ ଶାଳକୁ ନେଇ ଏବେ ଚର୍ଚ୍ଚାରେ ପଚି ସୋଡି ଯାଇଥିବା ପରିବାରେ ରୋଷାଇ କରି ଆହାର କେନ୍ଦ୍ରରେ ଲୋକମାନଙ୍କୁ ଖାଇବା ଦିଆଯାଉ ଥିବା କୁ ନେଇ ପ୍ରତିକିୟା ରଖିଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଜୟପୁର ଆହାର ରୋଷାଇ ଶାଳକୁ ନେଇ ଏବେ ଚର୍ଚ୍ଚାରେ ପଚି ସୋଡି ଯାଇଥିବା ପରିବାରେ ରୋଷାଇ କରି ଆହାର କେନ୍ଦ୍ରରେ ଲୋକମାନଙ୍କୁ ଖାଇବା ଦିଆଯାଉ ଥିବା କୁ ନେଇ ପ୍ରତିକିୟା ରଖିଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ

More news from ଓଡ଼ିଶା and nearby areas
  • ଜୟପୁର ବିଜେଡି ଦଳ ପକ୍ଷରୁ ଓଡ଼ିଶାର ଗୌରବ ଓ ଗର୍ବ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ଗମ୍ଭୀରତା ସହ ପାଳନ କରାଯାଇଛି। ଏହି ଅବସରରେ ଦଳୀୟ ନେତା ଓ କର୍ମୀମାନେ ବିଜୁ ବାବୁଙ୍କ ଆଦର୍ଶକୁ ସ୍ମରଣ କରି ସମାଜ ସେବାରେ ନିଜକୁ ନିଯୁକ୍ତ କରିବାକୁ ସଂକଳ୍ପ ନେଇଥିଲେ। ଏବଂ ଜୟପୁର ପୌରପାଳିକାରେ ଚାଲୁଥିବା ଦୁର୍ନୀତି ବିରୋଧରେ ଜନଆନ୍ଦୋଳନ ଆରମ୍ଭ କରାଯିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି। ଏହା ସମ୍ପର୍କରେ ସୂଚନା ଦେଇଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ
    1
    ଜୟପୁର ବିଜେଡି ଦଳ ପକ୍ଷରୁ ଓଡ଼ିଶାର ଗୌରବ ଓ ଗର୍ବ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ଗମ୍ଭୀରତା ସହ ପାଳନ କରାଯାଇଛି।
ଏହି ଅବସରରେ ଦଳୀୟ ନେତା ଓ କର୍ମୀମାନେ ବିଜୁ ବାବୁଙ୍କ ଆଦର୍ଶକୁ ସ୍ମରଣ କରି ସମାଜ ସେବାରେ ନିଜକୁ ନିଯୁକ୍ତ କରିବାକୁ ସଂକଳ୍ପ ନେଇଥିଲେ।
ଏବଂ ଜୟପୁର ପୌରପାଳିକାରେ ଚାଲୁଥିବା ଦୁର୍ନୀତି ବିରୋଧରେ ଜନଆନ୍ଦୋଳନ ଆରମ୍ଭ କରାଯିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି। ଏହା ସମ୍ପର୍କରେ ସୂଚନା ଦେଇଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    7 hrs ago
  • ବାର୍ ଭିତରେ ଆକ୍ରମଣ ଜଣେ ଗୁରୁତର
    1
    ବାର୍ ଭିତରେ ଆକ୍ରମଣ ଜଣେ ଗୁରୁତର
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    55 min ago
  • ବିଦ୍ୟାଳୟ ଅଟେ ମଣିଷ ତିଆରି କାରଖାନା । ଏକ ପବିତ୍ର ଅନୁଷ୍ଠାନ କିନ୍ତୁ କିଛି ଅସମାଜିକ ବ୍ୟକ୍ତି ବିଶେଷ ଙ୍କ ଲାଗି ପବିତ୍ର ଅନୁଷ୍ଠାନ ବେଳେ ବେଳେ କଳଙ୍କିତ ହୋଇପଡ଼େ ସମାଜ ସମ୍ମୁଖ ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ର ଟେମ୍ରା ପଞ୍ଚାୟତ ସଦର ମହକୁମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ । ଶନିବାର ଦିନ ସାଧାରଣ ରେ ଦେଖିବାକୁ ମିଳିଛି, ବିଦ୍ୟାଳୟ ପରିସର ମଧ୍ୟରେ ମଦ ବୋତଲ ।
    1
    ବିଦ୍ୟାଳୟ ଅଟେ ମଣିଷ ତିଆରି କାରଖାନା । ଏକ ପବିତ୍ର ଅନୁଷ୍ଠାନ କିନ୍ତୁ କିଛି ଅସମାଜିକ ବ୍ୟକ୍ତି ବିଶେଷ ଙ୍କ ଲାଗି ପବିତ୍ର ଅନୁଷ୍ଠାନ ବେଳେ ବେଳେ କଳଙ୍କିତ ହୋଇପଡ଼େ ସମାଜ ସମ୍ମୁଖ ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ର ଟେମ୍ରା ପଞ୍ଚାୟତ ସଦର ମହକୁମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ । ଶନିବାର ଦିନ ସାଧାରଣ ରେ ଦେଖିବାକୁ ମିଳିଛି, ବିଦ୍ୟାଳୟ ପରିସର ମଧ୍ୟରେ ମଦ ବୋତଲ ।
    user_Santunu chanda
    Santunu chanda
    Local News Reporter Kosagumuda•
    10 hrs ago
  • ପାଣିଡଗଂର ଜଳ ପ୍ରକଳ୍ପ କର ନଚେତ ଗାଦି ଛାଡ --------------------------------------- ଚଳିତ ମାସ 17 04 2026 ତାରିଖ ଦିନ କ୍ଷେତ ମୁଲିଆ ସଂଗଠନ( ଆଇରାଲା-AIARLA - ସି ପି ଆଇ (ଏମଏଲ) ଲିବରେସନ ତରଫରୁ ଗୁଣପୁର ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆନ୍ଧ୍ର ର କାଟ୍ରାଗାଡା ଫେଜ 2 ପ୍ରକଳ୍ପ କୁ ସୁପ୍ରିମକୋର୍ଟ କୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେବା ପରେ ରାୟଗଡା ଜିଲ୍ଲା ଗୁଡାରୀ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଜୋର୍ ଧରିଛି | ବଂଶ ଧାରା ନଦୀ ଆମର , ଆମ ପାଣି କୁ ଆନ୍ଧ୍ର ନେଇ ଉପଯୋଗ କରୁଥିବା ବେଳେ ଗୁଣପୁର ଅଞ୍ଚଳର ଛାଷି ଭାଇ ମାନେ ଚାତକ ପରି ରହିଛନ୍ତି ଏଥିପାଇଁ ଓଡିଶା ସରକାର ଫେଲ ମାରିଛି l 2004 ମସିହା ରୁ ଗୁଡାରୀ ଠାରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ କାର୍ଯ୍ୟାଳୟ ଖୋଲା ଯାଇ ସର୍ଭେ କରାଯାଇ ଥିଲା | ଆଗାମୀ ଦିନରେ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ନ କରିଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ କ୍ଷେତ ମୁଲିଆ ସଂଗଠନ ନେତା ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ଚେତାବନୀ ଦେଇଛନ୍ତି । ଭାଜପା ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ବିଜେପି ରାଜନୈତିକ ସ୍ୱାର୍ଥ ସାଧନ ଲାଗି ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l କେନ୍ଦ୍ର ଓ ରାଜ୍ୟ ରେ ଭାଜପା ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା କାରଣରୁ ବଂଶଧାରା ଟ୍ରିବୁନାଲ ରେ ଓଡ଼ିଶାର ପକ୍ଷ ଦୁର୍ବଳ ହୋଇ ପଡିଛି l ବଂଶଧାରା ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ୱାରା କେନ୍ଦ୍ର ର ଅନୁମତି ଆବଶ୍ୟକ ପଡୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳ ରେ ଓଡ଼ିଶାର 50 ପ୍ରତିଶତ ଜଳ ହକ କୁ କାର୍ଯ୍ୟ ରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ବଂଶଧାରା ଅବବାହିକା ଚାଷୀ ,ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ ଯୋଜନା କରି ପ୍ରୟ 1200 କୋଟି ଟଙ୍କା ଅନୁମୋଦନ କରିଥିଲେ l କିନ୍ତୁ ବର୍ତ୍ତମାନ ଭାଜପା ସରକାର ନିଜ ସାଥି ଆନ୍ଧ୍ରପ୍ରଦେଶ ର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ପ୍ରକଳ୍ପ କୁ ଶୀତଳ ଭଣ୍ଡାର ରେ ଫୋପାଡି ଦେବା ଦୁର୍ଭାଗ୍ୟ ଜନକ l ଗୁଣପୁର ବାସୀଙ୍କ ସ୍ଵାର୍ଥ ରକ୍ଷା ରେ ତତ୍ପର ନହେଲେ ଏପ୍ରିଲ 22 ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ କଂ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସି ପି ଆଇ( ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି | ଉପସ୍ଥିତ ଥିଲେ ବୃନ୍ଦାବନ ବିଡିକା, ରାଜେନ୍ଦ୍ର ମାଝୀ କର୍ଣ୍ଣଏଲ ଗମାଙ୍ଗ, ରମେଶ ବିଡିକା, ତ୍ରିପତି ମୁଟୁକା, ମୋଜେସ ବିଡିକା, କରୁଣାକର ଲିମା, ମହାସିଗଂ ମାମ୍ଭାଲାକା, ଟାପରା ଶବର, ଯକ୍ଷ ଲିମା, ହର୍ଷନନ୍ଦ ଲିମା
    1
    ପାଣିଡଗଂର ଜଳ ପ୍ରକଳ୍ପ କର ନଚେତ ଗାଦି ଛାଡ 
---------------------------------------
ଚଳିତ ମାସ 17 04 2026 ତାରିଖ ଦିନ କ୍ଷେତ ମୁଲିଆ ସଂଗଠନ( ଆଇରାଲା-AIARLA - ସି ପି ଆଇ (ଏମଏଲ) ଲିବରେସନ ତରଫରୁ ଗୁଣପୁର ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 
ଆନ୍ଧ୍ର ର କାଟ୍ରାଗାଡା ଫେଜ 2 ପ୍ରକଳ୍ପ କୁ ସୁପ୍ରିମକୋର୍ଟ କୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେବା ପରେ ରାୟଗଡା ଜିଲ୍ଲା ଗୁଡାରୀ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଜୋର୍ ଧରିଛି  |  ବଂଶ ଧାରା ନଦୀ ଆମର , ଆମ ପାଣି କୁ  ଆନ୍ଧ୍ର ନେଇ ଉପଯୋଗ କରୁଥିବା ବେଳେ ଗୁଣପୁର ଅଞ୍ଚଳର ଛାଷି ଭାଇ ମାନେ ଚାତକ ପରି ରହିଛନ୍ତି  ଏଥିପାଇଁ ଓଡିଶା  ସରକାର ଫେଲ ମାରିଛି l 2004 ମସିହା ରୁ ଗୁଡାରୀ ଠାରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ  କାର୍ଯ୍ୟାଳୟ ଖୋଲା ଯାଇ ସର୍ଭେ କରାଯାଇ ଥିଲା |  ଆଗାମୀ ଦିନରେ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ନ କରିଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ  କ୍ଷେତ ମୁଲିଆ ସଂଗଠନ ନେତା ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ଚେତାବନୀ ଦେଇଛନ୍ତି । 
ଭାଜପା  ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ବିଜେପି ରାଜନୈତିକ ସ୍ୱାର୍ଥ ସାଧନ ଲାଗି  ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l କେନ୍ଦ୍ର ଓ ରାଜ୍ୟ ରେ ଭାଜପା ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା କାରଣରୁ ବଂଶଧାରା ଟ୍ରିବୁନାଲ ରେ ଓଡ଼ିଶାର ପକ୍ଷ ଦୁର୍ବଳ ହୋଇ ପଡିଛି l ବଂଶଧାରା  ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ୱାରା କେନ୍ଦ୍ର ର ଅନୁମତି ଆବଶ୍ୟକ ପଡୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳ ରେ ଓଡ଼ିଶାର  50 ପ୍ରତିଶତ ଜଳ ହକ କୁ କାର୍ଯ୍ୟ ରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ବଂଶଧାରା ଅବବାହିକା ଚାଷୀ ,ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ ଯୋଜନା କରି ପ୍ରୟ  1200 କୋଟି ଟଙ୍କା ଅନୁମୋଦନ କରିଥିଲେ l କିନ୍ତୁ ବର୍ତ୍ତମାନ ଭାଜପା ସରକାର ନିଜ ସାଥି ଆନ୍ଧ୍ରପ୍ରଦେଶ ର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ପ୍ରକଳ୍ପ କୁ ଶୀତଳ ଭଣ୍ଡାର ରେ ଫୋପାଡି ଦେବା ଦୁର୍ଭାଗ୍ୟ ଜନକ l 
ଗୁଣପୁର ବାସୀଙ୍କ ସ୍ଵାର୍ଥ ରକ୍ଷା ରେ ତତ୍ପର ନହେଲେ ଏପ୍ରିଲ 22 ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ କଂ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସି ପି ଆଇ( ଏମଏଲ) ଲିବରେସନ ଜିଲ୍ଲା  ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି |
ଉପସ୍ଥିତ ଥିଲେ 
ବୃନ୍ଦାବନ ବିଡିକା,  ରାଜେନ୍ଦ୍ର ମାଝୀ କର୍ଣ୍ଣଏଲ ଗମାଙ୍ଗ, ରମେଶ ବିଡିକା, ତ୍ରିପତି ମୁଟୁକା, ମୋଜେସ ବିଡିକା, କରୁଣାକର ଲିମା, ମହାସିଗଂ ମାମ୍ଭାଲାକା, ଟାପରା ଶବର, ଯକ୍ଷ ଲିମା, ହର୍ଷନନ୍ଦ ଲିମା
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    7 hrs ago
  • ଖବର ପ୍ରସାରଣର ୩ ଦିନ ମଧ୍ୟରେ ପୁନଃ ନିର୍ମାଣ ହେଲା ରାସ୍ତାକାମ (ଶୁରୁ ଆପ ର ମହା ପ୍ରଭାବ ) ଗ୍ରାମାଞ୍ଚଳରେ ନବନିର୍ମିତ ପିଚୁ ରାସ୍ତା କାମର ନିମ୍ନ ଗୁଣମାନକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ପରିପେକ୍ଷିରେ କାଲିମେଳା ବ୍ଲକ ଅନ୍ତର୍ଗତ ପୁସୁଗୁଡା ପଞ୍ଚାୟତର ଏମ.ପି.ଭି-୫୫ ଛକରୁ ମାଲାଭାରମ୍ ପଞ୍ଚାୟତ ଛକ ପର୍ଯ୍ୟନ୍ତ ପ୍ରାୟ ୧.୮ କି.ମି. ରାସ୍ତା ନିର୍ମାଣ କାମକୁ ନେଇ ଗୁରୁତର ଅଭିଯୋଗ ହୋଇଥିଲା l ସ୍ଥାନୀୟ ଲୋକଙ୍କ କହିବା ମୁତାବକ ରାସ୍ତା କାମ ସମ୍ପୂର୍ଣ୍ଣ ହେବାରେ କେବଳ ୨୦ ଦିନ ମଧ୍ୟରେ ରାସ୍ତାର ଅନେକ ସ୍ଥାନରେ ଚିପ୍ସ ଉଠିଯାଇ ଖଣ୍ଡିଆ ଖାବରା ହୋଇଯାଇଥିଲା । କେତେକ ସ୍ଥାନରେ ଚିପ୍ସ ଏକାଠି ଗଦା ହୋଇ ରାସ୍ତା ଅବସ୍ଥାକୁ ଶୋଚନୀୟ କରି ପକାଇଥିଲା ବେଳେ ଯାତାୟାତ ବିପଦଜନକ ହୋଇ ପଡିଥିଲା । ଏହି ରାସ୍ତା ଏମ.ପି.ଭି-୫୫, ଏମ.ଭି-୧୨୮ ଓ ଏମ.ଭି-୮୮ ଭଳି ଅନେକ ଗ୍ରାମକୁ ମାଲାଭାରମ୍ ପଞ୍ଚାୟତ ସଦର ସହିତ ସଂଯୋଗ କରୁଥିବାରୁ ଏହାର ଗୁରୁତ୍ୱ ବହୁତ ଅଧିକ। ତଥାପି ଏପରି ଅବହେଳାପୂର୍ଣ୍ଣ କାମକୁ ନେଇ ଲୋକମାନେ ଅସନ୍ତୋଷ ଭାବ ଦେଖା ଦେଇଥିବା ବେଳେ ଏହି ଘଟଣାକୁ ନେଇ "ଶୁରୁ ଆପ "ରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ତୁରନ୍ତ ତତ୍ପରତା ଦେଖାଇ ମାତ୍ର ୩ ଦିନ ମଧ୍ୟରେ ପୁନର୍ବାର ରାସ୍ତା ମରାମତି କାମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏଥିସହ ଚିପ୍ସ ବାହାରି ଗଦା ହୋଇଥିବା ସ୍ଥାନ ଗୁଡିକ ସହ ଖାଲଖମା ଗୁଡିକ ମରାମତି କରାଯାଉଥିବା ଦେଖିବାକୁ ମିଳିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷ୍ୟରୁ ଚାଲିଥିବା ଏହି ରାସ୍ତା ନିର୍ମାଣ କାମର ମାନ ଉତ୍ତମ ରଖିବା ଦିଗରେ ପ୍ରସାଶନ ତତ୍ପରତା ଦେଖାଇବା ଲାଗି ଗ୍ରାମବାସୀ ନିଜର ଦାବି ମାଧ୍ୟମରେ ଜଣାଇବା ସହ ବର୍ତ୍ତମାନ ଚାଲୁଥିବା କାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପାଇଁ ଶୁରୁ ଆପ ଏବଂ ଜିଲ୍ଲା ପ୍ରଶାସନକୁ ଗ୍ରାମ ବାସି କୃତଜ୍ଞତା ଜ୍ଞାପନ କରିଛନ୍ତି ଦେଇଛନ୍ତି
    3
    ଖବର ପ୍ରସାରଣର ୩ ଦିନ ମଧ୍ୟରେ ପୁନଃ ନିର୍ମାଣ ହେଲା ରାସ୍ତାକାମ 
(ଶୁରୁ ଆପ ର ମହା ପ୍ରଭାବ )
ଗ୍ରାମାଞ୍ଚଳରେ ନବନିର୍ମିତ ପିଚୁ ରାସ୍ତା କାମର ନିମ୍ନ ଗୁଣମାନକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ପରିପେକ୍ଷିରେ କାଲିମେଳା ବ୍ଲକ ଅନ୍ତର୍ଗତ ପୁସୁଗୁଡା ପଞ୍ଚାୟତର ଏମ.ପି.ଭି-୫୫ ଛକରୁ ମାଲାଭାରମ୍ ପଞ୍ଚାୟତ ଛକ ପର୍ଯ୍ୟନ୍ତ ପ୍ରାୟ ୧.୮ କି.ମି. ରାସ୍ତା ନିର୍ମାଣ କାମକୁ ନେଇ ଗୁରୁତର ଅଭିଯୋଗ ହୋଇଥିଲା l
ସ୍ଥାନୀୟ ଲୋକଙ୍କ କହିବା ମୁତାବକ ରାସ୍ତା କାମ ସମ୍ପୂର୍ଣ୍ଣ ହେବାରେ କେବଳ ୨୦ ଦିନ ମଧ୍ୟରେ ରାସ୍ତାର ଅନେକ ସ୍ଥାନରେ ଚିପ୍ସ ଉଠିଯାଇ ଖଣ୍ଡିଆ ଖାବରା ହୋଇଯାଇଥିଲା । କେତେକ ସ୍ଥାନରେ ଚିପ୍ସ ଏକାଠି ଗଦା ହୋଇ ରାସ୍ତା  ଅବସ୍ଥାକୁ ଶୋଚନୀୟ କରି ପକାଇଥିଲା ବେଳେ ଯାତାୟାତ ବିପଦଜନକ ହୋଇ ପଡିଥିଲା ।
ଏହି ରାସ୍ତା ଏମ.ପି.ଭି-୫୫, ଏମ.ଭି-୧୨୮ ଓ ଏମ.ଭି-୮୮ ଭଳି ଅନେକ ଗ୍ରାମକୁ ମାଲାଭାରମ୍ ପଞ୍ଚାୟତ ସଦର ସହିତ ସଂଯୋଗ କରୁଥିବାରୁ ଏହାର ଗୁରୁତ୍ୱ ବହୁତ ଅଧିକ। ତଥାପି ଏପରି ଅବହେଳାପୂର୍ଣ୍ଣ କାମକୁ ନେଇ ଲୋକମାନେ ଅସନ୍ତୋଷ ଭାବ ଦେଖା ଦେଇଥିବା ବେଳେ 
ଏହି ଘଟଣାକୁ ନେଇ "ଶୁରୁ ଆପ "ରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ତୁରନ୍ତ ତତ୍ପରତା ଦେଖାଇ ମାତ୍ର ୩ ଦିନ ମଧ୍ୟରେ ପୁନର୍ବାର ରାସ୍ତା ମରାମତି କାମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏଥିସହ ଚିପ୍ସ ବାହାରି ଗଦା ହୋଇଥିବା ସ୍ଥାନ ଗୁଡିକ ସହ ଖାଲଖମା ଗୁଡିକ ମରାମତି କରାଯାଉଥିବା ଦେଖିବାକୁ ମିଳିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷ୍ୟରୁ ଚାଲିଥିବା ଏହି ରାସ୍ତା ନିର୍ମାଣ କାମର ମାନ ଉତ୍ତମ ରଖିବା ଦିଗରେ ପ୍ରସାଶନ ତତ୍ପରତା ଦେଖାଇବା ଲାଗି ଗ୍ରାମବାସୀ ନିଜର ଦାବି ମାଧ୍ୟମରେ ଜଣାଇବା ସହ ବର୍ତ୍ତମାନ ଚାଲୁଥିବା କାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। 
ଏଥିପାଇଁ ଶୁରୁ ଆପ ଏବଂ ଜିଲ୍ଲା ପ୍ରଶାସନକୁ ଗ୍ରାମ ବାସି କୃତଜ୍ଞତା ଜ୍ଞାପନ କରିଛନ୍ତି ଦେଇଛନ୍ତି
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    2 hrs ago
  • ସ୍କୁଲ ଛାତ୍ରାବାସ ରେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କ ଆତ୍ମ ହତ୍ୟା
    1
    ସ୍କୁଲ ଛାତ୍ରାବାସ ରେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କ ଆତ୍ମ ହତ୍ୟା
    user_Jitendra mohanty
    Jitendra mohanty
    Agricultural machinery manufacturer ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    6 hrs ago
  • Post by Poriman Poriman sisa
    1
    Post by Poriman Poriman sisa
    user_Poriman Poriman sisa
    Poriman Poriman sisa
    ଚିତ୍ରକୋଣ୍ଡା, ମାଲକାନଗିରି, ଓଡ଼ିଶା•
    12 hrs ago
  • ଓଡ଼ିଶାର ଗୌରବ, ମହାନ ଜନନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଜୟପୁର ବିଜେଡି ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।ଏହି ଅବସରରେ ଦଳୀୟ କର୍ମୀମାନେ ସଂକଳ୍ପ ନେଇ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି କୋରାପୁଟ ବିଜେଡିର ୱର୍କିଂ ପ୍ରେସିଡେଣ୍ଟ ଦୁର୍ଗା ମିଶ୍ର ସୂଚନା ଦେଇଛନ୍ତି।
    1
    ଓଡ଼ିଶାର ଗୌରବ, ମହାନ ଜନନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଜୟପୁର ବିଜେଡି ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।ଏହି ଅବସରରେ ଦଳୀୟ କର୍ମୀମାନେ ସଂକଳ୍ପ ନେଇ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି କୋରାପୁଟ ବିଜେଡିର ୱର୍କିଂ ପ୍ରେସିଡେଣ୍ଟ ଦୁର୍ଗା ମିଶ୍ର ସୂଚନା ଦେଇଛନ୍ତି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.