logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାଣିଡଗଂର ଜଳ ପ୍ରକଳ୍ପ କର ନଚେତ ଗାଦି ଛାଡ --------------------------------------- ଚଳିତ ମାସ 17 04 2026 ତାରିଖ ଦିନ କ୍ଷେତ ମୁଲିଆ ସଂଗଠନ( ଆଇରାଲା-AIARLA - ସି ପି ଆଇ (ଏମଏଲ) ଲିବରେସନ ତରଫରୁ ଗୁଣପୁର ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆନ୍ଧ୍ର ର କାଟ୍ରାଗାଡା ଫେଜ 2 ପ୍ରକଳ୍ପ କୁ ସୁପ୍ରିମକୋର୍ଟ କୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେବା ପରେ ରାୟଗଡା ଜିଲ୍ଲା ଗୁଡାରୀ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଜୋର୍ ଧରିଛି | ବଂଶ ଧାରା ନଦୀ ଆମର , ଆମ ପାଣି କୁ ଆନ୍ଧ୍ର ନେଇ ଉପଯୋଗ କରୁଥିବା ବେଳେ ଗୁଣପୁର ଅଞ୍ଚଳର ଛାଷି ଭାଇ ମାନେ ଚାତକ ପରି ରହିଛନ୍ତି ଏଥିପାଇଁ ଓଡିଶା ସରକାର ଫେଲ ମାରିଛି l 2004 ମସିହା ରୁ ଗୁଡାରୀ ଠାରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ କାର୍ଯ୍ୟାଳୟ ଖୋଲା ଯାଇ ସର୍ଭେ କରାଯାଇ ଥିଲା | ଆଗାମୀ ଦିନରେ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ନ କରିଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ କ୍ଷେତ ମୁଲିଆ ସଂଗଠନ ନେତା ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ଚେତାବନୀ ଦେଇଛନ୍ତି । ଭାଜପା ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ବିଜେପି ରାଜନୈତିକ ସ୍ୱାର୍ଥ ସାଧନ ଲାଗି ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l କେନ୍ଦ୍ର ଓ ରାଜ୍ୟ ରେ ଭାଜପା ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା କାରଣରୁ ବଂଶଧାରା ଟ୍ରିବୁନାଲ ରେ ଓଡ଼ିଶାର ପକ୍ଷ ଦୁର୍ବଳ ହୋଇ ପଡିଛି l ବଂଶଧାରା ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ୱାରା କେନ୍ଦ୍ର ର ଅନୁମତି ଆବଶ୍ୟକ ପଡୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳ ରେ ଓଡ଼ିଶାର 50 ପ୍ରତିଶତ ଜଳ ହକ କୁ କାର୍ଯ୍ୟ ରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ବଂଶଧାରା ଅବବାହିକା ଚାଷୀ ,ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ ଯୋଜନା କରି ପ୍ରୟ 1200 କୋଟି ଟଙ୍କା ଅନୁମୋଦନ କରିଥିଲେ l କିନ୍ତୁ ବର୍ତ୍ତମାନ ଭାଜପା ସରକାର ନିଜ ସାଥି ଆନ୍ଧ୍ରପ୍ରଦେଶ ର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ପ୍ରକଳ୍ପ କୁ ଶୀତଳ ଭଣ୍ଡାର ରେ ଫୋପାଡି ଦେବା ଦୁର୍ଭାଗ୍ୟ ଜନକ l ଗୁଣପୁର ବାସୀଙ୍କ ସ୍ଵାର୍ଥ ରକ୍ଷା ରେ ତତ୍ପର ନହେଲେ ଏପ୍ରିଲ 22 ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ କଂ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସି ପି ଆଇ( ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି | ଉପସ୍ଥିତ ଥିଲେ ବୃନ୍ଦାବନ ବିଡିକା, ରାଜେନ୍ଦ୍ର ମାଝୀ କର୍ଣ୍ଣଏଲ ଗମାଙ୍ଗ, ରମେଶ ବିଡିକା, ତ୍ରିପତି ମୁଟୁକା, ମୋଜେସ ବିଡିକା, କରୁଣାକର ଲିମା, ମହାସିଗଂ ମାମ୍ଭାଲାକା, ଟାପରା ଶବର, ଯକ୍ଷ ଲିମା, ହର୍ଷନନ୍ଦ ଲିମା ପାଣିଡଗଂର ଜଳ ପ୍ରକଳ୍ପ କର ନଚେତ ଗାଦି ଛାଡ --------------------------------------- ଚଳିତ ମାସ 17 04 2026 ତାରିଖ ଦିନ କ୍ଷେତ ମୁଲିଆ ସଂଗଠନ( ଆଇରାଲା-AIARLA - ସି ପି ଆଇ (ଏମଏଲ) ଲିବରେସନ ତରଫରୁ ଗୁଣପୁର ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆନ୍ଧ୍ର ର କାଟ୍ରାଗାଡା ଫେଜ 2 ପ୍ରକଳ୍ପ କୁ ସୁପ୍ରିମକୋର୍ଟ କୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେବା ପରେ ରାୟଗଡା ଜିଲ୍ଲା ଗୁଡାରୀ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଜୋର୍ ଧରିଛି | ବଂଶ ଧାରା ନଦୀ ଆମର , ଆମ ପାଣି କୁ ଆନ୍ଧ୍ର ନେଇ ଉପଯୋଗ କରୁଥିବା ବେଳେ ଗୁଣପୁର ଅଞ୍ଚଳର ଛାଷି ଭାଇ ମାନେ ଚାତକ ପରି ରହିଛନ୍ତି ଏଥିପାଇଁ ଓଡିଶା ସରକାର ଫେଲ ମାରିଛି l 2004 ମସିହା ରୁ ଗୁଡାରୀ ଠାରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ କାର୍ଯ୍ୟାଳୟ ଖୋଲା ଯାଇ ସର୍ଭେ କରାଯାଇ ଥିଲା | ଆଗାମୀ ଦିନରେ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ନ କରିଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ କ୍ଷେତ ମୁଲିଆ ସଂଗଠନ ନେତା ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ଚେତାବନୀ ଦେଇଛନ୍ତି । ଭାଜପା ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ବିଜେପି ରାଜନୈତିକ ସ୍ୱାର୍ଥ ସାଧନ ଲାଗି ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l କେନ୍ଦ୍ର ଓ ରାଜ୍ୟ ରେ ଭାଜପା ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା କାରଣରୁ ବଂଶଧାରା ଟ୍ରିବୁନାଲ ରେ ଓଡ଼ିଶାର ପକ୍ଷ ଦୁର୍ବଳ ହୋଇ ପଡିଛି l ବଂଶଧାରା ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ୱାରା କେନ୍ଦ୍ର ର ଅନୁମତି ଆବଶ୍ୟକ ପଡୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳ ରେ ଓଡ଼ିଶାର 50 ପ୍ରତିଶତ ଜଳ ହକ କୁ କାର୍ଯ୍ୟ ରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ବଂଶଧାରା ଅବବାହିକା ଚାଷୀ ,ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ ଯୋଜନା କରି ପ୍ରୟ 1200 କୋଟି ଟଙ୍କା ଅନୁମୋଦନ କରିଥିଲେ l କିନ୍ତୁ ବର୍ତ୍ତମାନ ଭାଜପା ସରକାର ନିଜ ସାଥି ଆନ୍ଧ୍ରପ୍ରଦେଶ ର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ପ୍ରକଳ୍ପ କୁ ଶୀତଳ ଭଣ୍ଡାର ରେ ଫୋପାଡି ଦେବା ଦୁର୍ଭାଗ୍ୟ ଜନକ l ଗୁଣପୁର ବାସୀଙ୍କ ସ୍ଵାର୍ଥ ରକ୍ଷା ରେ ତତ୍ପର ନହେଲେ ଏପ୍ରିଲ 22 ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ କଂ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସି ପି ଆଇ( ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି | ଉପସ୍ଥିତ ଥିଲେ ବୃନ୍ଦାବନ ବିଡିକା, ରାଜେନ୍ଦ୍ର ମାଝୀ କର୍ଣ୍ଣଏଲ ଗମାଙ୍ଗ, ରମେଶ ବିଡିକା, ତ୍ରିପତି ମୁଟୁକା, ମୋଜେସ ବିଡିକା, କରୁଣାକର ଲିମା, ମହାସିଗଂ ମାମ୍ଭାଲାକା, ଟାପରା ଶବର, ଯକ୍ଷ ଲିମା, ହର୍ଷନନ୍ଦ ଲିମା

9 hrs ago
user_Tuna Behera
Tuna Behera
କାଶୀପୁର, ରାୟଗଡା, ଓଡ଼ିଶା•

More news from ଓଡ଼ିଶା and nearby areas
  • ପାଣିଡଗଂର ଜଳ ପ୍ରକଳ୍ପ କର ନଚେତ ଗାଦି ଛାଡ --------------------------------------- ଚଳିତ ମାସ 17 04 2026 ତାରିଖ ଦିନ କ୍ଷେତ ମୁଲିଆ ସଂଗଠନ( ଆଇରାଲା-AIARLA - ସି ପି ଆଇ (ଏମଏଲ) ଲିବରେସନ ତରଫରୁ ଗୁଣପୁର ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆନ୍ଧ୍ର ର କାଟ୍ରାଗାଡା ଫେଜ 2 ପ୍ରକଳ୍ପ କୁ ସୁପ୍ରିମକୋର୍ଟ କୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେବା ପରେ ରାୟଗଡା ଜିଲ୍ଲା ଗୁଡାରୀ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଜୋର୍ ଧରିଛି | ବଂଶ ଧାରା ନଦୀ ଆମର , ଆମ ପାଣି କୁ ଆନ୍ଧ୍ର ନେଇ ଉପଯୋଗ କରୁଥିବା ବେଳେ ଗୁଣପୁର ଅଞ୍ଚଳର ଛାଷି ଭାଇ ମାନେ ଚାତକ ପରି ରହିଛନ୍ତି ଏଥିପାଇଁ ଓଡିଶା ସରକାର ଫେଲ ମାରିଛି l 2004 ମସିହା ରୁ ଗୁଡାରୀ ଠାରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ କାର୍ଯ୍ୟାଳୟ ଖୋଲା ଯାଇ ସର୍ଭେ କରାଯାଇ ଥିଲା | ଆଗାମୀ ଦିନରେ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ନ କରିଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ କ୍ଷେତ ମୁଲିଆ ସଂଗଠନ ନେତା ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ଚେତାବନୀ ଦେଇଛନ୍ତି । ଭାଜପା ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ବିଜେପି ରାଜନୈତିକ ସ୍ୱାର୍ଥ ସାଧନ ଲାଗି ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l କେନ୍ଦ୍ର ଓ ରାଜ୍ୟ ରେ ଭାଜପା ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା କାରଣରୁ ବଂଶଧାରା ଟ୍ରିବୁନାଲ ରେ ଓଡ଼ିଶାର ପକ୍ଷ ଦୁର୍ବଳ ହୋଇ ପଡିଛି l ବଂଶଧାରା ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ୱାରା କେନ୍ଦ୍ର ର ଅନୁମତି ଆବଶ୍ୟକ ପଡୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳ ରେ ଓଡ଼ିଶାର 50 ପ୍ରତିଶତ ଜଳ ହକ କୁ କାର୍ଯ୍ୟ ରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ବଂଶଧାରା ଅବବାହିକା ଚାଷୀ ,ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ ଯୋଜନା କରି ପ୍ରୟ 1200 କୋଟି ଟଙ୍କା ଅନୁମୋଦନ କରିଥିଲେ l କିନ୍ତୁ ବର୍ତ୍ତମାନ ଭାଜପା ସରକାର ନିଜ ସାଥି ଆନ୍ଧ୍ରପ୍ରଦେଶ ର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ପ୍ରକଳ୍ପ କୁ ଶୀତଳ ଭଣ୍ଡାର ରେ ଫୋପାଡି ଦେବା ଦୁର୍ଭାଗ୍ୟ ଜନକ l ଗୁଣପୁର ବାସୀଙ୍କ ସ୍ଵାର୍ଥ ରକ୍ଷା ରେ ତତ୍ପର ନହେଲେ ଏପ୍ରିଲ 22 ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ କଂ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସି ପି ଆଇ( ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି | ଉପସ୍ଥିତ ଥିଲେ ବୃନ୍ଦାବନ ବିଡିକା, ରାଜେନ୍ଦ୍ର ମାଝୀ କର୍ଣ୍ଣଏଲ ଗମାଙ୍ଗ, ରମେଶ ବିଡିକା, ତ୍ରିପତି ମୁଟୁକା, ମୋଜେସ ବିଡିକା, କରୁଣାକର ଲିମା, ମହାସିଗଂ ମାମ୍ଭାଲାକା, ଟାପରା ଶବର, ଯକ୍ଷ ଲିମା, ହର୍ଷନନ୍ଦ ଲିମା
    1
    ପାଣିଡଗଂର ଜଳ ପ୍ରକଳ୍ପ କର ନଚେତ ଗାଦି ଛାଡ 
---------------------------------------
ଚଳିତ ମାସ 17 04 2026 ତାରିଖ ଦିନ କ୍ଷେତ ମୁଲିଆ ସଂଗଠନ( ଆଇରାଲା-AIARLA - ସି ପି ଆଇ (ଏମଏଲ) ଲିବରେସନ ତରଫରୁ ଗୁଣପୁର ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 
ଆନ୍ଧ୍ର ର କାଟ୍ରାଗାଡା ଫେଜ 2 ପ୍ରକଳ୍ପ କୁ ସୁପ୍ରିମକୋର୍ଟ କୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେବା ପରେ ରାୟଗଡା ଜିଲ୍ଲା ଗୁଡାରୀ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଜୋର୍ ଧରିଛି  |  ବଂଶ ଧାରା ନଦୀ ଆମର , ଆମ ପାଣି କୁ  ଆନ୍ଧ୍ର ନେଇ ଉପଯୋଗ କରୁଥିବା ବେଳେ ଗୁଣପୁର ଅଞ୍ଚଳର ଛାଷି ଭାଇ ମାନେ ଚାତକ ପରି ରହିଛନ୍ତି  ଏଥିପାଇଁ ଓଡିଶା  ସରକାର ଫେଲ ମାରିଛି l 2004 ମସିହା ରୁ ଗୁଡାରୀ ଠାରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ  କାର୍ଯ୍ୟାଳୟ ଖୋଲା ଯାଇ ସର୍ଭେ କରାଯାଇ ଥିଲା |  ଆଗାମୀ ଦିନରେ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ନ କରିଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ  କ୍ଷେତ ମୁଲିଆ ସଂଗଠନ ନେତା ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ଚେତାବନୀ ଦେଇଛନ୍ତି । 
ଭାଜପା  ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ବିଜେପି ରାଜନୈତିକ ସ୍ୱାର୍ଥ ସାଧନ ଲାଗି  ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l କେନ୍ଦ୍ର ଓ ରାଜ୍ୟ ରେ ଭାଜପା ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା କାରଣରୁ ବଂଶଧାରା ଟ୍ରିବୁନାଲ ରେ ଓଡ଼ିଶାର ପକ୍ଷ ଦୁର୍ବଳ ହୋଇ ପଡିଛି l ବଂଶଧାରା  ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ୱାରା କେନ୍ଦ୍ର ର ଅନୁମତି ଆବଶ୍ୟକ ପଡୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳ ରେ ଓଡ଼ିଶାର  50 ପ୍ରତିଶତ ଜଳ ହକ କୁ କାର୍ଯ୍ୟ ରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ବଂଶଧାରା ଅବବାହିକା ଚାଷୀ ,ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ ଯୋଜନା କରି ପ୍ରୟ  1200 କୋଟି ଟଙ୍କା ଅନୁମୋଦନ କରିଥିଲେ l କିନ୍ତୁ ବର୍ତ୍ତମାନ ଭାଜପା ସରକାର ନିଜ ସାଥି ଆନ୍ଧ୍ରପ୍ରଦେଶ ର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ପ୍ରକଳ୍ପ କୁ ଶୀତଳ ଭଣ୍ଡାର ରେ ଫୋପାଡି ଦେବା ଦୁର୍ଭାଗ୍ୟ ଜନକ l 
ଗୁଣପୁର ବାସୀଙ୍କ ସ୍ଵାର୍ଥ ରକ୍ଷା ରେ ତତ୍ପର ନହେଲେ ଏପ୍ରିଲ 22 ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ କଂ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସି ପି ଆଇ( ଏମଏଲ) ଲିବରେସନ ଜିଲ୍ଲା  ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି |
ଉପସ୍ଥିତ ଥିଲେ 
ବୃନ୍ଦାବନ ବିଡିକା,  ରାଜେନ୍ଦ୍ର ମାଝୀ କର୍ଣ୍ଣଏଲ ଗମାଙ୍ଗ, ରମେଶ ବିଡିକା, ତ୍ରିପତି ମୁଟୁକା, ମୋଜେସ ବିଡିକା, କରୁଣାକର ଲିମା, ମହାସିଗଂ ମାମ୍ଭାଲାକା, ଟାପରା ଶବର, ଯକ୍ଷ ଲିମା, ହର୍ଷନନ୍ଦ ଲିମା
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    9 hrs ago
  • ଦୁର୍ଗନ୍ଧ ରେ ଭାସୁଛି ଭବାନୀପାଟଣା ବସଷ୍ଟାଣ୍ଡ
    1
    ଦୁର୍ଗନ୍ଧ ରେ ଭାସୁଛି ଭବାନୀପାଟଣା ବସଷ୍ଟାଣ୍ଡ
    user_Majhi belalsen
    Majhi belalsen
    ସଦର, କଳାହାଣ୍ଡି, ଓଡ଼ିଶା•
    10 hrs ago
  • ଜୟପୁର ବିଜେଡି ଦଳ ପକ୍ଷରୁ ଓଡ଼ିଶାର ଗୌରବ ଓ ଗର୍ବ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ଗମ୍ଭୀରତା ସହ ପାଳନ କରାଯାଇଛି। ଏହି ଅବସରରେ ଦଳୀୟ ନେତା ଓ କର୍ମୀମାନେ ବିଜୁ ବାବୁଙ୍କ ଆଦର୍ଶକୁ ସ୍ମରଣ କରି ସମାଜ ସେବାରେ ନିଜକୁ ନିଯୁକ୍ତ କରିବାକୁ ସଂକଳ୍ପ ନେଇଥିଲେ। ଏବଂ ଜୟପୁର ପୌରପାଳିକାରେ ଚାଲୁଥିବା ଦୁର୍ନୀତି ବିରୋଧରେ ଜନଆନ୍ଦୋଳନ ଆରମ୍ଭ କରାଯିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି। ଏହା ସମ୍ପର୍କରେ ସୂଚନା ଦେଇଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ
    1
    ଜୟପୁର ବିଜେଡି ଦଳ ପକ୍ଷରୁ ଓଡ଼ିଶାର ଗୌରବ ଓ ଗର୍ବ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ଗମ୍ଭୀରତା ସହ ପାଳନ କରାଯାଇଛି।
ଏହି ଅବସରରେ ଦଳୀୟ ନେତା ଓ କର୍ମୀମାନେ ବିଜୁ ବାବୁଙ୍କ ଆଦର୍ଶକୁ ସ୍ମରଣ କରି ସମାଜ ସେବାରେ ନିଜକୁ ନିଯୁକ୍ତ କରିବାକୁ ସଂକଳ୍ପ ନେଇଥିଲେ।
ଏବଂ ଜୟପୁର ପୌରପାଳିକାରେ ଚାଲୁଥିବା ଦୁର୍ନୀତି ବିରୋଧରେ ଜନଆନ୍ଦୋଳନ ଆରମ୍ଭ କରାଯିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି। ଏହା ସମ୍ପର୍କରେ ସୂଚନା ଦେଇଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    8 hrs ago
  • ବାର୍ ଭିତରେ ଆକ୍ରମଣ ଜଣେ ଗୁରୁତର
    1
    ବାର୍ ଭିତରେ ଆକ୍ରମଣ ଜଣେ ଗୁରୁତର
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    2 hrs ago
  • ଗତ ତା. 13/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର ବୁଡାପଡା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ। ତୁମୁଡିବନ୍ଧ ପୋଲିସ ପ୍ରଶାସନ ଏକ ତରଫା ଗୋଟିଏ ଗୋଷ୍ଠୀ ର ଏତଲା ପଞ୍ଜିକରଣ କରିଥିବାରୁ ଅନ୍ୟ ଗୋଷ୍ଠୀ ପୋଲିସ ପ୍ରଶାସନ ଉପରେ କ୍ଷୁବ୍ଧ ଥିବା ଦେଖିବାକୁ ମିଳିଛି। ତୁମୁଡିବନ୍ଧ ରୁ ଵି ଇ ରୋ ରିପୋର୍ଟ, କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    1
    ଗତ ତା. 13/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର ବୁଡାପଡା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ। ତୁମୁଡିବନ୍ଧ ପୋଲିସ ପ୍ରଶାସନ ଏକ ତରଫା ଗୋଟିଏ ଗୋଷ୍ଠୀ ର ଏତଲା ପଞ୍ଜିକରଣ କରିଥିବାରୁ ଅନ୍ୟ ଗୋଷ୍ଠୀ ପୋଲିସ ପ୍ରଶାସନ ଉପରେ କ୍ଷୁବ୍ଧ ଥିବା ଦେଖିବାକୁ ମିଳିଛି।
ତୁମୁଡିବନ୍ଧ ରୁ ଵି ଇ ରୋ ରିପୋର୍ଟ, କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    4 hrs ago
  • ବିଦ୍ୟାଳୟ ଅଟେ ମଣିଷ ତିଆରି କାରଖାନା । ଏକ ପବିତ୍ର ଅନୁଷ୍ଠାନ କିନ୍ତୁ କିଛି ଅସମାଜିକ ବ୍ୟକ୍ତି ବିଶେଷ ଙ୍କ ଲାଗି ପବିତ୍ର ଅନୁଷ୍ଠାନ ବେଳେ ବେଳେ କଳଙ୍କିତ ହୋଇପଡ଼େ ସମାଜ ସମ୍ମୁଖ ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ର ଟେମ୍ରା ପଞ୍ଚାୟତ ସଦର ମହକୁମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ । ଶନିବାର ଦିନ ସାଧାରଣ ରେ ଦେଖିବାକୁ ମିଳିଛି, ବିଦ୍ୟାଳୟ ପରିସର ମଧ୍ୟରେ ମଦ ବୋତଲ ।
    1
    ବିଦ୍ୟାଳୟ ଅଟେ ମଣିଷ ତିଆରି କାରଖାନା । ଏକ ପବିତ୍ର ଅନୁଷ୍ଠାନ କିନ୍ତୁ କିଛି ଅସମାଜିକ ବ୍ୟକ୍ତି ବିଶେଷ ଙ୍କ ଲାଗି ପବିତ୍ର ଅନୁଷ୍ଠାନ ବେଳେ ବେଳେ କଳଙ୍କିତ ହୋଇପଡ଼େ ସମାଜ ସମ୍ମୁଖ ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ର ଟେମ୍ରା ପଞ୍ଚାୟତ ସଦର ମହକୁମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ । ଶନିବାର ଦିନ ସାଧାରଣ ରେ ଦେଖିବାକୁ ମିଳିଛି, ବିଦ୍ୟାଳୟ ପରିସର ମଧ୍ୟରେ ମଦ ବୋତଲ ।
    user_Santunu chanda
    Santunu chanda
    Local News Reporter Kosagumuda•
    11 hrs ago
  • ସଂପ୍ରତି ସିବିଏସସି ଦଶମ ବୋର୍ଡ ପରିକ୍ଷା ଫଳାଫଳ ବାହାରିଥିବା ବେଳେ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି, ବେତାଗୁଡା ସ୍ଥିତ ଜବହାର ନବଦୟ ବିଦ୍ୟାଳୟ ର ଛାତ୍ରୀ ତଥା ଗୁମ୍ମା ବ୍ଲକ ଅଜୟଗଡର ଝିଅ ରୋଜମେରୀ ଗାନାୟକ ଶତକଡ଼ା ୯୫.୨ ପ୍ରତିଶତ ନଂବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ନିଜ ବ୍ଲକ ଓ ଗାଁର ଗୌରବ ବଢାଇଛନ୍ତି । ସୂଚନା ଯେ ସେ ରାଜେଶ୍ୱର ଗାନାୟକ ଓ ମିନିତା ଗାନାୟକ ଙ୍କ ଦୁଇ ସନ୍ତାନ ମଧ୍ଯରୁ ରୋଜମେରୀ ବଡ଼ ।ପିଲାଟି ବେଳୁ ହିଁ ସେ ମେଧାବୀ ଥିଲେ । ପ୍ରଥମେ ପାଞ୍ଚ ମାଇଲ ସ୍ଥିତ ଗୁଡ଼ ସେଫଡ ସ୍କୁଲରେ ପଢିବା ପରେ ନବୋଦୟ ପାଇଁ ଚୟନ ହୋଇ ଷଷ୍ଠ ଶ୍ରେଣୀରେ ଭର୍ତ୍ତି ହୋଇଥିଲେ । ସେ ୬ଷ୍ଟ, ୭ମ, ୮ମ ଓ ୯ମ ସମସ୍ତ ଶ୍ରେଣୀରେ ପ୍ରତି ବର୍ଷ ପ୍ରଥମ ସ୍ଥାନ ଅଧିକାର କରିଆସୁଥିଲେ । ସେ ଏହି ସଫଳତା ବଜାୟ ରଖି ଚଳିତ ବର୍ଷ ମଧ୍ୟ ଦଶମ ଶ୍ରେଣୀରେ ବିଦ୍ୟାଳୟର ସମସ୍ତ ୮୩ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଟପର ହୋଇ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ ମାତାପିତା ଙ୍କୁ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି।
    1
    ସଂପ୍ରତି ସିବିଏସସି ଦଶମ ବୋର୍ଡ ପରିକ୍ଷା ଫଳାଫଳ ବାହାରିଥିବା ବେଳେ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି, ବେତାଗୁଡା ସ୍ଥିତ ଜବହାର ନବଦୟ ବିଦ୍ୟାଳୟ ର ଛାତ୍ରୀ ତଥା ଗୁମ୍ମା ବ୍ଲକ ଅଜୟଗଡର ଝିଅ ରୋଜମେରୀ ଗାନାୟକ ଶତକଡ଼ା ୯୫.୨ ପ୍ରତିଶତ ନଂବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ନିଜ ବ୍ଲକ ଓ ଗାଁର ଗୌରବ ବଢାଇଛନ୍ତି । ସୂଚନା ଯେ ସେ ରାଜେଶ୍ୱର ଗାନାୟକ ଓ ମିନିତା ଗାନାୟକ ଙ୍କ ଦୁଇ ସନ୍ତାନ ମଧ୍ଯରୁ ରୋଜମେରୀ ବଡ଼ ।ପିଲାଟି ବେଳୁ ହିଁ ସେ ମେଧାବୀ ଥିଲେ । ପ୍ରଥମେ ପାଞ୍ଚ ମାଇଲ ସ୍ଥିତ ଗୁଡ଼ ସେଫଡ ସ୍କୁଲରେ ପଢିବା ପରେ ନବୋଦୟ ପାଇଁ ଚୟନ ହୋଇ ଷଷ୍ଠ ଶ୍ରେଣୀରେ ଭର୍ତ୍ତି ହୋଇଥିଲେ । ସେ ୬ଷ୍ଟ, ୭ମ, ୮ମ ଓ ୯ମ ସମସ୍ତ ଶ୍ରେଣୀରେ ପ୍ରତି ବର୍ଷ ପ୍ରଥମ ସ୍ଥାନ ଅଧିକାର କରିଆସୁଥିଲେ । ସେ ଏହି ସଫଳତା ବଜାୟ ରଖି ଚଳିତ ବର୍ଷ ମଧ୍ୟ ଦଶମ ଶ୍ରେଣୀରେ ବିଦ୍ୟାଳୟର ସମସ୍ତ ୮୩ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ  ଟପର ହୋଇ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ ମାତାପିତା ଙ୍କୁ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    6 hrs ago
  • ଓଡ଼ିଶାର ଗୌରବ, ମହାନ ଜନନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଜୟପୁର ବିଜେଡି ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।ଏହି ଅବସରରେ ଦଳୀୟ କର୍ମୀମାନେ ସଂକଳ୍ପ ନେଇ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି କୋରାପୁଟ ବିଜେଡିର ୱର୍କିଂ ପ୍ରେସିଡେଣ୍ଟ ଦୁର୍ଗା ମିଶ୍ର ସୂଚନା ଦେଇଛନ୍ତି।
    1
    ଓଡ଼ିଶାର ଗୌରବ, ମହାନ ଜନନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଜୟପୁର ବିଜେଡି ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।ଏହି ଅବସରରେ ଦଳୀୟ କର୍ମୀମାନେ ସଂକଳ୍ପ ନେଇ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି କୋରାପୁଟ ବିଜେଡିର ୱର୍କିଂ ପ୍ରେସିଡେଣ୍ଟ ଦୁର୍ଗା ମିଶ୍ର ସୂଚନା ଦେଇଛନ୍ତି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.