logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭଦ୍ରକ ଏସ୍ପି ଖୋଲିଦେଲେ ଗୋ-ମାଫିଆଙ୍କ କଳା ସାମ୍ରାଜ୍ୟର କାହାଣୀ l ଗୋରୁ ମାଫିଆଙ୍କ ଘରୁ ବାହାରିଲା ବନ୍ଧୁକ

1 day ago
user_AT News
AT News
Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
1 day ago

ଭଦ୍ରକ ଏସ୍ପି ଖୋଲିଦେଲେ ଗୋ-ମାଫିଆଙ୍କ କଳା ସାମ୍ରାଜ୍ୟର କାହାଣୀ l ଗୋରୁ ମାଫିଆଙ୍କ ଘରୁ ବାହାରିଲା ବନ୍ଧୁକ

More news from ଓଡ଼ିଶା and nearby areas
  • ସୋସିଆଲ ମିଡିଆ ଏବେ କୁତ୍ସିତ ମିଡିଆ ହୋଇସାରିିଛି, ଏଠି କିଏ କାହା ପାଇଁ କ'ଣ ଲେଖୁଛି ତାହା ଦେଖିଲେ ଦୁଃଖ ଲାଗୁଛି : ପୃଥ୍ୱୀରାଜ ହରିଚନ୍ଦନ, ଆଇନମନ୍ତ୍ରୀ
    1
    ସୋସିଆଲ ମିଡିଆ ଏବେ କୁତ୍ସିତ ମିଡିଆ ହୋଇସାରିିଛି, ଏଠି କିଏ କାହା ପାଇଁ କ'ଣ ଲେଖୁଛି ତାହା ଦେଖିଲେ ଦୁଃଖ ଲାଗୁଛି : ପୃଥ୍ୱୀରାଜ ହରିଚନ୍ଦନ, ଆଇନମନ୍ତ୍ରୀ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    14 min ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    19 hrs ago
  • ଯାଜପୁର ଜିଲ୍ଲାରେ ଦିନକୁ ଦିନ ଅବନତି ହେଉଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (SP)ଙ୍କୁ ଭେଟି ଯାଜପୁର ଜିଲ୍ଲା ବିଜେଡି ନେତା ଓ ନେତ୍ରୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।ଜିଲ୍ଲାରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପ,ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ଭୟ ଓ ଅସୁରକ୍ଷାବୋଧ ଏବେ ଗଭୀର ଚିନ୍ତାର କାରଣ ହୋଇଛି । ଯାହାକି ଏହି ପରିସ୍ଥିତିକୁ ଗୁରୁତ୍ୱ ସହ ନେଇ, ଶୀଘ୍ର ଓ କଠୋର ପଦକ୍ଷେପ ଗ୍ରହଣ କରି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ଼ ଦାବି ବିଜେଡି ପକ୍ଷରୁ କରାଯାଇଛି ।
    1
    ଯାଜପୁର ଜିଲ୍ଲାରେ ଦିନକୁ ଦିନ ଅବନତି ହେଉଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (SP)ଙ୍କୁ ଭେଟି ଯାଜପୁର ଜିଲ୍ଲା ବିଜେଡି ନେତା ଓ ନେତ୍ରୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।ଜିଲ୍ଲାରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପ,ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ଭୟ ଓ ଅସୁରକ୍ଷାବୋଧ ଏବେ ଗଭୀର ଚିନ୍ତାର କାରଣ ହୋଇଛି । ଯାହାକି 
ଏହି ପରିସ୍ଥିତିକୁ ଗୁରୁତ୍ୱ ସହ ନେଇ, ଶୀଘ୍ର ଓ କଠୋର ପଦକ୍ଷେପ ଗ୍ରହଣ କରି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ଼ ଦାବି ବିଜେଡି ପକ୍ଷରୁ କରାଯାଇଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • ଆଉ ନିସ୍ତାର ନାହିଁ ପୋଲିସ ନଜରରେ ଗୋ ମାଫିଆ।
    1
    ଆଉ ନିସ୍ତାର ନାହିଁ ପୋଲିସ ନଜରରେ ଗୋ ମାଫିଆ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    2 hrs ago
  • ତା 8/4/2026 ପ୍ରଭାତ ସମୟରେ ଗଣ୍ଡାବେଡ଼ ଓ ତାର ଆଖ ପାଖ ଅଞ୍ଚଳ ରେ ତାଣ୍ଡବ ରଚିଲା କଳାବୈଶାଖୀ
    1
    ତା 8/4/2026 ପ୍ରଭାତ ସମୟରେ ଗଣ୍ଡାବେଡ଼ ଓ ତାର ଆଖ ପାଖ ଅଞ୍ଚଳ ରେ ତାଣ୍ଡବ ରଚିଲା କଳାବୈଶାଖୀ
    user_RAKESH KUMAR MOHANTY
    RAKESH KUMAR MOHANTY
    Teacher ଖଇରା, ବାଲେଶ୍ୱର, ଓଡ଼ିଶା•
    8 hrs ago
  • ଖାକି ମାଗୁଛି ଖାକି କୁ ନ୍ୟାୟ ।
    1
    ଖାକି ମାଗୁଛି ଖାକି କୁ ନ୍ୟାୟ ।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    17 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    5 hrs ago
  • ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କନ୍ତପଡ଼ା ବ୍ରାହ୍ମଣୀ ବ୍ରିଜ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ବ୍ରିଜ୍ ଉପରୁ ପ୍ରାୟ ୩୦ ଫୁଟ ତଳକୁ ଏକ ମୋଟର ସାଇକେଲ ଖସି ପଡ଼ିବାରୁ ଦୁଇ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆହତ ଦୁଇ ଯୁବକ ହେଉଛନ୍ତି ଜେନାପୁର ଥାନା ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ବାରକଣା ଗ୍ରାମର ପ୍ରଶାନ୍ତ ମହାରଣାଙ୍କ ପୁଅ ମଳୟ କୁମାର ମହାରଣା ଏବଂ ଧନେଶ୍ୱର ବାରିକ ଙ୍କ ପୁଅ ଲୁନା ବାରିକ ଉଭୟ ଏକ ବାଇକ୍ ଯୋଗେ ଜାତୀୟ ରାଜପଥ ଦେଇ ଯାଉଥିବା ସମୟରେ କୌଣସି କାରଣବଶତଃ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରାହ୍ମଣୀ ବ୍ରିଜ୍ ତଳକୁ ଖସି ପଡ଼ିଥିଲା। ପ୍ରାୟ ୩୦ ଫୁଟ ଗଭୀରକୁ ଖସି ପଡ଼ିବା ଫଳରେ ଉଭୟଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
    1
    ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କନ୍ତପଡ଼ା ବ୍ରାହ୍ମଣୀ ବ୍ରିଜ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ବ୍ରିଜ୍ ଉପରୁ ପ୍ରାୟ ୩୦ ଫୁଟ ତଳକୁ ଏକ ମୋଟର ସାଇକେଲ ଖସି ପଡ଼ିବାରୁ ଦୁଇ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆହତ ଦୁଇ ଯୁବକ ହେଉଛନ୍ତି ଜେନାପୁର ଥାନା ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ବାରକଣା ଗ୍ରାମର ପ୍ରଶାନ୍ତ ମହାରଣାଙ୍କ ପୁଅ ମଳୟ କୁମାର ମହାରଣା ଏବଂ ଧନେଶ୍ୱର ବାରିକ ଙ୍କ ପୁଅ ଲୁନା ବାରିକ ଉଭୟ ଏକ ବାଇକ୍ ଯୋଗେ ଜାତୀୟ ରାଜପଥ ଦେଇ ଯାଉଥିବା ସମୟରେ କୌଣସି କାରଣବଶତଃ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରାହ୍ମଣୀ ବ୍ରିଜ୍ ତଳକୁ ଖସି ପଡ଼ିଥିଲା। ପ୍ରାୟ ୩୦ ଫୁଟ ଗଭୀରକୁ ଖସି ପଡ଼ିବା ଫଳରେ ଉଭୟଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.