Shuru
Apke Nagar Ki App…
ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ #Mahulkhal #RSK ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ମହୁଲଖାଲ ଗ୍ରାମ ର ପୁରୁଣା ସାହି ଠାରେ ଆଜି ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଅଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶୁଭଶ୍ରୀ ପ୍ରିୟଦର୍ଶିନୀ ଦାସ , ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦଶରଥପୁର ଅମ୍ଳାନ ଜ୍ୟୋତି ସାର ସହ କାରୀ ଉଦ୍ୟାନ କୃଷି ଅଧିକାରୀ କୋରେଇ, ଏବଂ ସୁକିନ୍ଦା ରୁ ତପନ କୁମାର ପାତ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ରୂପେ ଉପସ୍ଥିତ ଥିଲେ । #kaliapani #Sukinda #JajpurOdisha #viralpost #photo #KaliapaniUpdate
KALIAPANI UPDATE
ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ #Mahulkhal #RSK ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ମହୁଲଖାଲ ଗ୍ରାମ ର ପୁରୁଣା ସାହି ଠାରେ ଆଜି ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଅଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶୁଭଶ୍ରୀ ପ୍ରିୟଦର୍ଶିନୀ ଦାସ , ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦଶରଥପୁର ଅମ୍ଳାନ ଜ୍ୟୋତି ସାର ସହ କାରୀ ଉଦ୍ୟାନ କୃଷି ଅଧିକାରୀ କୋରେଇ, ଏବଂ ସୁକିନ୍ଦା ରୁ ତପନ କୁମାର ପାତ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ରୂପେ ଉପସ୍ଥିତ ଥିଲେ । #kaliapani #Sukinda #JajpurOdisha #viralpost #photo #KaliapaniUpdate
More news from ଓଡ଼ିଶା and nearby areas
- ମାଟ୍ରିମୋନିରୁ ପ୍ରେମ କରି ଶାରୀରିକ ସମ୍ପର୍କ, ପରେ ବିବାହ | ସ୍ତ୍ରୀ ଜଣକୁ ଛାଡ଼ି ନୂଆ ସ୍ୱାମୀ ଖୋଜିବାକୁ ଆସିଲା | ସ୍ୱାମୀ ଦୁଇଜଣକୁ ବିବାହ କରି ତୃତୀୟ ପତ୍ନୀ ଆପଣାଇଲା | ଶେଷରେ ସରିଗଲା ଏ ମିଛି ମିଛିକା କଣ୍ଢେଇ ବାହାଘର | ଭୁବନେଶ୍ଵର, ଓଡ଼ିଶା #Bhubaneswar #Odisha1
- ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ, ଲୁହା ରଡ୍ରେ ପିଟି ଗୋଡ଼ ଭାଙ୍ଗିଦେଲେ ଦୁର୍ବୃତ୍ତ ସଙ୍କଟାପନ୍ନ ଅବସ୍ଥାରେ କଟକ SCB କୁ ସ୍ଥାନାନ୍ତରିତ କଳିଙ୍ଗନଗର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ ଘଟିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସାମ୍ବାଦିକ ମହେନ୍ଦ୍ର କୁମାର ନାଥଙ୍କୁ ପ୍ରଥମେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ବଡ଼ ଡାକ୍ତରଖାନା SCB ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଶ୍ରୀ ନାଥ ରାସ୍ତାରେ ଯାଉଥିବା ସମୟରେ କିଛି ଯୁବକ ମଝିରାସ୍ତାରେ ଦଣ୍ଡାୟମାନ ହୋଇ ଯାତାୟାତରେ ବାଧା ସୃଷ୍ଟି କରୁଥିଲେ। ସେମାନଙ୍କୁ ରାସ୍ତାରୁ ହଟିଯିବାକୁ କହିବାକୁ ନେଇ ଉଭୟ ପକ୍ଷରେ ବଚସା ହୋଇଥିଲା। ଏହାରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ସଂଘବଦ୍ଧ ଭାବେ ସାମ୍ବାଦିକଙ୍କୁ ନିର୍ମମ ଭାବେ ପିଟିବା ସହ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଶ୍ରୀ ନାଥ ତତ୍କ୍ଷଣାତ୍ ପୋଲିସକୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚୁଥିବା ଦେଖି ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ପୋଲିସ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି। ଏକ୍ସ-ରେ ରିପୋର୍ଟରୁ ଶ୍ରୀ ନାଥଙ୍କ ଡାହାଣ ଗୋଡ଼ର ହାଡ଼ ଭାଙ୍ଗିଥିବା ଜଣାପଡ଼ିଛି। ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗମ୍ଭୀର ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ଆହତ ସାମ୍ବାଦିକଙ୍କ ପରିବାର ପକ୍ଷରୁ ଦାନଗଦୀ ପୋଲିସ ଫାଣ୍ଡିରେ ଲିଖିତ ଏତଲା ଦିଆଯାଇଛି। ଘଟଣାକୁ ନେଇ କଳିଙ୍ଗନଗରର ସ୍ଥାନୀୟ ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣକୁ ନିନ୍ଦା କରି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।4
- ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ ଅlତିଣ୍ଡା ଗ୍ରାମ ଉପ୍ରା ସ୍କୁଲ ସାମ୍ନାରେ ଦୃଘଟଣା ଗାଡି ନମ୍ବର ସ୍କ୍ରିନ ରେ ଦେଖନ୍ତୁ କିଭଳି ପଡ଼ିଥିଲେ ବ୍ୟକ୍ତି ୨ ଗୁରୁତର ନାଠୁଆ ଗ୍ରାମର ବୋଲି ସୂଚନା1
- Tulati khaira pakhare rathi adha ree mati chori trip trip mati saha maharm lutuchari kenal karmchari1
- Post by Dhenkanal News1
- କୋଉଠିକାର ଦୃଶ୍ୟ ଏଯାବତ ଜଣାପଡିନଥିଲାବେଳେ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି କିପରି ଭାବରେ ଆଖିପିଛୁଳାକେ ଝାମ୍ପିନେଉଛନ୍ତି ସୁନା1
- ଢେଙ୍କାନାଳ ସହରର ସୂର୍ଯ୍ୟମଣ୍ଡପ ଅଞ୍ଚଳରେ ନୂତନ ଭାବେ “Indulge Salon” ର ଭବ୍ୟ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି। ଏହି ସାଲୁନ ଉଦ୍ଘାଟନ ଅବସରରେ ଓଲିଉଡ୍ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ଵିପ ଜାଳି କେକ କାଟି ସାଲୁନଟିର ଶୁଭାରମ୍ଭ କରିଥିଲେ।ଏହି ଅବସରରେ Indulge Salon ପ୍ରତିଷ୍ଠାତା ସୁକୃତି ପଟ୍ଟନାୟକ ଓ ଢେଙ୍କାନାଳର ଫ୍ରାଞ୍ଚାଇଜ ଓନର ମିନର୍ଭା ମଲ୍ଲିକା ମଧ୍ୟ ଉପସ୍ଥିତ ଥିଲେ। ସାଲୁନଟି ଆଧୁନିକ ସୁବିଧା ସହ ଗ୍ରାହକମାନଙ୍କୁ ଉତ୍ତମ ସେବା ଦେବା ପାଇଁ ପ୍ରସ୍ତୁତ ବୋଲି ଅତିଥିମାନେ କହିଛନ୍ତି।ମୁଖ୍ୟ ଅତିଥି ସୂର୍ଯ୍ୟମୟୀ ମହାପାତ୍ର କହିଥିଲେ ଯେ, ଢେଙ୍କାନାଳ ଭଳି ସହରରେ ଏପରି ଆଧୁନିକ ସାଲୁନ ଖୋଲିବା ଯୁବପିଢ଼ିଙ୍କ ପାଇଁ ଏକ ଭଲ ସୁଯୋଗ ଓ ସହରର ଉନ୍ନତିର ଚିହ୍ନ। ସେ ସାଲୁନର ସଫଳତା କାମନା କରିଥିଲେ।ପ୍ରତିଷ୍ଠାତା ସୁକୃତି ପଟ୍ଟନାୟକ କହିଥିଲେ ଯେ, ଗ୍ରାହକମାନଙ୍କୁ ଉଚ୍ଚମାନର ସେବା ଦେବା ସହିତ ସେମାନଙ୍କୁ ସୁବିଧାଜନକ ଓ ଆରାମଦାୟକ ଅନୁଭବ ଦେବା ହେଉଛି Indulge Salon ର ପ୍ରଧାନ ଲକ୍ଷ୍ୟ।1
- ଗଁଦିଆ ବ୍ଲକର ଅବ୍ୟଵେବସ୍ଥା ଓ ଜରାଜୀର୍ଣ୍ଣ ଅବସ୍ଥା ରେ ଖଙ୍କର ବିଶ୍ରାମଗାର ନଜର ରଖ ସରକାର ଇମିତି ଗୋଟିଏ ନୁହେଁ ଆହୁରି ଅଛି ବସଷ୍ଟାଣ୍ଡ ଯାହାର ମୋ ବସ ସେବା1